Excuse Me Odisha

ଯାହା କହିବୁ ସତ କହିବୁ

ସମୟ ଯେତେ ବି ଖରାପ ହେଉ ନା କାହିଁକି,ଏହି ଦୁଇଟି କଥାକୁ ସବୁବେଳେ ମନେ ରଖନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଲ ସମୟ ଆସିବାର ସଂକେତ। ଖରାପ ସମୟରେ ମନେରଖନ୍ତୁ ଏହି ୨ ଟି କଥା

ଖରାପ ସମୟରେ ଏହି ୨ ଟି କଥା ମନେରଖିବେ ଯାହା ଭଗବାନ ଶ୍ରୀକୃଷ୍ଣ କହିଥିଲେ। ଏହା ସହିତ ଜାବିବା ଭଲ ସମୟ ଆସିବା ପୂର୍ବରୁ ଭଗବାନ କଣ ସଂକେତ ଦେଇଥାନ୍ତି।

ବନ୍ଧୁଗଣ ଆମର କେଉଁ ଦିନ ଭଲରେ ବ୍ୟତୀତ ହେବ। ସବୁ କାର୍ଯ୍ୟରେ ସଫଳତା ମିଳିବ ଏହି ବିଷୟରେ ଜ୍ଞାତ ନହେବା କାରଣରୁ ଆମେ ସବୁବେଳେ ଭଲ ଦିନର ହିଁ ଅପେକ୍ଷା କରି ରହିଥାଉ। ଏମିତିରେ କେଉଁ ଦିନ ଭଲ ଆସିଥାଏ କିନ୍ତୁ ସମୟ ସମୟରେ ଭଲ ଦିନ ଆସିଯାଏ ଆଉ ଦୁଃଖ କାରଣରୁ ଏହି କଥା ଭାବି ଖୁସି ହୋଇଯାଉ କି ଆଜି ତ ଦିନ ଭଲ ବାହାରିଲା। ଆଉ ପୁଣି ଆମେ ପର ଦିନକୁ ଭଲ ବ୍ୟତୀତ ହେଉ ବୋଲି ଅପେକ୍ଷା କରିଥାଉ।

ମୋଟ ଉପରେ ଆମକୁ ଜଣା ନଥାଏ କି କେଉଁ ଦିନ ଭଲ ବ୍ୟତୀତ ହେବ ଆଉ କେଉଁ ଦିନ ଆମକୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଭଲ ଦିନ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ଇଶ୍ୱରଙ୍କ ସଂକେତ ହୋଇଥାଏ। ଆଉ ଆମେ ଭ୍ରମରେ ଥାଉ ଆମକୁ ଭଲ ଦିନର ସଂକେତ ଭଗବାନ ଦେଇଥାନ୍ତି କିନ୍ତୁ ଜାଣିବା ଅଭାବରୁ ଆମେ ଏହା ବୁଝି ପାରିନଥାଉ କି ଭଗବାନ ଆମକୁ କୌଣସି ସଂକେତ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ।

ପ୍ରଥମେ। ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ପ୍ରଥମେ ଆଇନା ଦେଖୁଛନ୍ତି ତ ନିଜ ଚେହେରାରେ କିଛି ପତିବର୍ତନ ଚମକ ସହିତ ଲାଲ ନଜର ଆସିଥାଏ ତ ଆପଣ ବୁଝିଯାଆନ୍ତୁ କି ଆପଣଙ୍କର ଭଲ ସମୟ ଆସିବାର ସଂକେତ ହୋଇଥାଏ।

ଦ୍ଵିତୀୟରେ। ଯଦି ସକାଳୁ ସକାଳୁ ସାଙ୍ଗ ସାଥି କିମ୍ବା କୌଣସି ପ୍ରିୟ ଲୋକଙ୍କ ଠାରୁ ଟଙ୍କା ନେବାର ଅଛି ତ ତାହା ଯଦି ମିଳିଯାଏ ତ ବୁଝିନିଅନ୍ତୁ କି ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି।

ତୃତୀୟରେ। ଯେତେବେଳେ ଆପଣ ସକାଳୁ କୌଣସି ଜାଗାକୁ ବାହାରୁଛନ୍ତି ତ କେହି ଯଦି ଆପଣଙ୍କ ସାମ୍ନାରେ ପାଣି ଭର୍ତ୍ତି ପାତ୍ର କିମ୍ବା କ୍ଷୀର ଭର୍ତି ପାତ୍ର ନେଇ ଆସୁଛି ତେବେ ବୁଝି ଯାଆନ୍ତୁ ଆପଣଙ୍କ ସମୟ ବହୁତ ଭଲ ବ୍ୟତୀତ ହେବାକୁ ଯାଉଛି।

ଚତୁର୍ଥରେ। ଶରୀରରେ ଡାହାଣ ଅଙ୍ଗ ଫରକିବା ବହୁତ ଶୁଭ ମାନାଯାଏ। ଡାହାଣ ଗୋଡ଼ ହାତ ଗାଲ ଫରକିବା ବହୁତ ଶୁଭ ମାନାଯାଏ। ବ୍ୟକ୍ତିର ସୁଖ ସମୃଦ୍ଧି ବୃଦ୍ଧି ହେବାର ସଂକେତ ଦେଇଥାଏ। ଯେଉଁଥିରେ ଆଗକୁ ଆସୁଥିବା ସମୟରେ ଉନ୍ନତି ମିଳିବାର ସଂକେତ ଦେଇଥାଏ

ପଞ୍ଚମରେ। ପ୍ରାତଃ କାଳରେ କାର୍ଯ୍ୟକୁ ଯାଉଥିବା ସମୟରେ କୌଣସି ବାଳକ କିମ୍ବା କନ୍ୟା ହସୁଥିବାର ଦେଖନ୍ତି ତେବେ ବୁଝିଯାଅନ୍ତୁ ଆପଣଙ୍କ ସମୟ ବହୁତ ଭଲ ବ୍ୟତୀତ ହେବାର ଅଛି ଏବଂ ସଫଳତା ପ୍ରଦାନ କରିବାର ଅଛି।

ଷଷ୍ଠରେ। ବାହାରକୁ ଯିବା ସମୟରେ ଯଦି କୌଣସି ବାଛୁରୀ ଗାଈ ପାଖରୁ କ୍ଷୀର ପିଉଥିବାର ଦେଖନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ।

ସପ୍ତମରେ। ଯଦି ଅଚାନକ ଅନାବଶ୍ୟକ କାରଣରେ ଖର୍ଚ୍ଚ ହେଉଥିବା ଟଙ୍କା ବନ୍ଦ ହୋଇଯାଏ ଟଙ୍କା ରହିବାକୁ ଲାଗେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଧନ ସଞ୍ଚୟ କରିବାରେ ସଫଳ ହୋଇଯାନ୍ତି ତେବେ ଆପଣଙ୍କୁ ବୁଝିଯିବା ଉଚିତ କି ଶୁଭ ସମୟ ଏବେ ଆପଣଙ୍କର ଆରମ୍ଭ ହୋଇଯାଇଛି।

ପଶୁ ପକ୍ଷୀଙ୍କ ଦ୍ୱାରା ବି ଆମକୁ ଶୁଭ ସଂକେତ ମିଳିଥାଏ।

ଯେମିତିକି ମାଙ୍କଡ଼ ଆମ୍ବ ଟାଙ୍କୁ ଛାତ ଉପରେ ପକେଇ ଦିଏ। ବିଲେଇ ଘରେ ଛୁଆ ଜନ୍ମ କରେ କିମ୍ବା ପକ୍ଷୀ କୌଣସି ଚାନ୍ଦିର କୌଣସି ଜିନିଷ ଆପଣଙ୍କ ଛାତ ଉପରେ ଛାଡିଯାଏ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଯେମିତିକି ଆପଣଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ

ଆଖି ଫରକିବା ବି ବହୁତ ଶୁଭ ସଂକେତ ହୋଇଥାଏ।

ରାମାୟଣରେ ବି କୁହାଯାଇଛି ଯେତେବେଳେ ରାମ ଏବଂ ସୁଗ୍ରୀବ ସାକ୍ଷତ ହେଲେ ତ ବାଲୀଙ୍କୁ ଲାଗିଲା କି ତାଙ୍କର ବାମ ଆଖି ଫରକୁଛି। ପୁରୁଷଙ୍କ ବାମ ଆଖି ଫରକିବା ଅଶୁଭ ମାନାଯାଏ। ଝିଅ ମାନଙ୍କ ପାଇଁ ବାମ ଆଖି ଏବଂ ପୁଅ ମାନଙ୍କ ପାଇଁ ଡାହାଣ ଆଖି ଫରକିବା ଶୁଭ ସଂକେତ ଦେଇଥାଏ। ପୁରୁଷଙ୍କ ବାମ ଆଖିର ତଳ ଫରକିବା ଏହା ଶୁଭ ସଂକେତ ମାନାଯାଏ।

ଯେଉଁ ଘରର ମୁଖ୍ୟ ଦ୍ୱାରକୁ ଗାଈ ଆସି ଜୋରସେ ଡାକେ ତ ବୁଝିନିଅନ୍ତୁ କି ସେହି ଘରର ଲୋକଙ୍କ ଦୁଃଖ ଅନ୍ତ ହେବାକୁ ଯାଉଛି। ଆଉ ତାଙ୍କର ଭଲ ଦିନ ଆସିବାକୁ ଯାଉଛି।

ଚଢେଇ ଯଦି ଆପଣଙ୍କ ଘରେ ବସା ବାନ୍ଧି ନିଏ ତ ଏହା ଅଧିକ ଶୁଭ ସଂକେତ ମାନାଯାଏ। ଏମିତି ହେଲେ ଆପଣଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ଏହା ସହିତ ଧନର ବୃଦ୍ଧି ମଧ୍ୟ ହୋଇଥାଏ।

ଯେଉଁ ଘରେ କଳା ପିମ୍ପୁଡି ଅଣ୍ଡା ନେଇ ବୁଲେ ତ କିମ୍ବା କାନ୍ଥରେ ଏକା ସିଧାରେ ଚାଲିଥାନ୍ତି ତ ଏହା ଆପଣଙ୍କ ଘରର ଉନ୍ନତି ପାଇଁ ଶୁଭ ସଂକେତ ଦେଇଥାଏ କିନ୍ତୁ ଘରେ ଲାଲ ପିମ୍ପୁଡି ହେବା ଅଶୁଭ ମାନାଯାଏ।

ରାତିରେ ଶୋଇବା ପୂର୍ବରୁ ଯଦି ଗାଈର ରାଵ ଶୁଣାଯାଏ ତ ଏହା ଧନ ଲାଭର ସଂକେତ ହୋଇଥାଏ।

ଆପଣଙ୍କ ଘରର ଅଗଣାରେ ମୟୁର କିମ୍ବା ନୀଳକଣ୍ଠ ଭଳି ପକ୍ଷୀ ଅଚାନକ ଆସିଯାଏ ତ ଏହା ଇଶ୍ଵରଙ୍କ ଶୁଭ ସଂକେତ ମାନାଯାଏ ଆଉ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ କି ସେ ଆପଣଙ୍କ ଘରେ ସବୁଦିନ ପାଇଁ ବାସ କରନ୍ତୁ।

ଯଦି ଆପଣ ସ୍ୱପ୍ନରେ ନିଜକୁ ସଫା ପାଣିରେ ଦେଖନ୍ତି ତେବେ ବୁଝିଯାନ୍ତୁ ଆପଣଙ୍କୁ ବଡ଼ ରକମର ଧନ ଲାଭ ହେବ। ଆପଣଙ୍କ ସବୁ ଖରାପ କାମ ବି ଭଲ ହୋଇଯିବ।

ଯଦି ଆପଣ ଘରୁ କୌଣସି ଚାକିରୀ ପାଇଁ ଇଣ୍ଟରବ୍ୟୁ ଦେବା ପାଇଁ ବାହାରୁଛନ୍ତି ତ ଗାଈ କିମ୍ବା ନଡ଼ିଆ ଆପଣଙ୍କ ସାମ୍ନାରେ ଆସିଯାଏ ତ ଏହା ସଫଳତା ମିଳିବା ନିଶ୍ଚିତ ଅଟେ।

ଯଦି ଆପଣଙ୍କ ସ୍ୱପ୍ନରେ ହରାଭରା କ୍ଷେତ ଦେଖାଯାଏ ତ ଏହା ବହୁତ ଶୁଭ ମାନାଯାଏ।

ଯଦି ଆପଣ ପୂଜା କରୁଥିବେ ଆଉ ଆପଣଙ୍କ ସାମ୍ନାରେ ଭଗବାନଙ୍କର ମୂର୍ତି ଉପରେ ଅର୍ପଣ କରାଯାଇଥିବା କୌଣସି ଫୁଲ କିମ୍ବା ପତ୍ର ପଡ଼ିଯାଏ ତ ବୁଝିନିଅନ୍ତୁ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି।

ଚପଲ ବି ବାରମ୍ବାର ଛିଡିବା ବି ଶୁଭ ସଂକେତ ହୋଇଥାଏ। ଏଥିରୁ ଜଣା ପଡେ ଇଶ୍ଵର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି।

ଆପଣଙ୍କର ଭଲ ସମୟ ଆସିବା ପୂର୍ବରୁ ପୁରୁଣା ଅଟକି ରହିଥିବା କାମ ଆପେ ଆପେ ହେବାକୁ ଲାଗିଥାଏ।

ଆପଣ ସବୁବେଳେ ସକରାତ୍ମକ ଭାବୁଥିବେ ଆଉ ଆପଣଙ୍କ ସହିତ ସକାରତ୍ମକ ହେଉଥିବ ତ ବୁଝିନିଅନ୍ତୁ ଆପଣଙ୍କ ସହିତ ଭଲ ହେବାକୁ ଯାଉଛି।

ଯଦି ଆପଣଙ୍କ ସ୍ୱପ୍ନରେ ଶିବ ଲିଙ୍ଗ କିମ୍ବା ପେଚା ଦେଖାଦିଏ ତ କିମ୍ବା କୌଣସି ଦେବୀ କିମ୍ବା ଦେବତାଙ୍କ ସ୍ୱପ୍ନରେ ଦେଖାଦିଏ ତ କିମ୍ବା କୌଣସି ତିଳକ ଲଗା ହୋଇଥିବା ସ୍ୱପ୍ନରେ ଦେଖାଯାଏ ତ ଏହା ଶୁଭ ସଂକେତ ହୋଇଥାଏ।

ସ୍ୱପ୍ନରେ ଝିଟିପିଟି ଦେଖିବା ବି ଶୁଭ ସଂକେତ ମାନାଯାଏ। ଧନ ଲାଭର ସଂକେତ ଦଇଥାଏ।

ବନ୍ଧୁଗଣ ସମୟର ଚକ୍ର ବହୁତ ବଳବାନ ହୋଇଥାଏ। ଜୀବନରେ ଭଲ ସମୟ ଆସିଥାଏ ତ ଖରାପ ସମୟ ବି ଆସିଥାଏ କିନ୍ତୁ ସମୟ କେତେ ବି ଖରାପ ହୋଇଥାଉ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ଏହି କଥା ସବୁବେଳେ ଧ୍ୟାନ ରଖିବା ଉଚିତ। ଯେତେବେଳେ ବନବାସ ସମୟରେ ପାଣ୍ଡଵ ଜଙ୍ଗଲରେ ବୁଲୁଥିଲେ ତ ଦ୍ରୌପତି ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜର ଦୁଃଖର କାରଣ ପଚାରିଲେ ଦ୍ରୌପତି ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ହେ ମାଧବ କାହିଁକି ଆମ ନିଜ ଲୋକ ଆମର ଦୁଃଖର କାରଣ ହୋଇଥାନ୍ତି କାହିଁକି ଆମକୁ ନିଜ ଠାରୁ ଦୂରେଇ ହେବାକୁ ପଡିଥାଏ। ଏହା ପରେ ଭଗବାନ ଶ୍ରୀକୃଷ୍ଣ କହିଲେ ଖରାପରୁ ଖରାପ ସମୟରେ ଏହି କଥାକୁ ଧ୍ୟାନ ରଖିବେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି

ଜୀବନରେ ପରିସ୍ଥିତି ଯେମିତି ବି ଥାଉ ନିଜ ଲୋକଙ୍କ ସାଥ ବହୁତ ଆବଶ୍ୟକ ହୋଇଥାଏ। ସୁଖ ହୋଇଥାଏ ତ ବଢି ଯାଇଥାଏ। ଦୁଃଖ ହୋଇଥାଏ ତ ଦୁରେଇ ଯାଇଥାଏ। ନିଜ ଲୋକଙ୍କ ସହିତ ସମୟ କେମିତି ବିତି ଯାଇଥାଏ ତାହା ଜଣା ପଡିନଥାଏ। କିନ୍ତୁ ଭାବନ୍ତୁ ଯଦି ଆପଣଙ୍କୁ ଏମିତି କୌଣସି ସ୍ଥାନ ଉପରେ ଛାଡି ଦିଆଯାଏ ଯେଉଁଠି ଆପଣଙ୍କର କୌଣସି ସମ୍ପର୍କୀୟ ନଥିବେ ଆପଣଙ୍କର କୌଣସି ନିଜ ଲୋକ ନଥିବ ତ କଣ ହେବ। ସମୟ କେତେ ଲମ୍ବା ଲାଗିବ।

ସେତେବେଳେ ପର୍ଯ୍ୟନ୍ତ ଲାଗିବ ଯେତେବେଳେ ପର୍ଯ୍ୟନ୍ତ କାହାକୁ ନିଜର ଭାବି କାହିନଥିବେ। ଆପଣଙ୍କର ବନ୍ଧୁ କିଏ। ଯିଏ ଆପଣଙ୍କ ବିପଦରେ କାମରେ ଆସିଥାଏ। ନିଜ ଲୋକଙ୍କର ପରିଚୟ ବିପଦ ବେଳେ ହୋଇଥାଏ। ଧ୍ୟାନ ରଖିବେ ନିଜ ଲୋକଙ୍କ ସହିତ ସମୟ ଜଣା ପଡିନଥାଏ। କିନ୍ତୁ ସମୟ ସହିତ ନିଜ ଲୋକଙ୍କର ପରିଚୟ ନିଶ୍ଚୟ ଜଣା ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *