Excuse Me Odisha

ଯାହା କହିବୁ ସତ କହିବୁ

ଯଦି କେଉଁଠୁ ପାଉଛନ୍ତି ତା ହେଲେ ନିଶ୍ଚିତ ଭାବରେ ନେଇ ଆସନ୍ତୁ,କାରଣ ଏହି ଫଳର ଖଣ୍ଡେ ଟୁକୁଡ଼ା ଭିକାରୀକୁ କରି ଦେଇଥାଏ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଗଛର ଫଳର ଗୋଟେ ଟୁକୁଡ଼ା ବି ବନ୍ଦ ଭାଗ୍ୟର ତାଲା ଖୋଲିଦେଵ। ଏହି ଜାଗାରେ ରଖିଲେ ଧନର କେବେବି ଅଭାବ ହେବନାହିଁ।

ତାନ୍ତ୍ରିକ ଗଛ ଅଟେ ଯାହାକୁ କି ଆମେ ଅରଖ ଗଛ କହିଥାଉ। କି ଯଦି ତାର ଗୋଟେ ଟୁକୁଡ଼ା ଅଣ୍ଟାରେ ଆପଣ ଧାରଣ କରିନିଅନ୍ତି ତାହେଲେ ବନ୍ଧ୍ୟା ସ୍ତ୍ରୀକୁ ବି ସନ୍ତାନ ହୋଇଯାଏ। ଯଦି ଡାହାଣ ହାତରେ ଧାରଣ କରନ୍ତି ତେବେ ସୌଭାଗ୍ୟ ବଢିଥାଏ। ଏହି ଗଛର ଚେରରେ ଭଗବାନ ଗଣେଶଙ୍କର ଆକୃତି ବହୁତ ବର୍ଷ ପୁରୁଣା ହେଲା ପରେ ହୋଇଥାଏ। ଗମ୍ଭୀରରୁ ଗମ୍ଭୀର ସମସ୍ୟାବି ଏହି ଗଛର ଚେରରେ ସମାପ୍ତ ହୋଇଥାଏ। ଏବଂ ଘରର ରକ୍ଷା ପାଇଁ ତନ୍ତ୍ର କ୍ରିୟାର ରକ୍ଷା ପାଇଁ ବଞ୍ଚିବା ପାଇଁ ନିଜ ଘରର ମୁଖ୍ୟ ଦ୍ୱାରରେ ଲଗେଇ ଦିଅନ୍ତି ତେବେ ନଜର ଦୋଷ ତନ୍ତ୍ର ମନ୍ତ୍ର ତୁଟକା ସବୁ ସମାପ୍ତ ହୋଇଯାଏ।

ଏହି ଗଛର ଫଳ ତ ଆପଣ ଦେଖିଥିବେ। ଯଦି ଅରଖ ଗଛ ଆପଣଙ୍କ ଘର ଆଗରେ ମନକୁ ଉଠିଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି। ଯଦି କେଉଁ ବ୍ୟକ୍ତି ରୋଗରେ ପଡିଛି ତେବେ ଅରଖ ଗଛର ଗୋଟେ ଡାଳ ତୋଳିକି ଆଣନ୍ତୁ ଏବଂ ସେହି ବ୍ୟକ୍ତି ଉପରେ ୭ ଥର ବୁଲାଇ ବାହାରେ ନେଇକି ଫୋପାଡ଼ି ଦିଅନ୍ତୁ। ଆପଣ ଦେଖିବେ ସେ ବ୍ୟକ୍ତିର ସ୍ୱାସ୍ଥ୍ୟ ଶୀଘ୍ର ହିଁ ଭଲ ଠିକ ହୋଇଯିବ। ଏହି ଗଛରେ ଅଦ୍ଭୂୟ ଚମତ୍କାରି ଶକ୍ତି ଥାଏ ଯାହାକି ଜୀବନରେ ସବୁ ସମସ୍ୟାରୁ ଆପଣଙ୍କୁ ବଞ୍ଚାଇ ଥାଏ। ଏହାର କିଛି ଖାସ ପ୍ରୟୋଗ ବି ଥାଏ। ଅରଖ ଗଛରେ ଯେଉଁ ଫଳ ଥାଏ ତାକୁ ନେଇକି ଆସନ୍ତୁ।

ଆଉ ତାକୁ ଆଣି ଟିକେ ହାଲକା ସୁଖେଇ ଦେବେ। ଏହାକୁ ଆଣି ଘରେ ଲାଲ କପଡ଼ାରେ ବାନ୍ଧି କରି ସମ୍ଭାଳି ରଖିବେ। ଜୀବନରେ ସବୁ ସମସ୍ୟାରୁ ଆପଣଙ୍କୁ ବାହାର କରିବ। ସବୁଆଡୁ ଆପଣଙ୍କୁ ରକ୍ଷା କରିବ। ଅରଖ ଗଛର ଫୁଲକୁ ଯଦି ନିୟମିତ ଭାବରେ ଭଗବାନ ଶିବଙ୍କୁ ଅର୍ପଣ କରିବେ ତେବେ ଜୀବନରୁ ସବୁ ସମସ୍ୟାରୁ ଆପଣ ବାହାରିଯିବେ।

ଯଦି ଶତ୍ରୁ ବିରୋଧୀ ହଇରାଣ କରୁଛନ୍ତି ତେବେ ଅରଖ ଗଛ ପାଖରେ କୌଣସି ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ ଯାଇକରି ଯେତେ ଶତ୍ରୁ ଅଛନ୍ତି ସେତିକି ଟି ପତ୍ର ତୋଳନ୍ତୁ ଆଉ ସେହି ପତ୍ରରେ ସେହି ଗଛର ରସରେ ନିଜ ଶତ୍ରୁର ନାମ ଲେଖନ୍ତୁ ଆଉ ସେହି ପତ୍ରକୁ ସେହି ଗଛର ଚେର ମୂଳେ ପୋତି ଦିଅନ୍ତୁ ଏବଂ ପଛକୁ ନବୁଲି ଏକ ମୁହାଁ ହୋଇ ଘରକୁ ଆସନ୍ତୁ। ଏହିସବୁ ଉପାୟ ନିଶ୍ଚୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *