Excuse Me Odisha

ଯାହା କହିବୁ ସତ କହିବୁ

ଏହି ୭ ଟି କାମ ଯାହା ମନୁଷ୍ୟକୁ ବର୍ବାଦ କରି ଦେଇଥାଏ,ମନୁଷ୍ୟ ଧନଶାଳୀ ହୋଇପାରେ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୭ ଟି କାମ ଯାହା ମନୁଷ୍ୟକୁ ବର୍ବାଦ କରି ଦେଇଥାଏ।

ବନ୍ଧୁଗଣ କରିବି କେହି ଚାହାଁନ୍ତି ନାହିଁ। ଏହି ଦୁନିଆରେ ସମସ୍ତେ ଚାହିଁଥାନ୍ତି ଅଳ୍ପ ପଇସା ତ ତା ପାଖରେ ରହୁ। କମସେକମ ଏତିକି ତ ରହୁ ଯେଉଁଥିରେ ସେ ଖାଇପାରିବ ପିନ୍ଧି ପାରିବ କିନ୍ତୁ ଶାସ୍ତ୍ର ଅନୁସାରେ ଗରିବୀ ଠାରୁ ବଡ଼ କୌଣସି ଦୁଃଖର କାରଣ କିଛି ନାହିଁ। ଦୁନିଆରେ ସବୁଠାରୁ ବଡ଼ ଦୁଃଖ ହେଉଛି ଗରିବୀ। କାହିଁକି ଏମିତି ହୋଇଥାଏ। ଏଥିରୁ ବାହାରିବାର ରାସ୍ତା ଏମିତି ଜିନିଷ ଘରେ ଅଛି ଯାହା ଘରେ ଜଣା ଅଜାଣତରେ ହେଉଛି। ଯାହା ଘରର ସମସ୍ୟାକୁ ବଢ଼ାଇ ଥାଏ। ତେବେ ଆସନ୍ତୁ ଜାଣିବା।

ଅଟା। ଅଟାକୁ କେବେବି ଚକଟି କରି ଗୋଲ ବନେଇ ବେସି ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ଆଉ ଏହି ଗୋଲ କରିବା ସମୟରେ ଆଙ୍ଗୁଳିର ୩ ଟି ଛାପା ଲଗେଇ ଦିଅନ୍ତୁ। ଏହାବି ଜୀବନର ବର୍ବାଦର କାରଣ ହୋଇଥାଏ।

ଦିନର ସମୟରେ କେବେବି ଶୁଅନ୍ତୁ ନାହିଁ। ଯେବେବି ଆପଣଙ୍କ ଘରକୁ କେହି ଖାଦ୍ୟ ମାଗିବା ପାଇଁ ଆସୁଛନ୍ତି ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ। ବିନା ଘିଅ ଲଗା ହୋଇଥିବା ରୁଟି ଖାଆନ୍ତୁ ନାହିଁ। ଦକ୍ଷିଣ ଦିଗରେ ପାଣି ଷ୍ଟୋର କରି ରଖନ୍ତୁ ନାହିଁ କି ପାଣି ଟାଙ୍କି ବନାନ୍ତୁ ନାହିଁ

ରାତିରେ ଅଇଁଠା ବାସନ କେବେବି ଭୁଲରେ ବି ନଧୋଇ ରଖନ୍ତୁ ନାହିଁ।

ଆଲମାରୀର ମୁହଁ ଦକ୍ଷିଣ ପଶ୍ଚିମ ଆଡ଼କୁ ରଖିବେ ନାହିଁ। ଆଲମାରୀ ଖୋଲିଲେ ଯେମିତି ତାର ମୁହଁ ପୂର୍ବ ଏବଂ ଉତ୍ତର ଦିଗକୁ ଆଡ଼କୁ ରହିବ ଏହାକୁ ବହୁତ ଶୁଭ ମାନାଯାଏ।

ଗାଈ ହେଉ କୁକୁର କୁଆ ପଶୁପକ୍ଷ ତାଙ୍କ ପାଇଁ କିଛି ନାଁ କିଛି ନାଁ କିଛି ଖାଇବା ପିଇବାର ବ୍ୟବସ୍ଥା କରନ୍ତୁ।

ଅପରିଷ୍କାର କପଡା କେବେବି ପିନ୍ଧନ୍ତୁ ନାହିଁ। ଦାନ୍ତକୁ ସର୍ବଦା ସଫା ରଖନ୍ତୁ। ସକାଳୁ ସନ୍ଧ୍ୟାରେ ସର୍ବଦା ସଫା କରନ୍ତୁ। ଆଉ ସପ୍ତାହରେ ଥରେ ଚେଷ୍ଟା କରନ୍ତୁ ଫିଟିକିରି ମିଶା ପାଣିରେ କୋଳି କରିବା ପାଇଁ।

ଘରର ଦ୍ୱାର ମୁହଁରେ ବସିବା ଉଚିତ ନୁହେଁ। ଅନାବଶ୍ୟକ ସପିଂ କରନ୍ତୁ ନାହିଁ ଆଉ ଘରର ଆଖପାଖରେ ତେନ୍ତୁଳି ଗଛ ରହିବା ଦୁର୍ଭାଗ୍ୟର କାରକ ଅଟେ। ଘରେ ମେହେନ୍ଦୀ ଗଛ ରଖନ୍ତୁ ନାହଁ।

ଘରେ ବୁଢିଆଣି ବସା ଅପରିଷ୍କାର ଜିନିଷ ରହିଲେ ଜୀବନରେ କଷ୍ଟ ବଢାଇଥାଏ।

ରାତିରେ ଖାଦ୍ୟ ସକାଳେ ଖାଇବା ଉଚିତ ନୁହେଁ କି ସକାଳର ବଞ୍ଚିତ ଖାଦ୍ୟ ରାତିରେ ଖାଇବା ଉଚିତ ନୁହେଁ।

ଭୁଲରେ ବି ରାତିରେ ଦହି ଖାଇବା ଉଚିତ ନୁହେଁ। ଏହା ଜୀବନରେ ସମସ୍ୟା ବୃଦ୍ଧି କରିଥାଏ।

କପାସ ଗଛକୁ କେବେବି ଘରେ ଲଗାନ୍ତୁ ନାହିଁ। ଯଦି ଆପଣଙ୍କ ଘରର ଆଖପାଖରେ ଥିବ ତେବେ ଏହା ଘରର ନେଗେଟିଭ ଉର୍ଜାକୁ ବୃଦ୍ଧି କରିଥାଏ।

ବବୁଲ ଗଛକୁ ଘରେ ଲଗାନ୍ତୁ ନାହିଁ।

ଜୋତା ଚପଲ ଓଲଟା ରଖନ୍ତୁ ନାହିଁ। ଉଚିତ ସ୍ଥାନରେ ଜୋତା ଚପଲ ରଖିବା ଭଲ ହୋଇଥାଏ।।

ଭଙ୍ଗା ହୋଇଥିବା ପଲଙ୍କ ଖଟର ବ୍ୟବହାର କରନ୍ତୁ ନାହିଁ।

ଘରେ ଶୁଖି ଯାଉଥିବା ଗଛ ପତ୍ର ରଖନ୍ତୁ ନାହିଁ ଏହାକୁ ଶୀଘ୍ର ଓପାଡି ଫୋପାଡ଼ି ଦିଅନ୍ତୁ।

ଆଉ ଝାଡୁକୁ ସର୍ବଦା ଲୁଚାଇ ରଖନ୍ତୁ। ଖୋଲା ଆକାଶ ତଳେ ରଖନ୍ତୁ ନାହିଁ ଏବଂ ଗୋଡ଼ ବି ବଜାନ୍ତୁ ନାହିଁ।

ଘରେ ବନ୍ଦ ପଡିଥିବା ଘଡି କିମ୍ବା ଭଙ୍ଗା ଘଡି ଫୋପାଡ଼ି ଦିଅନ୍ତୁ

ସନ୍ଧ୍ୟା ସମୟରେ ଝାଡୁ ଲଗାନ୍ତୁ ନାହିଁ ଆଉ ମିଛ ରାଣ ଖାଆନ୍ତୁ ନାହିଁ।

ଅତିଥି ଆସିଲେ ଲୋକ ରାଗି ଯାଇଥାନ୍ତି ଭାବି ଥାନ୍ତି ତାଙ୍କୁ ଖାଇବାକୁ ଦେବାକୁ ହେବ ଜୀବନରେ ସମସ୍ୟା ବଢିଗଲା। ତ ରାଗନ୍ତୁ ନାହିଁ କାରଣ ଅତିଥି ଭଗବାନଙ୍କ ରୂପ ହୋଇଥାନ୍ତି। ସେମାନେ ଯେତେ ଖୁସି ରହିବେ ସେତେ ଭଲ।

ବାମ ହାତରେ ଭୋଜନ କେବେବି କରନ୍ତୁ ନାହିଁ। ବିନା ସ୍ନାନରେ ଖାଦ୍ୟ ବନାନ୍ତୁ ନାହିଁ କି ଖାଆନ୍ତୁ ନାହିଁ।

ମହିଳାଙ୍କ ଅପମାନ କରନ୍ତୁ ନାହିଁ। ସ୍ୱାମୀ ସ୍ତ୍ରୀ ଝଗଡା କରନ୍ତୁ ନାହିଁ।

ନଖକୁ ବେଡ଼ ଉପରେ ବସି କାଟନ୍ତୁ ନାହିଁ କି ରାତିରେ କାଟନ୍ତୁ ନାହିଁ।

ଘରକୁ ପାରା ଆସିବା ଆସି ବସା ବାନ୍ଧିବା ଏହା ଜୀବନର ସମସ୍ୟାକୁ ବଢାଇଥାଏ।

ଗୁରୁବାର ଦିନ ଭୁଲରେ ବି ପୋଛା ଲଗାନ୍ତୁ ନାହିଁ। ଯଦି ଜରୁରୀ ତ ପୋଛା ପାଣିରେ ହଳଦୀ ମିଶାଇ ପୋଛା ମାରି ପାରିବେ। ଏହାର କୁପ୍ରଭାଵ ପଡିବ ନାହିଁ।

ଗୁରୁବାର ଦିନ ତେଲ ମାଲିସ କରନ୍ତୁ ନାହିଁ। ଗରିବ ଲୋକଙ୍କର ମଜାକ ଉଡାନ୍ତୁ ନାହିଁ। ଅନ୍ୟର କପଡା କେବେବି ପିଦ୍ଧନ୍ତୁ ନାହିଁ।

ଝାଡୁକୁ ଠିଆ କରି ରଖିବେ ନାହିଁ କାରଣ ଏହା ଦ୍ବାରା ବି ଜୀବନରେ ସମସ୍ୟା ବଢି ଯାଇଥାଏ। ଝାଡୁକୁ ସର୍ବଦା ଶୁଆଇ କରି ରଖନ୍ତୁ ଆଉ ଲୁଚାଇ କରି ରଖନ୍ତୁ ଯେମିତି କାହାରି ନଜର ଝାଡୁ ଉପରେ ପଡିବ ନାହିଁ।

କଥାବାର୍ତ୍ତା ସମୟରେ ଝିଟିପିଟି ଆବାଜ କଲେ ଏହା ଅଶୁଭ ହୋଇଥାଏ ଏହାକୁ ଘଉଡ଼ାଇ ଦେବାର ବ୍ୟବସ୍ଥା କରନ୍ତୁ।

ରାତିରେ ରସୁଣ ପିଆଜ କେବେବି କାହାରିକୁ ଉଦ୍ଧାର ଦିଅନ୍ତୁ ନାହିଁ। ଏହା ଦ୍ବାରା ରାହୁକେତୁ ବିଗିଡି ଯିବେ ଜୀବନରେ ସମସ୍ୟା ବଢିଯିବ

ରାତିରେ କାହାରିକୁ ଛୁଞ୍ଚି ସୂତା ଉଦ୍ଧାର ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ଔଷଧକୁ କେବେବି ମୁଣ୍ଡ ପାଖରେ ରଖନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *