Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ଠାରୁ ଏହି ୫ ଗୋଟି ରାଶି ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଅଭାବ ଅନଟନ ସବୁକିଛି ହେବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ହେବା ଯୋଗୁଁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଜ୍ୟୋତିଷ ମାନଙ୍କ ଗଣନା ଅନୁସାରେ ଏହି ସପ୍ତାହର ଗୁରୁବାର ଦିନ ଠାରୁ କିଛି ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବାକୁ ଯାଉଛନ୍ତି ଏବଂ ସେମାନଙ୍କର ସବୁ ମନସ୍କାମନା ପୂରଣ ହେବାକୁ ଯାଉଛି। ଯାହାଫଳରେ ଏମାନଙ୍କ ଘରେ ଧନ ସମ୍ପତ୍ତି ବୃଦ୍ଧି ହେବା ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତ ହେବ। ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ମେଷ ରାଶି:-

ଏହି ରାଶିର ଲୋକଙ୍କର ଖରାପ ସମୟ ଏବେ ଦୂର ହେବାକୁ ଯାଉଛି। ଭଗବାନ ଶନିଦେବଙ୍କ କୃପାରୁ ଏମାନଙ୍କ ଜୀବନରେ ଚାଲିଥିବା ସମସ୍ତ ଆର୍ଥିକ ସମସ୍ଯା ଦୂର ହୋଇଯିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ବ୍ୟବସାୟରେ ଅଧିକ ଲାଭବାନ ହେବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।

୨/ କର୍କଟ ରାଶି:-

ଏହି ରାଶିର ଲୋକମାନଙ୍କ ଉପରେ ସର୍ବଦା ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି ପଡ଼ିବ।ଆପଣଙ୍କ ଜୀବନରେ ସମସ୍ତ ସମସ୍ଯା ଦୂର ହୋଇଯିବ।ଅଚାନକ ଆପଣଙ୍କୁ ଧନ ସମ୍ପତ୍ତି ପ୍ରାପ୍ତ ହୋଇପାରେ। ଅବିବାହିତ ଲୋକଙ୍କୁ ଆଶାନୁରୂପ ଜୀବନସାଥୀ ମିଳିପାରେ। ସବୁ କାର୍ଯ୍ୟରେ ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏହି ସମୟ ଅନୁକ ରହିଛି।

୩/ ବିଛା ରାଶି:-

ଏହି ରାଶିର ଲୋକଙ୍କର ଆର୍ଥିକ ସମସ୍ଯା ଏବେ ଦୂର ହେବାକୁ ଯାଉଛି। ଆପଣଙ୍କୁ ଆଶାନୁରୂପ ଚାକିରି ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତୀ ମିଳିପାରେ।ବ୍ୟବସାୟରେ ଅଧିକ ଲାଭବାନ ହେବେ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।ଅନେକ କାର୍ଯ୍ୟରେ ଜୀବନସାଥୀ ଆପଣଙ୍କୁ ସହଯୋଗ କରିବେ। ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

୪/ ଧନୁ ରାଶି:-

ଭଗବାନ ଶନି ଏହି ରାଶିର ଉପରେ ବହୁତ ପ୍ରସନ୍ନ ରହିବେ।ବ୍ୟବସାୟ କରୁଥିବା ଲୋକଙ୍କୁ ଉତ୍ତମ ଲାଭ ମିଳିବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।ଆପଣ ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନ୍ତାନଙ୍କ ଭବିଷ୍ୟତ ପାଇଁ ଆପଣ ଏହି ସମୟରେ ସବୁକିଛି କରିବେ।

୫/ କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ଜୀବନ ସୁଖମୟ ସାବ୍ୟସ୍ତ ହେବ। କିଛି ଦିନରୁ ଚାଲିଥିବା ସମସ୍ତ ସମସ୍ଯା ଭଗବାନ ଶନିଦେବଙ୍କ କୃପାରୁ ଦୂର ହୋଇଯିବ। ପ୍ରେମ ମାମଲାରେ ସୁଖଦ ସମାଚାର ମିଳିପାରେ। ଘରର ଆର୍ଥିକ ସମସ୍ଯା ମଧ୍ୟ ଦୂର ହୋଇଯିବ।ଦାମ୍ପତ୍ୟ ଜୀବନରେ ସମ୍ପର୍କ ସୁଦୃଢ ରହିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *