Excuse Me Odisha

ଯାହା କହିବୁ ସତ କହିବୁ

ହୋଇ ଯାଆନ୍ତୁ ସାବଧାନ : ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ, ନହେଲେ ହୋଇପାରେ ଯାଆଁଳା ପିଲା !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜିକାଲି ପ୍ରାୟତଃ ଯାଆଁଳା ପିଲା ଜନ୍ମ ହେବା ସ୍ଵାଭାବିକ ହୋଇ ଗଲାଣି। କିଛି କ୍ଷେତ୍ରରେ ଯାଆଁଳା ପିଲା ଏକାଭଳି ଦେଖା ଯାଇଥାନ୍ତି, ତ ଆଉକିଛି କ୍ଷେତ୍ରରେ ଭିନ୍ନ ପ୍ରକାର ଯାଆଁଳା ପିଲା ଦେଖିବାକୁ ମିଳିଥାଏ। କଣ ଆପଣମାନେ ଜାଣିଛନ୍ତି କାହିଁକି ଯାଆଁଳା ଜନ୍ମ ହୋଇଥାନ୍ତି? ମହିଳା ମାନେ ତାଙ୍କର ଗର୍ଭାବସ୍ଥା ସମୟରେ କେଉଁ ଭୁଲ କରିଥାନ୍ତି, ଯାହାଦ୍ଵାରା ତାଙ୍କ ଗର୍ଭରେ ଥିବା ସନ୍ତାନ ଯାଆଁଳା ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଗର୍ଭନିରୋଧକ ବଟିକା ସେବନ କରୁଥିବା ମହିଳା –

ଯେଉଁ ମହିଳା ମାନେ ଗର୍ଭାବସ୍ଥା ପୂର୍ବରୁ ଅଧିକ ପରିମାଣରେ ଗର୍ଭନିରୋଧକ ବଟିକା ସେବନ କରିଥାନ୍ତି କିମ୍ବା ଗର୍ଭପାତ କରାଇ ଥାଆନ୍ତି, ସେମାନଙ୍କର ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ଅଧିକ ରହିଥାଏ। ଗର୍ଭନିରୋଧକ ବଟିକା ଅଧିକ ସେବନ କରିବା ଦ୍ୱାରା ସେମାନଙ୍କ ଶରୀରରେ ହକିକାଲ ସିମୋଲାଇଟିଂ ହର୍ମୋନର ମାତ୍ରା କମି ଯାଇଥାଏ। ଏହାଦ୍ଵାରା ଶୁକ୍ରାଣୁର ଦ୍ଵିତୀୟ ଅଣ୍ଡକୋଷ ତିଆରି ହୋଇଥାଏ ଏବଂ ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି।

୨/ ବଂଶଗତ ପିଢ଼ି –

ଯେଉଁ ମହିଳାଙ୍କ ପରିବାରର ପୂର୍ବ ପିଢ଼ିରେ ଯାଆଁଳା ସନ୍ତାନ ହୋଇଥାନ୍ତି। ସେମାନଙ୍କର ମଧ୍ୟ ଯାଆଁଳା ସନ୍ତାନ ହେବାର ବହୁତ ସମ୍ଭାବନା ରହିଥାଏ।

୩/ ଅଧିକ ଆମିଷ ସେବନ କରୁଥିବା ମହିଳା –

ଯେଉଁ ମହିଳା ମାନେ ଅଧିକ ପରିମାଣରେ ଆମିଷ ସେବନ କରିଥାନ୍ତି କିମ୍ବା ମେଦବହୁଳତାର ଶିକାର ହୋଇଥାନ୍ତି, ସେମାନଙ୍କର ଯାଆଁଳା ସନ୍ତାନ ହେବାର ଅଧିକ ସମ୍ଭାବନା ରହିଥାଏ। ଅଧିକାଂଶ ସମୟରେ ଏହି ମହିଳା ମାନଙ୍କ ଶରୀରରେ ହର୍ମୋନରେ ପରିବର୍ତ୍ତନ ଆସିଥାଏ।

୪/ ପୂର୍ବରୁ ଦୁଇଟି ବା ତିନୋଟି ସନ୍ତାନ ହୋଇ ସାରିଥିବା ମହିଳା –

ଯେଉଁ ମହିଳା ମାନଙ୍କର ପୂର୍ବରୁ ଦୁଇଟି ବା ତିନୋଟି ସନ୍ତାନ ହୋଇ ସାରିଛନ୍ତି, ସେମାନଙ୍କ କ୍ଷେତ୍ରରେ ଯାଆଁଳା ସନ୍ତାନ ହେବାର ସମ୍ଭାବନା ରହିଥାଏ। କାରଣ ସେମାନଙ୍କ ଶରୀରରେ ଅଣ୍ଡକୋଷ ସୃଷ୍ଟି ହେବାର କ୍ଷମତା ଅଧିକ ବଢ଼ି ଯାଇଥାଏ।

୫/ ପରିବେଶ –

ଆମ ଦୁନିଆରେ ସବୁଠାରୁ ଅଧିକ ଯାଆଁଳା ସନ୍ତାନ ଆଫ୍ରିକାରେ ଦେଖିବାକୁ ମିଳିଥାଏ। ଏହାର କାରଣ ହେଉଛି ସେଠାକାର ଜଳବାୟୁ ଓ ବାତାବରଣ ଅଟେ। ଏହି ପରିବେଶ ଯୋଗୁଁ ମଧ୍ୟ ମହିଳାଙ୍କର ଯାଆଁଳା ସନ୍ତାନ ହେବାର ସମ୍ଭାବନା ରହିଥାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *