Excuse Me Odisha

ଯାହା କହିବୁ ସତ କହିବୁ

ଶୁଖିଲା କାଶ ହେଉ କିମ୍ବା କଫ ଭଳି କାଶ ହେଉ,କେବଳ ପାଞ୍ଚ ମିନଟ ମଧ୍ୟରେ ଭଲ ହୋଇଯିବ ସବୁ ପ୍ରକାର କାଶ,ଜାଣନ୍ତୁ ଘରୋଇ ଉପାୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଆଜିକାଲି କାଶ ହେବା ବହୁତ ବଡ ସମସ୍ଯା ଅଟେ। ଶୀତଦିନେ ଥଣ୍ଡା ଓ କାଶ ସମସ୍ଯା ଅଧିକ ଦେଖିବାକୁ ମିଳିଥାଏ। ଶୁଖିଲା କାଶ ହେଲେ ଅନେକ ସମୟରେ କାଶି କାଶି ଗଳା ଫୁଲିଯାଏ ଏବଂ ଛାତିରେ କଫ ଜମି ଯାଇଥାଏ। ଏହି କଫ ଛାତିରୁ ବାହାରିବା ବହୁତ କଠିନ ଅଟେ। ଶୁଖିଲା କାଶ ଏବଂ ଛାତିରେ ଜମି ରହିଥିବା କଫକୁ ବାହାର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଚମତ୍କାର ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ।

– ଯଦି ଆପଣଙ୍କର ଶୁଖିଲା କାଶ ଏବଂ କଫ ଭଳି ସମସ୍ୟା ରହିଛି, ତାହେଲେ ଏହି ଉପାୟଟି ନିଶ୍ଚିତ ଭାବରେ କରନ୍ତୁ।ଏଥିପାଇଁ ଆପଣ ଅଳ୍ପ ହଳଦୀ ଗୁଣ୍ଡ ନିଅନ୍ତୁ ଏବଂ ଏହାକୁ ନିଜ ପାଟି କଳରେ ଜାକି ରଖନ୍ତୁ। ଜାକିଥିବା ହଳଦୀକୁ ଧୀରେ ଧୀରେ ଶୋଷିକରି ଖାଆନ୍ତୁ।ଏହାକୁ ଶୋଷି କରି ଖାଇବା ଦ୍ଵାରା ଏହା ଆପଣଙ୍କ ପାଟିର ଲାଳ ସହିତ ମିଶି ଆପଣଙ୍କ କାଶ ସମସ୍ୟା ଭଲ କରିବ।

କହିବାକୁ ଗଲେ ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ, ଯାହା ଆପଣଙ୍କ ଗଳାକୁ କାଶ ମୁକ୍ତ କରିବା ପାଇଁ ବହୁତ ଲାଭଦାୟକ ଅଟେ।ଏହି ଘରୋଇ ପ୍ରାକୃତିକ ଉପଚାର କରିବା ଦ୍ଵାରା ଖୁବ୍ ଶୀଘ୍ର ଆପଣଙ୍କ ଗଳା ଖୋଲିଯିବ ଏବଂ ଆପଣ ଶୁଖିଲା କାଶ ଭଳି ସମସ୍ୟାରୁ ମୁକ୍ତି ପାଇବେ।ଏହି ଉପଚାରକୁ ଆପଣ ଗଳା ଠିକ ହେବା ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ।

– ଯଦି ଆପଣଙ୍କର ଛାତିରେ କଫ ଜମି ରହିବା ଏବଂ କାଶ ହେବା ଭଳି ସମସ୍ୟା ଦେଖା ଦେଉଛି, ତାହେଲେ ଆଉ ଏକ ଉପାୟ ଆପଣ ପ୍ରୟୋଗ କରି ପାରିବେ।ଆପଣ ଗୋଟେ ଚାମୁଚ ଅଦା ରସ ନିଅନ୍ତୁ ଏବଂ ସେଥିରେ ଗୋଟେ ଚାମୁଚ ମହୁ ମିଶାଇ ଏହି ମିଶ୍ରଣକୁ ସେବନ କରନ୍ତୁ।ଦେଖିବେ ଏହି ମିଶ୍ରଣକୁ ସେବନ କରିବା ପରେ, ନିଶ୍ଚିତ ଭାବରେ ଆପଣ ଭଲ ଅନୁଭବ କରିବେ।

ଆପଣଙ୍କ ଗଳାକୁ ଆରାମ ମଧ୍ୟ ମିଳିବ। ଯଦି ଆପଣଙ୍କୁ ଅଧିକ କାଶ ହେଉଛି,ତାହେଲେ ଏହି ମିଶ୍ରଣକୁ ଦିନରେ ତିନିରୁ ଚାରି ଥର ସେବନ କରନ୍ତୁ। ଦେଖିବେ ଆପଣ ଶୁଖିଲା କାଶ ଏବଂ କଫ ଭଳି ସମସ୍ୟାରୁ ନିଶ୍ଚିତ ଭାବରେ ଉପଶମ ପାଇବେ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *