Excuse Me Odisha

ଯାହା କହିବୁ ସତ କହିବୁ

ଘରର ଦ୍ୱାରରେ ଫୋପାଡ଼ି ଦିଅନ୍ତୁ ଟିକିଏ ହିଙ୍ଗୁ,ପିତୃଦୋଷ ଦୁଃଖ ନାଶ ଶତ୍ରୁ ନାଶ ଏବଂ ଟଙ୍କା ପାଣି ଭଳି ବହି ଆସିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଦ୍ୱାରରେ ଫୋପାଡ଼ି ଦିଅନ୍ତୁ ୧ ଚୁଟକି ହିଙ୍ଗୁ। ପିତୃଦୋଷ ଦୁଃଖ ନାଶ ଶତ୍ରୁ ନାଶ ଟଙ୍କା ପାଣି ଭଳି ବହିକରି ଆସିବ।

କେବେ କେବେ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ତ ରାଗି ଥିବା ଲକ୍ଷ୍ମୀଙ୍କୁ ମନେଇବା ପାଇଁ ଘରେ ଖୁସି ପୁଣି ଆଣିବା ପାଇଁ ଏହା ପାଇଁ କରନ୍ତୁ ଏକ ଛୋଟ ପ୍ରୟୋଗ। ଯାହା ଆପଣ କୌଣସି ବି ଦିନ କରିପାରିବେ। ତ ଆଜି ଆମେ ଚୁଟକି ଭରା ହେଙ୍ଗୁର ଏକ ଏମିତି ଉପାୟ ଜଣେଇବୁ ଯାହା ଆପଣଙ୍କ ଜୀବନରେ ସବୁ ସମସ୍ୟାକୁ ସମାପ୍ତ କରିଦେବ। ଏହି ଉପାୟ କରିବା ଦ୍ୱାରା ଆପଣ ମାଲାମାଲ ହୋଇଯିବେ। ଏହା ବହୁତ ତାନ୍ତ୍ରିକ କ୍ରିୟାରେ ନଜର ଦୋଷରୁ ରକ୍ଷା କରିବ।

ଅନେକ ଥର କଣ ହୋଇଥାଏ ନାଁ ଆପଣ କରଜରେ ବୁଡି ଯାଇଥାନ୍ତି ଆଉ ସେହି କରଜ କୁ ପରିଶୋଧ କରିପାରିନଥାନ୍ତି। ଆଉ ଆପଣ ଏହା ଦ୍ବାରା ବହୁତ ଚିନ୍ତିତ ଥାଆନ୍ତି। ତ ଏପରି ସ୍ଥିତିରେ କଣ କରିବେ ନାଁ ଗୋଟେ ହେଙ୍ଗୁର ଡ଼ବା ଦୁକାନରୁ କିଣି ଆଣନ୍ତୁ। ନିୟମିତ ଭାବରେ ୧ ଚୁଟକି ବା ତା ଠାରୁ କମ ହେଙ୍ଗୁ ନେଇ ଆପଣ ସ୍ନାନ କରିବା ପାଣିରେ ପକେଇ ସ୍ନାନ କରନ୍ତୁ। ଧନ ଆସିବାକୁ ଲାଗିବ ଘରେ ଉନ୍ନତି ହେବାକୁ ଲାଗିବ ଆଉ କରଜରୁ ବି ମୁକ୍ତି ମିଳିବ।

ଘରେ ନେଗେଟିଭ ଉର୍ଜା ଅଧିକ ହୋଇଗଲେ କିମ୍ବା ଘରେ ବିନା କାରଣରେ ଲଢେଇ ଝଗଡା ବାଦ ବିବାଦ ଲାଗି ରହିଥାଏ। ଆଉ କେବେ କେବେ ଆପଣଙ୍କୁ ଅନୁଭବ ହୋଇଥାଏ କି ଆପଣଙ୍କ ପଛରେ କେହି ଅଛି ଆଉ ଆପଣ ଡରି ଯାଇଥାନ୍ତି। ମନକୁ ଖରାପ ଚିନ୍ତା ଆସିଥାଏ। ତ ଏପରି ସ୍ଥିତିରେ ଏକ ଛୋଟ କାମ କରନ୍ତୁ। ଆପଣ ଅଳ୍ପ ହେଙ୍ଗୁ ନେବେ ଆଉ ସେହି ମାତ୍ରାରେ ସବୁ ଜିନିଷ ନେବେ। ଯେମିତିକି ୧ ଗ୍ରାମ ହେଙ୍ଗୁ ନେଇଛନ୍ତି ତ ୧ ଗ୍ରାମ କର୍ପୁର ୧ ଗ୍ରାମ ଲଙ୍କାର ପାଉଡର।

ସବୁ ସମାନ ଭାବରେ ଜିନିଷ ନେଇ ସବୁକୁ ଘିଅରେ ମିଶେଇ ଦିଅନ୍ତୁ। ଆଉ ସେହି ମିଶ୍ରଣରୁ ଛୋଟ ଛୋଟ ସୋରିଷ ଦାନା ଭଳି ଗୋଳା ବନେଇ ଦିଅନ୍ତୁ ଅଲଗା ଅଲଗା କରି ରଖିବେ। ଏହି ଗୋଳାକୁ ସକାଳୁ ଏବଂ ସନ୍ଧ୍ୟାରେ ଜଳେଇ ଦିଅନ୍ତୁ। ଆଉ ଏହି ପ୍ରୟୋଗକୁ ଶନିବାର କିମ୍ବା ମଙ୍ଗଳବାର ଦିନ କରିବେ। ଆଉ ଅଧେ ଛୋଟ ଛୋଟ ଯେଉଁ ଗୋଳା ବନେଇଥିଲେ ତାହାକୁ କୌଣସି ଜିନିଷ ସାହାର୍ଯ୍ୟରେ ଜଳେଇ ଦିଅନ୍ତୁ। ଆଉ ସନ୍ଧ୍ୟାରେ ଆଉ ଗୋଟେ ଭାଗ ଜଳେଇ ଦେବେ। ଏହା ଦ୍ବାରା ଘରେ ନକରାତ୍ମକ ଉର୍ଜା ଚାଲିଯିବ।

କୌଣସି ବଡ଼ କାମରେ ବାହାରକୁ ଯାଉଛନ୍ତି ଆଉ ଆପଣ ଚାହୁଁଛନ୍ତି କି ସେ କାମ ବନିଯାଉ ତ କଣ କରିବେ ନାଁ ଅଳ୍ପ ହେଙ୍ଗୁ ଡାହାଣ ହାତରେ ନିଅନ୍ତୁ ଆଉ ଉଚାରଣ କରନ୍ତୁ ଶ୍ରୀଙ୍ଗ ଶ୍ରୀଙ୍ଗ। ଏହା ମା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ଅଟେ। ଏହି ଶ୍ରୀଙ୍ଗ ଉଚାରଣ କରି ସେହି ହେଙ୍ଗୁ ଖାଇ ନିଅନ୍ତୁ। ଏହାପରେ ଘରୁ ବହାରକୁ ଯାଆନ୍ତୁ। ଯେବେ ଆପଣ ଘରୁ ବାହାରକୁ ଯିବେ ତ ପଛକୁ ବୁଲି ଚାହଁବେ ନାହିଁ। ଆପଣ ଯେଉଁ କାମରେ ଯିବେ ସେହି କାମ ସଫଳ ହୋଇଯିବ।

ନଜର ଦୋଷରୁ ମୁକ୍ତି ପାଇଁ। ଆପଣଙ୍କ ହସ ଖୁସିର ପରିବାର ଉପରେ କାହାର ନଜର ପଡିଯାଏ କିମ୍ବା ପିଲାଙ୍କୁ ନଜର ଲାଗିଲେ କିମ୍ବା ଘରେ ସବୁବେଳେ କେହି ନାଁ କେହି ରୋଗରେ ପଡିଲେ ଏହି ଉପାୟ କରନ୍ତୁ। ଆପଣ ୧ ରୁ ୨ ଟି ରସୁଣ ବୁନ୍ଦା ଛେଞ୍ଚି ତାର ରସ ବାହାର କରିନିଅନ୍ତୁ। ଆଉ ଏହି ରସରେ ଅଳ୍ପ ହେଙ୍ଗୁ ଢାଳି ଦିଅନ୍ତୁ ଆଉ ଅଳ୍ପ ଟିକେ କର୍ପୁର ପକେଇ ଦିଅନ୍ତୁ ଏବଂ ଭଗବାନ ହନୁମାନଙ୍କ ଜପ କରି ଶ୍ରୀ ହନୁମତେ ନମଃ ଉଚାରଣ କରନ୍ତୁ। ଏହା ପରେ ରସୁଣର ରସକୁ ନିଜ ଗଳାରେ କିମ୍ବା ମଥାରେ ଟିକେ ଗୋଟେ ବିନ୍ଦୁ ଭଳି ଲଗେଇ ଦିଅନ୍ତୁ। ନିୟମିତ ଭାବରେ ଏହାକୁ ଲଗାନ୍ତୁ। ଥରେ ପ୍ରସ୍ତୁତ କରି ଷ୍ଟୋର କରି ରଖିପାରିବେ। ଏହା ଦ୍ବାରା ଏହିସବୁ ସମସ୍ୟା ଦୂର ହୋଇଯିବ।

ଯଦି ଆପଣଙ୍କ ଉପରେ କେହି ତନ୍ତ୍ର ମନ୍ତ୍ର ଗୁଣି କରିଥାଏ ତ ସେହି ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ଆପଣ ଏହି ଉପାୟ କରନ୍ତୁ। ଆପଣ ପ୍ରତି ବୁଧବାର ଦିନ ରାତିରେ ଶୋଇବା ପୂର୍ବରୁ ହେଙ୍ଗୁ ପାଣିରେ ପକେଇ କୋଳି କରନ୍ତୁ।

ଯଦି ଜୀବନରେ ଅଧିକ ସମସ୍ୟା ଥାଏ। କିଛି ନାଁ କିଛି ସର୍ବଦା ଭଲ ହୋଇନଥାଏ। ଅର୍ଥାତ ହଠାତ ଏମିତି ଘଟଣା ଘଟି ଥାଏ ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଥାଏ ବିଚଳିତ କରି ଦେଇଥାଏ ତ ଏକ ଚୁଟକି ହେଙ୍ଗୁ ନିଅନ୍ତୁ ଆଉ ମଥାରୁ ନେଇ ପାଦ ପର୍ଯ୍ୟନ୍ତ ୩ ରୁ ୫ ଥର ଓଲଟା ବୁଲେଇ ନିଅନ୍ତୁ। ଏହାପରେ ଏହାକୁ କୌଣସି ଦ୍ୱାରରେ ପକେଇ ଦିଅନ୍ତୁ ଆଉ ପଛକୁ ନବୁଲି ସେଠାରୁ ପଳେଇ ଆସନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ଚାକିରୀ ଠାରୁ ନେଇ ବ୍ୟବସାୟ ପର୍ଯ୍ୟନ୍ତ ସବୁ ସମସ୍ୟା ଦୂର ହୋଇଯିବ। ଏହି ପ୍ରୟୋଗକୁ କୌଣସି ବି ଦିନରେ କରିପାରିବେ

ଯଦି ଘରେ ବାରମ୍ବାର ଲୋକ ବୀମାରରେ ପଡ଼ିଥାନ୍ତି ତ ଏହି ଉପାୟ କରନ୍ତୁ। ଯେଉଁ ବ୍ୟକ୍ତି ବୀମାର ଅଟେ ତାର ପିଇବା ପାଣିରେ ୧ ଚୁଟକି ହେଙ୍ଗୁ ପକେଇ ଦିଅନ୍ତୁ ଆଉ କୁହନ୍ତୁ ସକାଳୁ ସକାଳୁ ଉଠିବା ପରେ ଅର୍ଥାତ ସକାଳୁ ଉଠି ଯେବେ ଆପଣ କୋଳି କରିଥାନ୍ତି ନାଁ ସେହି ସମୟରେ ସେହି ହେଙ୍ଗୁ ମିଶା ହୋଇଥିବା ପାଣିରେ କୋଳି କରନ୍ତୁ। ଏହା ଦ୍ବାରା ଆପଣଙ୍କ ରୋଗ ଠିକ ହୋଇଯିବ। ଏହା ଦ୍ବାରା ଯିଏ ବାଣ ମାରିଥିବ ତାହା ବି ଠିକ ହୋଇଯିବ।

ଏକ ଚୁଟକି ହେଙ୍ଗୁ ନିଜର ଡାହାଣ ହାତରେ ନିଅନ୍ତୁ ଆଉ ଶ୍ରୀଙ୍ଗ ଶ୍ରୀଙ୍ଗ କହି ସେହି ହେଙ୍ଗୁକୁ ଖାଇ ନିଅନ୍ତୁ। ଆଉ ଯେଉଁ କାମରେ ଆଗକୁ ଯିବେ ସେହି କାମ ହୋଇଯିବ ଆଉ ସଫଳତା ମିଳିଯିବ।

କେବେ କେବେ ଶରୀର ଖରାପ ହୋଇଯାଏ କାମ କରିବାକୁ ମନ ଲାଗିନଥାଏ ତ ଏହିସବୁରୁ ବି ଆପଣଙ୍କୁ ହେଙ୍ଗୁ ରକ୍ଷା କରିଥାଏ।

ଯଦି କୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି କି ଆପଣ ଚାହୁଁଛନ୍ତି ଘରର ଉନ୍ନତି ହେଉ କିମ୍ବା ସଫଳତା ମିଳୁ ତ ଆପଣ ଏକ ଚୁଟକି ହେଙ୍ଗୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ବୁଲାଇ ଉତ୍ତର ଦିଗକୁ ଫୋପାଡ଼ି ଆଗକୁ ଚାଲିଯାନ୍ତୁ। କାର୍ଯ୍ୟରେ ସଫଳତା ମିଳିବ।

କାର୍ଯ୍ୟରେ ସଫଳତା ନମିଳିଲେ ଭାଗ୍ୟ ସାଥ ନଦେଲେ ହେଙ୍ଗୁ ମିଶା ପାଣିରେ କୋଳି କରନ୍ତୁ ସବୁ ଠିକ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *