Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ଏହି ୪ଟି ଶୁଭ ତିଥିରେ ଶାରୀରିକ ସମ୍ବଦ୍ଧ ବନାଇବା ଅନୁଚିତ,ନହେଲେ ହୋଇଯିବେ ବର୍ବାଦ ! ଜାଣନ୍ତୁ କେଉଁ କେଉଁ ତିଥି ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୪ ଟି ଶୁଭ ତିଥିରେ ଶାରୀରିକ ସମ୍ବଦ୍ଧ ବନେଇବା ଦ୍ୱାରା ପରିବାରର ବିନାଶ ହୋଇଥାଏ।

ଯେତେବେଳେ ବ୍ରହ୍ମଦେବ ସୃଷ୍ଟିର ରଚନା ଆରମ୍ଭ କରିଥିଲେ ସେ ତାଙ୍କର ଦିବ୍ୟ ଶକ୍ତି ସହିତ ମନୁଷ୍ୟଙ୍କ ନିର୍ମାଣ ପାଇଁ ଆରମ୍ଭ କରିଥିଲେ ଏବଂ ବହୁତ ସମୟ ପରେ ସେ ପୁରୁଷଙ୍କୁ ନିର୍ମାଣ କରିଥିଲେ। ଯେଉଁଥି ପାଇଁ ବ୍ରହ୍ମା ଭଗବାନ ଶିବଙ୍କ ପାଖକୁ ଯାଇ ସୃଷ୍ଟିର ନିର୍ମାଣ କାର୍ଯ୍ୟକୁ ଅଧିକ ଗତି ଦେବାକୁ ସହାୟତା ମାଗିଲେ। ଭଗବାନ ଶିବ ନିଜର ଅର୍ଦ୍ଧନାରେଶ୍ଵର ସ୍ୱରୂପରେ ସ୍ତ୍ରୀର ରଚନା କରିଥିଲେ। ଏହା ଦ୍ବାରା ପୁରୁଷ ଏବଂ ନାରୀଙ୍କ ସମ୍ବଦ୍ଧରେ ସାରା ସଂସାରର ବିକାଶର ଆରମ୍ଭ ହେଲା।

ଏହା ତ ସୃଷ୍ଟିର ନିୟମ ଅଟେ କି ସ୍ତ୍ରୀ ଏବଂ ପୁରୁଷଙ୍କ ସମ୍ବଦ୍ଧ ସ୍ଥାପିତ ହେବା ପରେ ହିଁ ତାଙ୍କର ଵଂଶ ଆଗକୁ ବଢିଥାଏ କିନ୍ତୁ ଭଗବାନ ବ୍ରହ୍ମଦେବ ଧର୍ମ ଉପରେ ମର୍ଯ୍ୟାଦାକୁ ରଖିବା ପାଇଁ କିଛି ଏମିତି ନିୟମ ବି ବନେଇଛନ୍ତି ଯାହା ଦ୍ୱାରା କିଛି ତିଥିରେ ସ୍ତ୍ରୀ ଏବଂ ପୁରୁଷଙ୍କୁ ସମ୍ଭୋଗ କରିବା ଉଚିତ ନୁହେଁ। ଏହାର ପ୍ରମାଣ ଆମକୁ ବ୍ରହ୍ମବୈବ୍ରତ ପୁରାଣରେ ମିଳିଥାଏ। ବ୍ରହ୍ମବୈବ୍ରତ ପୁରାଣ ଅନୁସାରେ ଯଦି କୌଣସି ସ୍ୱାମୀ ସ୍ତ୍ରୀ ଏହି ତିଥିରେ ସମ୍ଭୋଗ କରନ୍ତି ତେବେ ତାଙ୍କର ଗୃହସ୍ଥ ଜୀବନ ଦୁଃଖରେ ଭରି ଯାଇଥାଏ। ତାଙ୍କର ସନ୍ତାନଙ୍କୁ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିନେବା ଏମିତି ତିଥି ଗୁଡିକ ବିଷୟରେ ଯେଉଁ ତିଥିରେ ସ୍ତ୍ରୀ ଏବଂ ପୁରୁଷଙ୍କୁ ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ।

ଅଷ୍ଟମୀ ଏବଂ ଚତୁର୍ଥୀ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟକ ମାଘ ମାସର ଶୁକ୍ଳପକ୍ଷର ଅଷ୍ଟମ ଦିନକୁ ଅଷ୍ଟମୀ କୁହାଯାଏ ଏବଂ ଏହି ଦିନ ମା ଦୁର୍ଗାଙ୍କ ଉପାସନା କରାଯାଏ ଏବଂ ଚୈତ୍ର ମାସର ଶୁକ୍ଳପକ୍ଷର ଚତୁର୍ଥୀ ତିଥିକୁ ଶଙ୍କଷ୍ଟି ଚତୁର୍ଥୀ ତିଥି କୁହାଯାଏ ଏବଂ ଏହି ଦିନ ବିଘ୍ନ ହର୍ତା ଭଗବାନ ଗଣେଶଙ୍କର ପୂଜା କରାଯାଏ ଏଥିପାଇଁ ଏହି ଦୁଇଟି ଦିନ ବହୁତ ଶୁଭ ଏବଂ ଧାର୍ମିକ ତିଥି ହେବା ଯୋଗୁ ଏହି ଦିନ ସ୍ତ୍ରୀ ଏବଂ ପୁରୁଷଙ୍କୁ ଶାରୀରିକ ଭୋଗ ବିଳାସରୁ ଦୂରେଇ ରହିବା ଉଚିତ।

ପ୍ରତ୍ୟକ ମାସର ଅମାବାସ୍ୟା ଏବଂ ପୂର୍ଣ୍ଣିମା। ଅମାବାସ୍ୟା ଦିନ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଏ ଏବଂ ପୂର୍ଣ୍ଣିମା ତିଥି ଯେଉଁଦିନ ଅନେକ ଶୁଭ ପର୍ବ ପାଳନ କରାଯାଏ। ଯେମିତିକି ଗୁରୁ ପୂର୍ଣ୍ଣିମା ବୈଶାଖ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ଏହି ଦିନରେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବେ ଦେଖାଯାଏ। ଶାସ୍ତ୍ର ଅନୁସାରେ ପୂର୍ଣ୍ଣିମା ଏବଂ ଅମାବାସ୍ୟା ଦିନ ନକରାତ୍ମକ ଶକ୍ତି ଆହୁରି ଅଧିକ ବଳଶାଳୀ ହୋଇଯାଏ।

ଏଥିପାଇଁ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ଅଂହକାର ଲୋଭ କ୍ରୋଧ ଏବଂ କାମନା ଯେମିତି ମନୁଷ୍ୟ ଉପରେ ପ୍ରାଧାନ୍ୟ ହୋଇଥାଏ ଏହି ଦିନ ସ୍ୱାମୀ ସ୍ତ୍ରୀ ମର୍ଯ୍ୟାଦା ବନେଇ ରଖିବା ଉଚିତ ଏବଂ ନିଜର ଇଷ୍ଟଦେବଙ୍କୁ ଧ୍ୟାନ କରିବା ଉଚିତ। ଯାହା ଦ୍ୱାରା ନକରାତ୍ମକ ଶକ୍ତି ନିଜ ବସରେ କରିପାରିବ ନାହିଁ।

ଗ୍ରହଣ ସମୟରେ। ବର୍ଷର ଯେତେବି ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ଗ୍ରହଣ ଆସିଥାଏ ସେହି ତିଥିରେ କେବେବି ସ୍ୱାମୀ ସ୍ତ୍ରୀଙ୍କୁ ସମ୍ବଦ୍ଧ ବନେଇବା ଉଚିତ ନୁହେଁ। ଯଦି ଏହି ସମୟରେ ସମ୍ବଦ୍ଧ ବନାନ୍ତି ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମରେ କମି ଆସିଥାଏ ଏବଂ ହେବାକୁ ଥିବା ସନ୍ତାନଙ୍କୁ ଦୁଷ୍ଟ ପ୍ରଭାବ ଭୋଗିବାକୁ ପଡିଥାଏ।

ନବରାତ୍ରୀ ସମୟରେ ବର୍ଷରେ ୪ ଥର ନବରାତ୍ରୀ ଆସିଥାଏ। ଚୈତ୍ର ଏବଂ ଆସିନ ମାସର ନବରାତ୍ରୀକୁ ପ୍ରକଟ ନବରାତ୍ରୀ କୁହାଯାଏ ଏବଂ ମାଘ ଏବଂ ଆଷାଢ଼ ମାସରେ ନବରାତ୍ରୀକୁ ଗୁପ୍ତ ନବରାତ୍ରୀ କୁହାଯାଏ। ଏହି ନବରାତ୍ରୀରେ ମା ଦୁର୍ଗା ଧରତୀ ଉପରକୁ ଆସିଥାନ୍ତି। ତାଙ୍କୁ ଘରେ ପୂଜା କରିଥାନ୍ତି ତାଙ୍କର ବ୍ରତ ରଖିଥାନ୍ତି। ଏଥିପାଇଁ ଏହି ନବରାତ୍ରୀରେ ସ୍ୱାମୀ ସ୍ତ୍ରୀଙ୍କୁ ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ।

ଉପବାସ ସମୟରେ ଯଦି ଆପଣ ସପ୍ତାହରେ କୌଣସି ବି ଦିନରେ ବ୍ରତ ରଖିଥାନ୍ତି କିମ୍ବା ଆପଣଙ୍କ ଘରେ ଯଜ୍ଞ ହେଉଥାଏ କିମ୍ବା କୌଣସି ଶୁଭ କାର୍ଯ୍ୟ ହେଉଥାଏ ତ ଏହି ଦିନରେ ବି ସ୍ୱାମୀ ସ୍ତ୍ରୀଙ୍କୁ ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ। ଏହାର ଅଶୁଭ ପରିଣାମ ଭୋଗିବାକୁ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *