Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ଶୁକ୍ରବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୫ ଟି କାମ,ନହେଲେ ପୁରା ପରିବାର ହୋଇଯିବ ବର୍ବାଦ,ଲାଗିବ ଘୋର ପାପ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ଭୁଲରେ ଶୁକ୍ରବାର ଦିନ କରନ୍ତୁ ନାହିଁ ଏହି ୫ ଟି କାମ।

ବନ୍ଧୁଗଣ ଶୁକ୍ରବାର ଦିନ କରନ୍ତୁ ନାହିଁ ଏହି କାମ ଖାସ କରି ସୁହାଗିନୀ ମହିଳା। ଶୁକ୍ରବାର ଦିନକୁ କିଛି ବିଶେଷ କାମ କରିବାକୁ ମନା କରାଯାଇଛି। ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି। ହିନ୍ଦୁଧର୍ମରେ ଶୁକ୍ରବାର ଦିନକୁ ମା ଲକ୍ଷ୍ମୀଙ୍କ ଦିନ ମାନାଯାଇଛି। ଏହି ଦିନ ମାଙ୍କୁ ସମର୍ପିତ ଅଟେ। ଏଥିପାଇଁ ଏହି ଦିନ ଘରର ସୁଖ ସମୃଦ୍ଧି ପାଇଁ ମା ଲକ୍ଷ୍ମୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଏହା ସହିତ ବ୍ରତ ବି ରଖାଯାଏ। କିନ୍ତୁ ଯଦି ଆପଣ ଏହି ଦିନ କିଛି ବିଶେଷ କାର୍ଯ୍ୟ କରନ୍ତି ତ ଏହା ଦ୍ବାରା ଧନର ନାଶ ହେବାର ସମ୍ଭାବନା ସବୁବେଳେ ରହିଥାଏ। ଆସନ୍ତୁ ମାନ୍ୟତା ଅନୁସାରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଯଦି ଆପଣ ବିବାହିତ ତେବେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ଗୋଟେ ବିବାହିତ ମହିଳାର ଜୀବନ ସେତେବେଳେ ପୂର୍ଣ୍ଣ ହୋଇଥାଏ ଯେତେବେଳେ ସେ ଶୁକ୍ରବାର ଦିନ ବ୍ରତ ରଖିବ। କାରଣ ମହିଳାଙ୍କୁ ମା ଲକ୍ଷ୍ମୀଙ୍କ ରୂପ ମାନାଯାଏ। ଯଦି ଆପଣ ବ୍ରତ ରଖି ପାରିବେ ନାହିଁ କିନ୍ତୁ ମା ଲକ୍ଷ୍ମୀଙ୍କ ପୂଜା ପ୍ରତ୍ୟକ ଶୁକ୍ରବାର ଦିନ କରିବା ଉଚିତ। ମାନ୍ୟତା ଅନୁସାରେ ମା ଲକ୍ଷ୍ମୀଙ୍କ ପୂଜା କଲେ ଧନ ସମ୍ବଦ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ବିବାହିତା ମହିଳାଙ୍କ ଜୀବନ ସଫଳ ହୋଇଯାଏ। ଏହା ସହିତ ଧାର୍ମିକ ମାନ୍ୟତା ଅନୁସାରେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁ ଏବଂ ଭଗବାନ ଗଣେଶଙ୍କର ପୂଜା ବି ଏହି ଦିନ କରିବା ଉଚିତ।

ମା ଲକ୍ଷ୍ମୀ ପକ୍ଷୀ ମାନଙ୍କୁ ବହୁତ ଭଲ ପାଆନ୍ତି। ପକ୍ଷୀ ମାନଙ୍କୁ ଚାଉଳ ଦାନା ଖାଇବାକୁ ଦେଲେ ବ୍ୟକ୍ତିର କରଜ କମ ହେବାକୁ ଲାଗିଥାଏ। ଆଉ ଅନେକ ସୁଖର ପ୍ରାପ୍ତ ହୋଇଥାଏ।

ଶୁକ୍ରବାର ଦିନ ଯେତେବେଳେ ଆପଣ ପୂଜା କରୁଥିବେ ତ ଆଉ ଅଚାନକ ଆପଣଙ୍କୁ ଝିଟିପିଟି ଦେଖାଦିଏ ତ ଏହାକୁ ବହୁତ ଶୁଭ ମାନାଯାଏ। କାରଣ ଝିଟିପିଟିକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ। ଶୁକ୍ରବାର ଦିନ ଅଚାନକ ଝିଟିପିଟି ଆପଣଙ୍କ ଉପରେ ପଡ଼ିଯାଏ କିମ୍ବା ଶୁକ୍ରବାର ଦିନ ଝିଟିପିଟି ଆପଣଙ୍କ ସ୍ୱପ୍ନରେ ଦେଖାଯାଏ ତ ବୁଝି ଯାଆନ୍ତୁ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ। ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ।

ଶୁକ୍ର ଗ୍ରହକୁ ପ୍ରେମର ପ୍ରତୀକ ମାନାଯାଏ। ଶୁକ୍ର ଗ୍ରହ ଯଦି କମଜୋର ପଡ଼ିଯାଏ ତ ସୁଖୀ ବୈବାହିକ ଜୀବନ ନଷ୍ଟ ହୋଇଯାଏ। ବ୍ୟକ୍ତିର ବୁଦ୍ଧି କାମ କରିବା ବନ୍ଦ ହୋଇଯାଏ। ଏମିତିକି କୌଣସି ଖରାପ କାମ ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତଲାକ ହୋଇଯାଏ। ଯଦି ଶୁକ୍ର ମଜବୁତ ଥିବ ତ ବ୍ୟକ୍ତି ରାଜା ହୋଇଯାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବିଶ୍ୱାସ ସବୁବେଳେ ବନି ରହିଥାଏ।

ଶୁକ୍ରବାର ଦିନ କେବେବି କାହାରିକୁ ଚିନି ଦେବେ ନାହିଁ। ଏମିତି କଲେ ଶୁକ୍ର ଗ୍ରହ କମଜୋର ହୋଇଯାଏ। ଆଉ ଜୀବନରେ ସୁଖ ସମୃଦ୍ଧି ଧନ ବୈଭବ ସବୁ ନଷ୍ଟ ହୋଇଯାଏ।

ଶୁକ୍ରବାର ଦିନ ଟଙ୍କା କରଜ ନେଲେ କିମ୍ବା କାହାରିକୁ କରଜ ଦେଲେ ଘରର ଲକ୍ଷ୍ମୀ ଚାଲିଯାଏ। ଖାସ କରି ଶୁକ୍ରବାର ଦିନ ଟଙ୍କାର କାରବାର କରିବା ଉଚିତ ନୁହେଁ।

ଶୁକ୍ରବାର ଦିନ ଘରକୁ ଭଲ ଭାବରେ ସଫା ସୁତରା କରିବା ଉଚିତ। ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି।

ଶାସ୍ତ୍ରରେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ କହିଥିଲେ ଯେଉଁ ଘରେ ମହିଳାଙ୍କ ସମ୍ମାନ ହୋଇଥାଏ ସେହି ଘରେ ସର୍ବଦା ମୋର ବାସ ହୋଇଥାଏ

ଶୁକ୍ରବାର ଦିନ ମହିଳା କନ୍ୟା କିନ୍ନର ମାନଙ୍କର ଅପମାନ କେବେବି କରିବା ଉଚିତ ନୁହେଁ। ସେମିତିରେ ତ କେବେବି କାହାରି ଅପମାନ କରିବା ଉଚିତ ନୁହେଁ।

ଘରେ ଯଦି କଳା ପିମ୍ପୁଡି ଗୋଲାକାର କିମ୍ବା ଲମ୍ବା ଲାଇନ ଧରି ଚାଲୁ ଥିବାର ଦେଖନ୍ତି ତ ବହୁତ ଶୁଭ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କ ଆସିବାର ସଂକେତ ଦେଇଥାଏ। ଏଥିପାଇଁ ପିମ୍ପୁଡି ମାନଙ୍କୁ କିଛି ମିଠା ପଦାର୍ଥ ଖାଇବାକୁ ଦିଅନ୍ତୁ।

ଶୁକ୍ରବାର ଦିନ ଖଟା ଖାଇବା ଉଚିତ ନୁହେଁ। କାରଣ ଏହି ଦିନ ଭକ୍ତ ଜନ ମା ସନ୍ତୋସୀଙ୍କ ବ୍ରତ ବି ରଖିଥାନ୍ତି।

ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ କରନ୍ତୁ ଏହି ଉପାୟ।

ଗାଈକୁ ଖାଇବାକୁ ଦିଅନ୍ତୁ। ଶୁକ୍ରବାର ଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଚାନ୍ଦି ଚାଉଳ କ୍ଷୀର ଦହି ଚନ୍ଦନ ଧଳା ରଙ୍ଗର ବସ୍ତ୍ର କିମ୍ବା ସୁଗନ୍ଧିତ ପଦାର୍ଥ ଏହି ଦିନ କୌଣସି ପୂଜାରୀଙ୍କ ଦାନ କରିଦିଅନ୍ତୁ।

ଘରେ ତୁଳସୀର ଗଛ ଲଗାନ୍ତୁ ଏବଂ ଏହାର ପୂଜା କରନ୍ତୁ। ।

ଚନ୍ଦନର ତିଳକ ଲଗାନ୍ତୁ।

ପାଣିରେ ଚନ୍ଦନ ମିଶେଇ ସ୍ନାନ କରନ୍ତୁ।

ସୁଗନ୍ଧିତ ଜିନିଷର ବ୍ୟବହାର କରନ୍ତୁ।

ଶୁକ୍ରବାର ଦିନ ବ୍ରତ ରଖନ୍ତୁ। ଏହି ଦିନ ଖିରି ବନାନ୍ତୁ ଆଉ ଏହାକୁ କୁଆକୁ ଆଉ ଗରିବଙ୍କୁ ଖାଇବାକୁ ଦିଅନ୍ତୁ।

ଶୁକ୍ରବାର ଦିନ ଧଳା ରଙ୍ଗର ଗାଈକୁ ଅଟା ଖୁଆଇବା ଉଚିତ।

କୌଣସି ଅଦ୍ଧ ବ୍ୟକ୍ତିଙ୍କୁ ଧଳା ରଙ୍ଗର ବସ୍ତ୍ର ଏବଂ ଧଳା ରଙ୍ଗର ମିଠାର ଦାନ କରନ୍ତୁ।

ଶୁକ୍ରବାର ଦିନ କ୍ଷୀର ମିଶେଇ ସ୍ନାନ କରିବା ଉଚିତ।

ଝାଡୁ କେବେ ଲଗେଇବେ।

ଝାଡୁ ଲଗେଇବା ସମୟରେ କୌଣସି ବି ପ୍ରକାରରେ କଥା କହିବା ଉଚିତ ନୁହେଁ।

ଝାଡୁରେ ଗୋଡ଼ ଲଗେଇବା ଉଚିତ ନୁହେଁ। ଯଦି ଗୋଡ଼ ବାଜିଯାଏ ତ ମା ଲକ୍ଷ୍ମୀଙ୍କୁ କ୍ଷମା ମାଗି ନମସ୍କାର କରିନେବେ।

ଶାସ୍ତ୍ର ଅନୁସାରେ ମାସିକ ଧର୍ମ ସମୟରେ ଝାଡୁକୁ ଛୁଇଁବା ଦ୍ୱାରା ପାପ ଲାଗିଥାଏ। ଆଉ ଘରେ ଦରିଦ୍ରତା ଲମ୍ବା ସମୟ ପର୍ଯ୍ୟନ୍ତ ପିଛା ଛାଡିନଥାଏ।

ଘରେ ଅତିଥି ଆସିବା ମାତ୍ରେ ତୁରନ୍ତ ଝାଡୁ ଲଗାନ୍ତୁ ନାହିଁ।

ଘରେ କେହି ବାହାରକୁ ଯିବା ସମୟରେ ତୁରନ୍ତ ଝାଡୁ ଲଗାନ୍ତୁ ନାହିଁ। କମସେକମ ୧ ଘଣ୍ଟା ପରେ ଝାଡୁ ଲଗାନ୍ତୁ।

ଝାଡୁ ଘରେ କେଉଁଠି ଗୋଟେ କୋଣରେ ଲୁଚେଇ ରଖିବେ ଯେମିତି କାହାରି ନଜର ପଡିବ ନାହିଁ।

ଝାଡୁକୁ ଖୋଲା ଆକାଶ ତଳେ ରଖିବେ ନାହିଁ। ଏହା ଦ୍ବାରା ଘରେ ବିମାରୀ କ୍ଳେଶ ପୋଛା ଛାଡି ନଥାଏ।

ଶନିବାର ଦିନ ଝାଡୁ କିଣି ପାରିବେ। ଝାଡୁକୁ ଶୁକ୍ଳ0କ୍ଷରେ କିଣିବା ଉଚିତ ନୁହେଁ। ଝାଡୁକୁ କୃଷ୍ଣପକ୍ଷରେ କିଣିବା ଉଚିତ।

ପୁରୁଣା ଝାଡୁ ଯାହା ବ୍ୟବହାର ହେଉନଥିବ ତାହାକୁ ଘରୁ ଦୂରେଇ ଦେବା ଉଚିତ। ପୁରୁଣା ଝାଡୁକୁ ଶନିବାର ଦିନ ବାହାର କରିପାରିବେ

ଆପଣ ନୂତନ ଘରକୁ ପ୍ରବେଶ ଗଲେ ପୁରୁଣା ଝାଡୁକୁ ଛାଡି ଆସନ୍ତୁ ନାହିଁ। ପୁରୁଣା ଝାଡୁକୁ ବି ସାଙ୍ଗରେ ନେଇ ଆସନ୍ତୁ।

ଗାଈ ମାତାଙ୍କୁ କିମ୍ବା କୌଣସି ପଶୁଙ୍କୁ କିମ୍ବା କାହାରିକୁ ବି ଝାଡୁରେ ପିଟିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *