Excuse Me Odisha

ଯାହା କହିବୁ ସତ କହିବୁ

ନିବସ୍ତ୍ର ହୋଇ ସ୍ନାନ କାହିଁକି କରିବା ଅନୁଚିତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିବସ୍ତ୍ର ହୋଇ ସ୍ନାନ କାହିଁକି କରିବା ଅନୁଚିତ।

ବନ୍ଧୁଗଣ ଯେଉଁ ଘରର ମହିଳା ଏମିତି ସ୍ନାନ କରିଥାନ୍ତି ତ ସେଠାରେ କେବେବି ଉନ୍ନତି ହୋଇନଥାଏ ସେହି ଘରେ କେବେବି ଦେବୀ ଦେବତାଙ୍କର ବାସ ହୋଇନଥାଏ। କମସେକମ ଆପଣ ଏମିତି ସ୍ନାନ କେବେବି କରିବା ଉଚିତ ନୁହେଁ। ଇତିହାସ ପ୍ରମାଣ ଅଛି କି ନାରୀଙ୍କ କାରଣରୁ କେତେ ଯୁଦ୍ଧ ହୋଇଥିଲା ନାରୀଙ୍କ କାରଣରୁ କେତେକ ଘରେ ଖୁସିର ଲହରୀ ଭାଙ୍ଗି ଯାଇଥାଏ। ଗୋଟେ ସଫଳତା ପୁରୁଷର ପଛରେ ଗୋଟେ ନାରୀର ହାତ ଥାଏ। କୁହାଯାଏ କି କାହାକୁ ବର୍ବାଦ କରିବାର କାରଣ ବି ନାରୀ ହୋଇଥାଏ।

ସାରା ଦେଶରେ ନାରୀଙ୍କୁ ମା ଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇଛି ଆଉ ଦରକାର ପଡ଼ିଲେ ନାରୀ ଦୁର୍ଗାଙ୍କ ରୂପ ମଧ୍ୟ ଧାରଣ କରିପାରେ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଏମିତି ବହୁତ କାମ ଅଛି ଯାହାକୁ କରିବା ଦ୍ୱାରା ଗୋଟେ ନାରୀ ଘର ସଂସାରରେ ଖୁସିର ଲହରୀ କରିପାରିବେ ଏବଂ ଘରେ ନକାରାତ୍ମକ ଶକ୍ତିକୁ ଦୂରେଇ ପାରିବେ।

ନାରୀଙ୍କ ଦେହରେ ଏମିତି ବହୁତ ଶକ୍ତି ଯାହାକୁ ସେ ଜାଗ୍ରତ କରିପାରିବେ ଏବଂ ନିଜ ଘରକୁ ସ୍ୱର୍ଗ ବନେଇ ପାରିବେ କିନ୍ତୁ ଏହା ସହିତ କଣ ଆପଣ ଜାଣିଛନ୍ତି ନାରୀଙ୍କୁ ଏମିତି ସ୍ନାନ କରିବା ଦ୍ୱାରା ଘରର ଉନ୍ନତି ବା ଖୁସି ଚାଲିଯାଏ। କମସେକମ ଆପଣ ତ ଏମିତି ଭୁଲ କରନ୍ତୁ ନାହିଁ ନଚେତ ମା ଲକ୍ଷ୍ମୀ ଏମିତି ଘରୁ କ୍ରୋଧିତ ହୋଇ ଚାଲି ଯାଆନ୍ତି।

ସ୍ଵଛତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଏହା ଦ୍ବାରା ଘରେ ସର୍ବଦା ସକାରାତ୍ମକ ଶକ୍ତିର ବାସ ହୋଇଥାଏ। ଦେବୀ ଦେବତା ମାନେ ସେହି ଘରେ ବାସ କରିଥାନ୍ତି।

ସଫା କରିବା ପରେ ତୁରନ୍ତ ସ୍ନାନ କରିବା ଉଚିତ। ଅପରିଷ୍କାର ବାଥରୁମରେ କେବେବି ସ୍ନାନ କରିବା ଉଚିତ ନୁହେଁ। ଏମିତି କରିଲେ ଶରୀର ସଫା ହୋଇଥାଏ ଏହା ସହିତ ମନବି ପ୍ରସନ୍ନ ରହିଥାଏ।

ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ସ୍ନାନ କରିବା ଉଚିତ। ଏମିତି କରିଲେ ଖାଦ୍ୟ ଭଲ ଏବଂ ଶକ୍ତିବାନ ହୋଇଥାଏ।

ଗରୁଡ଼ ପୁରାଣ ଅନୁସାରେ ଯେଉଁ ନାରୀ ସ୍ନାନ କରିବା ପରେ ଭଜନ ପ୍ରସ୍ତୁତ କରିଥାନ୍ତି ତ ସେହି ଘରର ଲୋକଙ୍କୁ ନର୍କର ଯାତନା ଭୋଗିବାକୁ ପଡିନଥାଏ ବରଂ ସଫଳତା ମିଳିଥାଏ।

ଖାଦ୍ୟ ପ୍ରସ୍ତୁତ କରିବା ପରେ ଭୋଗ ଅର୍ପଣ କରିବା ଉଚିତ। ଗାଈ କିମ୍ବା କୌଣସି ଜୀବକୁ କିମ୍ବା ଅଗ୍ନି ଦେବତାଙ୍କୁ ଭଗବାନଙ୍କୁ ଭୋଗ ଅର୍ପଣ କରିବା ଉଚିତ। ସୂର୍ଯ୍ୟାସ୍ତ ପରେ କେଶକୁ କୁଣ୍ଡାଇବା ଉଚିତ ନୁହେଁ। ଝାଡୁ ପୋଛା ଲଗାଇବା ଉଚିତ ନୁହେଁ। ଏମିତି କରିଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ବାରମ୍ବାର ଘରେ କ୍ରୋଧିତ ହେଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ସେଥିପାଇଁ ଏମିତି କରିବା ଠାରୁ ଦୂରେଇ ରୁହନ୍ତୁ। କେହି ଖୁସି ଥିଲେ ଆପଣ କେବେବି ଦୁଃଖୀ ହୁଅନ୍ତୁ ନାହିଁ।

ଆଲମାରୀର କବାଟର ମୁହଁକୁ କେବେବି ଉତ୍ତର ମୁହଁରେ ରଖିବା ଉଚିତ ନୁହେଁ ଏବଂ ତାର ସାମ୍ନାରେ କେବେବି ରଶ୍ମି ପଡିବା ଉଚିତ ନୁହେଁ। ଏମିତି କରିଲେ ଘରେ ଦରିଦ୍ରତା ଆସିଥାଏ।

ଘରର ମଝିରେ ଠାକୁର ଘର ରହିଲେ ସୁଖ ସମୃଦ୍ଧି ବନି ରହିଥାଏ। ଘରେ କେବେବି ନକରାତ୍ମକ ଶକ୍ତିର ବାସ ହୋଇନଥାଏ।

ନାରୀ ଯଦି ନିଜର କର୍ତ୍ତବ୍ୟ ପବିତ୍ର ମନରେ କରିବ ତ ଭଗବାନବି ପ୍ରସନ୍ନ ହୋଇଯାନ୍ତି। ମା ଲକ୍ଷ୍ମୀ ଏମିତି ଘରକୁ ନିଜର ସାଥ ପ୍ରଦାନ କରିଥାନ୍ତି।

ଗରୁଡ଼ ପୁରାଣ ଅନୁସାରେ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ । ଯଦି ଆପଣ ମାନେ ସ୍ନାନ କରୁଛନ୍ତି ତେବେ ଶରୀର ମଧ୍ୟରେ ଯେ କୌଣସି କପଡା ରହିବା ନିତାନ୍ତ ଆବଶ୍ୟକ । ଯଦି କେହି ନାରୀ ନିବସ୍ତ୍ର ହୋଇ ସ୍ନାନ କରୁଛନ୍ତି ତେବେ ତାଙ୍କର ସେହି ଶରୀରରୁ ବାହାରୁଥିବା ଜଳ ଦେବତାଙ୍କର ଅପମାନ ହେବା ସହ ଇଷ୍ଟ ଦେବତାଙ୍କ ଉପରେ ପ୍ରଭାବ ପକାଇଥାଏ। ନିବସ୍ତ୍ର ହୋଇ ସ୍ନାନ କଲେ ପିତୃ ପୁରୁଷ ମାନେ ଅସନ୍ତୁଷ୍ଟ ହୋଇଥାନ୍ତି ଏହା ଦ୍ୱାରା ବଳ ତେଜ ଧନ ଆଦିର ସୁଖ ନଷ୍ଟ ହୋଇଯାଇଥାଏ।

ବ୍ୟକ୍ତିଙ୍କ ଘରେ ଅସାନ୍ତି ଲାଗି ରହିବା ସହିତ ବ୍ୟକ୍ତିଙ୍କ ଘରେ ମାନହାନି ମଧ୍ୟ ହୋଇଥାଏ। ଘରର ଉନ୍ନତିରେ ବାଧା ଉପୁଜିଥାଏ। ଘରକୁ ସର୍ବଦା ଶତ୍ରୁର ଭୟ ଦେଖା ଦେଇଥାଏ। ପରିବାରରେ ସର୍ବଦା କଳିଝଗଡା ହେବା ସହିତ କାହାର ନା କାହାର ଦେହ ଖରାପ ହୋଇଥାଏ। ତେଣୁ ଆପଣ ମାନେ ଉଲଗ୍ନ ହୋଇ କଦାପି ସ୍ନାନ କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *