Excuse Me Odisha

ଯାହା କହିବୁ ସତ କହିବୁ

ଘରେ ସ୍ତ୍ରୀମାନଙ୍କୁ ରୋଗୀଣା କରିଦେଇଥାଏ ଏହି ୬ଟି ବାସ୍ତୁଦୋଷ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମାନଙ୍କୁ ବିମାରୀ କରିଥାଏ ଏହି ୬ଟି ବାସ୍ତୁଦୋଷ।

ବନ୍ଧୁଗଣ ଖାଇବା ପିଇବା ଏବଂ ରହିବାର ମାମଲାରେ ସାବଧାନ ରହିବା କାରଣରୁ ବି ମହିଳାମାନେ ବିମାରୀ ହୋଇଯାନ୍ତି। ଶାସ୍ତ୍ର ଅନୁସାରେ ମହିଳାଙ୍କର ଏମିତି ବୀମାର ରହିବାର କାରଣ ବାସ୍ତୁଦୋଷ ହୋଇଥାଏ। ଆଜିକାଲି ଆଧୁନିକ ଯୁଗରେ ଲୋକମାନେ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା କଥାକୁ ଭୁଲି ଯାଇଛନ୍ତି। ସେମାନେ ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ତାଙ୍କର ପ୍ରତ୍ୟକ ରୋଗର ବାସ୍ତୁଦୋଷ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଘରେ ସକରାତ୍ମକ ଏବଂ ନକରାତ୍ମକ ଉର୍ଜାର ଦାୟୀ ମଧ୍ୟ ଏହା ହିଁ ହୋଇଥାଏ। ତେବେ ଆସନ୍ତୁ ଜାଣିବା ମହିଳାଙ୍କ ଉପରେ ପ୍ରଭାବ ପକାଉଥିବା ବାସ୍ତୁଦୋଷ।

ଦକ୍ଷିଣ ଦିଗର ଦୋଷ। ଦକ୍ଷିଣ ଦିଗ ଆଡ଼କୁ ନିଜ ମୁଣ୍ଡ ରଖି ଶୋଉଥିବା ମହିଳାଙ୍କ ସ୍ୱାସ୍ଥ୍ୟ ସର୍ବଦା ଢିଲା ରହିବ। ଯଦି କୌଣସି କାରଣ ବଶତଃ ଆପଣ ସୁସ୍ଥ କିମ୍ବା ବୀମାର ଅନୁଭବ କରୁଛନ୍ତି ତେବେ ଘରର ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ ଯାଇ ବସିଯାନ୍ତୁ। ଏହି ଦିଗକୁ ସୂର୍ଯ୍ୟଦେବଙ୍କର ଦିଗ ମାନାଯାଏ। ଯିଏ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ଉର୍ଜାରେ ଭରି ଦେଇଥାଏ।

ଟଏଲେଟର ବାସ୍ତୁଦୋଷ। ଉତ୍ତର-ପୂର୍ବ ଦିଗରେ ଟଏଲେଟ ବନାନ୍ତୁ ନାହିଁ। ଏହି ଦିଗରେ ବାଥରୁମ କିମ୍ବା ଶୌଚାଳୟ ବନେଇବା ଦ୍ୱାରା ଘରେ ବିମାରୀ ଭଳି ମାହଲ ବନିଯାଇଥାଏ। ଏହାର ସବୁଠୁ ଅଧିକ ପ୍ରଭାବ ଘରର ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ।

ଭାରି ଜିନିଷ। ଘର ମଝିରେ କୌଣସି ପ୍ରକାରର ଭାରି ଜିନିଷ ରଖନ୍ତୁ ନାହିଁ। ଯେତେ ସମ୍ଭବ ଘରର ଏହି ଜାଗାକୁ ଖାଲି ରଖନ୍ତୁ। ଯଦି ପାରିବେ ସୁନ୍ଦର ଗଛଟିଏ କିମ୍ବା ଫୁଲଦାନୀ ରଖିଦିଅନ୍ତୁ।

ରାତିର ଅନ୍ଧାର। ଘରର ରଙ୍ଗ ବି ମହିଳାଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ହୋଇଛି। ଘରକୁ ରୋଗରୁ ବଞ୍ଚାଇବା ପାଇଁ ରାତିରେ ଘରକୁ ଅନ୍ଧାର କରି ଶୁଅନ୍ତୁ ନାହିଁ। ରାତିରେ ହାଲକା ନୀଳ ରଙ୍ଗର ହାଲକା ବୋଲ ଜଳେଇ ଶୋଇବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସର୍ବଦା ସୁସ୍ଥ ରହିଥାଏ। ନୀଳ ରଙ୍ଗ ମନକୁ ଶାନ୍ତି ଦେଇଥାଏ।

ଭୁଲ ଦିଗରେ ପଡୁଥିବା ପାଣି। ଘରର ଦକ୍ଷିଣ-ପଶ୍ଚିମ କୋଣରେ କୌଣସି ବି ପ୍ରକାରରେ ପଥରର ତିଆରି ପାଣିର ଟାଙ୍କି ପାଣି ଟ୍ୟାପ କିମ୍ବା କୂପ ଘରେ ରହୁଥିବା ମହିଳାଙ୍କ ପାଇଁ ଅଶୁଭ ମାନାଯାଏ। ଏହି ଦିଗରେ ପାଣି ସହିତ ଜଡ଼ିତ କୌଣସି ବି ଜିନିଷ ରଖିବା ଦ୍ୱାରା ଘରର ମହିଳାଙ୍କ ସ୍ୱାସ୍ଥ୍ୟ ସର୍ବଦା ଢିଲା ରହିଥାଏ।

ଦକ୍ଷିଣ ଦିଗରେ ଗାଡେନ। ଘର ଦକ୍ଷିଣ ଦିଗରେ ଗାଡେନ ରହିବା ଘରର ମହିଳାଙ୍କୁ ସର୍ବଦା ରୋଗୀ ବନେଇକି ରଖିଥାଏ। ଯେଉଁ କାରଣରୁ ରୋଜଗାର କରି ରଖିଥିବା ଧନ ଔଷଧରେ ସମାପ୍ତ ହୋଇଯାଇଥାଏ ଏବଂ ପରିବାରକୁ ଆର୍ଥିକ ସଂକଟରେ ବି ପକାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *