Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଅମାବାସ୍ୟା ରାତିରେ ଚୁପଚାପ ଫୋପାଡ଼ି ଦିଅନ୍ତୁ ଏହିଠାରେ ୨ ଟି ଲବଙ୍ଗ। ଛପରଫାଡ଼ି ବର୍ଷିବ ଟଙ୍କା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର ଅମାବାସ୍ୟା ରାତିରେ ଚୁପଚାପ ଫୋପାଡ଼ି ଦିଅନ୍ତୁ ଏହିଠାରେ ୨ ଟି ଲବଙ୍ଗ। ଛପରଫାଡ଼ି ବର୍ଷିବ ଟଙ୍କା।

ମଙ୍ଗଳବାର ଦିନ ଯଦି ଅମାବାସ୍ୟା ତିଥି ପଡେ ତ ଏହାର ମହତ୍ୱ ଅଧିକ ବଢିଯାଏ। ଯଦି ଏହି ଅମାବାସ୍ୟା ଦିନ ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଚାହାନ୍ତି ତେବେ ଲବଙ୍ଗର ବ୍ୟବହାର କରିବେ ତ ଆପଣଙ୍କର ମଙ୍ଗଳଦୋଷ ବି ଶେଷ ହୋଇଥାଏ। ରାହୁ କେତୁ ଶାନ୍ତ ହୋଇଥାନ୍ତି ଏବଂ ପିତୃଦୋଷ ଶେଷ ହୋଇଥାଏ। ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ଆରୋଧନା କରାଯାଏ ଏବଂ ତାଙ୍କର ଆରୋଧନା କରିଲେ କୁଣ୍ଡଳୀରେ ବଡ଼ରୁ ବଡ଼ ଗ୍ରହ ଶାନ୍ତ ହୋଇଯାଏ। ମାଙ୍ଗଳିକ ଦୋଷରୁ ମୁକ୍ତି ମିଳିଥାଏ।

ଭଗବାନ ହନୁମାନଙ୍କୁ ଅଧିକ ପ୍ରିୟ ଅଟେ ଲବଙ୍ଗ ଗୁଜୁରାତି ସୁପାରି।

ମଙ୍ଗଳବାର ଦିନ ହନୁମାନଙ୍କୁ ଏକ ପାନପତ୍ରରେ ଲବଙ୍ଗ ଗୁଜୁରାତି ଏବଂ ଗୋଟେ ସୁପାରିରେ ଲାଲ ସୁତା ବାନ୍ଧି କରି ବନେଇ ଅର୍ପଣ କରିଲେ ଜୀବନରେ ଶନି ସମ୍ବଦ୍ଧିୟ ଦୋଷ ଶେଷ ହୋଇଥାଏ। ଏହାପରେ ଭଗବାନ ହନୁମାନଙ୍କ ସାମ୍ନାରେ ବସି ହନୁମାନ ଚାଳିସା ପାଠ କରିବେ।

ଘରେ ସମସ୍ୟା ରହୁଥିଲେ ଧନର ଅଭାବ ରହୁଥିଲେ ଭଗବାନ ହନୁମାନଙ୍କର ପୂଜା ପରେ ତାଙ୍କୁ ପାନପତ୍ର ବନେଇ ଅର୍ପଣ କରିଦିଅନ୍ତୁ।

ଯଦି କୌଣସି ବିଶେଷ ମନସ୍କାମନା ଅଛି କିମ୍ବା ଆପଣଙ୍କୁ ଲାଗୁଛି ଆପଣଙ୍କ ଉପରେ କେହି ତାନ୍ତ୍ରିକ କ୍ରିୟା କରିଦେଇଛି ତ ଗୋଟେ ନଡ଼ିଆ ନେଇନିଅନ୍ତୁ ତା ଉପରେ ସିନ୍ଦୁରରେ ସ୍ୱସ୍ତିକ ବନେଇ ଦିଅନ୍ତୁ ଗୋଟେ ସୁପାରି ନିଅନ୍ତୁ ତା ଉପରେ ଲାଲ ସୂତା ଗୋଡ଼ାଇ ଦିଅନ୍ତୁ ଏହା ସହିତ ହଳଦିଆ ସୋରିଷ ନେଇ ଭଗବାନ ହନୁମାନଙ୍କୁ ଚରଣରେ ରଖିଦିଅନ୍ତୁ ଏବଂ ହନୁମାନ ଚାଳିସା ପାଠ କରି ତାହାକୁ ଆଣି ନିଜର ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। କୌଣସି ବି ଯାଦୁ ମନ୍ତ୍ରର ପ୍ରଭାବ ପଡିବ ନାହିଁ। ନଜରଦୋଷରୁ ମୁକ୍ତି ମିଳିବ।

ଭଗବାନ ହନୁମାନଙ୍କୁ ଗୁଡ଼ ଅର୍ପଣ କରିଲେ ସମସ୍ତ ଦୁଃଖ ଦୂର ହୋଇଥାଏ।

ଭଗବାନ ହନୁମାନଙ୍କୁ ଯେଉଁ ବି ଭୋଗ ଅର୍ପଣ କରିବେ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରିବେ। ତାଙ୍କୁ ପ୍ରାର୍ଥନା କରନ୍ତୁ ଜୀବନରେ ସମସ୍ତ ସମସ୍ୟା ଦୂର କରିବା ପାଇଁ।

ଭଗବାନ ହନୁମାନଙ୍କୁ ଲଡୁର ଭୋଗ ଅର୍ପଣ କରିଲେ ମନ ପସନ୍ଦର ବରଦାନ ପ୍ରାପ୍ତ ହେବ।

ଲଗାତାର ୫ ଟି ମଙ୍ଗଳବାର ଦିନ ଯଦି ଭଗବାନ ହନୁମାନଙ୍କୁ କେଶର ଭାତ ଅର୍ପଣ କରିବେ ତ ଜୀବନରେ କେବେବି କୌଣସି ସଙ୍କଟ ଆସିବ ନାହିଁ।

ଅଟା ଗୁଡ଼କୁ ମିଶ୍ରିତ କରି ଶୁଦ୍ଧ ଘିଅରେ ତିଆରି କରି ସେହି ମିଠା ରୁଟିକୁ ଭଗବାନ ହନୁମାନଙ୍କୁ ଅର୍ପଣ କରିଲେ ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଯିବ।

ଖାସ ମନସ୍କାମନା ପାଇଁ ୧୧ ଟି ମଙ୍ଗଳବାର ଦିନ ଏହି ଉପାୟ କରିବେ। ଅଟାର ଦୀପ ବନାନ୍ତୁ। ପ୍ରଥମ ମଙ୍ଗଳବାର ଦିନ ୧ ଟି ଦୀପ ଦ୍ୱିତୀୟ ମଙ୍ଗଳବାର ଦିନ ୨ ଟି ଦୀପ ଏମିତି ୧୧ ମଙ୍ଗଳବାର ପର୍ଯ୍ୟନ୍ତ ୧୧ ଟି ଦୀପ ନେବେ ଦୀପରେ ଘିଅ ଏବଂ ତୁଳା ବତୀ ନେବେ। ସକାଳ କିମ୍ବା ସନ୍ଧ୍ୟାରେ ଭଗବାନ ହନୁମାନଙ୍କ ପାଖକୁ ଯାଇ ସେହି ଦୀପ ଜାଳନ୍ତୁ। ଶନିଙ୍କ ବାଧା ଦୂର ହୋଇଥାଏ ଏବଂ ରାହୁ କେତୁଙ୍କ ସମସ୍ୟା ଦୂର ହୋଇଯାଏ।

ଭଗବାନ ହନୁମାନଙ୍କୁ ସିନ୍ଦୁର ଅତ୍ୟନ୍ତ ପ୍ରିୟ ଅଟେ। ଯଦି ଆପଣ ପୁରୁଷ ଅଟନ୍ତି ତେବେ ଭଗବାନ ହନୁମାନଙ୍କୁ ଘିଅ ସହିତ ଚମ୍ପା ଫୁଲର ତେଲରେ ସିନ୍ଦୁର ଲଗାନ୍ତୁ। ଖରାପ ହୋଇଯାଇଥିବା କାମ ହେବାକୁ ଲାଗିବ। ମହିଳାମାନେ ଲାଲ ଫୁଲ ଅର୍ପଣ କରିବେ। ଭୂତ ପ୍ରେତର ବାଧା ଦୂର ହୋଇଥାଏ। ଭଗବାନ ହନୁମାନଙ୍କୁ ଅର୍ପଣ କରିବା ପରେ ଅଳ୍ପ ସିନ୍ଦୁର ଘରକୁ ଆଣି ପିଲା ମାନଙ୍କ ମଥାରେ ତିଳକ କରନ୍ତୁ ନିଜେ ବି ତିଳକ କରନ୍ତୁ। ଜୀବନରେ କେବେବି କଷ୍ଟ ଆସିବ ନାହିଁ।

ଭଗବାନ ହନୁମାନଙ୍କୁ ତୁଳସୀ ମାଳା ବହୁତ ପସନ୍ଦ ଅଟେ। ତୁଳସୀ ମାଳା ଅର୍ପଣ କରିଲେ ସମସ୍ତ ସମସ୍ୟାରୁ ବାହାରି ପାରିବେ।

୧୧ ଟି ଅସ୍ତ ପତ୍ର ଆଣି ପ୍ରତ୍ୟକ ପତ୍ରକୁ ଭଲ ଭାବରେ ଧୋଇ ସଫା କରିନିଅନ୍ତୁ। ସିନ୍ଦୁର ଘିଅ ମିଶାଇ ଏହି ସମସ୍ତ ପତ୍ରରେ ଶ୍ରୀରାମ ଲେଖନ୍ତୁ ଏବଂ ଲାଲ ସୂତାରେ ମାଳା ବନେଇ ଭଗବାନ ହନୁମାନଙ୍କୁ ପିନ୍ଧାଇ ଦିଅନ୍ତୁ। ଯାହାବି ମନସ୍କାମନା ତାହା ପୂରଣ ହୋଇଯିବ ଏବଂ ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ।

ସନ୍ଧ୍ୟା ସମୟରେ ଗୋଟେ ଘିଅର ଦୀପ ହେଉ କିମ୍ବା ସୋରିଷ ତେଲର ଦୀପରେ ୨ ଟି ଲବଙ୍ଗ ପକେଇ ଜଳେଇ ଭଗବାନ ହନୁମାନଙ୍କର ଆଳତୀ କରନ୍ତୁ କିମ୍ବା କର୍ପୂର ଏବଂ ଲବଙ୍ଗ ମିଶାଇ ବି ଜଳେଇ ପାରିବେ। ଜୀବନରେ ସମସ୍ତ କଷ୍ଟ ସଙ୍କଟ ଦୂର ହୋଇଯିବ

ଅଧିକ ଦ୍ଵନ୍ଦ ଥିଲେ କିମ୍ବା କୌଣସି ଖାସ କାମ ପାଇଁ ଆଜି ରାତିରେ ଶୋଇବା ପୂର୍ବରୁ ୨ ଟି ଲବଙ୍ଗ ନେଇ ନିଜର ମୁଣ୍ଡରେ ଓଲଟା ବୁଲାଇ ଘରର ଉତ୍ତର ଦିଗରେ ଫୋପାଡ଼ି ଦିଅନ୍ତୁ। ଧନର ସମସ୍ୟା ବି ଦୂର ହେବ ଏବଂ ଜୀବନରେ ଥିବା ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *