Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ଜନ୍ମ କାହିଁକି ମିଳିଥାଏ। ପୁରୁଷମାନେ ନିଶ୍ଚୟ ପଢ଼ନ୍ତୁ ଏହି ୩ ଟି ଭୁଲ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ସ୍ତ୍ରୀଙ୍କ ଜନ୍ମ ପୁରୁଷଙ୍କୁ କେବେ ଏବଂ କେମିତି ମିଳିଥାଏ ଆସନ୍ତୁ ଜାଣିବା। ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯେଉଁ ମନୁଷ୍ୟଙ୍କ ଭାବନା ଯେମିତି ହୋଇଥାଏ ତାକୁ ସେହି ଅନୁରୂପ ପରବର୍ତ୍ତୀ ଜନ୍ମରେ ମିଳିଥାଏ। ଖାସ କରି ମୃତ୍ୟୁ ସମୟରେ ତାର ଯେମିତି ଚିନ୍ତାଧାରା ଥାଏ କିମ୍ବା ଯେଉଁ ଭାବନାରେ ସେ ରହିଥାଏ ତ ତାକୁ ସେହି ପ୍ରକାରର ଲିଙ୍ଗ ବା ଜନିରେ ଜନ୍ମ ହେବାକୁ ପଡିଥାଏ।

ସଂସାରରେ ଯେତେବି ଜୀବ ଅଛନ୍ତି ସେମାନେ କୌଣସି ନାଁ କୌଣସି ରୂପରେ ପ୍ରତ୍ୟକ ଯୁଗରେ ଏବଂ ପ୍ରତ୍ୟକ ସମୟରେ ଥାଆନ୍ତି। ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଯେ ଏମିତି କେଉଁ କାରଣ ଅଛି ଯାହା ପାଇଁ କୌଣସି ପୁରୁଷର ପରବର୍ତ୍ତୀ ଜନ୍ମ ଏକ ସ୍ତ୍ରୀ ରୂପରେ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାରେ କହିଥିଲେ ଏମିତି କୌଣସି ସମୟ ନଥିଲା ଯେବେ ମୁଁ ନଥିଲି କି ତୁମେ ନଥିଲା। ମତେ ପ୍ରତ୍ୟକ ଜନ୍ମର ଜ୍ଞାନ ଅଛି କିନ୍ତୁ ତୁମକୁ ଏହି ସମ୍ବଦ୍ଧରେ କୌଣସି ଜ୍ଞାନ ନାହିଁ। ବାସ ଏହି ଅନ୍ତର ଅଛି ମୋ ଭିତରେ ଆଉ ତୁମ ଭିତରେ। ଭଗବାନ ଶ୍ରୀକୃଷ୍ଣ ଅର୍ନୁନଙ୍କୁ ଉପଦେଶ ଦେଇ କହିଥିଲେ ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ନିଜର ସ୍ତ୍ରୀ କନ୍ୟା କିମ୍ବା ଅନ୍ୟ ସ୍ତ୍ରୀର ଧ୍ୟାନ କରିଥାଏ ତାର ହୃଦୟରୁ ତାଙ୍କ ପାଇଁ ଚିନ୍ତା କରିଥାଏ ତ ତାର ପରବର୍ତ୍ତୀ ଜନ୍ମ ସ୍ତ୍ରୀ ରୂପରେ ହୋଇଥାଏ।

ପରବର୍ତ୍ତୀ ଜନ୍ମରେ ସ୍ତ୍ରୀ ହେବାର ଆଉ ଏକ ବଡ଼ କାରଣ ଏହା ହେଉଛି। ଯେଉଁ ବ୍ୟକ୍ତି ସ୍ତ୍ରୀ ମାନଙ୍କ ପ୍ରତି ଅଧିକ ରୁଚି ରଖିଥାଏ କିମ୍ବା ତାଙ୍କ ସହିତ ରହି ସ୍ତ୍ରୀ ବ୍ୟବହାର କରିଥାଏ ସେ ନିଜେ ବି ପରବର୍ତ୍ତୀ ଜନ୍ମରେ ସ୍ତ୍ରୀ ଜନ୍ମ ହୋଇଥାଏ।

ପରବର୍ତ୍ତୀ ଜନ୍ମରେ ସ୍ତ୍ରୀ ହେବାର ଆଉ ଗୋଟେ କାରଣ ଏହା ହେଉଛି ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ ମା ଭଉଣୀ କିମ୍ବା କୌଣସି ବି ସ୍ତ୍ରୀକୁ ହଇରାଣ କରିଥାଏ କିମ୍ବା ତାଙ୍କର ଅପମାନ କରିଥାଏ କିମ୍ବା ନିଜ ସ୍ତ୍ରୀର ଅନାଦର କରିଥାଏ ତାକୁ ପୂର୍ବ ଜନ୍ମରେ କରିଥିବା ଦଣ୍ଡ ଭୋଗିବାକୁ ହିଁ ପଡିଥାଏ।

ଭଗବାନ ଶ୍ରୀକୃଷ୍ଣ ଅନ୍ତରେ କହିଛନ୍ତି ଯେଉଁଠି ନାରୀ ଖୁସି ରହିଥାଏ ତ ସେଠାରେ ଦେବତା ମାନଙ୍କର ବାସ ହୋଇଥାଏ ଏବଂ ମା ଲକ୍ଷ୍ମୀ ସର୍ବଦା ସେଠାରେ ବାସ କରିଥାନ୍ତି। ଏମିତି ଘର ଧନ ଧାନ୍ୟର ଭରି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *