Excuse Me Odisha

ଯାହା କହିବୁ ସତ କହିବୁ

ଘରର ପ୍ରବେଶ ଦ୍ଵାରରେ ଏହି ୪ଟି ଜିନିଷ ଭୁଲରେ ବି ରଖନ୍ତୁ ନାହିଁ,ମା ଲକ୍ଷ୍ମୀ କବାଟ ପାଖରୁ ହିଁ ଫେରି ଯିବେ !

ସେୟାର୍ କରନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଘରକୁ ଲକ୍ଷ୍ମୀ ଆଣିବାରେ ଏବଂ ଖୁସି ଆସିବାର ରାସ୍ତା ହୋଇଥାଏ। କିନ୍ତୁ ଯଦି ଆପଣଙ୍କ ଘରେ ଲମ୍ବା ସମୟ ପର୍ଯ୍ୟନ୍ତ ନକରାତ୍ମକ ଉର୍ଜାର ରାଜ ଅଛି ଚିନ୍ତା ଅଛି ସମସ୍ୟା ଅଛି ଧନ ରହେ ନାହିଁ ତ ନିଜର ଘରର ମୁଖ୍ୟ ଦ୍ୱାରକୁ ନିଶ୍ଚୟ ଠିକ କରିବା ପାଇଁ ଚେଷ୍ଟା କରନ୍ତୁ।

ଅନେକ ବାସ୍ତୁଦୋଷ ଜିନିଷ ଜିନିଷ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରଖିଲେ ଘରର ବାସ୍ତୁଦୋଷ ନିର୍ମାଣ କରିଥାଏ। ଧ୍ୟାନ ରଖନ୍ତୁ ଘରର ମୁଖ୍ୟ ଦ୍ୱାରରେ ଏମିତି କିଛି ଜିନିଷ ରଖନ୍ତୁ ନାହିଁ ଯାହା ଜୀବନର ସମସ୍ୟାକୁ ବଢାଇଥାଏ। କିଛି ନିୟମ ଅଛି ବାସ୍ତୁର ଯେମିତିକି ଘରର କବାଟ ପୁରା ଖୋଲନଥାଏ କିମ୍ବା ଖୋଲିବାରେ ଅସୁବିଧା ହୋଇଥାଏ ତ ଏମିତି ଘରକୁ ମା ଲକ୍ଷ୍ମୀ ଆସନ୍ତି ନାହିଁ। ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ୱାରକୁ ସଫା ରଖନ୍ତୁ।

ଅନେକ ଥର ହୋଇଥାଏ ଘରର ମୁଖ୍ୟ ଦ୍ୱାରରେ କଣ୍ଟା ଯୁକ୍ତ ଗଛ ଲଗାଇଥାନ୍ତି କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅଶୁଭ ହୋଇଥାଏ ଏବଂ ଘରକୁ ନକରାତ୍ମକ ଉର୍ଜା ଆଣିଥାଏ। ଆଉ ଆପଣଙ୍କର ଯେଉଁ ଶାନ୍ତିର ନିଦକୁ ଭାଙ୍ଗି ଦେଇଥାଏ। ସେଥିପାଇଁ ଭଲ ଫୁଲ ଲଗାନ୍ତୁ ଏହା ଅତ୍ୟନ୍ତ ଉତ୍ତମ ରହିବ।

ଡ଼ଷ୍ଟପିନକୁ ଅନେକ ଲୋକ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରଖିଦିଅନ୍ତୁ କିନ୍ତୁ ଏହା ଅଶୁଭ ହୋଇଥାଏ। ଏହାକୁ ଘରର ଦକ୍ଷିଣ-ପଶ୍ଚିମ କୋଣରେ ତଖନ୍ତୁ। ଆଉ ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସଫା ରଖନ୍ତୁ। ଆଇନା ବି ଲଗେଇବେ ନାହିଁ। ସକାରାତ୍ମକ ଉର୍ଜା ଘରୁ ବାହାରକୁ ଚାଲିଯାଇଥାଏ। ଏଥିପାଇଁ ଯଦି ଆଇନା ଲଗେଇବେ ଯେମିତି ମୁଖ୍ୟ ଦ୍ୱାରର ଉର୍ଜା କାଚରେ ବାଜି ଘର ସାରା ନପଡୁ।

ଆପଣ ଅଳ୍ପ ଫିଟିକିରିର ଗୁଣ୍ଡ ବନେଇ ଲାଲ କପଡ଼ାରେ କିମ୍ବା କଳା କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରର ତଳେ ରଖିବେ ତ ଏହା ବହୁତ ଶୁଭ ହୋଇଥାଏ।

ସ୍ୱସ୍ତିକର ଚିହ୍ନ ବହୁତ ଶୁଭ ହୋଇଥାଏ। ଏହାକୁ ଘରର ମୁଖ୍ୟ ଦ୍ଵାରର ବାହାର ପଟରେ ଲଗାନ୍ତୁ ଆଉ ଭଗବାନଙ୍କ ଫୋଟ ଯେବେ ଲଗେଇବେ ତ ଭଗବାନ ଗଣେଶଙ୍କ ଫୋଟ ଘରର ଭିତର ପଟେ ମୁଖ୍ୟ ଦ୍ୱାରରେ ଲଗାନ୍ତୁ। କାରଣ ତାଙ୍କ ପିଠିରେ ଦୈତାଙ୍କ ବାସ ହୋଇଥାଏ।

ଜୂତା ଚପଲ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରଖନ୍ତୁ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ଏହାକୁ ସାଇଟ କରି ରଖନ୍ତୁ ଭଲ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *