Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ଶୋଇବା ସମୟରେ ନିଜ ପାଖରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଏହି ୫ ଟି ଜିନିଷ,ନହେଲେ ……….

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମନୁଷ୍ୟକୁ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଉଚିତ ଏହା ସବୁଠାରୁ ସର୍ବତମ ସମୟ। ଯେଉଁ ବି ମନୁଷ୍ୟ ବ୍ରହ୍ମ ମୁହୂର୍ତ୍ତରେ ଉଠିଥାଏ ସେ ତାର ଜୀବନରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତ କରିଥାଏ। ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତିକୁ ଜୀବନରେ କେବେବି ନିରାସାର ସାମ୍ନା କରିବାକୁ ପଡିନଥାଏ। ଏମିତି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପା ସର୍ବଦା ବନି ରହିଥାଏ। ଆମର ଶାସ୍ତ୍ରରେ ରାତିରେ ଶୋଇବା ଠାରୁ ନେଇ ସକାଳୁ ଉଠିବା ପର୍ଯ୍ୟନ୍ତ କରାଯାଉଥିବା ସବୁ କାର୍ଯ୍ୟର ବହୁତ ମହତ୍ୱ ରହିଛି।

ଯାହାକୁ ଆଜିର ବିଜ୍ଞାନ ବି ଲାଭକାରୀ ମାନୁଛି। ଆମର ପ୍ରାଚୀନ ଋଷି ମୁନି ମାନେ ହଜାର ବର୍ଷ ପୂର୍ବେ କହିଥିଲେ ସେ ବିଜ୍ଞାନ ଆଜି ଆମକୁ କହୁଛି କିନ୍ତୁ କିଛି ମନୁଷ୍ୟ ଆମର ପ୍ରାଚୀନ ମହତ୍ୱ ଉପରେ ଧ୍ୟାନ ଦେଉନାହାନ୍ତି ଆଉ ଏମାନଙ୍କୁ ମିଳିବାକୁ ଥିବା ଶୁଭ ଫଳରୁ ବଞ୍ଚିତ ରହିଯାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଆମକୁ ରାତିରେ ଶୋଇବା ସମୟରେ ନିଜ ପାଖରେ କିଛି ଏମିତି ଜିନିଷ ରଖିବା ଉଚିତ ନୁହେଁ। ଯେଉଁଥିରେ ବାହାରୁଥିବା ନକରାତ୍ମକ ଉର୍ଜା ଆମର ଜୀବନ ଉପରେ ଗମ୍ଭୀର ପ୍ରଭାବ ପକାଇ ଥାଏ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଏହି ଜିନିଷକୁ ଯଦି କୌଣସି ମହିଳା ପାଖରେ ରଖି ଶୋଇଥାଏ ତ ତାର ଜୀବନରେ ଦୁର୍ଭାଗ୍ୟ ଆସିଥାଏ। ଘର ପରିବାରରେ ଅଭାବ ଅନଟନ ଆସିବାକୁ ଲାଗିଥାଏ। ପରିବାରରେ କ୍ଳେଶ ବଢିଥାଏ। ଅଚାନକ ଧନର ନାଶ ହୋଇଯାଇଥାଏ ଆଉ ବିଦ୍ୟାର୍ଥୀଙ୍କ ଭବିଷ୍ୟ ବି ଖରାପ ହେବାକୁ ଲାଗିଥାଏ। ଏଥିପାଇଁ ଆପଣ ଶୋଇବା ସମୟରେ ନିଜ ପାଖରେ ରଖି ଶୁଅନ୍ତୁ ନାହିଁ। ବହୁତ ଲୋକ ଜଣା ଅଜଣାତରେ ଏହି କିଛି ଜିନିଷ ନିଜ ମୁଣ୍ଡ ପାଖରେ ରଖି ଶୋଉଛନ୍ତି ତ ଏହି କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିନେବା।

ପ୍ରଥମ କଥା। ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜର ପାଦକୁ ଦକ୍ଷିଣ ଏବଂ ପୂର୍ବ ସାଇଟକୁ ଗୋଡ଼ ରଖି ଶୋଇବା ଉଚିତ ନୁହେଁ। ଅର୍ଥାତ ଶୋଇବା ସମୟରେ ନିଜର ପାଦ ପଶ୍ଚିମ କିମ୍ବା ଉତ୍ତର ଦିଗକୁ ରଖି ଶୋଇବା ଉଚିତ। ଆଉ ନିଜର ମୁଣ୍ଡ ଦକ୍ଷିଣ ଏବଂ ପୂର୍ବ ସାଇଟକୁ ରଖି ଶୋଇବା ଉଚିତ। ଏମିତି ଶୋଇଲେ ମନୁଷ୍ୟକୁ ସକରାତ୍ମକ ଉର୍ଜା ଅଧିକ ମାତ୍ରାରେ ସଂଚାର କରିଥାଏ ଆଉ ସେ ଜୀବନରେ ସର୍ବଦା ଉନ୍ନତି ହିଁ କରିଥାଏ।

ଅନେକ ଲୋକ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ପାଣି ରଖି ଶୋଇଥାନ୍ତି। ବାସ୍ତୁଶାସ୍ତ୍ରରେ ଏହାକୁ ଅଶୁଭ କାରକ ମାନାଯାଏ। ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଏହାକୁ ରଖି ଶୋଇଲେ ବ୍ୟକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବ ମନୁଷ୍ୟର ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଏଥିପାଇଁ ବ୍ୟକ୍ତିକୁ ନିଜ ମୁଣ୍ଡ ପାଖରେ ପାଣି ରଖି ଶୋଇବା ଉଚିତ ନୁହେଁ।

ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କିମ୍ବା ବେଡ଼ ପାଖରେ ଜୋତା ଚପଲ ରଖି ଶୋଇବା ଉଚିତ ନୁହେଁ। ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଆମର ସବୁ ନକରାତ୍ମକ ଉର୍ଜା ଏହି ଥିରୁ ହିଁ ପଶି ବାହାରିଥାଏ। ଯଦି ଆପଣ ଏହାକୁ ନିଜ ପାଖରେ ରଖି ଶୋଇଥାନ୍ତି ତ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ସ୍ଥାନ ଉପରେ ଶୋଉଛନ୍ତି ସେହି ସ୍ଥାନ ଉପରେ ଆପଣ ଆଇନା କେବେବି ରଖିବେ ନାହିଁ। ଶୋଇବା ସମୟରେ ଆଇନାରେ ନିଜର ଛବି କେବେବି ଦେଖିବା ଉଚିତ ନୁହେଁ। ଏବଂ ସକାଳୁ ଉଠି ତୁରନ୍ତ ଆଇନାରେ ନିଜ ଛବି ଦେଖିବା ଦୁର୍ଭାଗ୍ୟ କାରକ ହୋଇଥାଏ। ଏହା ଦ୍ବାରା ବ୍ୟକ୍ତି ଭିତରେ ଡର ଏବଂ ଭ୍ରମ ଉତ୍ପନ ହୋଇଥାଏ ଏବଂ ଖରାପ ସ୍ୱପ୍ନ ବି ଆସିଥାଏ। ଏହା ସହିତ ଏହାର ନକରାତ୍ମକ ପ୍ରଭାବ କାରଣରୁ ଜୀବନ ଅସ୍ତ ବ୍ୟସ୍ତ ହୋଇଯାଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ପାଖରେ କୌଣସି ପ୍ରକାରର ସୁଗନ୍ଧିତ ତେଲ ରଖନ୍ତୁ ନାହିଁ। ତେଲ ନକରତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ଏହାକୁ ନିଜ ପାଖରେ ରଖିଲେ ଏହା ନକରାତ୍ମକ ଶକ୍ତି ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କିମ୍ବା ଆଖପାଖରେ ବହି ରଖି ଶୋଇବା ଉଚିତ ନୁହେଁ। ଖାସ କରି ବିଦ୍ୟାର୍ଥୀଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ କି କାହିଁକିନା ବହିରେ ମା ସରସ୍ୱତୀଙ୍କର ବାସ ହୋଇଥାଏ। ଏହାକୁ ନିଜ ମୁଣ୍ଡ ପାଖରେ ରଖି ଶୋଇଲେ ବହିର ଅପମାନ ହୋଇଥାଏ। ଯେଉଁଥି ପାଇଁ ଆପଣଙ୍କୁ ମା ସରସ୍ୱତୀଙ୍କ କୃପା ଆପଣଙ୍କୁ ମିଳିପାରିନଥାଏ।

ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ଧନ କିମ୍ବା ଧନ ସମ୍ବଦ୍ଧିତ କୌଣସି ବି ଜିନିଷ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଖର୍ଚ୍ଚ ଅଚାନକ ବଢିଥାଏ ଆଉ ଧନ ହାନିର ସାମ୍ନା କରିବାକୁ ପଡିଥାଏ। ଟଙ୍କାକୁ ତାର ଉଚିତ ସ୍ଥାନ ଉପରେ ରଖିବା ଉଚିତ।

କେବେବି ବେଡ଼ରୁମରେ ଝାଡୁ ଠିଆ କରି ରଖନ୍ତୁ ନାହିଁ। ଏହା ଦ୍ବାରା ଧନର ହାନି ହୋଇଥାଏ ଏବଂ ଘରର କ୍ଳେଶର ସ୍ଥିତି ବନି ରହିଥାଏ।

ରାତିରେ ଶୋଇବା ସମୟରେ ନିଜ ପାଖରେ କୌଣସି ବି ପ୍ରକାରର ଧୂମ୍ରପାନ କିମ୍ବା ନିଶା ଦ୍ରବ୍ୟ ରଖନ୍ତୁ ନାହିଁ କିମ୍ବା ବେଡ଼ରୁମ ଭିତରେ କୌଣସି ବି ପ୍ରକାରର ପଶୁର ଚିତ୍ର କିମ୍ବା ଯୁଦ୍ଧର ଚିତ୍ର ରଖିବେ ନାହିଁ। ଏହା ଦ୍ବାରା ଆପଣଙ୍କର ଶତ୍ରୁ ବୃଦ୍ଧି ହୋଇଥାଏ।

ଯଦି ଆପଣଙ୍କର ଅଧିକ ଶତ୍ରୁ ଅଛନ୍ତି ତେବେ ଲୁହାର ରୋଡ଼ ବେଡ଼ ତଳେ ରଖି ଶୁଅନ୍ତୁ କିନ୍ତୁ ମୁଣ୍ଡ ପାଖରେ ରଖି ଶୋଇବେ ନାହିଁ। ବେଡ଼ ତଳେ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *