Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ମହିଳା ମାନେ ଭୁଲରେ ବି କରନ୍ତୁ ନାହିଁ ଏହି ୩ ଟି ଖରାପ କାମ,ଘର ବର୍ବାଦ ହୋଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ମହିଳା ମାନେ ଏହି ୩ ଟି ଖରାପ କାମ କରନ୍ତୁ ନାହିଁ। ଘରକୁ ବର୍ବାଦ କରି ଦେଇଥାଏ।

ବନ୍ଧୁଗଣ ପୁରାଣ ଅନୁସାରେ ଶନିଦେବ ଭଗବାନ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି। ବ୍ରହ୍ମାଙ୍କର ଆଶୀର୍ବାଦ ଯୋଗୁ ତାଙ୍କର ପ୍ରଭାବ ତାଙ୍କର ପିତା ସୂର୍ଯ୍ୟଙ୍କ ଠାରୁ ମଧ୍ୟ ବହୁତ ଗୁଣା ଅଧିକ। ପ୍ରତ୍ୟକ ରାଶିରେ ସୂର୍ଯ୍ୟଦେବ କେବଳ ଗୋଟିଏ ମାସ ପାଇଁ, ଚନ୍ଦ୍ର ୨ ମାସ ପାଇଁ, ମଙ୍ଗଳ ଦେଢ଼ ମାସ ପାଇଁ ଏବଂ ବୁଧ ୧ ମାସ ପର୍ଯ୍ୟନ୍ତ ରୁହନ୍ତି ଶୁକ୍ର ୧ ମାସ ବୃହସ୍ପତି ୧୩ ମାସ ପର୍ଯ୍ୟନ୍ତ ରୁହନ୍ତି କିନ୍ତୁ ଶନିଦେବ ଯେକୌଣସି ରାଶିରେ ଅଢେ଼ଇ ବର୍ଷ ଠାରୁ ଆରମ୍ଭ କରି ସାଢେ ସାତ ବର୍ଷ ପର୍ଯ୍ୟନ୍ତ ରୁହନ୍ତି।

ଜାତକର କୁଣ୍ଡଳୀ ହିସାବରେ ଶନି ଆସିବାର ୩ ମାସ ପୂର୍ବରୁ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଥାଏ। ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଶନିଦେବ ୩ ରୁ ୪ ଥର ଆସିଥାନ୍ତି। ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଶନିଙ୍କର ପ୍ରଭାବ ତାଙ୍କର ଗ୍ରହ ଅନୁସାରେ ପଡିଥାଏ। ସର୍ବଦା ଶନି ଦେବଙ୍କର ବଜ୍ର ଦୃଷ୍ଟିରୁ ବଞ୍ଚିବା ଆବଶ୍ୟକ। ଶନିଙ୍କର ନମ୍ବର ହେଉଛି ୮। ଆପଣଙ୍କୁ କହିଦେଉଛୁ ଶନିବାର ଦିନ ଏପରି ଭୁଲ କରନ୍ତୁ ନାହିଁ ଏହା ଦ୍ବାରା ଭଗବାନ ଶନିଦେବ କ୍ରୋଧିତ ହୋଇଯାନ୍ତି।

ଯେବେ ବି ଆପଣ ଶନିବାର ଦିନ ଶନି ମନ୍ଦିରକୁ ପ୍ରବେଶ କରୁଛନ୍ତି ତ ସେତେବେଳେ ଶନିଦେବଙ୍କ ଆଖିକୁ କେବେବି ଦେଖିବା ଉଚିତ ନୁହେଁ। ଆପଣଙ୍କ ଉପରେ ଖରାପ ଦୃଷ୍ଟି ପଡିପାରେ। ଶନିଦେବଙ୍କ ପାଦକୁ ଦେଖିବା ଦ୍ୱାରା ବ୍ୟକ୍ତିଙ୍କ ଉପରେ ଭଲ ଦୃଷ୍ଟି ପଡିଥାଏ। ଯେଉଁଥିପାଇଁ ସେମାନେ ମାଲାମାଲ ହୋଇଯାନ୍ତି।

ଶନିବାର ଦିନ ସ୍ୱାମୀ ସ୍ତ୍ରୀ ଦୂରତା ବନେଇ ରଖିବା ଉଚିତ। ଏହି ଦିନ ସମ୍ଭୋଗ କରିବା ଉଚିତ ନୁହେଁ। ଶନିଦେବ କ୍ରୋଧିତ ହୋଇଯାନ୍ତି

ଶନିବାର ଦିନ ଭୁଲରେ ମଧ୍ୟ ଲୁହା କିମ୍ବା ଲୁହାର କୌଣସି ବି ବସ୍ତୁ ଛୋଟ ହେଉ କିମ୍ବା ବଡ଼ ଯେମିତି ଛୁରୀ ଚାକୁ ଗାଡି କିଣିବା ନାହିଁ। ରାଜା ବିକ୍ରମ ଆଦିତ୍ୟ ଶନିଦେବଙ୍କୁ ଲୁହାର ଆସନ ଦେଇଥିଲେ। ଯାହା ଉପରେ ଶନି ଦେବ କ୍ରୋଧରେ ନିଜର ବକ୍ର ଦୃଷ୍ଟି ପକାଇଥିଲେ। ସେବେଠାରୁ ଏହି ମାନ୍ୟତା ଚାଲି ଆସୁଛି ଯେ ଶନିବାର ଦିନ ଲୁହା କିମ୍ବା ଲୁହାର ତିଆରି କୌଣସି ଜିନିଷ କିଣିବା କିମ୍ବା ବିକିବା ଅଶୁଭ ହୋଇଥାଏ। କିନ୍ତୁ ଶନିବାର ଦିନ ଲୁହାର ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଏହାର ଶୁଭ ଫଳ ମିଳିଥାଏ।

ଚମଡା। ଶନିବାର ଦିନ ଚମଡା କିମ୍ବା ଚମଡ଼ାରେ ତିଆରି କୌଣସି ବସ୍ତୁ ଯେପରି ଚପଲ ବେଲ୍ଟ ପର୍ସ ଇତ୍ୟାଦି କିଣିବା ଉଚିତ ନୁହେଁ। ଏସବୁ ଶନିବାର ଦିନ କିଣିବା ଦ୍ୱାରା ଆପଣଙ୍କର ରାସ୍ତାରେ ଅସଫଳତା ଆସିଥାଏ। ଶନିବାର ଦିନ ଯେବେ ଆପଣ ଶନି ମନ୍ଦିରକୁ ପୂଜା କରିବା ପାଇଁ ଯିବେ ତ ଘରକୁ ଫେରିବା ସମୟରେ କେବେବି ପଛକୁ ବୁଲି ଚାହିଁବେ ନାହିଁ। ଏହା ଦ୍ବାରା ଶନିଦୋଷ ଲାଗିଥାଏ। ଶନିଙ୍କ ପୂଜା ସାରି ସିଧା ଘରକୁ ଆସନ୍ତୁ। ଏହା ଦ୍ବାରା ଶନିଦୋଷ ଦୂର ହୋଇଥାଏ।

ତେଲ। ଶନିବାର ଦିନ କୌଣସି ପ୍ରକାରର ତେଲ ଯେପରି ଖାଇବା ତେଲ କିମ୍ବା ରୋଷେଇରେ ବ୍ୟବହାର ହେଉଥିବା ତେଲ ଘରକୁ ଆଣିବା ଉଚିତ ନୁହେଁ। ଶନିବାର ଦିନ ତେଲ ଘରକୁ ଆଣିବା ଦ୍ୱାରା ଘରକୁ କଷ୍ଟ ଏବଂ ରୋଗ ମଧ୍ୟ ଆସିଥାଏ।

କୋଇଲା। ଶନିବାର ଦିନ ଘରକୁ କୋଇଲା ଆଣିବା ଉଚିତ ନୁହେଁ। କୋଇଲାର ରଙ୍ଗ କଳା ଅଟେ ଯାହାକୁ ଘରକୁ ଆଣିବାର ଅର୍ଥ ଶନିଦେବଙ୍କର ସ୍ୱରୂପକୁ ଘରକୁ ଆଣିବା। ମାନ୍ୟତା ଅନୁସାରେ ଶନିବାର ଦିନ କୌଣସି ପ୍ରକାରର ଇଂଦ୍ଧନ ଘରକୁ ଆଣିବା ଉଚିତ ନୁହେଁ। ଏହାକୁ ଆଣିବା ଦ୍ୱାରା ଘରେ ଖରାପ ସମୟର ଆରମ୍ଭ ହୋଇଯାଏ।

ଝାଡୁ। ପୁରୁଣା ଝାଡୁକୁ ଶନିବାର ଦିନ ଫୋପାଡ଼ିବା ଦ୍ୱାରା ବହୁତ ଭଲ ଫଳ ମିଳିଥାଏ। ଶନିବାର ଦିନ ଭଙ୍ଗା ଜିନିଷ ଘରୁ ବାହାର କରିବା ବହୁତ ଶୁଭ ମାନାଯାଏ। ପୁରୁଣା କୌଣସି ବି ଜିନିଷ କିମ୍ବା ନୂଆ ଚପଲ ଦାନ କରିବା ବହୁତ ଶୁଭ ହୋଇଥାଏ। ଏହା ଦ୍ୱାରା ଶନି ଶାନ୍ତ ହୋଇଥାନ୍ତି।

କଳା ରାଶି। ଶନିବାର ଦିନ କଳା ରାଶି କିଣିବା ବର୍ଜିତ ଅଟେ। ଯାହାର ଶନିଦୋଷା ଚାଲିଥିବ ସେହି ସମୟରେ କଳା ରାଶି ଦାନ କରିବାର ଏକ ବିଶେଷ ମହତ୍ୱ ରହିଛି କିନ୍ତୁ ଶନିବାର ଦିନ କଳା ରାଶି ଘରକୁ ଆଣିବା ଶନିଦେବଙ୍କୁ ଆଣିବା ସହିତ ସମାନ।

ଲୁଣ। ଶନିବାର ଦିନ ଲୁଣ କିଣିବା ଉଚିତ ନୁହେଁ। ଶନିବାର ଦିନ ଲୁଣ କିଣିବାର ଅର୍ଥ ଘରେ ରୋଗର ବାତାବରଣ ସୃଷ୍ଟି କରିଥାଏ।

ଶନିବାର ଦିନ ତେଲରେ ନିଜର ଚେହେରା ଦେଖିବା ପରେ ଏହି ତେଲକୁ ଦାନ କରିବା ଉଚିତ। ଏହା ଦ୍ବାରା ଶନିଦୋଷ ଶେଷ ହୋଇଥାଏ

କାଳୀ। ଶନିବାର ଦିନ କାଳୀ କିଣିବା ଉଚିତ ନୁହେଁ। ଏହା କିଣିବା ଦ୍ୱାରା ଆପଣଙ୍କୁ ଅପଦୋଷ ଓ କଳଙ୍କ ଲାଗିବାର ସମ୍ଭାବନା ଥାଏ। ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟ ପ୍ରିୟ ଦେବତା କୁହାଯାଏ। ରାଜା ହୁଅନ୍ତୁ କି ଭିକାରୀ କେହି ମଧ୍ୟ ଶନିଦେବଙ୍କର ବକ୍ରଦୃଷ୍ଟିରୁ ବଞ୍ଚି ପାରନ୍ତି ନାହିଁ। ବିରାଟ ଧନୀ ବ୍ୟକ୍ତିଙ୍କୁ ବି ମଧ୍ୟ ରୋଡ଼କୁ ଆଣି ପାରନ୍ତି।

ଗୋଟେ ମିନିଟରେ ଧୂଳି ଚଟେଇ ପାରନ୍ତି। ଶନି ଧୀରେ ଧୀରେ ଆସିଥାନ୍ତି ଆଉ ଧିରେ ଧୀରେ ଧୀରେ ହିଁ ଚାଲି ଯାଇଥାନ୍ତି। ଅର୍ଥାତ ସେ ଜୀବନରେ ଯେବେବି ଆସନ୍ତି ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାନ୍ତି। ଯଦି ଆମେ ଜୀବନରେ କୌଣସି ଭୁଲ କାମ କରିଥାଉ ତ ଶନିଦେବ ସେହି ସମୟରେ ତାର ଫଳ ଦେଇପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *