Excuse Me Odisha

ଯାହା କହିବୁ ସତ କହିବୁ

ଶାସ୍ତ୍ର ଅନୁସାରେ ଏହି ସମୟରେ ଶୋଇବା ଲୋକ କେବେବି ଧନୀ ହୋଇପାରନ୍ତି ନାହିଁ,ପୁରା ଜୀବନ ଦରିଦ୍ର ଅବସ୍ଥାରେ ହିଁ କଟେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ସମୟରେ ଶୋଇବା ଲୋକ ଜୀବନରେ କେବେବି ଧନୀ ହୋଇପାରନ୍ତି ନାହିଁ। ପୁରା ଜୀବନ ଦରିଦ୍ର ହୋଇ ରହିଯାନ୍ତି।

ବନ୍ଧୁଗଣ ସମସ୍ତେ ଏହା ଚାହିଁଥାନ୍ତି କି ଧନର ଦେବୀ ମା ଲକ୍ଷ୍ମୀ ତାଙ୍କ ଘରେ ସ୍ଥାୟୀ ରୂପେ ରୁହନ୍ତୁ। ଏବଂ ମା ଲକ୍ଷ୍ମୀ ମଧ୍ୟ ନିଜର ଭକ୍ତ ଉପରେ ସମ୍ପୂର୍ଣ୍ଣ କୃପା ବର୍ଷା କରିଥାନ୍ତି ଏବଂ ତାଙ୍କ ଘରେ ନିବାସ କରିଥାନ୍ତି। କିନ୍ତୁ କେତେଥର ଭକ୍ତ ଏହା ଭାବି ଚିନ୍ତିତ ହୁଅନ୍ତି କି ମା ଲକ୍ଷ୍ମୀଙ୍କୁ ଭଲ ଭାବରେ ପୂଜା କରିବା ପରେ ବି ପ୍ରସନ୍ନ ହେଉନାହାନ୍ତି ଏବଂ ନାହିଁ ଘରକୁ ନାହିଁ ଜୀବନରେ ସୁଖ ସମୃଦ୍ଧି ଆସୁଛି। କେଉଁବି ଭଗବାନଙ୍କୁ ପୂଜା କରନ୍ତୁ ତାଙ୍କର ପୂଜାପାଠରେ କିଛି ନିୟମ ରହିଥାଏ

ଧ୍ୟାନରେ ରଖି ଇଷ୍ଟ ଦେବତାଙ୍କୁ ପୂଜା କରିବା ଉଚିତ ନଚେତ କୌଣସି ବି ଫଳ ମିଳିବ ନାହିଁ। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ମହତ୍ତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦେବା ଉଚିତ। କଣ ଆପଣମାନେ ଜାଣିଛନ୍ତି ସୌଭାଗ୍ୟର ଦେବୀ ମା ଲକ୍ଷ୍ମୀ ଏବଂ ତାଙ୍କର ଭଉଣୀ ଦୁର୍ଭାଗ୍ୟର ଦେବୀ ଅଲକ୍ଷ୍ମୀ ଦୁହେଁ ସାଥି ହୋଇ ଦିନରେ ଏକ ସମୟରେ ଭ୍ରମଣରେ ବାହାରିଥିଲେ। ମା ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ଦୁହିଁଙ୍କର ଭ୍ରମଣର ସମୟ ହେଉଛି ସକାଳ ୫.୩୦ ରୁ ୭.୩୦ ଏବଂ ସନ୍ଧ୍ୟାକୁ ମଧ୍ୟ ୫.୩୦ ରୁ ୭.୩୦ ହୋଇଥାଏ।

ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଯାହା ଘର ପସନ୍ଦ ଆସେ ସେ ସେହି ଘରକୁ ପ୍ରବେଶ କରିଥାନ୍ତି ଏବଂ ଏହିପରି ଅଲକ୍ଷ୍ମୀଙ୍କୁ ବି ମଧ୍ୟ ଯେଉଁ ଘର ପସନ୍ଦ ଆସେ ସେ ସିଏ ସେହି ଘରେ ପ୍ରବେଶ କରନ୍ତି। ଏଥିପାଇଁ ଏହି ବିଶିଷ୍ଟ ସମୟରେ ଆମେ ଚେଷ୍ଟା କରିବା ଉଚିତ ମା ଲକ୍ଷ୍ମୀହିଁ ଆମ ଘରକୁ ଆକର୍ଷିତ ହୁଅନ୍ତୁ ଏବଂ ଆମ ଘରକୁ ପ୍ରବେଶ କରନ୍ତୁ ଏବଂ ଅଲକ୍ଷ୍ମୀ ଆମ ଘର ଠାରୁ ଦୂରରେ ରୁହନ୍ତୁ। ତ ଆସନ୍ତୁ ସକାଳ ଏବଂ ସନ୍ଧ୍ୟାର ୫.୩୦ ରୁ ୭.୩୦ ଏହି ୨ ଘଣ୍ଟା ଆମେ କେଉଁ ବିଶେଷ କଥାର ଧ୍ୟାନ ରଖିବା ଉଚିତ। ଯେଉଁଥିରେ ମା ଲକ୍ଷ୍ମୀ ଆମ ଘରକୁ ପ୍ରବେଶ କରିବେ ଏବଂ ଅଲକ୍ଷ୍ମୀ ଆମ ଘର ଠାରୁ ଦୂରରେ ରହିବେ

ପ୍ରଥମ କଥା ମା ଲକ୍ଷ୍ମୀଙ୍କୁ ଗନ୍ଧିଆ ଅପସନ୍ଦ ଅଟେ। ସେଥିପାଇଁ ଖାସ କରି ସକାଳ ଏବଂ ସନ୍ଧ୍ୟାକୁ ୫.୩୦ ରୁ ୭.୩୦ ରେ ଆମର ଘରର ମୁଖ୍ୟ ଦ୍ୱାରରେ କୌଣସି ବି ପ୍ରକାରର ଗନ୍ଧିଆ ଆବର୍ଜନା ନରୁହେ ନଚେତ ମା ଲକ୍ଷ୍ମୀ ଆପଣଙ୍କ ଘରର ଦ୍ୱାରର ସାମ୍ନାରୁ ହିଁ ଚାଲିଯିବେ। ଗନ୍ଧିଆ ଆବର୍ଜନାକୁ ପସନ୍ଦ କରୁଥିବା ଅଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ। ଯେଉଁଥିରେ ଆପଣଙ୍କ ଘରେ ଦୁର୍ଭାଗ୍ୟ ଲାଗିରହିବ।

ଏବେ ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ବାତାବରଣ ରହିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ଖୁସି ଖୁସିରେ ପ୍ରବେଶ କରିବେ।

ପ୍ରଥମ କଥା। ଘରର ଦ୍ୱାରରେ କିମ୍ବା ମୁଖ୍ୟ ଦ୍ୱାରରେ ରଙ୍ଗଲି କିମ୍ବା କିଛି ଶୁଭ ଚିହ୍ନକୁ ଆଙ୍କିକି ରଖନ୍ତୁ କିମ୍ବା ଦୀପ ଜଳାଇ ରଖନ୍ତୁ ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କର ସ୍ୱାଗତ କରିବାର ପ୍ରତିତ ହେବ।

ଦ୍ୱିତୀୟ କଥା। ଗୋଟିଏ ଘଣ୍ଟାର ଏହି ବିଶେଷ ସମୟରେ ଆପଣଙ୍କ ଘରର ମନ୍ଦିରରେ କିମ୍ବା କାର୍ଯ୍ୟ କ୍ଷେତ୍ରରେ କିମ୍ବା ଦୁକାନ ବା ଅଫିସରେ ରହୁଥିବା ଭଗବାନଙ୍କର ପୂଜା ଅବଶ୍ୟ କରନ୍ତୁ। ଧୂପ କାଠି ଜଳାନ୍ତୁ କି ଦୀପ ଜଳାନ୍ତୁ ଏବଂ କୌଣସି ବି ମିଠା ଜିନିଷର ଭୋଗ ଲଗାନ୍ତୁ। ଏହି ପ୍ରସାଦକୁ ଗ୍ରହଣ କରି ବାକି ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ।

ତୃତୀୟ କଥା। ୫.୩୦ ରୁ ୭.୩୦ ମଧ୍ୟରେ ଆପଣଙ୍କ ଘରେ କୌଣସି ଦ୍ୱାର ବଂଦ୍ଧ ଉପରେ କିମ୍ବା ମୁଖ୍ୟ ଦ୍ୱାରରେ ବସନ୍ତୁ ନାହିଁ। ଭଗବାନ ଗଣେଶଙ୍କର ଫୋଟ ଅବଶ୍ୟ ଲଗାନ୍ତୁ। ରାତିରେ ଅଗଣାରେ ତୁଳସୀ ଗଛ ପାଖରେ ଦୀପ ଜଳାନ୍ତୁ।

ଚତୁର୍ଥ କଥା । ଏହି ଏକ ଘଣ୍ଟାରେ ଚେଷ୍ଟା କରନ୍ତୁ କୌଣସି ବି ଜିନିଷ ଖାଆନ୍ତୁ ନାହିଁ। ଇଶ୍ୱରଙ୍କ ପୂଜା କରିବା ପରେ ହିଁ ଭୋଜନ କରନ୍ତୁ। ଏହି ସମୟରେ ଅପଶବ୍ଦ କୁହନ୍ତୁ ନାହିଁ। ଲଢେଇ ଝଗଡା କରନ୍ତୁ ନାହିଁ। ମହିଳା କନ୍ୟାକୁ ଅପମାନିତ କରନ୍ତୁ ନାହିଁ। କାହାର ମଜାକ ଏବଂ ଖରାପ କରନ୍ତୁ ନାହିଁ। ଘରେ ଅଶାନ୍ତି କଳହର ପରିସ୍ଥିତି ହୋଇଯାଏ ତ ମହା ଲକ୍ଷ୍ମୀ ଏପରି ଘରେ ପ୍ରବେଶ କରନ୍ତି ନାହିଁ ଆଉ ଏପରି ଘରେ ଅଲକ୍ଷ୍ମୀ ପ୍ରବେଶ କରିଥାନ୍ତି।

ପଞ୍ଚମ କଥା। ଏକ ଘଣ୍ଟାର ଏହି ବିଶେଷ ସମୟରେ ଘରେ ଝାଡୁ ଏବଂ ପୋଛା କରନ୍ତୁ ନାହିଁ। ବାସନ କିମ୍ବା ବସ୍ତ୍ର ଧୁଅନ୍ତୁ ନାହିଁ। ପ୍ରଥମରୁ ହିଁ ଘରକୁ ସଫା ସୁତରା କରିକି ରଖନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ସ୍ୱାଗତ କରନ୍ତୁ।

ଷଷ୍ଠ କଥା। ଏହି ସମୟରେ କୌଣସି ବି ଆର୍ଥିକ ବ୍ୟବହାର କରନ୍ତୁ ନାହିଁ। ଅନ୍ୟାୟ କାର୍ଯ୍ୟ କରନ୍ତୁ ନାହିଁ। ନଚେତ ବଡ଼ ଅସୁବିଧାରେ ଆପଣ ଫସିଯିବେ।

ସପ୍ତମ କଥା। ଏହି ସମୟରେ ଗାଧୋଇବା ଉଚିତ ନୁହେଁ ଏବଂ ନଖ ମଧ୍ୟ କାଟିବା ଉଚିତ ନୁହେଁ।

ଅଷ୍ଟମ କଥା। ସନ୍ଧ୍ୟା ସମୟରେ ମହିଳା ଏବଂ ପୁରୁଷଙ୍କୁ ଦୁହିଁଙ୍କୁ ଶୋଇବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ। ଯେଉଁ ଘରର ମହିଳା ୫.୩୦ ରୁ ୭.୩୦ ଭିତରେ ଶୁଅନ୍ତି ତ ଏପରି ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଆଉ ଅଲକ୍ଷ୍ମୀ ପ୍ରବେଶ କରନ୍ତି। କାରଣ ଲକ୍ଷ୍ମୀଙ୍କୁ ଆଳସ୍ୟ ଖରାପ କଥା କହୁଥିବା ଗାଧୋଇ ନଥିବା ମହିଳା ହିଁ ପସନ୍ଦ ଆସେ। ସମସ୍ତେ ମିଶି ସକାଳ ଏବଂ ସନ୍ଧ୍ୟାରେ ୫.୩୦ ରୁ ୭.୩୦ରେ ଏହି ବିଶେଷ ସମୟରେ ଆମକୁ ଆମର ଘରର ପରିସ୍ଥିତିକୁ ସ୍ୱଚ୍ଛ ସୁନ୍ଦର ଶୁଦ୍ଧ ଏବଂ ପବିତ୍ର ରଖିବା ଉଚିତ।

ଯାହା ଦ୍ୱାରା ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। କିନ୍ତୁ କିଛି ଲୋକ ପାନ ଗୁଟକା ଆଦି ଖାଇ ଏପଟେ ସେପଟେ ଛେପ ପକାଇବାର ଖରାପ ଅଭ୍ୟାସ ଥାଏ ଏହି ଅଭ୍ୟାସ ଖରାପ ଅଟେ। ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। ଏପରି ଘରେ ମଧ୍ୟ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ରୋଷେଇ ଘର ଏବଂ ସ୍ନାନ ଘରର ଅସ୍ୱଛତା ବି ମା ଲକ୍ଷ୍ମୀଙ୍କୁ ଆପଣଙ୍କ ଘର ଠାରୁ ଦୂରେଇ ରଖିପାରେ। ଏଥିପାଇଁ ଏହି ଦୁଇଟି ସ୍ଥାନକୁ ନିୟମିତ ଭାବରେ ସଫା ରଖନ୍ତୁ। ସନ୍ଧ୍ୟା କିମ୍ବା ରାତି ସମୟରେ କୌଣସି ବାହାର ବ୍ୟକ୍ତିଙ୍କୁ ଲୁଣ କିମ୍ବା ଦହି ଉଧାରରେ ଦିଅନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *