Excuse Me Odisha

ଯାହା କହିବୁ ସତ କହିବୁ

ମନୁଷ୍ୟର ବର୍ବାଦ ହେବାର ୩ ଗୋଟି ମୂଳ କାରଣ ରହିଛି। ଜାଣନ୍ତୁ କଣ ସେହି ମୂଳ କାରଣ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଶାସ୍ତ୍ରକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ। ଶାସ୍ତ୍ରରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି। କହିବାକୁ ଗଲେ ଶାସ୍ତ୍ରରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ। ଏହାସହିତ ଏଥିରେ ଏପରି କିଛି ଲେଖା ହୋଇଥାଏ, ଆମେ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ। ଗର ନିର୍ମାଣ କରିବା ସମୟରେ ପ୍ରଥମେ ବାସ୍ତୁ ଉପରେ ଧ୍ୟାନ ଦିଆଯାଇଥାଏ। ଯଦି ବାସ୍ତୁ ଶାସ୍ତ୍ରକୁ ନ ମାନି କୌଣସି କାର୍ଯ୍ୟ ଆପଣ କରିବେ, ତାହେଲେ ଏହାର ଅଶୁଭ ପରିଣାମ ଆପଣଙ୍କୁ ଭୋଗ କରିବାକୁ ପଡ଼ିବ। ଶାସ୍ତ୍ର ଅନୁସାରେ ମନୁଷ୍ୟର ବର୍ବାଦି ପଛରେ କିଛି କାରଣ ରହିଥାଏ। ତେବେ ଆସନ୍ତୁ ସେହି କାରଣ ଗୁଡିକ ବିଷୟରେ ବିସ୍ତାର ରୂପରେ ଜାଣିବା।

– ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥ ଅନୁସାରେ ତିନି ପ୍ରକାର ମହିଳା ମନୁଷ୍ୟକୁ ବର୍ବାଦ କରିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଯେଉଁ ନାରୀ ମାନଙ୍କର ସ୍ଵଭାବ ଖରାପ ହୋଇଥାଏ ଏବଂ ପର ପୁରୁଷଙ୍କୁ ଆକର୍ଷିତ କରିଥାନ୍ତି, ସେମାନେ ପୁରୁଷକୁ ସମ୍ପୂର୍ଣ୍ଣ ଭାବରେ ବର୍ବାଦ କରି ଦେଇଥାନ୍ତି। ତେଣୁ ଏଭଳି ନାରୀଙ୍କ ପାଖରୁ ସର୍ବଦା ଦୂରେଇ ରହିବା ଉଚିତ।

– ଦ୍ଵିତୀୟରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯେଉଁ ନାରୀ ମାନେ ସ୍ୱାର୍ଥପର ହୋଇ ଥାଆନ୍ତି ଏବଂ ସେମାନେ ନିଜର ସ୍ୱାର୍ଥ ପୂରଣ କରିବା ପାଇଁ କାହାର କ୍ଷତି ମଧ୍ୟ କରି ପାରନ୍ତି, ସେଭଳି ନାରୀଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ନଚେତ ଏମାନେ ଖୁବ୍ ଅଳ୍ପ ସମୟରେ ଆପଣଙ୍କ ଜୀବନ ବର୍ବାଦ କରି ଦେଇ ପାରନ୍ତି। ଏମାନେ ପୁରୁଷଙ୍କୁ ବିନାଶ ଆଡ଼କୁ ନେଇ ଯାଇଥାନ୍ତି। ତେଣୁ ଏମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ।

– ଯେଉଁ ମହିଳା ମାନେ ସଂସ୍କାରୀ ଓ ଦାୟିତ୍ବବାନ ହୋଇ ନଥାନ୍ତି, ସେମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ଏହି ନାରୀ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ ସଂସ୍କାର ଭଲ ହୋଇ ନଥାଏ। କାରଣ ଯଦି କୌଣସି ନାରୀ ସଂସ୍କାରୀ ଓ ଦାୟିତ୍ବବାନ ହୋଇ ନଥିବ, ତାହେଲେ ସେ ପରିବାରକୁ ସମ୍ପୂର୍ଣ୍ଣ ରୂପରେ ନଷ୍ଟ କରି ଦେବ। ତେଣୁ ଏଭଳି ନାରୀଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ।

– ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କର ବିଶ୍ଵସ୍ତ ହୋଇଥାଏ, ସେ ଜଣେ ଉତ୍ତମ ସ୍ତ୍ରୀ ଓ ଗୁଣବତୀ ହେବାର ସ୍ଥାନ ପାଇଥାଏ। ଏହାସହିତ ଜଣେ ଉତ୍ତମ ସ୍ତ୍ରୀ ନିଜ ପରିବାରର ସବୁ ଆବଶ୍ୟକତା ଉପରେ ଧ୍ୟାନ ରଖିଥାଏ ଏବଂ ସର୍ବଦା ଧାର୍ମିକ ଆଚରଣ ରଖେ। ନିଜ ସ୍ବାମୀଙ୍କୁ ଯେଉଁ ସ୍ତ୍ରୀ ସର୍ବଦା ଆଗକୁ ବଢିବା ପାଇଁ ପ୍ରେରିତ କରିଥାଏ, ସେ ହିଁ ଜଣେ ଉତ୍ତମ ନାରୀ ହୋଇଥାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *