Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ସକାଳୁ ଉଠି ଖାଆନ୍ତୁ ଏହି ଗୋଟିଏ ଜିନିଷ,ଘରେ ପାଣି ଭଳି ଟଙ୍କା ବର୍ଷିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରତିଦିନ ସକାଳୁ ଉଠି ଖାଆନ୍ତୁ ଏହି ଗୋଟିଏ ଜିନିଷ ଘରେ ଟଙ୍କା ପାଣି ଭଳି ବର୍ଷିବ

ସମସ୍ତେ ଚାହିଁଥାଆନ୍ତି ବହୁତ ଟଙ୍କା ଆସୁ। କମସେକମ ଏତିକି ତ ରହୁ ଯାହା ଦ୍ୱାରା ବୃଦ୍ଧ ଅବସ୍ଥା ଶାନ୍ତିରେ କଟିବ। ଯୌବନ ଅବସ୍ଥା ଲୋକ କେମିତି ବି କାଟିପାରେ କିନ୍ତୁ ବୃଦ୍ଧ ଅବସ୍ଥା ପାଇଁ ଅଳ୍ପ ଟଙ୍କା ରଖିବା ପାଇଁ ଚାହିଁଥାଏ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଭାଗ୍ୟ ଉଦୟ ହେଉ ଆପଣଙ୍କ ଲାଇଫ ଷ୍ଟାଇଲ ଭଲ ହେଉ ଧନବି ବହୁତ ଆସୁ। ଏମିତିରେ ସକାଳୁ ଉଠି କିଛି ଲୋକ ଚା ପିଇଥାନ୍ତି ଅନେକ ଲୋକ କଫି ପିଇଥାନ୍ତି।

ଏହା କିଛି ଲୋକଙ୍କର ଅଭ୍ୟାସ ଥାଏ କିନ୍ତୁ ଏମିତି ଗୋଟେ ଜିନିଷ ଅଛି ଯାହାକୁ ପ୍ରତ୍ୟକ ଦିନ ସକାଳୁ ଉଠି ଖାଇବା ଆରମ୍ଭ କରିଦିଅନ୍ତି ତ ଆପଣଙ୍କ ଭାଗ୍ୟ ଉଦୟ ହେବ। ଭାଗ୍ୟର ସାଥ ମିଳିବାକୁ ଲାଗିବ କେବେବି କାନ୍ଦିବାକୁ ପଡିବ ନାହିଁ ଯେ ମୋ ପାଖରେ ଟଙ୍କା ନାହିଁ ମୋ ପାଖରେ ସୌକ ପୁରା କରିବାର କିଛି ବି ଜିନିଷ ନାହିଁ। ଏମିତି ଏକ ବସ୍ତୁ ଅଛି ଯାହା ଭାଗ୍ୟର କବାଟକୁ ଖୋଲିଥାଏ।

ମା ଲକ୍ଷ୍ମୀ ଯାହାଙ୍କୁ ଆମେ ମା ଅନ୍ନପୂର୍ଣ୍ଣା ଅର୍ଥାତ ଆପଣଙ୍କ ରୋଷେଇରେ ଯେଉଁଠି ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଆପଣ ଚାହାନ୍ତି କି ଖୁସି ରହୁ ଖାଦ୍ୟ ସ୍ୱାଦିଷ୍ଟ ବନୁ ଆପଣଙ୍କ ଶରୀର ସୁସ୍ଥ ରହୁ କାହିଁକିନା ବ୍ୟକ୍ତି ହିଁ ଲକ୍ଷ୍ମୀ ଅଟେ। ଆପଣ ଯେଉଁ କୁହନ୍ତି ସେ ଲକ୍ଷ୍ମୀ ସେ ଲକ୍ଷ୍ମୀ କିନ୍ତୁ ନୁହେଁ। ଆପଣ ନିଜେ ହିଁ ଲକ୍ଷ୍ମୀ ଅଟନ୍ତି। ଆପଣଙ୍କ ପୁରୁଷାର୍ଥ ହିଁ ଧନକୁ ପ୍ରାପ୍ତ କରିଥାନ୍ତି।

ଆପଣ ନିଜେ ହିଁ ଲକ୍ଷ୍ମୀ ଅଟନ୍ତି ତ ନିଜକୁ ନିଜେ କେବେବି ଗାଳି ଦିଅନ୍ତୁ ନାହିଁ କି ମୋ ପାଖରେ ଏହା ନାହିଁ ତାହା ନାହିଁ ଏହ କଥା କେବେବି କୁହନ୍ତୁ ନାହିଁ ଆପଣ କୁହନ୍ତୁ କି ହଁ ଆମେ କରିପାରିବୁ ଆମ ପାଖରେ ହେବ। ଏହାପରେ ଦେଖିବେ ଆପଣଙ୍କ ଭାଗ୍ୟ ନିଜେ ଚାଲି ଆସିବ। ପଜିଟିଭ ଚିନ୍ତା ଏହା ବହୁତ ଜରୁରୀ ଅଟେ ଧନ ପ୍ରାପ୍ତି ପାଇଁ।

ସକାଳୁ ଉଠିବା ପରେ ଆପଣ ବ୍ରସ କରନ୍ତୁ ସ୍ନାନ କରନ୍ତୁ ପୂଜାପାଠ କରନ୍ତୁ ଭଗବାନଙ୍କ ପ୍ରସାଦ ତ ଖାଇବେ କିନ୍ତୁ ପ୍ରଥମ ଆହାର ଯେଉଁ ହେବ ଗୋଟେ ସବୁଜ ରଙ୍ଗର ଅଳେଇଚର ଦାନା ମା ଲକ୍ଷ୍ମୀଙ୍କୁ ଅର୍ପଣ କରି ପାରିବେ ଆଉ ତାହାକୁ ଆପଣ ପ୍ରସାଦ ରୂପରେ ଖାଇବେ ପୁରା ଅଳେଇଚ ସକାଳୁ ଖାଇବା ଉଚିତ ହେବନାହିଁ ତ ଗୋଟେ ଦାନା କାଢି ଖାଇବେ ପ୍ରସାଦ ଖାଇବେ ଏହାପରେ ଆପଣ ଚା କଫି ଯାହାବି ଖାଇବେ। ୮ ଦିନ କିମ୍ବା ୧୫ ଦିନ ଭିତରେ ଏହାର ଲାଭ ଦେଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *