Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମହିଳାମାନେ ନିଜର ଏହି ୧ ଜିନିଷ କେବେବି ଖୋଲିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମହିଳାମାନେ ନିଜର ଏହି ୧ ଜିନିଷ କେବେବି ଖୋଲିବା ଉଚିତ ନୁହେଁ।

ମହିଳାଙ୍କର ଗୋଟେ ଜିନିଷ ଖୋଲା ରହିବା ଦ୍ୱାରା ସେ ନିଜର ବର୍ବାଦି ନିଜେ ହିଁ କରିଥାଏ ଏହା ସହିତ ତାର ପରିବାର ଉପରେ ପଡିଥାଏ ବହୁତ ଖରାପ ପ୍ରଭାବ। ଶାସ୍ତ୍ରରେ ବି ମହିଳା ମାନଙ୍କର ଏହି ଜିନିଷ ଖୋଲା ରହିବା ବହୁତ ଖରାପ ମାନାଯାଇଛି। କୁହାଯାଏ ମହିଳା ମାନଙ୍କୁ ବୁଝିବା ବହୁତ କଷ୍ଟକର କାମ ହୋଇଥାଏ କାରଣ ମହିଳାମାନେ ସର୍ବଦା ହିଁ ପୁରୁଷ ମାନଙ୍କ ପାଇଁ କୌଣସି ଶ୍ଲୋକରୁ କମ ହୋଇନଥାନ୍ତି

ଆପଣଙ୍କୁ ଜଣେଇ ଦେଉଛୁ ଜଣେ ମହିଳାଙ୍କୁ ଆମେ ମା ଭଉଣୀ ସ୍ତ୍ରୀ ଜେଜେମା ଏବଂ ବନ୍ଧୁ ଭଳି ଦେଖିଥାଉ ଏବଂ ସେ ନିଜର ସମସ୍ତ ଦାୟିତ୍ୱକୁ ଭଲ ଭାବରେ ତୁଲାଇ ଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ମହିଳାଙ୍କର ଗୋଟେ ଜିନିଷ ଖୋଲା ରହିବା ଦ୍ୱାରା ସବୁଠାରୁ ଖରାପ ମାନାଯାଏ ଏବଂ ଏହି କଥାର ଉଲ୍ଲେଖ ଶାସ୍ତ୍ରରେ ବି ଅଛି। ତେବେ ଆସନ୍ତୁ ଜାଣିବା ସେହି ଜିନିଷର ନାମ।

ଧାର୍ମିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ସର୍ବଦା ନିଜର କେଶ ବାନ୍ଧି କରି ରଖିବା ଉଚିତ। କୁହାଯାଏ ମହିଳା ମାନଙ୍କର କେଶ ଖୋଲା ରହିବାର ଅର୍ଥ ସେ କାହାର ଶୋକ ପାଳନ କରୁଛି। ଏହି କାରଣରୁ ମହିଳା ମାନଙ୍କୁ କେଶ ବାନ୍ଧି କରି ରଖିବା ଉଚିତ। ପୌରାଣିକ କଥା ଅନୁସାରେ ଯେବେ ଦେବୀ ମା ସୀତାଙ୍କର ବିବାହ ଭଗବାନ ରାମଚନ୍ଦ୍ରଙ୍କ ସହିତ ହୋଇଥିଲା ସେତେବେଳେ ତାଙ୍କ ମା ତାଙ୍କ କେଶ ବାନ୍ଧି କହିଥିଲେ କି କେବେବି ନିଜର କେଶକୁ ଖୋଲା ରଖିବ ନାହିଁ।

କାରଣ ବନ୍ଧା ହୋଇଥିବା କେଶ ସର୍ବଦା ସମ୍ପର୍କକୁ ବାନ୍ଧି କରି ରଖିଥାଏ ଏବଂ ଖୋଲା କେଶ ସମ୍ପର୍କକୁ ଯୋଡିବାକୁ ଦିଏ ନାହିଁ। ମାନାଯାଏ କି ମହିଳାଙ୍କୁ ସେତେବେଳେ କେଶ ଖୋଲା ରିଖିବା ଉଚିତ ଯେତେବେଳେ ସେ ଏକାନ୍ତରେ ନିଜ ସ୍ୱାମୀଙ୍କ ସହିତ ଥିବ। ଏହା ବ୍ୟତୀତ ସର୍ବଦା ନିଜ କେଶ ବାନ୍ଧି କରି ରଖିବା ଉଚିତ।

ଶାସ୍ତ୍ର ଅନୁସାରେ ଯେଉଁ ମହିଳା ଖୋଲା କରି କେଶ ରଖିଥାଏ ତ ନକରାତ୍ମକ ଉର୍ଜା ବହୁତ ସହଜରେ ତାଙ୍କୁ ନିଜର ଶିକାର ବନେଇ ନେଇଥାଏ। ଏହା ଦ୍ବାରା ଘରେ କ୍ଳେଶ ଉତ୍ପନ ହୋଇଥାଏ। ଏହା ବ୍ୟତୀତ ଯେଉଁ ମହିଳା ରାତିରେ କେଶ ଖୋଲା କରି ଶୋଇଥାଏ ତ ତାଙ୍କ ଉପରେ ଭୟଙ୍କର ନକରାତ୍ମକ ଶକ୍ତିର ପ୍ରଭାବ ବହୁତ ଅଧିକ ରହିଥାଏ। ରାତିରେ କୌଣସି ମହିଳାଙ୍କୁ କେଶ ଖୋଲା କରି ଶୋଇବା ଉଚିତ ନୁହେଁ। ଏହାକୁ କେବଳ ନାଁ ବଡ଼ ମାନେ ମାନନ୍ତି ବରଂ ଏହାକୁ ଶାସ୍ତ୍ରରେ ବି ବହୁତ ଖରାପ ମାନାଯାଏ।

କେଶରେ ପଡୁଥିବା ପାଣି। ପୁରୁଣା ମାନ୍ୟତା ଅନୁସାରେ କୌଣସି ବି ମହିଳାଙ୍କୁ ସ୍ନାନ କରିବା ସମୟରେ ତୁରନ୍ତ ନିଜର କେଶ ପୋଛି ନେବା ଉଚିତ। ଅଧିକ ସମୟ କେଶରେ ପଡୁଥିବା ପାଣି କରଜକୁ ବୃଦ୍ଧି କରିଥାଏ। ଧୀରେ ଧୀରେ ଘର ପରିବାର ସଙ୍କଟରେ ଆସିପାରନ୍ତି। କେଶରୁ ପଡୁଥିବା ପାଣି ବ୍ୟକ୍ତିକୁ କରଜର ଭାଗୀଦାର ବନେଇଥାଏ। ଏଥିପାଇଁ କେଶକୁ ତୁରନ୍ତ କପଡାରେ ବାନ୍ଧି ପୋଛି ସୁଖେଇ ଦେବା ଉଚିତ।

ହିନ୍ଦୁ ଧର୍ମ ଅନୁସାରେ କୌଣସି ବିବାହିତା ମହିଳାଙ୍କୁ ମୁଣ୍ଡ ଖୋଲା କରି କୌଣସି ଜାଗାକୁ ଯିବା ଉଚିତ ନୁହେଁ। କୌଣସି ବଡ଼ ମାନଙ୍କ ସାମ୍ନାକୁ ମୁଣ୍ଡ ଖୋଲା କରି ଯିବା ଉଚିତ ନୁହେଁ ବରଂ ମଥାରେ ଓଢଣୀ ଦେଇ ଯିବା ଉଚିତ। ଶାସ୍ତ୍ର ଅନୁସାରେ ଏହି ନିୟମକୁ ପାଳନ କରୁନଥିବା ମହିଳା ପାପର ଭାଗିଦାର ବନିଥାନ୍ତି ଏବଂ ସମାଜ ଘର ପରିବାର ସାମ୍ନାରେ ବି ଲଜିତ ହେବାକୁ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *