Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁଠାରେ ବି ଏହି ଫଳକୁ ଦେଖିବେ ତୁରନ୍ତ ତୋଳି ଆଣିବେ ତା ପରେ ଦେଖିବେ, ସାରା ଦୁନିଆ ଆପଣଙ୍କ ଇଶାରାରେ ନାଚିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁଠି ଦେଖିବେ ତୋଳି ଆଣିବେ। ସାରା ଦୁନିଆ ଆପଣଙ୍କ ଇଶାରାରେ ନାଚିବ

ଡିମ୍ବିରି ଗଛର ସମ୍ବଦ୍ଧ ଶୁକ୍ର ଗ୍ରହ ସହିତ ଅଟେ। ଶୁକ୍ର ଗ୍ରହ ଅର୍ଥାତ ଜୀବନରେ ସୁଖ ଦେବା ଗ୍ରହ ଅଟେ। ଜୀବନରେ ଭୌତିକ ସୁଖ ସୁବିଧାକୁ ପ୍ରଦାନ କରିବା ଗ୍ରହ ସହିତ ସମ୍ବଦ୍ଧ ଏହି ଡିମ୍ବିରି ଗଛରେ ଅଛି। ଏହି ଗଛ ସହିତ କିଛି ଏମିତି ଉପାୟ ଅଛି ଯାହା ଜୀବନର ସମସ୍ୟାକୁ ଦୂର କରିବ। ଏହି ଗଛକୁ ଦୈବୀ ଗଛ ବି କୁହାଯାଏ। ସନାନ୍ତନ ଧର୍ମରେ ଗଛଲତାକୁ ବହୁତ ପୂଜନୀୟ ମାନାଯାଏ। କାରଣ ଏମାନଙ୍କ ଠାରୁ ଆମକୁ ପ୍ରାଣ ବାୟୁ ମିଳିଥାଏ ଏବଂ ସେହିପରି କିଛି ଏମିତି ଗଛ ବି ଅଛି ଯାହାର ବିଶେଷ ରୂପରେ ପୂଜା ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଖାସ ପ୍ରୟୋଗ ଜଣେଇବୁ।

ଏହି ଗଛର ସମ୍ବଦ୍ଧ ଶୁକ୍ର ସହିତ ଅ୩ ଏହି ଗଛକୁ ନିଜ ହାତରେ ଲଗାଇଲେ ନିୟମିତ ଭାବରେ ଜଳ ଅର୍ପଣ କରିଲେ ଏହାର ତଳେ ଦୀପ ଜାଳିଲେ କୁଣ୍ଡଳୀର ଶୁକ୍ର ମଜବୁତ ହୋଇଥାଏ। ଧନ ସହିତ ଜଡ଼ିତ ସମସ୍ୟା ଦୂର ହୋଇଥାଏ କିନ୍ତୁ ଆଜି ଆମେ ଛୋଟ ପ୍ରୟୋଗ ଜଣେଇବୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଗ୍ରହ ବିଳାସର ଗ୍ରହ ଅଟେ। ଜୀବନରେ ସୁଖ ଦେବା ଗ୍ରହ ଅଟେ। ଯଦି ଆପଣଙ୍କୁ ବି ଲାଗେ କି ଜୀବନରେ ସୁଖ ନାହିଁ କି ଆପଣଙ୍କ ପାଖରେ କିଛି ନାହିଁ ବହୁତ ଅଧିକ ଆପଣଙ୍କ ଜୀବନରେ ସମସ୍ୟା ଅଛି ଗରିବିର ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ କୁଣ୍ଡଳୀରେ ଶୁକ୍ର କମଜୋର ଅଟେ।

ବହୁତ ଲୋକଙ୍କୁ ଦେଖିଥିବେ କିଛି ନଥିବ କିନ୍ତୁ ଭଲ ପିନ୍ଧି ଥାନ୍ତି ଖାଇଥାନ୍ତି ସୁଖରେ ରହିଥାନ୍ତି। ବହୁତ ସାରା ଲୋକ ସେହି ସ୍ଥିତିରେ ଥାନ୍ତି କିନ୍ତୁ ବହୁତ ସାଧାରଣ ଭାବେ ଥାନ୍ତି। ଶୁକ୍ର ମଜବୁତ ଥିଲେ ସେ ଜୀବନରେ ସୁଖ ଦେଇଥାନ୍ତି। ଶୁକ୍ରଙ୍କର ଅଶୁଭ ସ୍ଥିତିକୁ ସମାପ୍ତ କରିବା ପାଇଁ ଆପଣ ଏହି ଗଛରେ ଛୋଟ ପ୍ରୟୋଗ କରନ୍ତୁ ଯାହା ଧନ ବି ଦେବ ସୁଖ ବି ଦେବ। କୌଣସି ବି ମାସର ଶୁକ୍ଳପକ୍ଷ ଏହି ପକ୍ଷ ଜୀବନରେ ଉଜ୍ଵଳତା ଆଣିଥାଏ। ଅମାବାସ୍ୟା ତିଥି ପରଠୁ ନେଇ ପୂର୍ଣ୍ଣିମା ତିଥି ପର୍ଯ୍ୟନ୍ତ ଯେଉଁ ୧୫ ଦିନର ସମୟ ଏହାକୁ ଶୁକ୍ଳପକ୍ଷ କୁହାଯାଏ।

ଏହି ପକ୍ଷରେ ୨ ଟି ଶୁକ୍ରବାର ଆସିବ ଆପଣ କୌଣସି ଗୋଟେ ଶୁକ୍ରବାରକୁ ବାଛି ନିଅନ୍ତୁ। କୌଣସି ବି ସ୍ଥାନ ଉପରେ ଯାଇ ଆପଣ ନିଜ ହାତରେ ଏହି ଗଛକୁ ଲଗାନ୍ତୁ ଏବଂ ନିୟମିତ ଜଳ ଅର୍ପଣ କରିବା ଆରମ୍ଭ କରିଦିଅନ୍ତୁ। ଯେତେ ଯେତେ ଏହି ଗଛ ବଡ଼ ହେବ ଜୀବନରେ ଧନର ସମସ୍ୟା କମି କମି ଯିବ। ଏହି ଗଛ ଯେତେବେଳେ ଫଳ ଦେବ ସେମିତି ହିଁ ଆପଣଙ୍କ ଜୀବନରେ ଛପଡି ଘର ପକା ଘର ହୋଇଯିବ। ସାଇକେଲରୁ ଆପଣ ମଟର ସାଇକେଲକୁ ଆସିଯିବେ। କହିବାର ଅର୍ଥ ଆପଣଙ୍କର ପ୍ରଭାବ ବଢିବ ବ୍ୟକ୍ତିତ୍ୱର ପ୍ରଭାବ ବଢିବ ଆପଣ ଉନ୍ନତି କରିବେ।

ପ୍ରେମ ବିବାହ କିମ୍ବା ଭୂମି ଭବନ ପାଇଁ ଆପଣ କୌଣସି ବି ମାସର ଶୁକ୍ଳପକ୍ଷର ଶୁକ୍ରବାର ଦିନ ଏହି ଗଛ ପାଖରେ ଯାଇ ଅଳ୍ପ ଗଙ୍ଗା ଜଳ ନେଇ ଅର୍ପଣ କରନ୍ତୁ କିମ୍ବା ସାଧା ପାଣି ନେଇ ଅର୍ପଣ କରନ୍ତୁ ଏବଂ ୧ କଏନ ଏବଂ ୧ ଟି ସୁପାରି ସେହିଠାରେ ରଖିଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ କି ମୁଁ ତୁମକୁ ନେବାକୁ ଆସିଛି ତୁମେ ମୋ ସହିତ ଚାଲନ୍ତୁ। ମୋତେ ଧନ ଦେବେ ଏହା କହି ଅଳ୍ପ ଚେର ସେଠାରୁ ନେଇ ଆସନ୍ତୁ। ଆଣି ଚାନ୍ଦିର ତାବିଜିରେ ଏହି ଚେରକୁ ପୁରାଇ ଧାରଣ କରନ୍ତୁ। ଅଳ୍ପ ଦିନରେ ଦେଖିବେ ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ। ଧନର ସମସ୍ୟା ଦୂର ହୋଇଯିବ। ଏହି ଚେର ଧାରଣ କରିଲେ ସମ୍ପଦା ବଢିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *