Excuse Me Odisha

ଯାହା କହିବୁ ସତ କହିବୁ

୭୦ ବର୍ଷ ପରେ ସାବିତ୍ରୀ ଅମାବାସ୍ୟାରେ ଏହି ୫ ଗୋଟି ରାଶିରେ ବନିବାକୁ ଯାଉଛି ମହାସଂଯୋଗ। ଏମାନଙ୍କ ଜୀବନ ହେବ ରାଜାଙ୍କ ଭଳି,………..

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ବିଶେଷ ମହତ୍ଵ ରହିଛି। ଏହି ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ।

ଯାହାଫଳରେ ବ୍ୟକ୍ତିକୁ ସବୁ କ୍ଷେତ୍ରରେ ଶୁଭ ବା ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ଆସନ୍ତା ମଇ ମାସ ୩୦ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା ବା ସାବିତ୍ରୀ ବ୍ରତ ପାଳିତ ହେବାକୁ ଯାଉଛି। ଏହାର ପ୍ରଭାବରେ କିଛି ବିଶେଷ ରାଶିର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ମିଥୁନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ସାବିତ୍ରୀ ବ୍ରତ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।ଗ୍ରହ ମାନଙ୍କର ମହାସଂଯୋଗ କାରଣରୁ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।ଆପଣଙ୍କର ଆୟରେ ବୃଦ୍ଧି ହେବ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣ ଲାଭବାନ ହେବା ସହିତ ପଦୋନ୍ନତୀ ଲାଭ କରିବେ।ଆପଣଙ୍କର ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ସମାଜରେ ଆପଣ ନିଜର ସମ୍ମାନ ଓ ପ୍ରତିଷ୍ଠା ବଜାୟ ରଖିବେ।

୨/ କୁମ୍ଭ ରାଶି :-

ସାବିତ୍ରୀ ଅମାବାସ୍ୟାରେ ଉତ୍ପନ୍ନ ହେଉଥିବା ମହାସଂଯୋଗ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବାକୁ ଯାଉଛି।ଆପଣଙ୍କ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରି ପାରନ୍ତି।କିନ୍ତୁ ତାଙ୍କର କୌଣସି ଚେଷ୍ଟା ସଫଳ ହେବ ନାହିଁ।ଆପଣ ନିଜ ଜୀବନକୁ ନେଇ ବହୁତ ଉତ୍ସାହିତ ରହିବେ। ଆପଣଙ୍କୁ ସର୍ବଦା ଗୁରୁଜନ ମାନଙ୍କର ସହଯୋଗ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ ପରସ୍ପର ସହିତ ଉତ୍ତମ ବୁଝାମଣା ରହିବ।ଆପଣଙ୍କୁ ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି।

୩/ ବୃଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ । ଅତ୍ୟନ୍ତ ଶୁଭ ହେବାକୁ ଯାଉଅଛି । ଆପଣଙ୍କୁ କଠିନ ପରିଶ୍ରମରେ ଉଚିତ ଫଳ ପ୍ରାପ୍ତ ହେବ। ଆପଣଙ୍କ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ସାଥ ଦେବାକୁ ଯାଉଅଛି। ପରିବାରରେ ସୁଖଶାନ୍ତି ବିରାଜମାନ କରିବ।ଯେଉଁ ମାନଙ୍କ ବିବାହ ରେ ବିଳମ୍ବ ହେଉଥିଲା ସେମାନଙ୍କ ବିବାହର ମଧ୍ୟ ଯୋଗ ବନୁଛି।

୪/ ସିଂହ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ।ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ଲାଭ କରିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

୫/ ତୁଳା ରାଶି :-

ସାବିତ୍ରୀ ଅମାବାସ୍ୟା ଦିନ ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିବ। ଆପଣଙ୍କୁ ଅଚାନକ ଧନପ୍ରାପ୍ତି ହେବାର ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଆପଣଙ୍କ ଜୀବନରେ ଏକ ଶୁଭ ପରିବର୍ତ୍ତନ ହେବାକୁ ଯାଉଛି। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ।ଆପଣଙ୍କର ସମସ୍ତ ଅଭିଳାଷ ପୂରଣ ହେବ।

ତେବେ ବନ୍ଧୁଗଣ , ଆଶା କରୁଛୁ କି ଏହି ବିଶେଷ ବିବରଣୀଟି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *