Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ସବୁଠାରୁ ଧନୀ ରାଶି ! ହନୁମାନଙ୍କ କୃପାରୁ ଏହି 6ଟି ରାଶିକୁ ମିଳିବ ପୁଳାପୁଳା ଟଙ୍କା। ବାସ କରନ୍ତୁ ଏହି ଉପାୟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁନିଆର ସବୁଠାରୁ ଧନୀ ରାଶି। ହନୁମାନଙ୍କ କୃପାରୁ ଏହି ୫ ଟି ରାଶିକୁ ମିଳିବ ପୁଳା ପୁଳା ଟଙ୍କା।

ବନ୍ଧୁଗଣ ଆଖିରୁ ସବୁ ଲୁହ ପୋଛି ଦିଅନ୍ତୁ କାରଣ ଆଜି ରାତି ଠାରୁ ସବୁ କଷ୍ଟ ଦୂର କରିବେ ଭଗବାନ ବଜରଙ୍ଗୀ ବାଲୀ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ସେହି ରାଶି ମାନଙ୍କର ବିଷୟରେ କହିବୁ ଯାହାର ଭାଗ୍ୟ ଏବେ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି। ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି ଠାରୁ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରିବେ। ସୂର୍ଯ୍ୟଦେବ କନ୍ୟା ରାଶିରୁ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯେଉଁଠାରେ ପ୍ରଥମରୁ ହିଁ ଶନିଦେବ ବିରାଜମାନ ଅଛନ୍ତି। ଏହି ପରିବର୍ତ୍ତନ କାରଣରୁ କିଛି ରାଶି ମାନଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ହେବାକୁ ଯାଉଛି।

ଯାହାର ଲାଭ ଏବେ ଉଠାଇ ପରିବେ। କାରଣ ଏହି ରାଶିର ଲୋକମାନଙ୍କର ପାଇଁ ଏହି ସମୟ ବିଶେଷ ଭାବରେ ଶୁଭ ଅଟେ। ଏହି ସମୟରେ ଏମାନଙ୍କର ସବୁ କାର୍ଯ୍ୟ ଅନୁକୂଳ ରହିବ। ଏହି ରାଶିର ଲୋକମାନଙ୍କର ଉପରେ ଭଗବାନ ହନୁମାନଙ୍କର ବିଶେଷ କୃପା ହେବାକୁ ଯାଉଛି। ଏହି ରାଶିର ଲୋକଙ୍କର ଆଜି ଠାରୁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ସେହି ରାଶି ମାନଙ୍କର ବିଷୟରେ ଜଣେଇବୁ ଯାହାର ପାଇଁ ଏବେ ଖରାପ ସମୟ କମ ହେବାର ଅଛି। ଏହି ରାଶିର ଲୋକଙ୍କର ଭାଗ୍ୟ ଉଦୟର ସମୟ ଆସିବାକୁ ଯାଉଛି।

ବନ୍ଧୁଗଣ କହି ଦେଉଛୁ ଯେ ଏହି ରାଶିର ଲୋକ ମାନଙ୍କୁ ଧନ ଲାଭର ପ୍ରବଳ ଯୋଗ ଆସିବ। ଛାତ୍ର ମାନଙ୍କୁ ପ୍ରତ୍ୟକ ପରୀକ୍ଷାରେ ସଫଳତା ହାସଲ ହେବ। ଚାକିରୀ କ୍ଷେତ୍ରରେ କରିଥିବା ଚେଷ୍ଟାରେ ମଧ୍ୟ ସଫଳ ହେବେ। କାମ କାର୍ଯ୍ୟରେ କୌଣସି ଯାତ୍ରାରେ ମଧ୍ୟ ଯାଇପାରନ୍ତି ଯାହାକି ଆପଣଙ୍କ ପାଇଁ ଲାଭଦାୟକ ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦଉନ୍ନତିର ଲାଭ ରହିଛି। କିଛି ଅଧିକାରୀ ମାନଙ୍କର ଆପଣଙ୍କ ପ୍ରତି ସହଯୋଗ ପ୍ରାପ୍ତ ହେବ। ଏହି ରାଶିର ଲୋକଙ୍କୁ ବହୁତ ଶୀଘ୍ର ରୋଜଗାର ମିଳିବାର ସଂକେତ ମିଳୁଛି।

ଭଗବାନ ହନୁମାନଙ୍କ କୃପାରୁ ଆପଣଙ୍କର କୌଣସି ଯଦି ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ କୌଣସି ବ୍ୟକ୍ତିକୁ ନିଜର କାର୍ଯ୍ୟରେ ଭାଗିଦାର କରିବାକୁ ଚାହୁଁଛନ୍ତି ତେବେ ଏହା କରିବା ପୂର୍ବରୁ ସମସ୍ତ ପ୍ରକାରର ଯାଞ୍ଚ କରିନିଅନ୍ତୁ ଏବଂ ସାବଧାନତା ଅବଲମ୍ବନ କରନ୍ତୁ। ଆପଣ ଲମ୍ବା ଯାତ୍ରା ପାଇଁ ମଧ୍ୟ ସଜାଗ ହୋଇପାରନ୍ତି ଯାହାକି ଆପଣଙ୍କର ପାଇଁ ମଧ୍ୟ ଲାଭ ଦେବ। ବ୍ୟାପାରରେ ଆପଣଙ୍କୁ ସଫଳତା ମିଳିବ। ତେବେ ଆସନ୍ତୁ ଜାଣିନେବା ସେହି ଶୁଭ ରାଶି ଗୁଡିକର ବିଷୟରେ। ଯେଉଁ ରାଶି ଗୁଡିକ ଉପରେ ଭଗବାନ ବଜରଙ୍ଗୀ ବାଲିଙ୍କର ଶୁଭ କୃପା ପଡ଼ିବାକୁ ଯାଉଛି ଏବଂ ଏହି ରାଶିମାନେ ଆଗକୁ ଅନେକ ଉନ୍ନତିର ମାର୍ଗ ପ୍ରାପ୍ତ କରିବେ।

ମେଷ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଛି। ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ। ଏହି ରାଶିର ଲୋକେ ଏବେ ସଫଳ ଜୀବନ ଅତିବାହିତ କରିବେ। ଏମାନଙ୍କର ଧନ ଦୌଲତରେ ବୃଦ୍ଧି ହେବ। ଏମାନଙ୍କର ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇସାରିଛି। ଏହାର ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ହେବ। ଏମାନଙ୍କର ଜୀବନର ସବୁ ସମସ୍ୟା ପ୍ରଭୁ ବଜରଙ୍ଗୀ ବାଲୀ ସମାପ୍ତ କରିଦେବେ। ଏହି ରାଶିର ଲୋକ ଗୋଟେ ସଫଳ ଜୀବନ ବଞ୍ଚି ପାରିବେ। ଆପଣ ହନୁମାନଙ୍କ ଆରୋଧନା କରନ୍ତୁ। ଏହା ଆପଣଙ୍କ ପାଇଁ ସବୁଠାରୁ ଭଲ ହେବ।

ମିଥୁନ ରାଶି। ବହୁତ ଦିନ ପରେ ଏହି ରାଶିର ଲୋକଙ୍କ ଜୀବନରୁ ସବୁ ଖରାପ ସମୟ ସମାପ୍ତ ହୋଇଯାଉଛି। ଯାହାର ଫଳରେ ଏହି ରାଶିର ଲୋକମାନଙ୍କୁ ବଡ଼ ସଫଳତା ଏବେ ପ୍ରାପ୍ତ ହେବ। ଏମାନଙ୍କର ଭାଗ୍ୟ ଅଚାନକ ଭାବରେ ଚମକିବ। ପାଠ ପଢ଼ୁଥିବା ପିଲା ମାନଙ୍କର ରେଜଲ୍ଟ ବହୁତ ଭଲ ଆସୁବାକୁ ଯାଉଛି। ଆପଣଙ୍କର ପରିଶ୍ରମ ଏବେ ଭଲ ଫଳ ଦେବ। ବ୍ୟାପାର ବାଣିଜ୍ୟରେ ଏମାନଙ୍କୁ ସଫଳତା ମିଳିବାର ସୁଯୋଗ ବନୁଅଛି। ଏହି ସମୟ ଏମାନଙ୍କର ପାଇଁ ଅତ୍ୟନ୍ତ ଶୁଭ ରହିବ। ମଙ୍ଗଳବାର ଦିନ ଏବଂ ଶନିବାର ଦିନ ହନୁମାନ ଚାଳିସାର ପାଠ ନିଶ୍ଚୟ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ।ସିଂହ ରାଶି:- ସମୟରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଅନେକ ଖୁସି ନେଇ ଆସିବ। ଆପଣଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ।

ବ୍ୟାପାରରେ ଆପଣଙ୍କୁ ଶୁଭ ପରିଣାମ ମିଳିବାକୁ ଯାଉଛି। ଆପଣଙ୍କ ମନରେ ଏବେ ଅଧିକ ଯୋଜନା ଆସିପାରେ। ଆପଣଙ୍କ ସବୁ କାର୍ଯ୍ୟ ଯୋଜନା ଭାବରେ ପୂରଣ କରିବେ ଯାହାକି ଆପଣଙ୍କର ପାଇଁ ଅଧିକ ଲାଭକାରୀ ସିଦ୍ଧ ହେବ। ଫଳରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ। ଆପଣଙ୍କୁ ସଫଳତା ନିଶ୍ଚୟ ପ୍ରାପ୍ତ ହେବ। ଆପଣଙ୍କର ଜୀବନର ସବୁ ବିନାଶକାରୀ ଶକ୍ତି ଗୁଡିକର ଏବେ ଅନ୍ତ ହେବ।

ଧନୁ ରାଶି। ଆପଣଙ୍କୁ ପରିବାରର ସହଯୋଗ ମିଳିବ। ଘରକୁ କୁଣିଆ ମାନଙ୍କର ଆଗମନ ହେବ। ଦାମ୍ଫତ୍ୟ ଜୀବନ ଆପଣଙ୍କର ସୁଖମୟ ରହିବ। ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢ଼ା ପ୍ରତି ଧ୍ୟାନ ବଢିବ। ଚାକିରୀ ପାଇଁ ପ୍ରସ୍ତାବ ଆସିପାରେ। ଯାହା ଆପଣଙ୍କ ପାଇଁ ଅନୁକୂଳ ରହିବ। ଧନ କମାଇବାର ନୂଆ ନୂଆ ଅବସର ଆପଣଙ୍କୁ ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ଅପାର ଖୁସି ଆସିବ। ପୁରୁଣା ଉଦ୍ଧାର ଦେଇଥିବା ଧନ ଆପଣଙ୍କର ପାଖକୁ ଫେରି ଆସିବ।

ଏହା ସହିତ ଆର୍ଥିକ ସ୍ଥିତିରେ ଆପଣଙ୍କୁ ସୁଧାର ମିଳିବାକୁ ଯାଉଛି। କାରବାରରେ ଆପଣଙ୍କୁ ଉନ୍ନତି ମିଳିବ। ଆପଣଙ୍କର ପୁରୁଣା ବା ଧାର ଉଧାର କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କୁ ଆପଣଙ୍କର ମନ ଚାହୁଁଥିବା ପ୍ରେମ ଏହି ସମୟରେ ମିଳିବାକୁ ଯାଉଛି। ଯାହାର ଫଳରେ ଆପଣଙ୍କ ଜୀବନ ଖୁସିପୁର୍ଣ ହୋଇଯିବ।

ତୁଳା ରାଶି। ଆପଣଙ୍କ ଜୀବନରେ ସଫଳତା ହାସଲ କରିବା ଠାରୁ କେହି ବି ଆପଣଙ୍କୁ ଅଟକାଇ ପାରିବେ ନାହିଁ। କାରଣ ଆପଣଙ୍କ ଉପରେ ପ୍ରଭୁ ବଜରଙ୍ଗୀ ବାଲିଙ୍କର କୃପାଦୃଷ୍ଟି ଅଧିକ ରହିଛି। ସଚା ମନରେ ପ୍ରଭୁ ହନୁମାନଙ୍କର ଆରୋଧନା କରନ୍ତୁ। ଆରମ୍ଭ କରିଥିବା କାର୍ଯ୍ୟ ନିଶ୍ଚୟ ଭାବରେ ଆପଣଙ୍କୁ ସଫଳତା ପ୍ରଦାନ କରିବ। ଲଗାତାର କରାଯାଇଥିବା ଚେଷ୍ଟା ଆପଣଙ୍କ ପାଇଁ ଭାଗ୍ୟ ବଦଳାଇ ଦେବା ଭଳି ସାବ୍ୟସ୍ତ ହେବ। ଆପଣ କାହାର କଥାରେ ପରିଚାଳିତ ହୋଇ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି କରନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ର ଏବଂ ଅଫିସରେ ନିଜର ଭବିଷ୍ୟତ ପ୍ରତି ନିଜକୁ ବହୁତ ଉତ୍ସହିତ ଅନୁଭବ କରିବେ। ବଜାରରେ ନିବେଶ କରିଥିବା ଟଙ୍କାରେ ଆପଣ ଅଚାନକ ଭାବରେ ଲାଭ ପାଇବେ।

କୁମ୍ଭ ରାଶି। ଏହି ରାଶିର ଲୋକମାନଙ୍କୁ ନିଜର ପରିଶ୍ରମରେ ଏବେ ସମ୍ପୂର୍ଣ୍ଣ ଲାଭ ମିଳିବାକୁ ଯାଉଛି। ଆପଣଙ୍କର ଲଭ ଲାଇଫ ରୋମାଣ୍ଟିକ ରହିବ। ଅବିବାହିତ ଲୋକଙ୍କୁ ବିଦେଶରୁ ବିବାହର ପ୍ରସ୍ତାବ ଆସିପାରେ। ଆପଣଙ୍କ ଲଭ ପାର୍ଟନର କୌଣସି କଥାକୁ ନେଇ ଆପଣଙ୍କ ପ୍ରତି ବହୁତ ମନ ଖରାପ କରିପାରନ୍ତି। ଆପଣଙ୍କର ନୂଆ ଲଭଷ୍ଟରୀ ମଧ୍ୟ ଆରମ୍ଭ ହେବାକୁ ଯାଉଛି। କ୍ୟାରୀୟରେ ଆଗକୁ ବଢିବାକୁ ଆପଣଙ୍କୁ ଅନେକ ମୌକା ମିଳିବ।

ନକରାତ୍ମକ ଶକ୍ତି ସବୁ ଆପଣଙ୍କର ଶେଷ ହେବ। ଆପଣଙ୍କ କୁଣ୍ଡଳୀରେ ଅନେକ ଧନ ଲାଭର ସୁଯୋଗ ମଧ୍ୟ ରହିଛି। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ହେବ। ଏହିଥର ଆପଣଙ୍କର ଚାକିରୀ ସହିତ ଜଡିତ ସବୁ ଅସୁବିଧା ଶେଷ ହୋଇଯିବ। ଆପଣ ନିଜ ଜୀବନରେ ଅନେକ ପ୍ରଗତି କରି ଆଗକୁ ଆଗକୁ ବଢି ଚାଲିବେ। ଆପଣଙ୍କ ଜୀବନରେ ଅନେକ ଖୁସି ମଧ୍ୟ ଦେଖାଦେବ। ଆପଣଙ୍କ ବିବାହିତ ଜୀବନ ବହୁତ ଆନନ୍ଦଦାୟକ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *