Excuse Me Odisha

ଯାହା କହିବୁ ସତ କହିବୁ

୨ ଏପ୍ରିଲ ରୁ ୧୧ ଏପ୍ରିଲ ପର୍ଯ୍ୟନ୍ତ ନବରାତ୍ରିର ବ୍ରତ। ଭୁଲରେବି କରନ୍ତୁ ନାହିଁ ଏହି ଗୋଟିଏ କାମ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨ ଏପ୍ରିଲ ରୁ ୧୧ ଏପ୍ରିଲ ପର୍ଯ୍ୟନ୍ତ ନବରାତ୍ରିର ବ୍ରତ। ଭୁଲରେବି କରନ୍ତୁ ନାହିଁ ଏହି କାମ

ବନ୍ଧୁଗଣ ୩ ଜଣ ମହିଳାଙ୍କୁ ନବରାତ୍ରୀ ବ୍ରତ ରଖିବା ଉଚିତ ନୁହେଁ କି ପୂଜା କରିବା ଉଚିତ ନୁହେଁ। ନଚେତ ମା କ୍ରୋଧିତ ହୋଇଥାନ୍ତି। ଏହା ସହିତ ଜାଣିବା ମାଙ୍କୁ ଏମିତି କିଛି ଜିନିଷ କେବେବି ଅର୍ପଣ କରିବା ଉଚିତ ନୁହେଁ। ନଚେତ ପୁରା ଜୀବନ ବର୍ବାଦ ହୋଇଯିବ।

ବନ୍ଧୁଗଣ କିଛି ବି ହୋଇଗଲେ ଭୁଲରେ ବି ଏମିତି ୩ ଜଣ ମହିଳା କେବେବି ନବରାତ୍ରୀର ବ୍ରତ ରଖିବେ ନାହିଁ ନଚେତ ମାତା ରାଣୀ ଖୁସି ହୋଇନଥାନ୍ତି। ଏହି ବର୍ଷ ନବରାତ୍ରୀ ୨ ଏପ୍ରିଲରେ ଆରମ୍ଭ ହୋଇ ୧୧ ଏପ୍ରିଲରେ ଶେଷ ହେବ। ଏହି ନବରାତ୍ରୀ ମା ଆଦି ଶକ୍ତି ଦୁର୍ଗାଙ୍କୁ ସମର୍ପଣ ଅଟେ। ଏହି ଦିନରେ ମାଙ୍କର ଅଲଗା ଅଲଗା ସ୍ୱରୂପର ପୂଜା କରାଯାଏ। ଏହି ବର୍ଷ ନବରାତ୍ରୀରେ ମା ଡୋଲି ଉପରେ ବସି ନିଜର ଭକ୍ତଙ୍କ ଘରକୁ ଆସିବେ।

ନବରାତ୍ରୀର ପାବନ ଅବସରରେ ମା ଦୁର୍ଗାଙ୍କୁ ପ୍ରସନ୍ନ କରି ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଏହି ସମୟ ସର୍ବତମ ଅଟେ। ଏହି ସମୟ ଅତ୍ୟନ୍ତ ଉତ୍ତମ ଏବଂ ବହୁତ ହିଁ ଖାସ ମାନାଯାଏ କିନ୍ତୁ ଏମିତି କିଛି ମହିଳା ଅଛନ୍ତି ଏହି ନବରାତ୍ରୀ ବ୍ରତ ରଖିଲେ ଭଲ ହୋଇଥାଏ। ଆଜି ଆମେ ଜାଣିବା ସେହି ମହିଳାଙ୍କ ବିଷୟରେ ଯେଉଁମାନେ ନବରାତ୍ରୀର ବ୍ରତ ରଖିବା ଉଚିତ ନୁହେଁ। ନଚେତ ମା କ୍ରୋଧିତ ହୋଇଯାନ୍ତି। ଆପଣଙ୍କ ସ୍ୱାମୀ ବି କିଛି ସଙ୍କଟରେ ଆସିପାରନ୍ତି। ତେବେ ଆସନ୍ତୁ ଜାଣିବା।

ଛାଡପତ୍ର ହୋଇଥିବା ମହିଳା। ଶାସ୍ତ୍ର ଅନୁସାରେ ବିବାହି ପରେ ଛାଡପତ୍ର ହୋଇଥିବା ମହିଳା ଏବଂ ପୁରୁଷ ନବରାତ୍ରୀର ବ୍ରତ କେବେବି କରିବା ଉଚିତ ନୁହେଁ। ଏମିତି କଲେ ମା କ୍ରୋଧିତ ହୋଇଥାନ୍ତି। ମାନ୍ୟତା ଅନୁସାରେ ବିବାହ ଦୁଇଟି ହୃଦୟର ମିଳନ ଅଟେ। ଏକା ସାଙ୍ଗରେ ଜୀବନ ସାରା ରହିବା ଉଚିତ। ମା ଭଙ୍ଗା ଜିନିଷ କେବେବି ସ୍ୟୁକାର କରନ୍ତି ନାହିଁ।

ଭାଙ୍ଗି ଯାଇଥିବା ସମ୍ପର୍କର ଯୋଡିଙ୍କ ପୂଜା କେବେବି ସ୍ୟୁକାର କରନ୍ତି ନାହିଁ। ମା ସେତେବେଳେ ପ୍ରସନ୍ନ ହୋଇଥାନ୍ତି ଯେତେବେଳେ ଆପଣ ସମ୍ପର୍କରେ ବାନ୍ଧି ହୋଇଥିବେ। ସ୍ୱାମୀ ସ୍ତ୍ରୀ ଯଦି ବ୍ରତ ରଖିବେ ତ ମା ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ଦେଇଥାନ୍ତି ବରଦାନ। ଏହା ଦ୍ବାରା ସେରାବାଲି ମା ଅଧିକ ପ୍ରସନ୍ନ ହୋଇଥାନ୍ତି। ଏଥିପାଇଁ ଏହି ଫୋଟକୁ ପୂଜା କରିବା ଉଚିତ।

ବେଶ୍ୟା। ଗୋଟେ ବେଶ୍ୟାକୁ କେବେବି ନବରାତ୍ରୀର ପୂଜା କରିବା ଉଚିତ ନୁହେଁ କି କରବାଚୌଥର ବ୍ରତ। ବ୍ୟକ୍ତିର ଶରୀରର ପବିତ୍ରତା ଶେଷ ଯଦି ହୋଇଯାଇଥାଏ ତ କେବଳ ଦୁଶ୍ଚରିତ୍ରା ନୁହେଁ ପାପୀ ବି କୁହାଯାଏ। ଏଥିପାଇଁ ଏମିତି ମହିଳାଙ୍କ ପୂଜା କେବେବି ସଫଳ ହୋଇନଥାଏ

ଭୟଙ୍କର ରୋଗ। ଯଦି କାହାରିକୁ ଭୟଙ୍କର ରୋଗ ହୋଇଥିବ ତ ତାଙ୍କୁ ମଧ୍ୟ ଏହି ବ୍ରତ ରଖିବା ଉଚିତ ନୁହେଁ। ଯେମିତିକି ସୁଗାର ବିମାରୀ ହୃଦୟର ରୋଗ ଶରୀର କମଜୋରି ହେବା ମଥା ବୁଲାଇ ଦେବା BP ବଢିଯିବା ଶରୀରରେ କଷ୍ଟ ହେବା ଇତ୍ୟାଦି ଯଦି ଏହିସବୁ ସମସ୍ୟା ଅଛି ତ ଏହି ବ୍ରତ କେବେବି ରଖନ୍ତୁ ନାହୁଁ ନଚେତ ଆପଣଙ୍କ ସହିତ କିଛି ବି ହୋଇପାରେ। କାରଣ ମା ନିଜ ଭକ୍ତ ଏବଂ ସନ୍ତାନଙ୍କ କଷ୍ଟ କେବେବି ଦେଖି ପାରନ୍ତି ନାହିଁ।

ଦେଖେଇବା ପାଇଁ ବ୍ରତ ରଖିବା। ଯଦି କାହାରିକୁ ଦେଖେଇବା ପାଇଁ ବ୍ରତ ରଖନ୍ତି ତ ଶାସ୍ତ୍ର ଅନୁସାରେ ଏହାକୁ ଘୋର ପାପ ମାନାଯାଏ। ଏମିତି କରିଲେ ଦେବତାଙ୍କ ମଜାକ ଉଡିବା ସହିତ ପାପୀର ଭାଗିଦାର ମଧ୍ୟ ବନି ଯାଇଥାନ୍ତି। ଦେବତା ସେତେବେଳେ ପ୍ରସନ୍ନ ହୋଇଥାନ୍ତି ଯେତେବେଳେ ସତ ମନରେ ତାଙ୍କୁ ଡାକିବେ ଏବଂ ଶାସ୍ତ୍ରର ପାଳନ କରିବେ।

ଯଦି ଆପଣଙ୍କୁ ବାରମ୍ବାର ଗାଳି ଦେବାର ଅଭ୍ୟାସ ଅଛି ତ ଯେତେ ଶୀଘ୍ର ସମ୍ଭବ ଆପଣ ଏହି ଅଭ୍ୟାସକୁ ଛାଡି ଦିଅନ୍ତୁ। ମା ଙ୍କୁ ପ୍ରସନ୍ନ କରିବା ପାଇଁ ମଧୁର କଥା ହିଁ କୁହନ୍ତୁ। ଅଧିକ ଖରାପ କଥା ମା ସ୍ୱରସ୍ୱତୀଙ୍କର ଅପମାନ ହୋଇଥାଏ।

ଆସନ୍ତୁ ଜାଣିବା ଭୁଲରେ ବି ମଧ୍ୟ ମାଙ୍କୁ ଏହିସବୁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ। ନଚେତ ଜୀବନସାରା ବର୍ବାଦ ହୋଇଯିବେ।

ବିବାହିତ ମହିଳାଙ୍କୁ ଧଳା ଏବଂ କଳା ଲୁଗା ପିନ୍ଧି ପୂଜାପାଠ କରିବା ଉଚିତ ନୁହେଁ। ଏହା ଦ୍ବାରା ପୂଜାପାଠ ଖଣ୍ଡିତ ହୋଇଯାଇଥାଏ।

ମାଙ୍କ ମୂର୍ତି ସ୍ଥାପନା କରିବା ସମୟରେ ତାଙ୍କ ପାଦ ତଳେ ପେପର ଦେବା ଉଚିତ ନୁହେଁ। ମାଙ୍କ ସ୍ଥାନ ସର୍ବଦା ଲାଲ କପଡା ହେବା ଉଚିତ

ନଡ଼ିଆ ମାଙ୍କୁ କେବେବି ଅର୍ପଣ କରିବା ଉଚିତ ନୁହେଁ। ନଡିଆକୁ ହିନ୍ଦୁ ଧର୍ମରେ ସୁଖ ଶାନ୍ତି ସମୃଦ୍ଧିର ସୂଚକ ମାନାଯାଏ। ନଡ଼ିଆକୁ ଶ୍ରୀ ଫଳ ବି କୁହାଯାଏ। ଏହା ସମସ୍ତ ବିଶେଷ କାର୍ଯ୍ୟରେ ବିଶେଷ ମହତ୍ୱ ରହିଥାଏ। ନଡିଆ ଅନେକ ପ୍ରକାରର ହୋଇଥାଏ ଗୋଟେ ସବୁଜ ଗୋଟେ ଶୁଖିଲା ପାଣି ଥିବା ନଡ଼ିଆ। ଯେଉଁ ନଡ଼ିଆ ଭିତରେ ପାଣି ଥିବ ତାହାକୁ ମାଙ୍କ ପୂଜାରେ ପୂଜା କରିବା ଉଚିତ ଏବଂ ଜଟା ଥିବା ନଡ଼ିଆ ହିଁ ବ୍ୟବହାର କରିବେ। ନବରାତ୍ରୀରେ ମାଙ୍କ ପୂଜାର କଳସରେ ଜଟା ଥିବା ନଡ଼ିଆ ବ୍ୟବହାର କରିବା ଉଚିତ। ନଡ଼ିଆ ବ୍ୟବହାର କରିବା ପୂର୍ବରୁ ଲାଲ କପଡ଼ାରେ ଗଡେଇ କଳସରେ ବ୍ୟବହାର କରନ୍ତୁ। ଧ୍ୟାନ ରଖିବେ ମହିଳା ମାନଙ୍କୁ ନଡ଼ିଆ କେବେବି ଭାଙ୍ଗିବା ଉଚିତ ନୁହେଁ।

ଲବଙ୍ଗ ଆମେ ସମସ୍ତେ ମାଙ୍କ ପୂଜାରେ ବ୍ୟବହାର କରିଥାଉ। ଧ୍ୟାନ ରଖିବେ ସର୍ବଦା ଫୁଲ ଥିବା ଲବଙ୍ଗ ମାଙ୍କୁ ଅର୍ପଣ କରିବା ଉଚିତ। କେବେବି ଭଙ୍ଗା ଅକ୍ଷତ ବି ଅର୍ପଣ କରିବା ଉଚିତ ନୁହେଁ। ମାନଙ୍କୁ କୌଣସି ବି ଭଙ୍ଗା ଜିନିଷ ଅର୍ପଣ କରିବେ ନାହିଁ।

ତୁଳସୀ ପତ୍ର ଅଁଳା ପତ୍ର ଏବଂ ଦୁବ କେବେବି ଅର୍ପଣ ମା ଦୁର୍ଗାଙ୍କ ପୂଜାରେ କରିବେ ନାହିଁ। ଦୁବ ଭଗବାନ ଗଣେଶଙ୍କୁ ଅତି ପ୍ରିୟ ଅଟେ। ନବରାତ୍ରୀରେ ଆପଣ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିପାରିବେ। ଏହା ଦ୍ବାରା ମଙ୍ଗଳ ହେବ। ଭଗବାନ ବିଷ୍ଣୁଙ୍କୁ ତୁଳସୀ ନିଶ୍ଚୟ ଅର୍ପଣ କରିବା ଉଚିତ। ମାଙ୍କୁ ଧଳା ଫୁଲବି ଅର୍ପଣ କରିବେ ନାହିଁ। ମାଙ୍କୁ ସର୍ବଦା ଲାଲ ରଙ୍ଗର ଫୁଲ ଅର୍ପଣ କରିବା ଉଚିତ। ଖାସ କରି ମାଙ୍କୁ ପଦ୍ମ ଫୁଲ ଏବଂ ଗୋଲାପ ଫୁଲ ଅତ୍ୟନ୍ତ ପ୍ରିୟ ଅଟେ।

ଶାସ୍ତ୍ର ଅନୁସାରେ ମାଙ୍କର ଦୁଇଟି କିମ୍ବା ୩ ଟି ଫୋଟ ରହିବା ଉଚିତ ନୁହେଁ। ମାଙ୍କ ପୂଜାରେ କେବେବି ଭଙ୍ଗା ଦୀପ ଜାଳିବେ ନାହିଁ। ଏହା ସହିତ ଧ୍ୟାନ ରଖିବେ ଲୁହା ଏବଂ ପ୍ଲାଷ୍ଟିକ ଜିନିଷରେ ମାଙ୍କ ପୂଜାରେ ବ୍ୟବହାର କରିବେ ନାହିଁ।

ମାଙ୍କୁ ଯେଉଁ ବି ଜିନିଷ ଅର୍ପଣ କରିବେ ଶୁଙ୍ଘି କରି ଅର୍ପଣ କରିବେ ନାହିଁ। ଶୁଖିଲା ଫୁଲ ପଡିଥିବା ଫୁଲ କେବେବି ଅର୍ପଣ କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *