Excuse Me Odisha

ଯାହା କହିବୁ ସତ କହିବୁ

୨୮ ଜୁନ ବଡ଼ ମଙ୍ଗଳବାର ଆଷାଢ଼ ଅମାବାସ୍ୟା ବନିଲା ଦୁର୍ଲଭ ମହାସଂଯୋଗ। ୩ ଟି ଜାଗାରେ ରଖିଦିଅନ୍ତୁ ଲୁଣ ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ ରୋଡ଼ପତି ବି କୋଟିପତି ବନିଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୮ ଜୁନ ବଡ଼ ମଙ୍ଗଳବାର ଆଷାଢ଼ ଅମାବାସ୍ୟା ବନିଲା ଦୁର୍ଲଭ ମହାସଂଯୋଗ। ୩ ଟି ଜାଗାରେ ରଖିଦିଅନ୍ତୁ ଲୁଣ ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ ରୋଡ଼ପତି ବି କୋଟିପତି ବନିଯିବେ।

୨୮ ଜୁନ ବଡ଼ ମଙ୍ଗଳବାର ଆଷାଢ଼ ଅମାବାସ୍ୟା ଚୁପଚାପ ରଖିଦିଅନ୍ତୁ ୩ ଟି ଜାଗାରେ ଲୁଣ। ପିତୃଦୋଷ ତୁରନ୍ତ ହେବ ଶେଷ। ମା ଲକ୍ଷ୍ମୀ ଦୌଡ଼ି ଦୌଡ଼ି ଚାଲି ଆସିବେ। କାଙ୍ଗାଳ ବି ହେବେ ଧନୀ।

ପୁରୁଣା ସମୟରୁ ଲୁଣର ବ୍ୟବହାର କରାଯାଉଛି। ବନ୍ଧୁଗଣ ଲୁଣରୁ ସବୁଠାରୁ ଶୀଘ୍ର ଲୋକ ଧନବାନ କିପରି ହୋଇଯାଆନ୍ତି। କାହିଁକି ଲୁଣ ପଇସାକୁ ଚୁମ୍ବକ ଭଳି ଟାଣେ ଜାଣନ୍ତୁ ଏହାର ପଛର ସତ। ଲୁଣ ଖାଲି ଆମର ଖାଦ୍ୟକୁ ସ୍ୱାଦିଷ୍ଟ କରିନଥାଏ ବରଂ ଏହା ମନୁଷ୍ୟର ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଥା ଲୁଣ ସମସ୍ତଙ୍କ ଘରେ ସହଜରେ ମିଳି ଯାଏ। ଯଦି ମନୁଷ୍ୟଙ୍କ ଶରୀରରେ ଲୁଣର କମି ହୋଇଯାଏ ତ ସେ ଶରୀର କେବେବି ଖରାପ ହୋଇଯାଇପରେ। ଲୁଣ କେବଳ ଆମର ଅଂଶ ନୁହେଁ ବରଂ ବହୁତ ଶୀଘ୍ର କୋଟିପତିବି ବନେଇ ଦେଇଥାଏ। ଲୁଣ ଚମତ୍କାର ଭାବରେ ଲାଭ ପ୍ରଦାନ କରିଥାଏ। ଲୁଣ ଭିତରେ ସକାରତ୍ମକ ଉର୍ଜାର ଭଣ୍ଡାର ଭରା ଅଛି। ଲୁଣ ବିଷୟରେ ଅନେକ କଥା ପ୍ରଚଳିତ ଅଛି ଯଦି କେଉଁ ମନୁଷ୍ୟ ଏହାକୁ କରିନେବ ତ ସେ ନିଶ୍ଚୟ ଭାବରେ ନିଜର ଗରିବୀକୁ ଦୂର କରିପାରିଥାଏ ସେ ଶୀଘ୍ର ହିଁ ଧନୀ ହୋଇପାରିଥାଏ। ଲୁଣ ରାତାରାତି ଆପଣଙ୍କ ଭାଗ୍ୟକୁ ଚମକାଇ ଦେଇଥାଏ।

ବନ୍ଧୁଗଣ କୌଣସି ବି ଦିନରେ ରବିବାର ଦିନ ହେଉ କିମ୍ବା ସୋମବାର ଦିନ ହେଉ ଆପଣ ଏହି ଉପାୟ କରିପାରିବେ। ତୁରନ୍ତ ଫଳ ପ୍ରଦାନ କରିଥାଏ। ଏହି ଉପାୟ ଆପଣଙ୍କର ସବୁ ଇଛାକୁ ପୁରା କରିବ। ଆସନ୍ତୁ ଜାଣିବା।

୧୦୦ ଗ୍ରାମ ବିରି ଡାଲି ଏବଂ ୫୦ ଗ୍ରାମ ଚାଉଳ ଏବଂ ୫୦ ଗ୍ରାମ ଦାଣ୍ଠି ଥିବା ନାଲି ଲଙ୍କା ଏକ ପକେଟ ଟାଟା ଲୁଣ ୧୦୦ ଗ୍ରାମ ସୋରିଷ ତେଲ ଏବଂ ଗୋଟେ ପାଣିର ବୋତଲ। ଏହିସବୁ ସାମଗ୍ରୀକୁ ଏକତ୍ରିତ କରିନିଅନ୍ତୁ। ଏହାକୁ ଆପଣ କୌଣସି ଥାଳିରେ ନେଇଯାଇ ବୃଦ୍ଧ ମହିଳା କିମ୍ବା ବୃଦ୍ଧ ପୁରୁଷଙ୍କୁ ଦାନ କରିଦିଅନ୍ତୁ ଏବଂ ଚୁପଚାପ ଘରକୁ ଫେରି ଆସନ୍ତୁ। ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ। ଚାକିରୀ ବ୍ୟବସାୟରେ ଉନ୍ନତି ହୋଇଯିବ। ମା ଲକ୍ଷ୍ମୀ ଦୌଡ଼ି ଦୌଡ଼ି ଚାଲିଆସିବେ। ଆପଣଙ୍କ ଉପରେ ଭଗବାନ ଶନିଦେବଙ୍କ କୃପାଦୃଷ୍ଟି ବନି ରହିବ। ଆପଣଙ୍କ ବୃହସ୍ପତି ମଜବୁତ ହୋଇଯିବ ଏବଂ ଆପଣଙ୍କ ଶୁକ୍ର ବି ମଜବୁତ ହୋଇଯିବ। ଆପଣଙ୍କ ମୁହଁରେ ହସ ଖେଳିଯିବ। ଏହି ଉପାୟ କରିଲେ ଆପଣଙ୍କ ଗରିବୀ ଦୂର ହୋଇଯିବ। ଏହି ଉପାୟ ଚୁପଚାପ କରିବେ। ଏହା ଦ୍ବାରା ଆପଣ ଯେଉଁବି କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ନିଶ୍ଚୟ ହେବେ। କରଜ ବି ଦୂର ହୋଇଯିବ।

ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତିନିଧି ମାନାଯାଏ। ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖନ୍ତି ତ ଏହା ଚନ୍ଦ୍ର ଏବଂ ଶନିଙ୍କର ମିଳନ ହେବ। ଯାହାକି ବହୁତ ଅଶୁଭ ହୋଇଥାଏ। ଏମିତିକି ଆପଣ ଗରିବ ମଧ୍ୟ ହୋଇଯାଇପାରନ୍ତି। ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ବି ଭୁଲରେ ବି ରଖିବା ଉଚିତ ନୁହେଁ। ଲୁଣକୁ ସର୍ବଦା କାଚ ପାତ୍ରରେ ହିଁ ରଖନ୍ତୁ। ବହୁତ ଶୁଭ ମାନାଯାଏ।

ଅନେକ ଥର ଲୋକଙ୍କର ଖାଦ୍ୟରେ ଲୁଣର କମି ହୋଇଯାଇଥାଏ ତ ସେମାନେ ଅଳ୍ପ ଲୁଣ ଖାଦ୍ୟରେ ପକେଇ ଦେଇଥାନ୍ତି ଆଉ ବାକି ଫୋପାଡ଼ି ଦେଇଥାନ୍ତି ଯାହାକି ବହୁତ ଅଶୁଭ ମାନାଯାଏ। ଲୁଣ ତଳେ ପଡିବା ବହୁତ ଅଶୁଭ ହୋଇଥାଏ। ଏହା ତଳେ ପଡିଲେ ଚନ୍ଦ୍ର ଏବଂ ଶୁକ୍ର କମଜୋର ହୋଇଯାନ୍ତି। ଯେଉଁ କାରଣରୁ ଦେବୀ ଲକ୍ଷ୍ମୀବି ସାଥ ଛାଡି ଦିଅନ୍ତି ଏବଂ ଜୀବନ ସାରା ଗରିବୀ ହୋଇ ରହିଥାନ୍ତି।

ଲୁଣ ଉଧାରରେ ଖାଇବା ଉଚିତ ନୁହେଁ। ଲୁଣ ଧାର ନେଇଥିଲେ ନିଶ୍ଚୟ ଫେରାଇ ଦେବା ଉଚିତ। ନଚେତ ଆପଣଙ୍କର ଖରାପ ଦିନ ଆସିପାରେ।

ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କେବେବି କାହାରି ଠାରୁ ଲୁଣ ନେବା ଉଚିତ ନୁହେଁ କି ଦେବା ଉଚିତ ନୁହେଁ। ସନ୍ଧ୍ୟା ସମୟରେ ଲୁଣ ଅନ୍ୟକୁ ଦେଲେ ଆପଣଙ୍କ ଘରର ସୁଖ ସମୃଦ୍ଧି ଚାଲି ଯାଇଥାଏ ଏହା ସହିତ ଲୁଣ ନେବା ଲୋକବି ବର୍ବାଦ ହୋଇଯାଇଥାଏ। ଏଥିପାଇଁ ସନ୍ଧ୍ୟା ସମୟରେ ଲୁଣ ଦେବା ନେବା କରିବା ଉଚିତ ନୁହେଁ।

ଘରକୁ ଲେପା ପୋଛା କରୁଥିବା ସମୟରେ ଏକ ଚାମଚ ଲୁଣ ସେହି ପାଣିରେ ମିଶାଇ ଦିଅନ୍ତୁ। ତା ପରେ ସେହି ପାଣିରେ ଘରକୁ ଲେପା ପୋଛା କରନ୍ତୁ ଏବଂ ଏହାକୁ ସପ୍ତାହରେ ୨ ରୁ ୩ ଥର ନିଶ୍ଚୟ କରନ୍ତୁ। ଏହି କ୍ଷେତ୍ରରେ ସିଂଦ୍ଧା ଲୁଣ ଅପେକ୍ଷା ସମୁଦ୍ର ଲୁଣ ବହୁତ ଭଲ କାମ କରିଥାଏ। ଏହା କରିବା ଦ୍ୱାରା ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ନଜର ଦୋଷ ମଧ୍ୟ ଦୂର ହୋଇଥାଏ। ଘରେ ସମସ୍ତ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ। ଆଉ ତାହା ଘରକୁ ଆଦୌ ପ୍ରବେଶ କରି ପାରିନଥାଏ। ଯାହା ଫଳରେ କି ଘରକୁ ଶାନ୍ତିର ବାତାବରଣ ଫେରି ଆସିଥାଏ। ଘର ଧନ ଐଶ୍ୱର୍ଯ୍ୟରେ ପୁରି ଉଠିଥାଏ।

ନଜର ଦୋଷ ଯାଦୁ ତନ୍ତ୍ର ମନ୍ତ୍ର କ୍ରିୟାରୁ ଦୂର କରିବା ପାଇଁ କରନ୍ତୁ ଲୁଣର ଏହି ଏଉପାୟ। ଅଳ୍ପ ଲୁଣ ନିଅନ୍ତୁ ଏବଂ ଅଳ୍ପ ଅଟା ୭ ଟି ଦାଣ୍ଠି ଥିବା ନାଲି ଲଙ୍କା ଏକ ଟୁକଡା କଇଲା ଅଳ୍ପ ହଳଦୀ ନିଅନ୍ତୁ ଏବଂ ଏହିସବୁ ଜିନିଷକୁ କାଗଜରେ ଗୋଡ଼ାଇ ସେହି ଲୋକର ନଜର ଉତାରନ୍ତୁ ଯାହାକୁ ନଜର ଲାଗିଥିବ ତାର ଉପରେ ୭ ଥର ବୁଲାଇ ଦିଅନ୍ତୁ ଏବଂ ଏହାକୁ ଚୁପଚାପ ଅଗ୍ନିରେ ଜଳେଇ ଦିଅନ୍ତୁ। ଅଗ୍ନି ଆପଣ କୌଣସି ପାତ୍ରରେ ନିଜ ଘରେ ହିଁ ଜଳାନ୍ତୁ। ଏକ ମିନିଟରେ ସବୁ ନଜରଦୋଷ ଦୂର ହୋଇଯିବ। ଏମିତି କଲେ ଆପଣଙ୍କ ସବୁ ନଜରଦୋଷ ଦୂର ହୋଇଯିବ।

ଶୋଇବା ସମୟରେ ନିଜ ତକିଆ ତଳେ କଳା କପଡ଼ାରେ ଲୁଣକୁ ବାନ୍ଧି ରଖି ଶୋଇଯାଆନ୍ତୁ। ଏହା ଦ୍ବାରା ଆପଣଙ୍କ ଭିତରେ ଯେତିକି ବି ନକରାତ୍ମକ ଉର୍ଜା ଥିବ ଏହା ନିଜ ଭିତରକୁ ସୁଖେଇ ନେଇଥାଏ ଏବଂ ସକାଳ ସମୟରେ ଏକ ଆନନ୍ଦଦାୟକ ସମୟ ଅନୁଭୁବ କରିଥାଏ।

ଚାରେ ଲୁଣ ପକେଇବା ଉଚିତ ନୁହେଁ। ବହୁତ ଅଶୁଭ ମାନାଯାଏ। ଏହା ଦ୍ବାରା ଶରୀରରେ ଅନେକ ଘାତକ ବିମାରୀ ଉତ୍ପନ ହୋଇଥାଏ।

ଶନିବାର ଦିନ ଲୁଣର ଦାନ କରନ୍ତୁ। ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ଏହା ଦ୍ବାରା ବ୍ୟକ୍ତିର ସବୁ ନବ ଗ୍ରହ ଶାନ୍ତ ହୋଇଯାଏ। ଶନିଦେବଙ୍କ ଅସୀମ କୃପା ଏମାନଙ୍କ ଉପରେ ବର୍ଷି ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *