Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଭାଗ୍ୟଶାଳୀ ମହିଳାଙ୍କ ଶରୀରରେ ଏହି ୫ ଟି ଅଙ୍ଗରେ ଥାଏ କଳାଯାଇ।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେବଳ ଭାଗ୍ୟଶାଳୀ ମହିଳାଙ୍କ ଶରୀରରେ ଏହି ୫ ଟି ଅଙ୍ଗରେ ଥାଏ କଳାଯାଇ।

ବନ୍ଧୁଗଣ ହିନ୍ଦୁ ଧର୍ମରେ ପ୍ରାଚୀନ ଗ୍ରନ୍ଥରେ ମହିଳା ଶରୀରରେ ଥିବା ଏମିତି ଅନେକ ଲକ୍ଷଣ ବିଷୟରେ ଉଲ୍ଲେଖ କରାଯାଇଛି ଯାହାକୁ ଆପଣ ବିସ୍ତାର ଭାବରେ ଜାଣି ପାରିବେ। ଯେଉଁ ସ୍ତ୍ରୀଙ୍କ ଶରୀରରେ ଏମିତି ଲକ୍ଷଣ ଦେଖାଯାଏ ତ ତାଙ୍କୁ ଅତ୍ୟଧିକ ଭାଗ୍ୟଶାଳୀ ପରିବାର ପାଇଁ ଶୁଭ ମାନାଯାଏ। କୁହାଯାଏ କି କୋଟିଏରୁ କୌଣସି ଖାସ ମହିଳାଙ୍କ ଶରୀରରେ ଏମିତି ଚିହ୍ନ ମିଳିଥାଏ। ଏମିତି ମହିଳା ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହିଠାରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ। ମାନାଯାଏ କି ଏମିତି ସ୍ତ୍ରୀଙ୍କ ଠାରୁ ପ୍ରାପ୍ତ ସନ୍ତାନ ବି ବହୁତ ତେଜସ୍ୱୀ ବି ହୋଇଥାନ୍ତି ଏବଂ ସେ ପରିବାରର ନାମ ଟେକ କରିଥାନ୍ତି। ତ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଥିବା ମହିଳାଙ୍କ ଶରୀର ଉପରେ ନିର୍ମିତ ଚିହ୍ନ ବିଷୟରେ।

ଯେଉଁ ବ୍ୟକ୍ତିଙ୍କ ମୁଣ୍ଡ କିମ୍ବା ମଥା ଉପରେ ତିଳ ଥାଏ। ବହୁତ କମ ଲୋକଙ୍କ ମଥାରେ ତିଳ ଥାଏ। ଏମାନେ ବୁଦ୍ଧିମାନ ହେବା ସହିତ ଭରପୁର ଧନ ରୋଜଗାର କରିଥାନ୍ତି। ଯଦି ମଥାର ବାମ ସାଇଟରେ ତିଳ ଥାଏ ତେବେ ଆୟୁଷ ବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଯେତେ ଅଧିକ ବୟସ ହେବ ସେତେ ଅଧିକ ଧନ ବଢିବ। ଏହା ସହିତ ଦୁନିଆ ବୁଲିବାର ସୁଯୋଗ ବି ମିଳିବ। ମଥାର ଡାହାଣ ସାଇଟରେ ତିଳ ଥିଲେ କଞ୍ଜୁସ ବ୍ୟକ୍ତି ହୋଇଥାନ୍ତି। ଭବିଷ୍ୟତରେ ଅପାର ଧନର ପ୍ରାପ୍ତି ହୋଇଥାଏ। କେବଳ ଧନ ସଞ୍ଚୟ କରିଥାନ୍ତି ତାର ଉପଭୋଗ କରି ପାରନ୍ତି ନାହିଁ। ମଥାର ମଧ୍ୟମ ଭାଗରେ ତିଳ ଚିନ୍ହ ଥିଲେ ମହାନ ବ୍ୟକ୍ତି ବନିଥାନ୍ତି। ଏହା ସହିତ ଭଲ ଜୀବନସାଥୀ ମିଳିଥାଏ।

ଆଇବ୍ରରେ ତିଳ ଚିହ୍ନ ଥିଲେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଯେଉଁ ମହିଳାଙ୍କ ଦୁଇଟି ଆଇବ୍ର ମଝିରେ ତିଳ ଚିହ୍ନ ଥାଏ ତାଙ୍କୁ ବହୁତ ଭାଗ୍ୟଶାଳୀ ମାନାଯାଏ। ଏମିତି ମହିଳା ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେଠାରେ ସୁଖ ସମୃଦ୍ଧି ଆଣିଥାନ୍ତି। ଏମିତି ଘରେ କେବେବି ଧନର ଅଭାବ ହୋଇନଥାଏ।

ଛାତି ଉପରେ ତିଳ। ବାମ ସାଇଟରେ ତିଳ ଥିଲେ ଏହା ବ୍ୟକ୍ତିର ବିବାହ ଅଧିକ ବୟସରେ ହେବାର ସମ୍ଭାବନା ରହିଥାଏ। ଏମିତି ବ୍ୟକ୍ତି କାମୁକ ହୋଇଥାଏ। ହୃଦ ରୋଗର ଆଶଙ୍କା ରହିଥାଏ। ଡାହାଣ ସାଇଟରେ ଥିଲେ ସେମାନେ ଧନବାନ ହୋଇଥାନ୍ତି। ତାଙ୍କ ଜୀବନ ସାଥି ବି ସୁନ୍ଦର ଏବଂ ଯୋଗ୍ୟ ହୋଇଥାନ୍ତି। ମହିଳା ବାମ ସାଇଟରେ ତିଳ ଶୁଭ ମାନାଯାଏ।

ପିଠିରେ ତିଳ ଥିଲେ ଏହାକୁ ଭଲ ବୋଲି ମାନାଯାଏ। ଏମାନେ ନିଡ଼ମ୍ବର ହୋଇଥାନ୍ତି। ଏମାନଙ୍କର ସ୍ମରଣ ଶକ୍ତି ଭଲ ହୋଇଥାଏ। ଠିକ ସମୟରେ ଠିକ ନିଷ୍ପତି ନେଇ ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି। ଏହି ମହିଳାମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏମାନେ ବହୁତ ଧନବାନ ହୋଇଥାନ୍ତି। ମହିଳାଙ୍କ ବାମ କାନ୍ଧରେ ତିଳ ଥିଲେ ପୁତ୍ର ପ୍ରାପ୍ତି ହୋଇଥାଏ। ଡାହାଣ ହାତର ତିଳ ମହିଳାଙ୍କୁ ଧନବାନ ବନେଇଥାଏ।

ନାକରେ ତିଳ। ଯେଉଁ ମହିଳା ମାନଙ୍କର ନାକର ଠିକ ଅଗରେ କଳାଯାଇ ଥାଏ ସେମାନେ ଅତ୍ୟନ୍ତ କ୍ରୋଧିତ ସ୍ୱାଭାବର ହୋଇଥାନ୍ତି। ସେମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। କିନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି। ଏମାନେ ନିଜ କଷ୍ଟରେ ସଫଳତା ପାଇବାରେ ବିଶ୍ୱାସ ରଖିଥାନ୍ତି। ଏହି ଲୋକମାନଙ୍କୁ ସମସ୍ତେ ସ୍ନେହ ଓ ଆଦର କରିଥାନ୍ତି।

କୋଟିଏରୁ ଏମିତି କିଛି ଖାସ ମହିଳାଙ୍କର ଏହି ୨ ଟି କଳାଯାଇ ଦେଖିବାକୁ ମିଳିଥାଏ। ଯେମିତିକି ମହିଳାଙ୍କର ଜଙ୍ଘ ଉପରେ ବାମ ସାଇଟରେ ୨ ଟି କଳାଯାଇ ଥାଏ ତ ବହୁତ ହିଁ ଶୁଭ ମାନାଯାଏ। ଏମିତି ମହିଳା ସବୁ ପ୍ରକାରର ସୁଖ ସମୃଦ୍ଧିକୁ ପ୍ରାପ୍ତ କରିଥାନ୍ତି। ଅଳ୍ପ ସମୟରେ ତାଙ୍କର ସ୍ୱାମୀ ସବୁ ପ୍ରକାରର ସୁଖକୁ ପ୍ରାପ୍ତ କରି ନେଇଥାନ୍ତି। ମହିଳାଙ୍କର ଜଙ୍ଘରେ କଳାଯାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଯେଉଁ ମହିଳାଙ୍କର ଛାତି ଉପରେ ଠିକ ମଝିରେ କଳାଯାଇ ଥାଏ ଏହି ମହିଳାଙ୍କୁ ବହୁତ ଶୁଭ ମାନାଯାଏ। ଏମିତି ମହିଳା ନିଜ ପାର୍ଟନରଙ୍କୁ ଅଧିକ ଭଲ ପାଇଥାନ୍ତି। ଏମିତି ମହିଳାଙ୍କ ଉପରେ ଆଖି ବୁଜି ବିଶ୍ୱାସ କରିହେବ। ଏମିତି ମହିଳା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିଥାନ୍ତି। ଏମାନେ ପରିବାରକୁ କେବେବି ଭାଙ୍ଗିବାକୁ ଦିଅନ୍ତି ନାହିଁ। ଛାତିର ମଝିରେ କଳାଯାଇ ରହିବା ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଅଧିକ ଭାଗ୍ୟଶାଳୀ ଏବଂ ଭଲ ମାନାଯାଏ। ଏମିତି ମହିଳା ଅଳ୍ପ ସମୟରେ ଅନେକ ସୁଖ ପ୍ରାପ୍ତ କରିନିଅନ୍ତି।

ପେଟରେ ତିଳ। ଯଦି ଆପଣଙ୍କ ପେଟରେ ତିଳ ଚିହ୍ନ ଥାଏ ସେମାନେ ବହୁତ ଅଳସୁଆ ହୋଇଥାନ୍ତି। ଖାଇବାର ବହୁତ ରୁଚି ରଖିଥାନ୍ତି। ବାମ ସାଇଟରେ ଥିଲେ ପାଚନ ସହିତ ଜଡ଼ିତ ସମସ୍ୟା ହୋଇଥାଏ। ମହିଳାଙ୍କ ନାଭିର ଆଖପାଖରେ ତିଳ ଚିହ୍ନ ଥିଲେ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳାଙ୍କୁ ଧନର ପ୍ରାପ୍ତି ହୋଇଥାଏ। ନାଭିର ଉପରେ ପେଟରେ ତିଳ ଚିହ୍ନ ଥିଲେ ଏହାକୁ ଶୁଭ ମାନାଯାଏ ନାହିଁ। ଏହାକୁ ଦୁର୍ଭାଗ୍ୟର ସୂଚକ ମାନାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *