Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ମନୁଷ୍ୟକୁ ସ୍ୱୟଂ ଭଗବାନ ଏହି ୭ ଟି ସଂକେତ ଦେଇଥାନ୍ତି ! ଜାଣନ୍ତୁ କେଉଁ କେଉଁ ସଂକେତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଲ ସମୟ ଆସିବା ପୂର୍ବରୁ ମନୁଷ୍ୟକୁ ସ୍ୱୟଂ ଭଗବାନ ଏହି ୭ ଟି ସଂକେତ ଦେଇଥାନ୍ତି।

ପ୍ରତ୍ୟକ ଲୋକ ଚାହିଁଥାନ୍ତି କି ତାର ଜୀବନରେ ସୁଖ ସମୃଦ୍ଧି ବନି ରହୁ ଏବଂ ଜୀବନରେ ସମସ୍ୟା ନଆସୁ। ଖରାପ ସମୟ କେବେବି ନଆସୁ। ଖରାପ ଦିନ ଠାରୁ ସମସ୍ତେ ବଞ୍ଚିବାକୁ ଚାହିଁଥାନ୍ତି। ସୁଖ ଦୁଃଖ ଉଭୟ ଦୁଇ ଭାଇ ଅଟନ୍ତି କିନ୍ତୁ ଆପଣ ଚାହାଁନ୍ତି କି ଆପଣଙ୍କ ଜୀବନରେ ଭଲ ସମୟ ଆସୁ ଯେମିତିକି ସମସ୍ତଙ୍କର ଇଛା ଥାଏ ତ ଏମିତିରେ ଭଲ ସମୟ ଆସିବା ପୂର୍ବରୁ ଘରକୁ ଖୁସି ଆସିବା ପୂର୍ବରୁ ଭଗବାନ କିଛି ଶୁଭ ସଂକେତ ଦେଇଥାନ୍ତି

ଯଦି ଆପଣ ତାକୁ ବୁଝିଯାନ୍ତି ତ ଆପଣ ଆହୁରି ପରିଶ୍ରମ କରନ୍ତି ତ ଅଧିକ ସଫଳତା ଆପଣଙ୍କୁ ପ୍ରାପ୍ତ ହୋଇପାରିବ। ତ ଏମିତିରେ କିଛି ସଂକେତ ଏମିତି ଅଛି ଯାହା ଆପଣଙ୍କୁ ପ୍ରଥମରୁ ମିଳିବା ଆରମ୍ଭ ହୋଇଯାଏ ତ ଏଥିରୁ ଜଣାପଡ଼ିଥାଏ କି ଆପଣଙ୍କର ଭଲ ଦିନ ଆସିବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁସାରେ ଯେତେବେଳେ ସମସ୍ୟା ଆସିଥାଏ ନାଁ ଦିନ ବ୍ୟତୀତ କରିବା ବହୁତ କଷ୍ଟକର ହୋଇପଡିଥାଏ। ଆଉ ଏହି ଅପେକ୍ଷା ଥାଏ କି କେତେବେଳେ ଏହି ସମୟ ବିତିଯାଇ ଭଲ ସମୟ ଆସିବ।

ଖରାପ ସମୟ ଆସିଲେ ଘରେ ନିଶବ୍ଦ ହୋଇଯାଏ। ଆପଣଙ୍କୁ ଘର ଭଲ ଲାଗିନଥାଏ ଅର୍ଥାତ ଭଲ ଅନୁଭବ ହୋଇନଥାଏ। ଯଦି ଗାଈ କୁକୁରଙ୍କୁ ପ୍ରତିଦିନ କିଛି ଖାଇବାକୁ ଦିଅନ୍ତି ତ ବହୁତ ଭଲ କଥା ଅଟେ। ଯେତେବେଳେ ଆପଣଙ୍କର ଖରାପ ସମୟ ଆସିଥାଏ ତ ଗାଈ କୁକୁରବି ଆପଣଙ୍କ ଭଜନ ଖାଆନ୍ତି ନାହିଁ। ଘରେ କୌଣସି ଖୁସି ନଥାଏ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସନ୍ତି ନାହିଁ। ଏହା ହେଉଛି ଖରାପ ସମୟର ଲକ୍ଷଣ।

ଆସନ୍ତୁ ଜାଣିବା ଭଲ ସମୟ ଆସିବାର ସଂକେତ ବିଷୟରେ। ଭଲ ସମୟ ଆସିବା ପୂର୍ବରୁ ଭଗବାନ କିଛି ଭଲ ସଂକେତ ଦେଇଥାନ୍ତି।

ବାଇ ଚଟିଆ । ଯଦି ଆପଣଙ୍କ ଘରକୁ ବାଇ ଚଟିଆ ଆସନ୍ତି କିମ୍ବା ଘରର ଅଗଣାକୁ ଆସିଯାନ୍ତି ତ ନିଶ୍ଚୟ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏହା ଭଲ ସମୟ ଆସିବାର ସଂକେତ ଦେଇଥାଏ।

ଗାଈ। ଯଦି ଗାଈ ଆପଣଙ୍କର ଅଗଣାକୁ ବାରମ୍ବାର କିଛି ଖାଇବାକୁ ଆସିଯାଉଥାଏ ତ ଏହା ବି ଭଲ ସମୟ ଅଟେ। ଗାଈକୁ ବି କିଛି ନାଁ କିଛି ନିଶ୍ଚୟ ଖାଇବାକୁ ଦିଅନ୍ତୁ।

ଅରଖ ଗଛ । ଯଦି ଆପଣଙ୍କ ଘରେ ଅରଖ ଗଛ ଆପେ ଆପେ ଉଠି ଯାଏ ତ ଏହାର ଅର୍ଥ ଏବେ ଆପଣଙ୍କର ଜୀବନରେ ଭଲ ସମୟ ଆସିବାକୁ ଯାଉଛି। ଆପଣ ଯେଉଁ କାର୍ଯ୍ୟ ବି କରିବେ ସେଥିରେ ସଫଳତା ନିଶ୍ଚୟ ପ୍ରାପ୍ତ ହେବ।

ଧଳା ପାରା। ଯଦି ଆପଣଙ୍କ ଘରେ ଧଳା ପାରା ଆସି ବସିଯାଏ ତ ଏହାର ବି ଅର୍ଥ ହୋଇଥାଏ ଯେ ଭଲ ସମୟ ଆପଣଙ୍କର ଆରମ୍ଭ ହୋଇଯାଇଛି। ଏହି ଧଳା ପାରା ଆସିବା ଶୁଭତାର ପ୍ରତୀକ ଅଟେ।

ଭଲ ସମୟ ଆସିବା ପୂର୍ବରୁ ଘରକୁ ରଙ୍ଗ ବେରଙ୍ଗର ଚଢେଇ ଆସିବାକୁ ଲାଗିଥାନ୍ତି।

କଳା ରଙ୍ଗର ପିମ୍ପୁଡ଼ି। ଯଦି ଘରେ କଳା ରଙ୍ଗର ପିମ୍ପୁଡ଼ି ଦେଖାଯାଏ ତେବେ ତାହାକୁ ଶୁଭ ମାନାଯାଏ। ଏହା ହାନିକାରକ ମଧ୍ୟ ନୁହଁନ୍ତି। ଘରେ ଯଦି ହଠାତ କଳା ରଙ୍ଗର ପିମ୍ପୁଡ଼ି ଗୋଲାକାର ହୋଇ ବୁଲିବାର ନଜର ଆସନ୍ତି ଏହାକୁ ବହୁତ ଶୁଭ ସଂକେତ ମାନାଯାଏ। ଏମାନଙ୍କୁ ଅଟା ଏବଂ ଚିନି ଖାଇବାକୁ ଦିଅନ୍ତୁ।

ବାଇ ଚଟିଆ ଯଦି ଘରେ ବସା ବାନ୍ଧି ଦିଏ ତ ଏହାର ଅର୍ଥ ଏବେ ଆପଣ ଯାହାବି କରିବେ ସେଥିରୁ ମା ଲକ୍ଷ୍ମୀ ଆସିବେ।

ଝିଟିପିଟି। ଘରେ ଯଦି ହଠାତ ଦୁଇଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖା ଦିଅନ୍ତି ତ ଏହାକୁ ବହୁତ ଶୁଭ ମାନାଯାଏ। ଯଦି ଝିଟିପିଟି ଜଣେ ଜଣଙ୍କର ପିଛା କରୁଥିବାର ଦେଖନ୍ତି ତ ଏପରି ମାନାଯାଏ ଏହା ଘରର ଉନ୍ନତିର ସଂକେତ କିନ୍ତୁ ତୁଳସୀ ଗଛ ପାଖରେ ଝିଟିପିଟି ଦେଖାଦେବ ଅତ୍ୟନ୍ତ ଶୁଭ ମାନାଯାଏ। ଏହା ଭରପୁର ଧନ ମିଳିବାର ସଂକେତ

ଯଦି ସ୍ୱପ୍ନରେ ଝାଡୁ ପେଚା ହାତୀ ନେଉଳ ଶଙ୍ଖ ଝିଟିପିଟି ସାପ ପାରା ଆକାଶରେ ତାରା ଗୋଲାପ ଫୁଲ ଏବଂ ବଂଶୀ ଦେଖାଯାଏ ତ ଭରପୁର ଧନ ପ୍ରାପ୍ତିର ସଂକେତ ଅଟେ। ଯଦି ମାଛ ଦେଖାଦିଏ ତ ହଠାତ ଧନ ଲାଭ ହୋଇଥାଏ।

ଶଙ୍ଖର ଧ୍ଵନି। ଯଦି ଆପଣଙ୍କୁ ଦିନର କୌଣସି ବି ସମୟରେ କିମ୍ବା ମୁଖ୍ୟତଃ ସକାଳ ସନ୍ଧ୍ୟାରେ ନୀତି ଶଙ୍ଖର ଧ୍ଵନି ଶୁଣିବାକୁ ମିଳେ ତ ଏହାକୁ ଅତ୍ୟନ୍ତ ଶୁଭ ସଂକେତ ମାନାଯାଏ। ଏହାର ଅର୍ଥ ଏହା କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି। ଶୀଘ୍ର ଆପଣଙ୍କ ଘରକୁ ଏବଂ ଆପଣଙ୍କ ଜୀବନକୁ ପ୍ରବେଶ କରିବେ। ଯେପରିକି ଆପଣଙ୍କ ଆର୍ଥିକ ସଂକଟ ଦୂର ହୋଇ ଜୀବନରେ ସୁଖ ସମୃଦ୍ଧି ଆସିବ।

ସକାକୁ ସକାଳୁ ଆପଣ ଘରୁ କିଛି ଶୁଭ କାର୍ଯ୍ୟ ପାଇଁ ବାହାରିଥାଆନ୍ତି ଏବଂ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହୋଇଯାଏ କିମ୍ବା ଆପଣଙ୍କୁ ରାସ୍ତାରେ କୌଣସି ସାଧୁ ସନ୍ଥ ଆଶୀର୍ବାଦ କରିଥାନ୍ତି ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଇଥାଏ। ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କର ସେହି କାର୍ଯ୍ୟ ନିଶ୍ଚୟ ସଫଳ ହେବ।

ରାତିରେ ଘରର ଆଖପାଖରେ ପେଚା ଦେଖାଦେବା ଏହା ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ଦେଇଥାଏ। ଏବେ ଆପଣଙ୍କର ଭଲ ସମୟ ଆସିବାର ସଂକେତ ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *