Excuse Me Odisha

ଯାହା କହିବୁ ସତ କହିବୁ

ଶ୍ବଶୂର ଘରେ ସବୁବେଳେ ରାଜ କରିବା ପାଇଁ ଜନ୍ମ ନେଇଥାନ୍ତି ଏହି ୪ ଟି ନାମର ଝିଅ ! ଏଥିରେ ଆପଣଙ୍କ ନାମ ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶଶୁର ଘରେ ସବୁବେଳେ ରାଜ କରିବା ପାଇଁ ଜନ୍ମ ନେଇଥାନ୍ତି ଏହି ୪ ଟି ନାମର ଝିଅ

ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ଶଶୁର ଘରେ ସବୁବେଳେ ରାଜ କରିବା ପାଇଁ ଜନ୍ମ ନେଇଥାନ୍ତି ଏହି ୪ ଟି ନାମର ଝିଅ।

ଆଜି ଆମେ ଆପଣଙ୍କୁ ଜଣେଇବୁ ଏମିତି ୪ ଟି ନାମ ଥିବା ଝିଅଙ୍କ ବିଷୟରେ ଯେଉଁମାନେ ଶଶୁର ଘରେ ରାଜ କରିଥାନ୍ତି। ତାଙ୍କ ଭାଗ୍ୟରେ ସର୍ବଦା ରାଜଯୋଗ ସୁଖ ଧନ ସମ୍ପତ୍ତି ପଇସା ସବୁ ଥାଏ। ତେବେ ଆସନ୍ତୁ ଜାଣିବା ସେହି ୪ ଟି ନାମ ଥିବା ଝିଅଙ୍କ ବିଷୟରେ।

ବିବାହ ପରେ ଯେବେବି ମହିଳା ନିଜ ଶଶୁର ଘରକୁ ଯାଇଥାଏ ତ ତାକୁ ଅନେକ ପ୍ରକାରର ନିୟମ କାନୁନର ପାଳନ କରିବାକୁ ପଡିଥାଏ। ତାକୁ ନିଜର ଶଶୁର ଘର ଲୋକଙ୍କ ସହିତ ମିଶି ରହିବାକୁ ପଡ଼ିଥାଏ। ପ୍ରତ୍ୟକ ଘରର ଲୋକଙ୍କର ରହିବା ଚଳିବା ଢ଼ଙ୍ଗ ଚିନ୍ତା ଅଲଗା ହୋଇଥାଏ। ଏପରି ସ୍ଥିତିରେ ଏତେ ଲୋକଙ୍କ ମଧ୍ୟରେ ଯେତେବେଳେ ଗୋଟେ ଝିଅ ବହୁ ହୋଇ ଘରକୁ ଆସିଥାଏ ତ ତାକୁ ହିଁ ନିଜର ଘରର ପରିବେଶ ଅନୁସାରେ ଚଳିବାକୁ ପଡିଥାଏ। କିନ୍ତୁ ସବୁ ଲୋକ ଏମିତି କରିନଥାନ୍ତି। କିନ୍ତୁ ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ ଶଶୁର ଘରେ ଯାଉ ଯାଉ ରାଜ କରିଥାନ୍ତି। ଆସନ୍ତୁ ସେହି ୪ ଟି ନାମ ଥିବା ଝିଅଙ୍କ ବିଷୟରେ ଜାଣିବା।

A ଅକ୍ଷର ନାମ ଥିବା ଝିଅମାନେ। ଏହି ନାମ ଥିବା ଝିଅମାନେ ବହୁତ ଚାଲାକ ହୋଇଥାନ୍ତି। ସେମାନେ ଅନ୍ୟ ଲୋକଙ୍କର ହୃଦୟ ଜିତିବା ଏବଂ ନିଜର କଥାରେ କାମ କରେଇ ନେବା ବହୁତ ଭଲ ଭାବରେ ଜଣା। ଏମାନେ ଯେବେ ଶଶୁର ଘରକୁ ଯାଇଥାନ୍ତି ତ ନିଜର ମିଠା ମିଠା କଥାରେ ସମସ୍ତଙ୍କୁ ନିଜର କରି ନେଇଥାନ୍ତି। ଏଥିପାଇଁ ଏମାନଙ୍କର ସମସ୍ତେ ପ୍ରଶଂସା କରିଥାନ୍ତି। ଆଉ ସେମାନେ ଶଶୁର ଘରେ ରାଜ କରିଥାନ୍ତି।

H ନାମ ଥିବା ଝିଅମାନେ। ଏମାନେ ବି ବହୁତ ଚାଲାକ ହୋଇଥାନ୍ତି। ସେମାନେ ନିଜର ଚାଲାକ ଗୁଣରେ ଶଶୁର ଘର ଲୋକଙ୍କୁ ଖୁସି କରି ଦେଇଥାନ୍ତି। ତାଙ୍କର ଭଲ ଗୁଣକୁ ଶଶୁର ଘର ଲୋକେ ଅଣଦେଖା କରି ପାରନ୍ତି ନାହିଁ। ଏହି ପ୍ରକାରରେ ଏମାନଙ୍କର ଶଶୁର ଘରେ ଇଜତ ବନି ରହିଥାଏ। ଏମାନଙ୍କର ଘରକୁ ଆସିବା ଯୋଗୁ ଶଶୁର ଘର ଲୋକଙ୍କର ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଇଥାଏ। ଏହି କାରଣରୁ ଏହି ନାମ ଥିବା ଝିଅମାନେ ବି ନିଜର ଶଶୁର ଘରେ ରାଜ କରିଥାନ୍ତି।

M ନାମ ଥିବା ଝିଅମାନେ। ଏହି ନାମର ଝିଅମାନେ ଅନ୍ୟ ମାନଙ୍କ ମନକୁ ପରିବର୍ତ୍ତନ କରାଇବା ବହୁତ ଭଲ ଭାବରେ ଜାଣିଛନ୍ତି। ଏମାନେ ନିଜର କଥାରେ କୌଣସି ବି ମନୁଷ୍ୟଙ୍କ ମନ ପରିବର୍ତ୍ତନ କରିପାରନ୍ତି। ଏମାନେ ଶଶୁର ଘରକୁ ଗଲେ ନିଜକୁ ସେଠାରେ ରହୁଥିବା ଲୋକଙ୍କ ହିସାବରେ ନଚାଲି ବରଂ ସେଠାରେ ରହୁଥିବା ଲୋକଙ୍କୁ ନିଜ ଭଳି କରି ଦେଇଥାନ୍ତି। ଏମାନଙ୍କୁ ଜୀବନରେ ପରିବର୍ତ୍ତନ ପସନ୍ଦ। ଏମାନେ ନିଜ ଶଶୁର ଘରେ ଅନେକ ପରିବର୍ତ୍ତନ କରିଥାନ୍ତି। ଏମାନଙ୍କର ରାଜ ଚାଲିଥାଏ।

S ନାମର ଥିବା ଝିଅମାନେ। ଏହି ନାମର ଝିଅମାନେ ଟିକେ ଅଲଗା ଟାଇପର ହୋଇଥାନ୍ତି। ଏମାନଙ୍କୁ ରାଗ ବହୁତ ଶୀଘ୍ର ଆସିଥାଏ। ଏମାନେ ନିଜ ଶଶୁର ଘରେ ସେହି ଭଳି ରହିଥାନ୍ତି ଯେଉଁ ମାନେ ତାଙ୍କର ହକ ମାରିବାକୁ ଚାହିଁଥାଏ ସେମାନେ ଏମାନଙ୍କ ସାମ୍ନାରେ ଅଧିକ ସମୟ ପର୍ଯ୍ୟନ୍ତ ଟେକି ରହି ପାରନ୍ତି ନାହିଁ। ଆଉ ଏମାନେ ଶଶୁର ଘରେ ସମସ୍ତଙ୍କୁ ନିଜର ବସରେ କରିନେଇଥାନ୍ତି। ଅନେକ ଲୋକ ଏମାନଙ୍କ ଠାରୁ ଉପଦେଶ ବି ନେଇଥାନ୍ତି। ଆଉ ଏହି ନାମର ମହିଳାମାନେ ଶଶୁର ଘରେ ରାଣୀ ଭଳି ରହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *