Excuse Me Odisha

ଯାହା କହିବୁ ସତ କହିବୁ

୧୮ ଫେବୃଆରୀ ବଡ଼ ଶୁକ୍ରବାର : ଘରର କବାଟ ଉପରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ଦେଖିବେ ଗରିବୀ ଆପଣଙ୍କ ଘରକୁ ରାସ୍ତା ଭୁଲିଯିବ

ସେୟାର୍ କରନ୍ତୁ

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଆରୋଧନା କରିବା ବହୁତ ହିଁ ଅଧିକ ମହତ୍ୱପୂର୍ଣ୍ଣ ଅଟେ କାରଣ ଶୁକ୍ରବାରର ସ୍ୱାମୀ ସୁଖଦେବ ଅଟନ୍ତି। ଯଦି ଆପଣଙ୍କ କୁଣ୍ଡଳୀରେ ଶୁକ୍ରଗ୍ରହ ଭଲ ନୁହେଁ ତ ଜୀବନରେ ଧନ ସୁଖ ସନ୍ତାନ ସମସ୍ୟା ହେବ। ଏଥିପାଇଁ ଶୁକ୍ରକୁ ମଜବୁତ କରିବା ବହୁତ ଆବଶ୍ୟକ ଅଟେ। ଯେବେ ଆପଣ ଶୁକ୍ରବାର ଦିନ ମା ଲକ୍ଷ୍ମୀ ପୂଜା କରନ୍ତି ତ ଶୁକ୍ର ଗ୍ରହ ପ୍ରସନ୍ନ ହୋଇ ଧନ ସମ୍ପତ୍ତିରେ ଭରି ଦେଇଥାନ୍ତି। ଯଦି କୌଣସି ସମସ୍ୟା ଅଛି ତେବେ ଶୁକ୍ରବାର ଦିନ ବ୍ରତ ନିଶ୍ଚୟ କରିବା ଉଚିତ।

ଶୁକ୍ରବାର ସକାଳୁ ଉଠି ସ୍ନାନ କରି ଧଳା ରଙ୍ଗର ବସ୍ତ୍ର ଧାରଣ କରି ମା ଲକ୍ଷ୍ମୀଙ୍କୁ ପ୍ରଣାମ କରି ତାଙ୍କ ସାମ୍ନାରେ ବସି ଶ୍ରୀସ୍ତୋତ୍ରର ପାଠ କରନ୍ତୁ। ଯଦି ପାରିବେ ଶୁକ୍ରବାର ଦିନ ଛୋଟ ଝିଅଙ୍କୁ ମିଠା ନିଶ୍ଚୟ ଖୁଆନ୍ତୁ। ଧାର୍ମିକ ମାନ୍ୟତା ଅନୁସାରେ ଏହା ଦ୍ୱାରା ମା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

କଳା ପିମ୍ପୁଡିକୁ ଚିନି ଖାଇବାକୁ ଦେଲେ କାମ ହେବାକୁ ଲାଗିଥାଏ।

ବନ୍ଧୁଗଣ ଧନିଆ ଯାହା ଧନକୁ ବୃଦ୍ଧି କରିଥାଏ। ଏହି ଧନିଆର ପ୍ରୟୋଗ ଆର୍ଥିକ ସ୍ଥିତିକୁ ଭଲ କରିବା ପାଇଁ କରାଯାଇଥାଏ।ଆଉ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଯଦି ଆପଣ ଧନିଆକୁ ଛୋଟ ଛୋଟ ପ୍ରୟୋଗ କରିବେ ତ ଜୀବନରେ ସମସ୍ୟା ସମାପ୍ତ ହୋଇଯାଇଥାଏ।

ଯଦି ଗୋଟା ଧନିଆ ଘରେ ରଖାଯାଏ ତ ବହୁତ ଭଲ ହୋଇଥାଏ। ଆଉ ଅଳ୍ପ ଧନିଆ ଆଣି ପୂଜା ଘରେ ରଖନ୍ତୁ ଆଉ ଅଳ୍ପ ଧନିଆ ନେଇ ରୋଷେଇ ଘରେ ରଖିଦିଅନ୍ତୁ। ଏହା ଆପଣଙ୍କ ଭାଗ୍ୟକୁ ମଜବୁତ କରିଥାଏ। ଜୀବନରେ ସମସ୍ୟା ସମାପ୍ତ କରିଥାଏ ଆଉ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ।

ଯଦି ଆପଣଙ୍କ ଜୀବନରେ ଧନର ସମସ୍ୟା ଅଛି ଚାକିରୀ ବ୍ୟବସାୟ ଭଲରେ ଚାଲୁନଥାଏ ଜୀବନରେ କଷ୍ଟ ବଢି ଯାଇଥାଏ ଆଉ ଆପଣଙ୍କୁ ଲାଗେ କି ଜୀବନରେ ଅସୁବିଧା ଆସୁଛି ତ ଏମିତି ହେଉଥିଲେ ଶୁକ୍ରବାର ଦିନ ଅଳ୍ପ ପ୍ରୟୋଗ କରନ୍ତୁ ଯାହା ଆପଣଙ୍କ ଭାଗ୍ୟକୁ ବଦଳି ଦେବ

ଯଦି ଆପଣ ଶୁକ୍ରବାର ଦିନ ଠାରୁ ନିୟମିତ ଭାବରେ ୧ ମାସ ପର୍ଯ୍ୟନ୍ତ ଏହି ପ୍ରୟୋଗ କରିବେ। ବେଲ ପତ୍ର ଯଦି ଆପଣ ଗୋଟେ ବେଲ ପତ୍ର ନିୟମିତ ଭାବରେ ମା ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତି ତ ଜୀବନରେ ସମସ୍ତ ସମସ୍ୟା ଚିନ୍ତା ଦୂର ହୋଇଥାଏ ଆଉ ଜୀବନରେ ଧନର କମି ହୋଇନଥାଏ।

କେବେ କେବେ ଧନର ବହୁତ ସମସ୍ୟା ହୋଇଥାଏ ତ ଏମିତି ସ୍ଥିତିରେ ଶୁକ୍ଳପକ୍ଷରେ ଏହି ପ୍ରୟୋଗ କରିବେ। ଗୋଟେ ମୟୁର ପଙ୍ଖ ଯାହା ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରିଙ୍କ ଫୋଟ ଥିବ ଆପଣଙ୍କ ଘରେ ତ ମୟୁର ପଙ୍ଖକୁ ତାଙ୍କ ମଥାରେ ସଜେଇ ଦିଅନ୍ତୁ। ଏହା ଦ୍ବାରା ଜୀବନରେ ଶାନ୍ତି ଆସିଯିବ।

ଗୋଟେ ଛୋଟ ମାଟି ପାତ୍ର ନିଅନ୍ତୁ ଆଉ ନୂଆ ମାଟିର ଦୀପ ନେବେ ଆଉ ସେଥିରେ ଅଳ୍ପ ଶୁଖିଲା ଧନିଆ ନିଅନ୍ତୁ ଆଉ ସେଥିରେ ଗୋଟେ କଏନ ରଖିଦିଅନ୍ତୁ ଆଉ ଅଳ୍ପ ପାଣି ଢାଳି ଦିଅନ୍ତୁ। ଏହି ପ୍ରୟୋଗ କେହିବି କୌଣସି ଶୁକ୍ରବାର ଦିନ କରିପାରିବେ। ଏହାପରେ ଏହି ପାତ୍ରକୁ ଆପଣ ପୂଜା ଘରେ କିମ୍ବା ଉତ୍ତର ଦିଗରେ ରଖିପାରିବେ।

ଉତ୍ତର ଦିଗ ଭଗବାନ କୁବେରଙ୍କ ଦିଗ ଅଟେ ଆଉ ଧନିଆ ମା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ ଏବଂ ଏହାପରେ ତାର ପର ଦିନ ଅର୍ଥାତ ଶନିବାର ଦିନ ଏହି ଧନିଆକୁ ଆପଣ ନିଜ ଘରର ଅଗଣାରେ ଗୋମ୍ବଲାରେ କେଉଁଠି ବି ମାଟି ଥିବ ଆପଣ ତାକୁ ବୁଣିଦିଅନ୍ତୁ ଆଉ ଯେଉଁ କଏନ ଟି ଅଛି ତାକୁ କାଢି ନିଅନ୍ତୁ ଆଉ ତାକୁ ଭଲ ଭାବରେ ପୋଛି ମା ଲକ୍ଷ୍ମୀଙ୍କ ଚରଣରେ ତାକୁ ଲାଲ କପଡ଼ାରେ ବାନ୍ଧି ସମ୍ଭାଳି କରି ରଖିଦିଅନ୍ତୁ। ଏହା ଦ୍ବାରା ଗ୍ରହ ଦୋଷ ସମାପ୍ତ ହୋଇଯିବ। ସବୁ ସମସ୍ୟା ଦୂର ହୋଇଯିବ। ଏହା ଆପଣଙ୍କ ଧନ ବୃଦ୍ଧି ମଧ୍ୟ କରିବ।

କେବେ କେବେ ଆପଣଙ୍କ ଜୀବନରେ ସମସ୍ୟା ବଢିଯାଇଥାଏ। ପ୍ରେମ ମିଳି ନଥାଏ। ପ୍ରେମ ଲଭରେ ହେଉ କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବି ହୋଇପାରେ। ଭାଇ ଭଉଣୀର ପ୍ରେମ ହୋଇପାରେ ଯେଉଁ କ୍ଷେତ୍ରରେ ବି ହୋଇଥାଉ ନାଁ କାହିଁକି କେବେ କେବେ ସମ୍ପର୍କରେ ଦୂରତା ଆସିଯାଇଥାଏ। ଆଉ ଏହି ସମ୍ପର୍କକୁ ଠିକ କରିବା ପାଇଁ ଏହି ପ୍ରୟୋଗ କରନ୍ତୁ।

ଗୋଟେ ଲାଲ ରଙ୍ଗର କପଡ଼ା ନିଅନ୍ତୁ ଆଉ ଅଳ୍ପ ଶୁଖିଲା ଧନିଆ ସେଥିରେ ନେଇ ଭଗବାନ ହନୁମାନଙ୍କ ଚରଣରେ ରଖିଦିଅନ୍ତୁ। ହନୁମାନ ଚାଳିସା ପଢ଼ନ୍ତୁ ଏହାପରେ ଏହି କପଡାକୁ ଉଠାଇ ବାନ୍ଧି ଦିଅନ୍ତୁ। ଆଉ ଏହାକୁ ଭଗବାନ ହନୁମାନଙ୍କ ଚରଣରେ ରଖିଦିଅନ୍ତୁ। ତାଙ୍କୁ ପ୍ରାର୍ଥନା କରନ୍ତୁ କି ଆପଣଙ୍କର ଯେଉଁ ପ୍ରେମ ଅଛି ଯାହା ଦୂରେଇ ଯାଇଛି ତାହା ଆପଣଙ୍କୁ ପୁଣି ମିଳିଯାଉ। ଏହା ଦ୍ବାରା ଆପଣଙ୍କ ପ୍ରେମ ଆପଣଙ୍କୁ ମିଳିଯିବ।

ମା ଲକ୍ଷ୍ମୀଙ୍କୁ କେଶରର ସୁଗନ୍ଧ ବହୁତ ପସନ୍ଦ ଅଟେ। ତ ଯେବେବି ଆପଣ ମା ଲକ୍ଷ୍ମୀଙ୍କୁ ଭୋଗ ଲଗାଇବେ ଅର୍ଥାତ ଶୁକ୍ରବାର ଦିନ ଧଳା ରଙ୍ଗର ମିଠା ଭୋଗ ଲଗେଇବେ ନଚେତ ମିଶ୍ରିର ଭୋଗ ବି ଲଗେଇ ପାରିବେ ତ ସେହି ଭୋଗରେ ଗୋଟେ ରୁ ଦୁଇଟି କେଶର ପକେଇ ଦିଅନ୍ତୁ କିମ୍ବା ଅଳ୍ପ କ୍ଷୀରରେ କେଶର ଏବଂ ମିଶ୍ରି ପକେଇ ଭୋଗ ଲଗେଇବା ପରେ ପ୍ରସାଦ ଭାବରେ ସେବନ କରିନିଅନ୍ତୁ ତ ଏହା ଦ୍ବାରା ବି ଭାଗ୍ୟ ଉଦୟ ହୋଇଥାଏ।

ଘରେ ସୁଖ ଶାନ୍ତି ପାଇବା ପାଇଁ ଏହି ପ୍ରୟୋଗ କରନ୍ତୁ। ଶୁକ୍ରବାର ଦିନ ନିଜ ଘରର ପୂର୍ବ ଦିଗରେ ଗୋଟେ ପାତ୍ରରେ ଅଳ୍ପ ଶୁଖିଲା ଧନିଆ ରଖିଦିଅନ୍ତୁ ଆଉ ତାହାକୁ ସେମିତି ସେଇଠି ରଖିଦିଅନ୍ତୁ। ଏହା ଦ୍ବାରା ଘରେ ସୁଖ ଶାନ୍ତିର ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *