Excuse Me Odisha

ଯାହା କହିବୁ ସତ କହିବୁ

ଶ୍ୱଶୁର ଘରେ ସବୁବେଳେ ରାଜ କରିଥାନ୍ତି ଏହି ୪ ଟି ନାମର ଝିଅ ! ଜାଣନ୍ତୁ ସେମାନେ କିଏ କିଏ ?

ସେୟାର୍ କରନ୍ତୁ

ଶଶୁର ଘରେ ସବୁବେଳେ ରାଜ କରିଥାନ୍ତି ଏହି ୪ ଟି ନାମର ଝିଅ।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶଶୁର ଘରେ ସବୁବେଳେ ରାଜ କରିଥାନ୍ତି ଏହି ୪ ଟି ନାମର ଝିଅ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ କିଛି ବାସ୍ତୁ ମିୟମ ବିଷୟରେ ଆସନ୍ତୁ ଜାଣିବା ଯାହା ଦ୍ୱାରା ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ବନ୍ଧୁଗଣ ଶଶୁର ଘରେ ରାଜ କରିଥାନ୍ତି ଏହି ୪ ଟି ନାମ ଥିବା ଝିଅମାନେ।

ଆଜି ଆମେ ଆପଣଙ୍କୁ ଜଣେଇବୁ ଏମିତି ୪ ଟି ନାମ ଥିବା ଝିଅଙ୍କ ବିଷୟରେ ଯେଉଁମାନେ ଶଶୁର ଘରେ ରାଜ କରିଥାନ୍ତି। ତାଙ୍କ ଭାଗ୍ୟରେ ସର୍ବଦା ରାଜଯୋଗ ସୁଖ ଧନ ସମ୍ପତ୍ତି ପଇସା ସବୁ ଥାଏ। ତେବେ ଆସନ୍ତୁ ଜାଣିବା ସେହି ୪ ଟି ନାମ ଥିବା ଝିଅଙ୍କ ବିଷୟରେ ଏହା ସହିତ ଜାଣିବା କିଛି ବାସ୍ତୁ ନିୟମ ବିଷୟରେ ଯାହା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ। ଯେଉଁ ଘରେ ମହିଳା ଏହି ନିୟମର ପାଳନ କରିଥାଏ ତ ଏମିତି ଘରେ ସର୍ବଦା ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏହା ସହିତ ଘରେ ସୁଖ ଶାନ୍ତି ସମୃଦ୍ଧି ବନି ରହିଥାଏ।

ଏଥିପାଇଁ ଏହି ବାସ୍ତୁ ନିୟମର ପାଳନ କରନ୍ତୁ। ବାସ୍ତୁଶାସ୍ତ୍ରରେ ଘରେ ସକାରାତ୍ମକ ଉର୍ଜା ଅଧିକ ରହିବା ଆବଶ୍ୟକ ଅଟେ। ତେବେ ଯାଇ ଘରେ ସୁଖ ଶାନ୍ତି ବନିରହିଥାଏ। ଘରେ ବାସ୍ତୁଦୋଷ ଥିଲେ ଘରେ ଆବଶ୍ୟକ ଜିନିଷ ନରହିଲେ ନକରାତ୍ମକ ଶକ୍ତି ଭରି ରହିଥାଏ। ଯେଉଁ କାରଣରୁ ଘରେ କ୍ଳେଶ ବାଦ ବିବାଦ କରଜ ଚିନ୍ତା ଲାଗିରହିଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ଏହି ନିୟମର ପାଳନ ଅବଶ୍ୟ ହିଁ କରନ୍ତୁ।

ଘରର ମହିଳାଙ୍କୁ ଲକ୍ଷ୍ମୀ କୁହାଯାଏ। ତାଙ୍କର ସମ୍ମାନ କରିବା ସବୁଠାରୁ ଅଧିକ ମହତ୍ବପୂର୍ଣ କଥା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରେ ସ୍ତ୍ରୀଙ୍କ ସମ୍ମାନ ହୋଇନଥାଏ ସେହି ଘରର କୂଳ ବିନାଶ ହୋଇଥାଏ। ସେହି ଘରକୁ ଦରିଦ୍ର୍ୟତାର ସାମ୍ନା କରିବାକୁ ପଡିଥାଏ। କାରଣ ମା ଲକ୍ଷ୍ମୀ ଏମିତି ଘରେ କେବେବି ରୁହନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ବାସ୍ତୁ ନିୟମ ବିଷୟରେ।

ପ୍ରତ୍ୟକଙ୍କ ଘରେ ଏହି ୫ ଟି ଜିନିଷ କ୍ଷୀର ଦହି ଘିଅ ଗଙ୍ଗା ଜଳ ଏବଂ ମହୁ ରହିବା ଦରକାର। ଯେଉଁ ଘରେ ଏହି ଜିନିଷ ଥାଏ ସେଠାରେ କେବେବି ଦରିଦ୍ର୍ୟତା ଆସିନଥାଏ। ଏହିସବୁ ଜିନିଷକୁ ସବୁଠାରୁ ଅଧିକ ପବିତ୍ର ମାନାଯାଏ।

ଘରର ପ୍ରତ୍ୟକ ସଦସ୍ୟଙ୍କୁ ଖାସ କରି ବଡ଼ ମାନଙ୍କୁ ଏକାଦଶୀ ବ୍ରତର ପାଳନ ଅବଶ୍ୟ କରିବା ଉଚିତ। ଏକାଦଶୀ ଦିନ କୌଣସି ପ୍ରକାରର ଅନିଷ୍ଟ କାର୍ଯ୍ୟ କରନ୍ତୁ ନାହିଁ। ଏକାଦଶୀ ବ୍ରତ ସବୁଠାରୁ ଶ୍ରେଷ୍ଠ ବ୍ରତ ଅଟେ ସେଥିପାଇଁ ଏହିଦିନ ଘରେ ଶୁଦ୍ଧତା ବନି ରହିବା ଦରକାର। ଯେଉଁ ଘରର ସ୍ତ୍ରୀ ଏକାଦଶୀ ବ୍ରତର ପାଳନ କରିଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି।

ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ତ ଏହି ସମୟରେ ଘରର ମୁଖ୍ୟ ଦ୍ୱାର ଏବଂ ଝରକା ଖୋଲି ରଖିବା ଉଚିତ। ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାରରେ ଘିଅର ଦୀପ ଅବଶ୍ୟ ଜଳେଇବା ଉଚିତ। ଦୀପ ଜାଳିବା ସମୟରେ ଧ୍ୟାନ ରଖନ୍ତୁ ଯେ ଦୀପ ତଳେ ଅକ୍ଷତ ନିଶ୍ଚୟ ରଖିବେ।

ସନ୍ଧ୍ୟା ସମୟରେ ଘରେ ପାଣି ଛିଞ୍ଚନ କରନ୍ତୁ ଏବଂ ରଙ୍ଗଲି ବନେଇ ମା ଲକ୍ଷ୍ମୀଙ୍କର ସ୍ୱାଗତ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି। ଏଥିପାଇଁ ଆପଣଙ୍କୁ ସକାଳ ସମୟରେ ଏବଂ ସନ୍ଧ୍ୟା ସମୟରେ ନିଜ ଘରର ମୁଖ୍ୟ ଦ୍ୱାରରେ ରଙ୍ଗଲି ନିଶ୍ଚୟ ବନେଇବା ଉଚିତ।

ଘରର ମୁଖ୍ୟ ଦ୍ୱାରରେ ସ୍ବାସ୍ତିକର ଚିହ୍ନ ଅବଶ୍ୟ ବନେଇବା ଉଚିତ। ସ୍ବାସ୍ତିକ ଅତ୍ୟନ୍ତ ଶୁଭ ଚିହ୍ନ ଅଟେ। ଏହା ଘରକୁ ଖରାପ ନଜରରୁ ବଞ୍ଚାଇ ଥାଏ।

ସପ୍ତାହରେ ଥରେ ଲୁଣ ମିଶ୍ରିତ ପାଣିରେ ଘରେ ପୋଛା ଲଗାନ୍ତୁ। ଲୁଣ ନକରାତ୍ମକ ଶକ୍ତିକୁ ଟାଣି ନେଇଥାଏ ଏବଂ ଘରର ବାତାବରଣ ପବିତ୍ର କରିଥାଏ। ସ୍ନାନ କରିବା ସମୟରେ ବି ଘରେ ଅଳ୍ପ ଟିକେ ଲୁଣ ପକେଇ ସ୍ନାନ କରନ୍ତୁ। ଏହା ଦ୍ୱାରା ମନର ଶୁଦ୍ଧତା ହୋଇଥାଏ।

ପ୍ରତିଦିନ ପିମ୍ପୁଡିକୁ ଚିନି ମିଶ୍ରିତ ଅଟା ଖାଇବାକୁ ଦେବା ଉଚିତ। ଏହା ଦ୍ବାରା ବ୍ୟକ୍ତିର କୁଣ୍ଡଳୀରେ ଦୋଷ ଦୂର ହୋଇଥାଏ।

ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ପଦାର୍ଥର ବ୍ୟବସ୍ଥା ଅବଶ୍ୟ କରନ୍ତୁ।

ବୃକ୍ଷ ଲତା ମାନଙ୍କର ଯତ୍ନ ନିଅନ୍ତୁ। ରୋଷେଇ ଘରେ ରାତିରେ ଏକ ଘଟି ପାଣି ଭର୍ତ୍ତି କରି ରଖନ୍ତୁ ଆଉ ସକାଳେ ସେହି ପାଣିକୁ ଗଛରେ ଢାଳି ଦିଅନ୍ତୁ ଏହା ଦ୍ବାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ।

ଆସନ୍ତୁ ଜାଣିବା ସେହି ୪ ଟି ମହିଳାମାନଙ୍କ ବିଷୟରେ ଯେଉଁମାନେ ଶଶୁର ଘରେ ରାଜ କରିଥାନ୍ତି।

ବିବାହ ପରେ ଯେବେବି ମହିଳା ନିଜ ଶଶୁର ଘରକୁ ଯାଇଥାଏ ତ ତାକୁ ଅନେକ ପ୍ରକାରର ନିୟମ କାନୁନର ପାଳନ କରିବାକୁ ପଡିଥାଏ। ତାକୁ ନିଜର ଶଶୁର ଘର ଲୋକଙ୍କ ସହିତ ମିଶି ରହିବାକୁ ପଡ଼ିଥାଏ। ପ୍ରତ୍ୟକ ଘରେ ରହିବା ଲୋକଙ୍କର ଚିନ୍ତା ଅଲଗା ହୋଇଥାଏ। ଏପରି ସ୍ଥିତିରେ ଏତେ ଲୋକଙ୍କ ମଧ୍ୟରେ ଯେବେ ଗୋଟେ ଝିଅ ବହୁ ହୋଇ ଘରକୁ ଆସିଥାଏ ତ ତାକୁ ହିଁ ନିଜର ଘରର ପରିବେଶ ଅନୁସାରେ ଚଳିବାକୁ ପଡିଥାଏ। କିନ୍ତୁ ସବୁ ଲୋକ ଏମିତି କରିନଥାନ୍ତି। କିନ୍ତୁ ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ ଶଶୁର ଘରେ ଯାଉ ଯାଉ ରାଜ କରିଥାନ୍ତି। ଆସନ୍ତୁ ସେହି ୪ ଟି ନାମ ଥିବା ଝିଅଙ୍କ ବିଷୟରେ ଜାଣିବା।

A ଅକ୍ଷର ନାମ ଥିବା ଝିଅମାନେ। ଏହି ନାମ ଥିବା ଝିଅମାନେ ବହୁତ ଚାଲାକ ହୋଇଥାନ୍ତି। ସେମାନେ ଅନ୍ୟ ଲୋକଙ୍କର ହୃଦୟ ଜିତିବା ଏବଂ ନିଜର କଥାରେ କାମ କରେଇ ନେବା ବହୁତ ଭଲ ଭାବରେ ଜଣା। ଏମାନେ ଯେବେ ଶଶୁର ଘରକୁ ଯାଇଥାନ୍ତି ତ ନିଜର ମିଠା ମିଠା କଥାରେ ସମସ୍ତଙ୍କୁ ନିଜର କରି ନେଇଥାନ୍ତି। ଏଥିପାଇଁ ଏମାନଙ୍କର ସମସ୍ତେ ପ୍ରଶଂସା କରିଥାନ୍ତି। ଆଉ ସେମାନେ ଶଶୁର ଘରେ ରାଜ କରିଥାନ୍ତି।

H ନାମ ଥିବା ଝିଅମାନେ। ଏମାନେ ବି ବହୁତ ଚାଲାକ ହୋଇଥାନ୍ତି। ସେମାନେ ନିଜର ଚାଲାକ ଗୁଣରେ ଶଶୁର ଘର ଲୋକଙ୍କୁ ଖୁସି କରି ଦେଇଥାନ୍ତି। ତାଙ୍କର ଭଲ ଗୁଣକୁ ଶଶୁର ଘର ଲୋକେ ଅଣଦେଖା କରି ପାରନ୍ତି ନାହିଁ। ଏହି ପ୍ରକାରରେ ଏମାନଙ୍କର ଶଶୁର ଘରେ ଇଜତ ବନି ରହିଥାଏ। ଏମାନଙ୍କର ଘରକୁ ଆସିବା ଯୋଗୁ ଶଶୁର ଘର ଲୋକଙ୍କର ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଇଥାଏ। ଏହି କାରଣରୁ ଏହି ନାମ ଥିବା ଝିଅମାନେ ବି ନିଜର ଶଶୁର ଘରେ ରାଜ କରିଥାନ୍ତି।

M ନାମ ଥିବା ଝିଅମାନେ। ଏହି ନାମର ଝିଅମାନେ ଅନ୍ୟ ମାନଙ୍କ ମନକୁ ପରିବର୍ତ୍ତନ କରାଇବା ବହୁତ ଭଲ ଭାବରେ ଜାଣିଛନ୍ତି। ଏମାନେ ନିଜର କଥାରେ କୌଣସି ବି ମନୁଷ୍ୟଙ୍କ ମନ ପରିବର୍ତ୍ତନ କରିପାରନ୍ତି। ଏମାନେ ଶଶୁର ଘରକୁ ଗଲେ ନିଜକୁ ସେଠାରେ ରହୁଥିବା ଲୋକଙ୍କ ହିସାବରେ ନଚାଲି ବରଂ ସେଠାରେ ରହୁଥିବା ଲୋକଙ୍କୁ ନିଜ ଭଳି କରି ଦେଇଥାନ୍ତି। ଏମାନଙ୍କୁ ଜୀବନରେ ପରିବର୍ତ୍ତନ ପସନ୍ଦ। ଏମାନେ ନିଜ ଶଶୁର ଘରେ ଅନେକ ପରିବର୍ତ୍ତନ କରିଥାନ୍ତି। ଏମାନଙ୍କର ରାଜ ଚାଲିଥାଏ।

S ନାମର ଥିବା ଝିଅମାନେ। ଏହି ନାମର ଝିଅମାନେ ଟିକେ ଅଲଗା ଟାଇପର ହୋଇଥାନ୍ତି। ଏମାନଙ୍କୁ ରାଗ ବହୁତ ଶୀଘ୍ର ଆସିଥାଏ। ଏମାନେ ନିଜ ଶଶୁର ଘରେ ସେହି ଭଳି ରହିଥାନ୍ତି ଯେଉଁ ମାନେ ତାଙ୍କର ହକ ମାରିବାକୁ ଚାହିଁଥାଏ ସେମାନେ ଏମାନଙ୍କ ସାମ୍ନାରେ ଅଧିକ ସମୟ ପର୍ଯ୍ୟନ୍ତ ଟେକି ରହି ପାରନ୍ତି ନାହିଁ। ଆଉ ଏମାନେ ଶଶୁର ଘରେ ସମସ୍ତଙ୍କୁ ନିଜର ବସରେ କରିନେଇଥାନ୍ତି। ଅନେକ ଲୋକ ଏମାନଙ୍କ ଠାରୁ ଉପଦେଶ ବି ନେଇଥାନ୍ତି। ଆଉ ଏହି ନାମର ମହିଳାମାନେ ଶଶୁର ଘରେ ରାଣୀ ଭଳି ରହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *