Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନୋଟି ରାଶିର ଲୋକେ ଭୁଲରେ ମଧ୍ୟ ପିନ୍ଧନ୍ତୁ ନାହିଁ କଇଁଛ ମୁଦି। ନଚେତ ଆସିପାରେ ଘୋର ସଙ୍କଟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ନିୟମ ଓ ଉପାୟ ମାନ ରହିଛି। ଯାହାକୁ କରିବା ଦ୍ଵାରା ଜୀବନ ସଫଳ ହୋଇଥାଏ। କୁହାଯାଏ କି ବିଶ୍ୱାସ ମୂଳରେ ଜଗତ ରହିଛି। ସେହି ବିଶ୍ୱାସକୁ ନେଇ ଲୋକେ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ ମାନଙ୍କ ସାହାଯ୍ୟ ନେଇଥାନ୍ତି।

ତାଛଡ଼ା ବେଳେବେଳେ ଅଧିକାଂଶ ଲୋକେ ଅଜାଣତରେ କିଛି ଭୁଲ କାର୍ଯ୍ୟ କରିଥାନ୍ତି। ତେଣୁ ସେମାନଙ୍କ ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ। ତେଣୁ ଜ୍ୟୋତିଷ ମାନଙ୍କ ପରାମର୍ଶରେ କିଛି ଲୋକେ ନିଜ ହାତରେ ରତ୍ନର ମୁଦି ଅଥବା ଗଳାର ଚେନରେ ରକ୍ତ ଖୋଦିତ କରି ରଖିଥାନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତେବେ ଯେଉଁ ଲୋକେ ଜ୍ୟୋତିଷ ମାନଙ୍କ ପରାମର୍ଶ ଅନୁସାରେ ରତ୍ନର ମୁଦି ବା ଗଳାରେ ରତ୍ନ ଧାରଣ କରିଥାନ୍ତି, ସେମାନଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ। କିନ୍ତୁ କେତେକଙ୍କୁ ଅଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ। ଏଭଳି ପରିସ୍ଥିତିରେ ଏହି ରତ୍ନ ଭିନ୍ନ ଭିନ୍ନ ରଙ୍ଗ ଏବଂ ବିଭିନ୍ନ ପ୍ରକାରର ହୋଇଥାଏ ଏବଂ ଏହା ପିନ୍ଧିବାର କାରଣ ମଧ୍ୟ ଜାତକ ଅନୁସାରେ ନିର୍ଦ୍ଧାରଣ କରାଯାଇଥାଏ।

କିନ୍ତୁ ଆଜିର ଦୁନିଆରେ ରତ୍ନ ବ୍ୟତୀତ ଏଭଳି ଅନେକ ପ୍ରକାରର ମୁଦି ରହିଛି, ଯାହାକୁ ଲୋକେ ନିଜ ହାତରେ ଧାରଣ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି କଇଁଛର ମୁଦି। ଏହାକୁ ପିନ୍ଧିବା ଅତ୍ୟନ୍ତ ଶୁଭ ମାନାଯାଇଥାଏ। ମାତ୍ର ଏହା ସମସ୍ତ ବ୍ୟକ୍ତିଙ୍କୁ ସୁଟ କରି ନଥାଏ। ଜ୍ୟୋତିଷ ମାନଙ୍କ ଅନୁସାରେ କିଛି ଏଭଳି ରାଶିର ଜାତକ ରହିଛନ୍ତି, ଯେଉଁମାନଙ୍କୁ କଇଁଛ ମୁଦି ଉତ୍ତମ ଫଳ ପ୍ରଦାନ କରିଥାଏ। ଆଉ କିଛି ରାଶିର ଲୋକଙ୍କୁ କଇଁଛ ମୁଦି ପିନ୍ଧିବାର ଅଶୁଭ ପରିଣାମ ଭୋଗ କରିବାକୁ ପଡେ।

ତେବେ ଯେଉଁ ରାଶିର ଲୋକେ କଇଁଛ ମୁଦି ପିନ୍ଧିବା ଅନୁଚିତ, ସେହି ରାଶି ଗୁଡ଼ିକ ହେଉଛି – ମେଷ ରାଶି, ବିଛା ରାଶି ଏବଂ ମୀନ ରାଶି। ଏହି ତିନୋଟି ରାଶିର ଲୋକେ କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ। ମନୁଷ୍ୟ ସୁଖସାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ, ଶାସ୍ତ୍ରକୁ ଅବଲମ୍ବନ କରିବା ଉଚିତ। ଏଭଳି କରିବା ଦ୍ଵାରା ମନୁଷ୍ୟର ଜୀବନ ସରଳ ଓ ସୁଖମୟ ହୋଇଯିବ। ଯଦି ଜୀବନରେ ଥିବା କିଛି ବିଶେଷ ନିୟମକୁ ପାଳନ ନକରିବେ, ତାହେଲେ ଘୋର ବିପଦର ସାମ୍ନା କରିବାକୁ ପଡିପାରେ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *