Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ରୋଷେଇ ଘରେ ଏହି ଜିନିଷ ଦେଖନ୍ତୁ ନାହିଁ । ପୁରା ଘର ହୋଇଯିବ ସର୍ବନାଶ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି ରୋଷେଇ ଘରେ ଏହି ଜିନିଷ ଦେଖନ୍ତୁ ନାହିଁ। ପୁରା ଘର ଜୋଇଯିବ ସର୍ବନାଶ।

ବନ୍ଧୁଗଣ ସକାଳୁ ଉଠି ରୋଷେଇ ଘରେ ଏହି ଜିନିଷ କେବେବି ଦେଖନ୍ତୁ ନାହିଁ ନଚେତ ରାହୁ କେତୁଙ୍କ ପ୍ରଭାବରେ ଅନିଷ୍ଟ ହୋଇଯାଏ ଆଉ ଘର ପରିବାର ଉପରେ ଆସିଥାଏ ଗିରିବୀ। ବନ୍ଧୁଗଣ ରୋଷେଇକୁ ଘରର ମୁଖ୍ୟ ଅଙ୍ଗ କୁହାଯାଏ। ଯଦି ଘର ଶରୀର ଅଟେ ତ ରୋଷେଇ ତାର ଆତ୍ମା ମାନଆଯାଇଛି। ରୋଷେଇ ଘରେ ବାସ୍ତୁଦୋଷ ଉତ୍ପନ ହେଲେ ତାର ପରିଣାମ ପୁରା ଘର ପରିବାରକୁ ଭୋଗିବାକୁ ପଡିଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ରୋଷେଇ ଘରକୁ ଅଧିକ ମହତ୍ୱ ଦିଆଯାଇଛି। ରୋଷେଇ ଭରେ ସକାଳୁ ଉଠି ଏହି ଜିନିଷ ଦେଖିବା ଉଚିତ ନୁହେଁ ଏହା ସହିତ ଏମିତି କିଛି କାର୍ଯ୍ୟ ଅଛି ଯାହା ସକାଳୁ ଉଠି ତୁରନ୍ତ କରାଯାଏ ନାହିଁ।

ଏମିତି କରିଲେ ମା ଲକ୍ଷ୍ମୀ ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଯାଇଥାନ୍ତି। ଆଉ ଘରେ ଧନର ଅଭାବ ଦେଖାଦେଇଥାଏ। ଏହା ସହିତ ପରିବାର ମଧ୍ୟରେ କ୍ଳେଶ ବଢିବାକୁ ଲାଗିଥାଏ। ରୋଷେଇ ଘରର ଦିଗ ବି ଠିକ ରହିବା ଉଚିତ। ଯଦି ରୋଷେଇ ଘର ଭୁଲ ଦିଗରେ ଥିବ ତ ଏହାବି ବାସ୍ତୁଦୋଷ ନିର୍ମାଣ କରିଥାଏ। ଏହା ସହିତ ରୋଷେଇ ଘରର ଜଳ ଏବଂ ଅଗ୍ନି ରଖିବା ସ୍ଥାନ ବି ଠିକ ଦିଗରେ ରହିବା ଉଚିତ। କାହିଁକିନା ରୋଷେଇ ଘର ସହିତ ସମ୍ପୂର୍ଣ୍ଣ ପରିବାରର ସ୍ୱାସ୍ଥ୍ୟ ଜଡିତ ଅଟେ। ଯଦି ରୋଷେଇ ଘରର ବାସ୍ତୁଦୋଷ ନିର୍ମାଣ ହୋଇଥାଏ ତ ପରିବାରର ସ୍ୱାସ୍ଥ୍ୟ ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ସକାରାତ୍ମକ ଏବଂ ନକରାତ୍ମକ ଦୁଇଟି ଉର୍ଜା ଥାଏ। ଯାହାର ସନ୍ତୁଳନ ବଜାୟ ରଖିବା ଉଚିତ।

ଆଇନା। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ରୋଷେଇ ଘରେ ଆଇନା ରଖୁଛନ୍ତି ତେବେ ଏହାକୁ ବହୁତ ଅଶୁଭ ମାନାଯାଏ। ଏହା ଦ୍ବାରା ଘରେ ନକରାତ୍ମ ବୃଦ୍ଧି ପାଇଥାଏ। ଘରେ କ୍ଳେଶ ବଢିଥାଏ। ଏହା ସହିତ ରୋଷେଇ ଘର ପୂଜା ଘର ସହିତ ହେବା ଉଚିତ ନୁହେଁ। କାହିଁକିନା ରୋଷେଇ ଘରେ ବେଳେ ବେଳେ ବହୁତ ଦୁର୍ଗନ୍ଧ ବାହାରି ଥାଏ। ଯାହା ପୂଜା ଘରର ସକାରାତ୍ମକ ଉର୍ଜା ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା କସକାଳୁ ଉଠିବା ମାତ୍ରେ ରୋଷେଇ ଘରେ କଣ ଦେଖିବା ଉଚିତ ନୁହେଁ ଆଉ କାର୍ଯ୍ୟ କରିବା ଉଚିତ ନୁହେଁ।

ରୋଷେଇ ଘର ସର୍ବଦା ଆଗ୍ନେୟ କୋଣରେ ରହିବା ଉଚିତ। ଅର୍ଥାତ ଦକ୍ଷିଣ-ପୂର୍ବ ଦିଗ ମଝିକୁ ଅଗ୍ନି କୋଣ ମାନାଯାଇଛି। ଏହି ଦିଗକୁ ଅଗ୍ନିଙ୍କ କୋଣ ମାନାଯାଇଛି। ଏହି ଜାଗାରେ ରୋଷେଇ ଘର ରହିଲେ ବହୁତ ଭଲ ମାନାଯାଏ। ଯଦି ଏହି କୋଣରେ ବନେଇବା ସମ୍ଭବ ନୁହେଁ ତ ଉତ୍ତର-ପଶ୍ଚିମ କୋଣରେ ବି ବନେଇ ପାରିବେ। କିନ୍ତୁ ଦକ୍ଷିଣ-ପୂର୍ବ ଦିଗରେ ରୋଷେଇ ଘରକୁ ସର୍ବତମ ମାନାଯାଏ। ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କ ଫୋଟ ଅବଶ୍ୟ ରଖିବା ଉଚିତ।

ଘରର ମହିଳା ମାନଙ୍କୁ ବିନା ସ୍ନାନରେ ରୋଷେଇ ଘରେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଏମିତି କରିବା ଅନୁଚିତ ମାନାଯାଇଛି। ମହିଳା ମାନଙ୍କୁ ସ୍ନାନ କରି ମା ଅନ୍ନପୂର୍ଣ୍ଣାଙ୍କୁ ପ୍ରଣାମ କରି ହିଁ ରୋଷେଇ ଘରେ କାର୍ଯ୍ୟ କରିବା ଉଚିତ। ଏମିତି କଲେ ମା ଅନ୍ନପୂର୍ଣ୍ଣା ଦେବୀଙ୍କ କୃପା ବନିରହିଥାଏ ଏବଂ ଘରେ ସୁଖ ସମୃଦ୍ଧି ଆସିଥାଏ। ସକାଳୁ ଉଠିବା ମାତ୍ରେ ଯଦି ରୋଷେଇ ଘରକୁ ଯାଜାଉଛନ୍ତି ତେବେ ଚାକୁ ଛୁରୀ ଭଳି ଧାରୁଆ ଜିନିଷ ଦେଖିବା ଉଚିତ ନୁହେଁ। ଏହି ଜିନିଷ ନକରାତ୍ମକ ଉର୍ଜା ଛାଡ଼ିଥାନ୍ତି। ସକାଳୁ ଏହି ଜିନିଷ ଦେଖିବା ଦ୍ୱାରା ବ୍ୟକ୍ତି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ଏବଂ ଘରେ କ୍ଳେଶ ମଧ୍ୟ ବଢିଥାଏ।

ଯଦି ବାରମ୍ବାର କ୍ଷୀର ପଡି ଯାଉଛି ତେଲ ପଡିଯାଉଛି ତ ଏସବୁ ଘରକୁ ଗରିବୀ ଆସିବାର ସଂକେତ ଦେଇଥାଏ। ଖାଦ୍ୟରେ ଲୁଣ ଅଧିକ ପଡିଯିବା। ଗରମ ତେଲ ଅର୍ଥାତ ହାତ ଜଳିଯିବା ଏମିତି ବାରମ୍ବାର ହେବା ତ ବୁଝି ଯାଆନ୍ତୁ କି ଘରେ ବାସ୍ତୁଦୋଷ ଅଛି ଆଉ ନକରାତ୍ମକ ଶକ୍ତିର ସଞ୍ଚାର ଅଧିକ ରହିଛି। ଏଥିରୁ ବଞ୍ଚିବା ପାଇଁ ଏହି ଉପାୟ କରନ୍ତୁ। ପ୍ରତିଦିନ ପ୍ରଥମ ରୁଟି ଗାଈକୁ ଖୁଆଇବା ଉଚିତ ଏବଂ ଶେଷ ରୁଟି କୁକୁରକୁ ଖୁଆଇବା ଉଚିତ।

ଏଥିରୁ ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ ଏବଂ ଘରେ ରାହୁ କେତୁ ପ୍ରଭାବ କମ ହୋଇଥାଏ ଏବଂ ଶନିଦେବଙ୍କ କୃପା ବନି ରହିଥାଏ। ମା ଅନ୍ନପୂର୍ଣ୍ଣା ଏମିତି ଘରେ ବାସ କରନ୍ତି ନାହିଁ ଯେଉଁଠି ଏହି ଭୁଲ ହୋଇଥାଏ। ରୋଷେଇ ଘରର ପୂର୍ବ ଦିଗରେ ମା ଅନ୍ନପୂର୍ଣ୍ଣାଙ୍କ ଫୋଟ ରହିବା ଉଚିତ। ଏମିତି ଜିନିଷ ରହିଲେ ମା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇନଥାଏ। ଯେଉଁ ଘରେ ଖାଦ୍ୟ ପଦାର୍ଥକୁ ଖୋଲା ରଖାଯାଇଥାଏ ଅଥବା ବାସନକୁ ସଫା କରିବା ପରିବର୍ତ୍ତେ ସେମିତି ହିଁ ରଖିଦିଅନ୍ତି ଯେଉଁ କାରଣରୁ ରୋଷେଇ ଘର ଅପରିଷ୍କାର ହୋଇଥାଏ ଏମିତି ସ୍ଥାନରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇନଥାଏ। ଆଉ ସେହି ଘରେ ଦାରିଦ୍ର୍ୟତା ଘେରି ରହିଥାଏ।

ଯେଉଁ ଘରର ରୋଷେଇ ଘରେ ମାଂସ ପ୍ରସ୍ତୁତ ହୋଇଥାଏ ଏମିତି ଘରେ ବି ମା ଅନ୍ନପୂର୍ଣ୍ଣା ସର୍ବଦା ପାଇଁ ଚାଲି ଯାଇଥାନ୍ତି। ଏଥିପାଇଁ ଭୁଲରେ ରୋଷେଇ ଘରେ ମାଂସ ପ୍ରସ୍ତୁତ କରନ୍ତୁ ନାହିଁ।

ରୋଷେଇ ଘରେ କେବେବି ଔଷଧ ଆଇନା ଅପରିଷ୍କାର ଡ଼ବା ଅନାବଶ୍ୟକ ଜିନିଷ ଅଇଁଠା ବାସନ ବାସୀ ଖାଦ୍ୟ ଆଦି ରଖନ୍ତୁ ନାହିଁ। ଏହା ଦ୍ବାରା ଆମ ଘରର ବାସ୍ତୁଦୋଷ ଉତ୍ପନ ହୋଇଥାଏ।

ନିଜ ରୋଷେଇ ଘରେ ଲୁଣ ହଳଦୀ ଚାଉଳ ଏହି ୩ ଟି ଜିନିଷ କେବେବି ସରିବା ଉଚିତ ନୁହେଁ। ଏହି ୩ ଟି ବସ୍ତୁର ବହୁତ ମହତ୍ୱ ଅଛି। ଏହି ୩ ଟି ବସ୍ତୁ ମଧ୍ୟରୁ ଯଦି ଗୋଟିଏ ବି ଜିନିଷ ଶେଷ ହୋଇଯାଏ ତେବେ ଏହାକୁ ଅଶୁଭ ମାନାଯାଏ।

ରୋଷେଇ ଘରେ ପାଇପ ଖରାପ ଥିଲେ ଯଦି ସେଥିରୁ ପାଣି ଟପ ଟପ ପଡିଥାଏ ତେବେ ଶୀଘ୍ର ଠିକ କରିଦିଅନ୍ତୁ କାରଣ ଏହା ଅଶୁଭ ହୋଇଥାଏ। ଏହା ଦ୍ବାରା ଘରେ ଧନର ଅଧିକ ଖର୍ଚ୍ଚ ହୋଇଥାଏ। ସେଥିପାଇଁ ରୋଷେଇ ଘରେ ହେଉ କିମ୍ବା ଘରର ଅନ୍ୟ ଯେକୌଣସି ଜାଗାରେ ହେଉ ଖରାପ ପାଣି ଟ୍ୟାପକୁ ଶୀଘ୍ର ହିଁ ଠିକ କରିଦିଅନ୍ତୁ।

ରୋଷେଇ ଘରକୁ କେବେବି ଜୋତା ଚପଲ ପିନ୍ଧି ଯାଆନ୍ତୁ ନାହିଁ। ନଚେତ ମା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ। ଆଉ ସେ ଆମ ଉପରେ ରାଗି ଯାଇଥାନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ କେବେବି ପୂଜା ସ୍ଥାନ ହେବା ଉଚିତ ନୁହେଁ। ମନ୍ଦିର ସର୍ବଦା ଘରର ଇସାଣ କୋଣରେ ହେବା ଉଚିତ ନୁହେଁ। ରୋଷେଇ ଘରେ ଆମେ ଅଇଁଠା ବାସନ ରଖିଥାଉ ଆମିଷ ରାନ୍ଧି ଥାଉ ତ ଏହା ଦ୍ବାରା ମନ୍ଦିର ଅପବିତ୍ର ହୋଇଯାଇଥାଏ।

ଭୋଜନ ସହିତ ଜଡ଼ିତ କଣ ଏମିତି ଭୁଲ ଅଛି ଆସନ୍ତୁ ଜାଣିବା।

ବନ୍ଧୁଗଣ ଏମିତି ରୁଟି କେବେବି ଖାଇବା ଉଚିତ ନୁହେଁ ଯେଉଁ ଥାଳିରେ ୩ ଟି ରୁଟି ଥିବ। ସର୍ବଦା ୩ ଟି ରୁଟି କେବେବି ଥାଳିରେ ଦେବା ଉଚିତ ନୁହେଁ। କାରଣ ୩ ଟି ଜିନିଷ ଅଶୁଭ ହୋଇଥାଏ। ସେଥିପାଇଁ କେବେବି କାହାରିକୁ ଥାଳିରେ ୩ ଟି ରୁଟି ଦେବେ ନାହିଁ। ୩ ଟି ରୁଟି ଖାଇବା ଦ୍ୱାରା ବ୍ୟକ୍ତିର ମନରେ ହିଂସା ଭାବ ଉତ୍ପନ ହୋଇଥାଏ।

ଆସନ୍ତୁ ଜାଣିବା ରାତିରେ ରୋଷେଇ ଘରେ କଣ କରିବା ଉଚିତ।

ଯଦି ଆପଣ ଧନର ସମସ୍ୟାରେ ଅଛନ୍ତି କିମ୍ବା ଚାକିରୀ ବ୍ୟବସାୟରେ ଧନ ହାନିର ସାମ୍ନା କରୁଛନ୍ତି ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଏହି କାମ ନିଶ୍ଚୟ କରିନେବା ଉଚିତ।

ରାତିରେ ଶୋଇବା ପୂର୍ବରୁ ଗୋଟେ ବାଲ୍ଟି ଭର୍ତି ପାଣି ଭରି କରି ରୋଷେଇ ଘରେ ରଖିବା ଉଚିତ। ସକାଳୁ ଏହି ପାଣିର ବ୍ୟବହାର ଘରର କାମ କିମ୍ବା ପୋଛା ଲଗାଇବାର କରିବା ଉଚିତ। ଏହା ଦ୍ବାରା ଆପଣଙ୍କର ନକରାତ୍ମକତା ଦୂର ହୋଇଥାଏ ଏବଂ ଏମିତି ଘର ପ୍ରତି ମା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି। କରଜରୁ ବି ମୁକ୍ତି ମିଳିଥାଏ ଏହା ସହିତ ବ୍ୟକ୍ତି ଜଲଦି ହିଁ ଧନବାନ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *