Excuse Me Odisha

ଯାହା କହିବୁ ସତ କହିବୁ

ପୁରୁଷ ଏହି ପୋଷ୍ଟଟିକୁ ଚୁପଚାପ ନିଶ୍ଚୟ ପଢିବା ଉଚିତ।

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ଅନୁଭବରେ ସ୍ତ୍ରୀଙ୍କ ବିଷୟରେ ଅନେକ ଗମ୍ଭୀର ରାଜ କହିଥିଲେ ଯାହା ଆଜିର ଜୀବନରେ ସତ ଜଣାପଡୁଛି। ତେବେ ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀଙ୍କର ସେହି ଗମ୍ଭୀର ରାଜ ବିଷୟରେ ଯାହା ଆଜିର ଜୀବନରେ ସତ ସାବ୍ୟସ୍ତ ହେଉଛି

ସମ୍ପର୍କ ପ୍ରେମ ଏବଂ ବିଶ୍ୱାସକୁ ନେଇ ଟେକି ଥାଏ। ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ମାନାଯାଏ ସେମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘରର ଭାଗ୍ୟ ଖୋଲି ଯାଇଥାଏ। ଆପଣଙ୍କୁ ଜଣେଇ ଦେଉଛୁ ଆଚାର୍ଯ୍ୟ ଚାଣକ୍ୟଙ୍କୁ ତାଙ୍କର ଜ୍ଞାନ ଏବଂ ନ୍ୟାୟ ପ୍ରିୟ ବ୍ୟବହାର ଯୋଗୁ ଜଣାଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜ ଅନୁଭବର ଆଧାରରେ ମନୁଷ୍ୟଙ୍କ ଜୀବନ ସହିତ ଜଡ଼ିତ କିଛି ଖାସ କଥାର ଉଲ୍ଲେଖ କରିଛନ୍ତି। ସେ ନିଜ ପୁସ୍ତକ ଚାଣକ୍ୟ ନୀତିରେ ସ୍ତ୍ରୀଙ୍କ ବିଷୟରେ ଅନେକ ବହୁତ କଥା କହିଥିଲେ ଯାହା ଆଜିର ଜୀବନରେ ସତ ସାବ୍ୟସ୍ତ ହେଉଛି। ଏଠାରେ ଆମେ ସବୁ ସ୍ତ୍ରୀଙ୍କୁ ଖରାପ କହୁନାହୁଁ କିନ୍ତୁ ଚାଣକ୍ୟ ନୀତିରେ ଯେଉଁ କଥା କୁହାଯାଇଛି ଆମେ ସେହି ଆଧାରରେ ଏହି ସୂଚନା ଦେବୁ। ତେବେ ଆସନ୍ତୁ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟ ନିଜ ପୁସ୍ତକରେ କହିଛନ୍ତି କଥା କଥାରେ ନଖରା ଦେଖାଇଥାନ୍ତି। ନଖରା ଦେଖାଇବା ସ୍ତ୍ରୀ ମାନଙ୍କର ଅଭ୍ୟାସ ହୋଇଥାଏ। ଏଥିପାଇଁ ସେମାନେ ନଖରା କରିଥାନ୍ତି କିନ୍ତୁ କଥା କଥାରେ ନଖରା ଦେଖାଇବା ଠିକ ହୋଇନଥାଏ। ଏଥିପାଇଁ ସର୍ବଦା ଲୋକେ ଏମାନଙ୍କର ଏହି ଅଭ୍ୟାସ ଯୋଗୁ କ୍ରୋଧିତ ହୋଇଥାନ୍ତି।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀ ଲୋକମାନେ ପରସ୍ପରର ଖରାପ କଥା କହିଥାନ୍ତି ଯଦି ସ୍ତ୍ରୀ ମାନଙ୍କୁ କୌଣସି ବି ଗୋପନୀୟ କଥାର ସୂଚନା ମିଳିଥାଏ ତ ଏହି କଥା ସେମାନେ ନିଜ ଭିତରେ ରଖିପାରନ୍ତି ନାହିଁ ସେହି କଥାକୁ ସବୁ ଜାଗାରେ ଅଗ୍ନି ଭଳି ଖେଳେଇ ଦିଅନ୍ତି। ଏହି କାରଣରୁ କେବେବି ସ୍ତ୍ରୀ ଲୋକଙ୍କୁ ନିଜର ଗୁପ୍ତ କଥା କହିବା ଉଚିତ ନୁହେଁ। ଯଦି ଏମିତି ହୋଇଥାଏ ତ ସ୍ତ୍ରୀ ମାନେ ଆମର ବିନାଶର କାରଣ ହୋଇପାରନ୍ତି।

ସ୍ତ୍ରୀ ଲୋକମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି ଏବଂ ଏମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସ୍ଥିତି ପର୍ଯ୍ୟନ୍ତ ଯାଇପାରନ୍ତି ପଛେ କାହାକୁ ଧୋକା ଦେବାକୁ ବି ପୋଛାନ୍ତି ନାହିଁ। ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଏହି କଥାକୁ ମିଛ ବୋଲି ଭାବିଥାନ୍ତି। କିନ୍ତୁ ଆପଣ ନିଜର ଦୈନିକ ଜୀବନରେ ଏହି କଥାର ନିଷ୍ପତ୍ତି ନେଇପାରନ୍ତି କି ଏହି କଥା ସ୍ତ୍ରୀ ମାନଙ୍କ ବିଷୟରେ କେତେ ଦୂର ସତ ଏବଂ କେତେ ଦୂର ମିଛ

ସ୍ତ୍ରୀ ଲୋକମାନେ ନିଜର କଥାରେ ବହୁତ ଶୀଘ୍ର ଚେଞ୍ଜ ହୋଇଯାନ୍ତି ଏବଂ ସେମାନେ କେବେବି ସତ କୁହନ୍ତି ନାହିଁ। ଏଥିପାଇଁ ସ୍ତ୍ରୀ ମାନଙ୍କ ବିଷୟରେ ବୁଝି ବିଚାରି ଭରସା କରିବା ଉଚିତ। ସ୍ତ୍ରୀ ଲୋକମାନେ ଏଠାକାର କଥା ସେଠାକାର କରିଥାନ୍ତି। ସ୍ତ୍ରୀଲୋକମାନେ ଏମିତିରେ ଲୋକଙ୍କ ମଧ୍ୟରେ ବାଦବିବାଦ ବି କରିପାରନ୍ତି ଯେଉଁଥି ପାଇଁ ସେମାନେ କୋର୍ଟ କଚେରୀ ବି କରିପାରନ୍ତି।

କଥା କଥାରେ ସ୍ତ୍ରୀ ଲୋକମାନେ ସର୍ବଦା ମିଛ କହିଥାନ୍ତି।ଏମାନେ କାହାର ଚୁଗଲି ନକଲେ ଶାନ୍ତି ମିଳେନାହିଁ।ସ୍ତ୍ରୀ ଲୋକମାନେ ଦେଖାଦେଖି କରିଥାନ୍ତି ଏମାନେ ଯେତେ ପର୍ଯ୍ୟନ୍ତ ସେହି ଜିନିଷର ହାସଲ ନକରିବେ ସେତେ ପର୍ଯ୍ୟନ୍ତ ଏମାନେ ନିଜ ସ୍ୱାମୀଙ୍କ ବଞ୍ଚିବା କଷ୍ଟକର କରିଦିଅନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କିଛି ମହିଳାଙ୍କୁ ଧନର ଏତେ ଲୋଭ ହୋଇଥାଏ କି ସେମାନେ ଏହି ଧନକୁ ହାସଲ କରିବା ପାଇଁ ବହୁତ ଭୁଲ କାର୍ଯ୍ୟ କରି ଯାଆନ୍ତି ଯାହାର କଳ୍ପନା ବି କରିପାରିବେ ନାହିଁ। କୁହାଯାଏ ସମୁଦ୍ରର ଗମ୍ଭୀରତା ମାପା ଯାଇ ପାରିବି କିନ୍ତୁ ସ୍ତ୍ରୀ ଲୋକମାନଙ୍କର ମନର କଥାକୁ ମାପା ଯାଇପାରିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *