Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳା ପ୍ରତିଦିନ ରାତିରେ ତକିଆ ତଳେ ଏହି ଜିନିଷ ରଖି ଶୋଇଥାନ୍ତି,ତାଙ୍କ ଘର ଟଙ୍କାରେ ଭରି ଯାଇଥାଏ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ମହିଳା ପ୍ରତିଦିନ ରାତିରେ ତକିଆ ତଳେ ରଖି ଶୋଇଥାଏ ଏହି ଜିନିଷ ଟଙ୍କାରେ ଭରି ଯାଇଥାଏ ତାର ଘର।

ଅନେକ ଥର ଶାନ୍ତି ମିଳିନଥାଏ ନିଦ ଆସିନଥାଏ। ଏମିତିକି ପୁରା ରାତି କଟି ଯାଏ କିନ୍ତୁ ନିଦ ଆସେନାହିଁ। ତ ଆପଣ ସେତେବେଳେ ଚିନ୍ତା କରୁଥିବେ କାହିଁକି ଆମ ସହିତ ଏମିତି ହେଉଛି। ଯେବେ ଆପଣଙ୍କ ରାତିର ନିଦ ଉଡିଯାଏ ତ ସେତେବେଳେ ଏହି ଛୋଟ ଉପାୟ କରନ୍ତୁ। ଘରେ ସର୍ବଦା ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଭଲ ଥାଏ ତ ଖରାପ ଥାଏ। ଏମିତି ହୋଇଥାଏ।

ଆଜି ଆମେ ଆପଣଙ୍କୁ ଏମିତି ପ୍ରୟୋଗ ବିଷୟରେ ଜଣେଇବୁ ଯାହା ଆପଣଙ୍କୁ ସମସ୍ତ ସମସ୍ୟାରୁ ବାହାର କରିଦେବି। ଚିନ୍ତା ବି କମ ହେବ। ଜୀବନରେ ଯେଉଁ ସମସ୍ୟା ତାହା ବି ଦୂର ହୋଇଯିବ। ଆଉ ଭଲ ନିଦ ଆସିବ। ଯଦି ଆପଣଙ୍କୁ ବାରମ୍ବାର ଖରାପ ସ୍ୱପ୍ନ ଆସୁଥିବ ଖରାପ ଚିନ୍ତା ଆସୁଥିବ ନିଦ ଆସୁନଥିବ ଚମକି ଯାଉଥିବେ ତ ଏମିତି ସ୍ଥିତିରେ ହନୁମାନ ଚାଳିସା ପଢି ଶୁଅନ୍ତୁ। ଆପଣଙ୍କୁ ନିଦ ବି ଭଲ ଆସିବ ଆଉ ଜୀବନରେ ସମସ୍ୟା ବି କମ ହେବ। ଆଉ ଦୁଃଖରୁ ମୁକ୍ତି ମିଳିବ।

ରସୁଣ। ଏହାକୁ ସୌଭାଗ୍ୟର ପ୍ରତୀକ ମାନାଯାଏ। ଆପଣ ଚାହିଁଲେ ରାତିରେ ଶୋଇବା ପୂର୍ବରୁ ନିଜର ତକିଆ ତଳେ ରସୁଣର କିଛି କଲି ୧ କିମ୍ବା ୨ଟି ରଖି ଶୋଇପାରିବେ। ଏହା ଦ୍ବାରା ଆପଣଙ୍କ ଆଖପାଖରେ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ ଆଉ ଯାହାବି ନେଗେଟିଭ ଉର୍ଜା ଥିବ ତାହା ସମାପ୍ତ ହୋଇଯିବ ଆଉ ଭଲ ନିଦ ଆସିବ। ଆଉ ଆପଣ ଏହି ରସୁଣକୁ ପ୍ରତ୍ୟକ ଶନିବାର ଦିନ ଚେଞ୍ଚ କରିନେବେ।

ଯଦି ଆପଣଙ୍କ ରାହୁ ବିଗିଡି ଥିବ ହଠାତ ସମସ୍ୟା ଆସୁଥିବ ବାଧା ଆସୁଥିବ ଖରାପ ସ୍ୱପ୍ନ ଆସୁଥିବ ଖାସ କରି ସ୍ୱପ୍ନରେ ସାପ ଆସୁଥିବ ତ ଏହାର ଅର୍ଥାତ ରାହୁଦୋଷ ଯୋଗୁ। ତ ଏପରି ସ୍ଥିତିରେ ସବୁଜ ଗୁଜୁରାତିକୁ ତକିଆ ତଳେ ରଖି ଶୋଇଯାଆନ୍ତୁ। ଖରାପ ଏବଂ ଭୟଙ୍କର ସ୍ୱପ୍ନ ଆସିବ ନାହିଁ। ଆଉ ଭଲ ନିଦ ଆସିବ।

ସବୁଜ ମୁଗକୁ ଯଦି ଆପଣ ନିଜର ତକିଆ ତଳେ ସବୁଜ କପଡ଼ାରେ ବାନ୍ଧି ରଖିକରି ଶୋଇଯିବେ ଆଉ ପର ଦିନ ତାହାକୁ ମା ଦୁର୍ଗାଙ୍କ ମନ୍ଦିରରେ ରଖି ଆସିବେ ତ ଏମିତି କରିଲେ ଆପଣଙ୍କ ବୁଦ୍ଧି ଭଲ ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ହୋଇଥାଏ।

ଯଦି ଗୋଟେ କଏନ ରଖି ଶୋଇବେ ଆଉ ପର ଦିନ ସେହି କଏନକୁ ପାଖ ମନ୍ଦିରରେ ନେଇ ରଖି ଆସିବେ ତ ଏହା ଦ୍ବାରା ବି ଆପଣଙ୍କ ସମସ୍ୟା ସମାପ୍ତ ହୋଇଯିବ।

ମୁଣ୍ଡ ପାଖରେ ଗୋଟେ ପାନପତ୍ରର ଉପରେ ସୋରିଷ ତେଲ ଆଗରେ ପଛରେ ଲଗେଇ ଶୋଇବେ ତ ଭୟଙ୍କର ସ୍ୱପ୍ନ ଆସିବ ନାହିଁ। ଶାନ୍ତିରେ ନିଦ ଆସିଯିବ। ଘରର ବାସ୍ତୁ ଠିକ ରହିଥାଏ ନେଗେଟିଭ ଉର୍ଜା ସମାପ୍ତ ହୋଇଥାଏ।

ଯଦି ନିଜ ମୁଣ୍ଡ ପାଖରେ ଗୋଟେ ପାତ୍ରରେ ପାଣି ଭର୍ତି କରି ଶୋଇବେ ଏବଂ ପରବର୍ତ୍ତୀ ଦିନ ପାଣିକୁ ଗଛରେ ଢାଳିବେ ତ ଆପଣଙ୍କ ଚନ୍ଦ୍ରମା ଭଲ ହୋଇଥାଏ। ମନର ସମସ୍ୟା ଦୂର ହୋଇଥାଏ।

ଘରର ଚାବି କୁ ବି ମଥା ପାଖରେ ରଖି ଶୋଇପାରିବେ। ଏମିତି କଲେ ଆପଣଙ୍କ ନିଦ ଭଲ ହୋଇଥାଏ। ଏହା ସହିତ ସକରାତ୍ମକ ଉର୍ଜା ବଢିଥାଏ।

କେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକ ବାଦ ବିବାଦ ହୋଇଥାଏ ଟେନସନ ଅଧିକ ହୋଇଥାଏ ତ ଆପଣ ଏପରି ସ୍ଥିତିରେ ତକିଆ ତଳେ ସିନ୍ଦୁର ରଖି ଶୁଅନ୍ତୁ। ପରବର୍ତ୍ତୀ ଦିନ ଏହି ସିନ୍ଦୁରକୁ ଭଗବାନ ହନୁମାନଙ୍କ ମନ୍ଦିରରେ ଯାଇ ରଖି ଆସନ୍ତୁ। ଆପଣଙ୍କ ମଙ୍ଗଳ ଠିକ ହୋଇଯିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିବ।

ଯଦି ତୁଳସୀ ପତ୍ର ଏବଂ ଗୋଟେ କଏନ ରଖି ଶୋଇବେ ତ ପରବର୍ତୀ ଦିନ ଏହି କଏନକୁ ପାଖ ମନ୍ଦିରରେ ରଖି ଦେବେ ଆଉ ତୁଳସୀ ପତ୍ରକୁ ମାଟିରେ ପୋତି ଦେବେ। ଏମିତି କଲେ ଆପଣଙ୍କ ଜୀବନରେ ଧନର ସମସ୍ୟା ଦୂର ହୋଇଯିବ।

ବୈଜ୍ଞାନିକଙ୍କ ଅନୁସାରେ ତକିଆ ତଳେ ସୁଗନ୍ଧିତ ଫୁଲ ରଖି ଶୋଇବେ ତ ଶୁକ୍ରଙ୍କ ପ୍ରଭାବ ପଡିଥାଏ।

ଯଦି ଆପଣଙ୍କ ଘରେ ଛୋଟ ପିଲା ଡରିଯାଆନ୍ତି ତାଙ୍କର ତକିଆ ତଳେ ମୟୁର ପଙ୍ଖ ରଖିଦିଅନ୍ତୁ ଏମିତିରେ ବଡ଼ ମାନେ ବି ରଖିପାରିବେ। ଆଉ ପରବର୍ତୀ ଦିନରେ ଏହି ମୟୁର ପଙ୍ଖକୁ ସେଇଠି ସେମିତି ହିଁ ରହିବାକୁ ଦିଅନ୍ତୁ। ଛୋଟ ପିଲାଙ୍କ ତକିଆ ଭିତରେ ବି ପୁରେଇ ମୟୁର ପୋଙ୍ଖକୁ ରଖିପାରିବେ। ଆପଣଙ୍କ ପିଲା ଡରିବେ ନାହିଁ ଚମକିବେ ନାହିଁ।

ଯଦି ଆପଣଙ୍କ ଘରେ କେହି ବୀମାର ଅଛନ୍ତି କିମ୍ବା ଆପଣ ବି ବାରମ୍ବାର ବୀମାର ହୋଇଯାଉଛନ୍ତି ତ ଛୋଟ ପ୍ରୟୋଗ କରନ୍ତୁ। ଗୋଟେ ଲେମ୍ବୁ ତକିଆ ପାଖରେ କିମ୍ବା ତକିଆ ତଳେ ରଖି ଶୋଇଯାଆନ୍ତୁ ଆଉ ପରବର୍ତୀ ଦିନ ସକାଳେ ଏହି ଲେମ୍ବୁକୁ ଦୁଇ ଫାଳ କରନ୍ତୁ। ଆଉ ଦୁଇ ହାତରେ ବାମ ସାଇଟ ଲେମ୍ବୁ ଡାହାଣ ହାତରେ ଆଉ ଡାହାଣ ସାଇଟ ଲେମ୍ବୁ ବାମ ହାତରେ ରଖି ପଛକୁ ନବୁଲି ଘରକୁ ଆସନ୍ତୁ। ଏମିତି କଲେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *