Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଦେବଙ୍କୁ ଜଳ ଦେବା ପାତ୍ରରେ ନିଶ୍ଚୟ ପକାନ୍ତୁ ଏହି ଗୋଟିଏ ଜିନିଷ ରୋଡ଼ ପତିରୁ ବି ହେବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୩ ଫେବୃଆରୀ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଦେବା ପାତ୍ରରେ ନିଶ୍ଚୟ ପକାନ୍ତୁ ଏହି ଗୋଟିଏ ଜିନିଷ ରୋଡ଼ ପତିରୁ ବି ହେବେ କୋଟିପତି।

ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ପାଞ୍ଚ ଜଣ ପ୍ରମୁଖ ଦେବତାଙ୍କ ମଧ୍ୟରୁ ଭଗବାନ ସୂର୍ଯ୍ୟଦେବଙ୍କୁ ପ୍ରମୁଖ ସ୍ଥାନ ଦିଆଯାଇଛି। କାରଣ ସୂର୍ଯ୍ୟଦେବ ହିଁ ଏକ ମାତ୍ର ଦେବତା ଅଟନ୍ତି ଯିଏ ଏହି ଧରତୀ ଉପରେ ସାକ୍ଷତ ଦେଖାଯାନ୍ତି। ଏବଂ ଏହା ଆମ ଜୀବନ ପାଇଁ ବହୁତ ଅତ୍ୟନ୍ତ ଆବଶ୍ୟକ ଅଟେ। ସୂର୍ଯ୍ୟଦେବଙ୍କୁ ବେଦରେ ଆତ୍ମା କୁହାଯାଏ। ସମସ୍ତ ଚରାଚର ଜଗତର ଆତ୍ମା ସୂର୍ଯ୍ୟଦେବ ହିଁ ଅଟନ୍ତି। ସୂର୍ଯ୍ୟଙ୍କ ଠାରୁ ହିଁ ଏହି ପୃଥିବୀ ଉପରେ ଜୀବନ ଅଟେ। ଶାସ୍ତ୍ର ଅନୁସାରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଲେ ଆଉ ବିଧି ପୂର୍ବକ ସୂର୍ଯ୍ୟଦେବଙ୍କ ଆରୋଧନା କରିଲେ ଜୀବନରେ ସକରାତ୍ମକ ଉର୍ଜାର ସଞ୍ଚାର ହେବା ସହିତ ପାପରୁ ମୁକ୍ତି ମିଳିଥାଏ।

ସୂର୍ଯ୍ୟଦେବଙ୍କୁ ଇଷ୍ଟ ଦେବ ମଧ୍ୟ କୁହାଯାଏ। ଅର୍ଥାତ ସମସ୍ତେ ତାଙ୍କୁ ସାକ୍ଷତ ରୂପରେ ଦେଖିପାରନ୍ତି। ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ମଜବୁତ ସ୍ଥିତିରେ ହୋଇଯିବେ ତ ବ୍ୟକ୍ତିଙ୍କୁ ରାଜପଦ ମିଳିଯିବ। ଏମିତି ବ୍ୟକ୍ତି ଅନେକ ଲକ୍ଷ ସ୍ଥଳରେ ପହଞ୍ଚି ପାରିଥାଏ। ଆଉ ତାର କେହି କୋୖଣସି କ୍ଷତି କରି ପାରିନଥାଏ। ଏମିତି ବ୍ୟକ୍ତିଙ୍କୁ ସମସ୍ତ କ୍ଷେତ୍ରରୁ ସମ୍ମାନ ମିଳିଥାଏ। ସରକାରୀ ଚାକିରୀ ପାଇଁ ବିଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ମଜବୁତ ହେବା ବହୁତ ଆବଶ୍ୟକ ଅଟେ। ସୂର୍ଯ୍ୟଦେବଙ୍କୁ ଗ୍ରହ ମାନଙ୍କର ରାଜା କୁହାଯାଏ।

ସୂର୍ଯ୍ୟଦେବଙ୍କ ଆରୋଧନାରେ ବ୍ୟକ୍ତିର ସବୁ ଅଶୁଭ ଗ୍ରହର ଫଳ ସମାପ୍ତ ହୋଇଯାଏ ଆଉ ବ୍ୟକ୍ତିକୁ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ। ତାର ସବୁଗ୍ରହ ଅନୁକୂଳ ହୋଇଯାଏ। ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ଅର୍ଘ୍ୟ ଦେବା ସବୁଠାରୁ ଉତ୍ତମ କଥା କୁହାଯାଇଛି। ଖାସ କରି ରବିବାର ଦିନ କାରଣ ଏହି ଦିନଟି ଭଗବାନ ସୂର୍ଯ୍ୟଦେବଙ୍କୁ ସମର୍ପଣ ଅଟେ। ଏମିତି କୁହାଯାଏ ଯେ ଯେଉଁ ବ୍ୟକ୍ତି ନିଜର ଦିନର ଆରମ୍ଭ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଆରମ୍ଭ କରିଥାଏ ତ ତାକୁ କେବେବି ନିଜ ଜୀବନରେ ପରାଜୟର ସାମ୍ନା କରିବାକୁ ପଡିନଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ଅନେକ ଲାଭ ଶାସ୍ତ୍ରରେ କୁହାଯାଇଛି।

ସୂର୍ଯ୍ୟଦେବଙ୍କ ଆରୋଧନାରେ ଚାକିରୀରେ ଆସୁଥିବା ଅସୁବିଧା ଦୂର ହୋଇଥାଏ। ଏହା ସହିତ ଚାକିରୀରେ ପଦନ୍ନତିର ଅବସର ବି ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ପ୍ରତ୍ୟକ ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କ ଆରୋଧନା କରିଥାଏ ଆଉ ତାଙ୍କୁ ଜଳ ଅର୍ପଣ କରିଥାଏ ତାଙ୍କର ଚେହେରା ଉପରେ ସର୍ବଦା ତେଜ ରହିଥାଏ। ଏମିତି ବ୍ୟକ୍ତି ଅନ୍ୟକୁ ନିଜ ଆଡକୁ ଆକର୍ଷିତ କରିବାର ଅଦ୍ଭୁତ କ୍ଷମତା ରଖିଥାନ୍ତି। ପୁରାଣ ଅନୁସାରେ ଯେବେ ଭଗବାନ ବିଷ୍ଣୁ ଧରତୀ ଉପରେ ରାମ ଅବତାର ନେଇଥିଲେ ତ ସେ ମଧ୍ୟ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଥିଲେ।

ସୂର୍ଯ୍ୟଦେବଙ୍କ କୃପାରୁ ରାବଣର ଲକ୍ଷେ ଚେଷ୍ଟା ପରେ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କର କୌଣସି କ୍ଷତି କରି ପାରିନଥିଲେ। ଆଜି ଆମେ ଆପଣଙ୍କୁ ପୁରାଣରେ ଲେଖା ହୋଇଥିବା ଗୁପ୍ତ ଉପାୟ ବିଷୟରେ ଜଣେଇବୁ। ଯଦି ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କରିନେବେ ତ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଅବଶ୍ୟ ହିଁ ସଫଳତା ମିଳିବ ଆଉ ଆପଣ ଯାହାବି ଚାହିଁବେ ଅବଶ୍ୟ ପ୍ରାପ୍ତ ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ ଯାହାକୁ କରିବା ଦ୍ୱାରା ବଡ଼ରୁ ବଡ଼ ସମସ୍ୟା ଦୂର ହୋଇଥାଏ। ଆପଣ ଯାହା ଚାହିଁବେ ତାହା ମିଳିଯିବ

ଏହି ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଶୌଚ ସାରି ସୁର୍ଯ୍ୟଦେବଙ୍କ ସାମ୍ନାରେ ଗୋଟେ ଦୀପ ଜାଳନ୍ତୁ। ଦୀପ ଆପଣ ସୋରିଷ ତେଲର ଜଳେଇ ପାରିବେ। ଏହି ଦୀପକୁ ଜାଳିବା ସମୟରେ ଆପଣ ନିଜର ମନର କୌଣସି ବି ଇଛାକୁ ଭଗବାନ ସୂର୍ଯ୍ୟଦେବଙ୍କୁ କହିପାରିବେ। ଏହାପରେ ଗୋଟେ ତମ୍ବା ପାତ୍ରରେ ଜଳ ନେଇ ପୂର୍ବ ଦିଗକୁ ମୁଖ କରି ଛିଡା ହୋଇଯାନ୍ତୁ। ଏବଂ ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯ୍ୟାୟ ନମଃ ଏହି ମନ୍ତ୍ରର ଜପ ୩ ଥର କରନ୍ତୁ। ଜଳ ଅର୍ପଣ କରିବା ପରେ ଭୂମି ଉପରେ ମଥା ଟେକି ଭଗବାନ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ନିଅନ୍ତୁ।

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ଜଳ ପାତ୍ରରେ ଯମୁନା ନଦୀରେ ପାଣି ୨ ରୁ ୩ ବୁନ୍ଦା ପକେଇ ଦେବାକୁ ହେବ ଏବଂ ଏହାକୁ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଯମ ରାଜ ବହୁତ ପ୍ରସନ୍ନ ହୋଇଥାନ୍ତି। ଆଉ ବ୍ୟକ୍ତିକୁ ଲମ୍ବା ଆୟୁସର ବରଦାନ ପ୍ରାପ୍ତ ହୋଇଯାଏ। ଏହି ଉପାୟକୁ କଲେ ଘରେ କୌଣସି ପ୍ରକାରର ରୋଗ ହୋଇନଥାଏ। ବ୍ୟକ୍ତିକୁ ଦୀର୍ଘଟଣା ଆଉ ଅଚାନକ ହୋଇଥିବା ମୃତ୍ୟୁର ଭୟ ଦୂର ହୋଇଥାଏ।

ଜଳରେ ଚାଉଳ ଏବଂ କୁମକୁମ ପକେଇ ଜଳ ଅର୍ପଣ କରିବା ଉଚିତ। ଆଉ ପୁରା ମନରେ ଭଗବାନ ସୂର୍ଯ୍ୟଦେବଙ୍କ ଆରୋଧନା କରିବା ଉଚିତ। ଏହା ଦ୍ବାରା ଭଗବାନ ସୂର୍ଯ୍ୟଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କର ମନସ୍କାମନା ପୂରଣ କରିଥାନ୍ତି।

ରବିବାର ଦିନ କଣ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ମସୁର ଡାଲି। ଧର୍ମଶାସ୍ତ୍ରରେ ଆପଣ ଶୁଣିଥିବେ କୌଣସି ବି ଦେବ ସନ୍ଥ ମହାପୁରୁଷଙ୍କୁ ମସୁର ଡାଲିର କୌଣସି ବି ବ୍ୟଞ୍ଜନ କେବେବି ଭୋଗରେ ଅର୍ପଣ କରିବା ଉଚିତ ନୁହେଁ। ମସୁର ଡାଲିକୁ ଶାସ୍ତ୍ରରେ ରବିବାର ଦିନ ଖାଇବାକୁ ବି ମନା କରାଯାଇଛି। କାରଣ ଏହା ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ଆସିଥାଏ।

ଯେଉଁ ବ୍ୟକ୍ତି ରବିବାର ଦିନ ଯେଉଁ ବ୍ୟକ୍ତି ଉପବାସ ରଖିଥାଏ ତାକୁ ରବିବାର ତାମସିକ ଆହାର କରିବା ଉଚିତ ନୁହେଁ।

ରବିବାର ଦିନ ରସୁଣ ପିଆଜ ଅଦା ଖାଇବା ଉଚିତ ନୁହେଁ।

ଯଦି ଆପଣଙ୍କ କୁଣ୍ଡଳୀରେ ସୁର୍ଯ୍ୟ ଭାରି ଥିବେ ତେବେ କିଛି ଦିନ ପାଇଁ ଅଦା ରସୁଣ ପିଆଜ ଖାଆନ୍ତୁ ନାହିଁ।

ଯଦି ଆପଣ ସନ୍ତାନ ପ୍ରାପ୍ତିର ଆଶା ରଖିଛନ୍ତି ତେବେ ରବିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତ ପାଳନ କରନ୍ତୁ ଏବଂ ସନ୍ଧ୍ୟା ପରେ ବିନା ଲୁଣରେ ଖାଦ୍ୟ ସେବନ କରନ୍ତୁ।

ରବିବାର ଦିନ ଲାଲ ଶାଗର ସେବନ କରିବେ ନାହିଁ। ଲାଲ ଶାଗ ଜଲଦି ଉଠି ଜଲଦି ସୁଖୀ ଯାଇଥାଏ। ଏଥିପାଇଁ ଏହି ଜିନିଷର ସେବନ କରିବା ଉଚିତ ନୁହେଁ।

ରବିବାର ଦିନ ମାଛ ମାଂସର ସେବନ କରିବା ବି ବର୍ଜିତ କରାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *