Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ପୁର୍ବରୁ କୁହନ୍ତୁ ଏହି ଦୁଇଟି ଶବ୍ଦ, କେବେବି ହେବ ନାହିଁ ଧନର ଅଭାବ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଭଗବାନଙ୍କର ସୃଷ୍ଟିରେ ମନୁଷ୍ୟ ଏକ ଅଂଶ ବୋଲି ମାନା ଯାଇଥାଏ। ଭଗବାନଙ୍କ କୃପାରୁ ମନୁଷ୍ୟ ଜୀବନରେ ଉନ୍ନତି ଓ ଅବନ୍ନତି ଘଟିଥାଏ। ଏମିତିରେ ବେଳେବେଳେ ଆମକୁ କିଛି ଦିବ୍ୟଶକ୍ତିର ଅନୁଭୂତି ମିଳିଥାଏ। ମଣିଷ ନିଜର ବୁଦ୍ଧି, ବିବେକ ଏବଂ ପରିଶ୍ରମ ବଳରେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଥାଏ।

କହିବାକୁ ଗଲେ ଆମ ଘରେ କିଛି ଏଭଳି ଜିନିଷ ରହିଥାଏ, ଯେଉଁ ଗୁଡିକ ଘରେ ରହିବା ଦ୍ଵାରା ଆମର ସବୁ ଅଭିଳାଷା ପୂରଣ ହୋଇଥାଏ। ଶାସ୍ତ୍ରରେ ବର୍ଣିତ ହୋଇଛି ଯେ ଯଦି କୌଣସି ବ୍ୟକ୍ତି ସଚ୍ଚୋଟ ମନରେ ଭଗବାନଙ୍କୁ ଆରାଧନା କରେ, ତାହେଲେ ଯେତେ ବିଳମ୍ବ ହେଲେ ମଧ୍ୟ ଭଗବାନ ନିଶ୍ଚିତ ତାଙ୍କ ଗୁହାରି ଶୁଣି ଥାଆନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ମାନେ ସଚ୍ଚୋଟ ମନରେ କୌଣସି କାର୍ଯ୍ୟ କରିବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ। ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ଶବ୍ଦ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଶୋଇବା ପୂର୍ବରୁ ଉଚ୍ଚାରଣ କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଏହାସହିତ ଆପଣଙ୍କର କେବେବି ଧନର ଅଭାବ ହେବ ନାହିଁ।

ତେଣୁ ପ୍ରଥମ ଶବ୍ଦଟି ହେଉଛି ଶ୍ରୀକୃଷ୍ଣ। ଶାସ୍ତ୍ର ଅନୁସାରେ ଯଦି ମନୁଷ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ଜପ କରେ, ତାହେଲେ ତାର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। କାରଣ ଏହି ନାମରେ ସମଗ୍ର ବ୍ରହାଣ୍ଡ ରହିଛି। ତେଣୁ ଏହି ମନ୍ତ୍ରକୁ ରାତିରେ ଶୋଇବା ପୁର୍ବରୁ ୧୦୮ ଥର ଜପ କରନ୍ତୁ। ଦେଖିବେ, ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। କୁହାଯାଏ କି ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ଅଟନ୍ତି। ସେଥିପାଇଁ ଏହି ନାମକୁ ସ୍ମରଣ କରିବା କ୍ଷଣି ବ୍ୟକ୍ତିର ସମସ୍ତ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ।

ଦ୍ୱିତୀୟରେ ହେଉଛି ଏକ ମନ୍ତ୍ର, ଯାହା ମନୁଷ୍ୟର ସମସ୍ତ ଅଭାବ ଓ ଅସୁବିଧାକୁ ଦୂର କରି ଦେଇଥାଏ। ମନ୍ତ୍ରଟି ହେଉଛି ” ଓଁ ଗୋବଲ୍ଲଭାୟ ସ୍ୱାହା”। ଏହି ମନ୍ତ୍ରକୁ ଆପଣ ରାତିରେ ଶୋଇବା ପୂର୍ବରୁ ୨୫୦୦ ଥର ଜପ କରନ୍ତୁ। କାରଣ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଆପଣଙ୍କର ଅର୍ଥ ସମସ୍ୟା ଦୂର ହୋଇଯିବ।କିନ୍ତୁ ଆପଣଙ୍କୁ ଏହି ମନ୍ତ୍ର ଉଚ୍ଚାରଣ କରିବା ସମୟରେ ଧ୍ୟାନ ଦେବା ଆବଶ୍ୟକ ଯେ ଏହାକୁ ଭୁଲ ଭାବରେ ଉଚ୍ଚାରଣ କଲେ କୌଣସି ଲାଭ ମିଳି ନଥାଏ। ୨୫୦୦ ଥର ଜପ କରନ୍ତୁ।

ବନ୍ଧୁଗଣ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *