Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନଙ୍କ ବଡ଼ ଥିଲେ ଏହି ଗୁପ୍ତ ଅଙ୍ଗ ଭାଗ୍ୟଶାଳୀ ହୋଇଥାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମାନଙ୍କ ବଡ଼ ଥିଲେ ଏହି ଗୁପ୍ତ ଅଙ୍ଗ ଭାଗ୍ୟଶାଳୀ ହୋଇଥାନ୍ତି।

ବନ୍ଧୁଗଣ ଏଭଳି କୁହା ଯାଇଥାଏ ଯେ ମହିଳା ମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ସୃଷ୍ଟିର ରଚୟତା ବ୍ରହ୍ମାଙ୍କର ନାରୀ ଏକ ଏଭଳି ରଚନା ଅଟେ ଯାହା ସ୍ୱୟଂ ବ୍ରହ୍ମା ମଧ୍ୟ ବୁଝି ପାରି ନଥିଲେ। ପ୍ରାଚୀନ କାଳରେ ଅନେକ ବିଦ୍ୱାନ ନାରୀ ମାନଙ୍କ ସମ୍ବନ୍ଧରେ ଅନେକ ଗ୍ରନ୍ଥର ରଚନା କରିଛନ୍ତି କିନ୍ତୁ ସେମାନେ ମଧ୍ୟ ସଠିକ ଭାବରେ ନାରୀ ମାନଙ୍କର ସ୍ୱଭାବକୁ ବୁଝିପାରି ନଥିଲେ। ଏମିତିରେ ଘରର ସ୍ତ୍ରୀକୁ ଘରର ଲକ୍ଷ୍ମୀ ବୋଲି ମାନାଯାଇଥାଏ। ଘରର ବୈଭବ ସେହି ଘରେ ଥିବା ସ୍ତ୍ରୀର ଚରିତ୍ର ଉପରେ ନିର୍ଭର କରିଥାଏ। କୁହାଯାଇଥାଏ ଯେ ଘରର ସ୍ତ୍ରୀ ଘରକୁ ସ୍ୱର୍ଗ ବନାଇ ଥାଏ ଏବଂ ଚାହିଁଲେ ସେହି ଘରକୁ ସ୍ତ୍ରୀ ନର୍କ ବି ମଧ୍ୟ ବନାଇଦେଇଥାଏ ।

ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର କେତେ ଗୁଡ଼ିଏ ଲକ୍ଷଣ ସମ୍ବନ୍ଧରେ ଉଲ୍ଲେଖ ରହିଛି କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଚରିତ୍ର ହୀନ କରିଥାଏ ଏବଂ କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀକୁ ଭାଗ୍ୟଶାଳୀ ବନାଇଥାଏ। ଏହି ଶାସ୍ତ୍ର ରେ ପ୍ରତ୍ୟେକ ନାରୀ ର ଅଙ୍ଗ ଏବଂ ଶାରୀରିକ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ଏଭଳି କିଛି ଅଙ୍ଗ ସମ୍ବନ୍ଧରେ କହିବୁ ଯଦି ତାହା ବଡ଼ ହୋଇଥାଏ ତେବେ ସେ ସାକ୍ଷାତ ମାଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ମୁହଁ ତାଙ୍କ ପିତାଙ୍କ ସଦୃଶ ହୋଇଥାଏ ସେମାନଙ୍କୁ ବହୁତ ଶୁଭ ବୋଲି ମନାଯାଇଥାଏ। ଏହିଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସର୍ବଦା ପରିବାରକୁ ଯୋଡ଼ି ରଖିଥାନ୍ତି।

ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଜିଭ ଲମ୍ବା ଏବଂ ଗୋଲାପୀ ହୋଇଥାଏ ସେମାନେ ସବୁବେଳେ ମଧୁର ବାଣୀ କହିଥାନ୍ତି। ଶାସ୍ତ୍ର ଅନୁସାରେ ସେମାନଙ୍କୁ ବହୁତ ଶୁଭ ବୋଲି କୁହା ଯାଇଛି। ଏଭଳି ନାରୀ ଘରର ଐଶ୍ଚର୍ଯ୍ୟ ଏବଂ ବୈଭବ ବୃଦ୍ଧି କରିଥାନ୍ତି। କିନ୍ତୁ ଯେଉଁ ନାରୀ ମାନଙ୍କ ଜିଭରେ କଳାଯାଇ ରହିଛି ସେମାନେ ଦୁର୍ଭାଗ୍ୟଶାଳୀ ଏବଂ ଧନ ହାନିର କାରଣ ସାଜିଥାନ୍ତି।

ଯେଉଁ ନାରୀ ମାନଙ୍କ ନାକ ଲମ୍ବା ହୋଇଥାଏ ଏବଂ ନାକର ଅଗ୍ରଭାଗରେ କଳାଯାଇ ରହିଥାଏ ସେହି ନାରୀ ମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ମାନା ଯାଇଥାଏ ଏବଂ ନାକର ଯେକୌଣସି ସ୍ଥାନରେ କଳାଯାଇ ରହିଲେ ମଧ୍ୟ ତାହା ଶୁଭ ହୋଇଥାଏ। ଏଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।

ବନ୍ଧୁଗଣ ଯେଉଁ ନାରୀ ମାନଙ୍କ କାନ ଦ୍ଵିତୀୟା ଚନ୍ଦ୍ର ଆକାରର ହୋଇଥାଏ ଏବଂ ଲୋମହୀନ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ସେଭଳି ନାରୀ ନମ୍ର ସ୍ୱଭାବର ହୋଇଥାନ୍ତି।

ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଓଠ ସତେଜ ଏବଂ ଲାଲ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏଭଳି ନାରୀ ଜୀବନରେ ଶ୍ରେଷ୍ଠ ଫଳ ହାସଲ କରିଥାନ୍ତି। ଏହି ନାରୀ ମାନେ ଯେଉଁ ପୁରୁଷଙ୍କୁ ବିବାହ କରିଥାନ୍ତି ସେମାନେ ଜୀବନରେ ବହୁତ ଉନ୍ନତି ହାସଲ କରିଥାନ୍ତି

ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଆଖି ବଡ଼ ଏବଂ ମୃଗ ଭଳି ଦେଖା ଯାଇଥାଏ ସେଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ ସର୍ବଦା ସୁଖ ଶାନ୍ତିରେ ରୁହନ୍ତି ଏବଂ ଏହି ନାରୀ ମାନେ ନିଜ ପରିବାର କୁ ମଧ୍ୟ ହସ ଖୁସିରେ ରଖିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *