Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ ଲଭ ରାଶିଫଳ ! ନୂଆଁ ବର୍ଷରେ ଏହି ୮ଟି ରାଶିରେ ହେବ ପ୍ରକୃତ ପ୍ରେମ ! ଜାଣନ୍ତୁ କେଉଁ କେଉଁ ରାଶି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଏହି ୨୦୨୨ରେ ୫ ଟି ରାଶିଙ୍କୁ ମିଳିବ ସତ ପ୍ରେମ।

ବନ୍ଧୁଗଣ ୨୦୨୨ ରେ ଏହି ୮ ଗୋଟି ରାଶିର ଲୋକମାନଙ୍କୁ ମିଳିବ ସତ ପ୍ରେମ ଏବଂ ହେବ ପ୍ରେମ ବିବାହ। ପ୍ରତ୍ୟକ ବର୍ଷ ଆମ ପାଇଁ କିଛି ନାଁ କିଛି ଖୁସି ଖବର ନେଇ କରି ଆସିଥାଏ। କିଏ ନିଜ କ୍ୟାରିୟରକୁ ନେଇ ଉତ୍ସାହିତ ରହିଥାଏ ତ କିଏ ପ୍ରେମ ବିବାହକୁ ନେଇ ଉତ୍ସାହିତ ରହିଥାଏ। ପ୍ରେମିକ ପ୍ରେମିକା ପାଇବାର ଖୁସି ନେଇ ଆସିଥାଏ। ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ ଜଣେଇବୁ ଯେଉଁମାନଙ୍କୁ ନିଜ ସତ ପ୍ରେମ ମିଳିବାକୁ ଯାଉଅଛି। ଆଉ ଯେଉଁମାନେ ପ୍ରେମରେ ଅଛନ୍ତି ସେମାନଙ୍କର ହେବ ପ୍ରେମ ବିବାହ ଅର୍ଥାତ ଲଭ ମ୍ୟାରେଜ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ବୃଷ ରାଶି। ବର୍ଷ ୨୦୨୨ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଆଉ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଜଣାଇବାକୁ ଚାହୁଁଛନ୍ତି ତେବେ ଏହି ସମୟ ଏହି ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରହିବ କାରଣ ପ୍ରେମର ମାମ-ଲାରେ ଏହି ବର୍ଷ ବୃଷ ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ଏହି ବର୍ଷ ଆପଣଙ୍କ ଲଭ ପାଇଁ ବା ଲଭ ମ୍ୟାରେଜ ପାଇଁ ଆପଣଙ୍କର ଘରେ ପ୍ରସ୍ତାବ ରଖିପାରନ୍ତି।

କନ୍ୟା ରାଶି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୨ ରେ କନ୍ୟା ରାଶିର ବ୍ୟକ୍ତି ଵିଶେଷଙ୍କ ପାଇଁ ନୂଆ ଜୋସ ଆଉ ରୋ-ମାନ୍ସ ସହିତ ଆରମ୍ଭ ହେବ। ଏହି ରାଶିର ବ୍ୟକ୍ତିମାନଙ୍କୁ ସତ ପ୍ରେମ ମିଳିବାର ବହୁତ ଯୋଗ ବନୁଅଛି। ଯେଉଁମାନେ ଏବେ ପର୍ଯ୍ୟନ୍ତ ଏକା ଅଛନ୍ତି ସେମାନଙ୍କୁ ନିଜର ପାର୍ଟନର ମିଳିବାର ବହୁତ ସମ୍ଭାବନା ରହିଛି।

ମେଷ ରାଶି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ଆରମ୍ଭ ଟିକେ କ-ଷ୍ଟଦାୟକ ରହିପାରେ କିନ୍ତୁ ଯେମିତି ସେମିତି ସମୟ ବିତିବ ସେମିତି ମଧ୍ୟ ପରିସ୍ଥିତି ଠିକ ହୋଇଯିବ। ଏହି ରାଶିର ଲୋକମାନଙ୍କୁ ଯେଉଁ ଏପର୍ଯ୍ୟନ୍ତ ତାଙ୍କର ସତ ପ୍ରେମ ମିଳିପାରିନାହିଁ ଏ ବର୍ଷ ତାଙ୍କର ସ୍ୱପ୍ନ ପୂରଣ ହେବ। ଆଉ ଆପଣଙ୍କର ରିଲେସନ୍ସିପ ଖୁସିରେ ଭରିଯିବ।

ମିଥୁନ ରାଶି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରେମ ମାମଲାରେ ବର୍ଷ ୨୦୨୨ ଅତ୍ୟନ୍ତ ଶୁଭ ରହିବ। ଆପଣଙ୍କର ରାଶି ଅନୁସାରେ ଆପଣଙ୍କୁ ନିଜର ସତ ପ୍ରେମ ମିଳିବାର ବହୁତ ସମ୍ଭାବନା ଅନୁଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲଭ ମ୍ୟାରେଜ କରିବାକୁ ଚାହୁଁଥିବା ଲୋକଙ୍କର ଲଭ ମ୍ୟାରେଜବି ହୋଇଯିବ। କିଛି ବାଧା ବିଘ୍ନ ଆସିବ ନାହିଁ।

ସିଂହ ରାଶି। ବର୍ଷ ୨୦୨୨ ଏହି ରାଶି ମାନଙ୍କ ପାଇଁ ରୋମାଣ୍ଟିକ ରହିବ। ରୋମାଣ୍ଟିକ ରହିବା ସହିତ ପ୍ରେମରେ ମାମଲାରେ ଏହି ବର୍ଷ ଆପଣଙ୍କ ପାଇଁ ଖୁସି ନେଇ କରି ଆସୁଛି। ଲଭ ମ୍ୟାରେଜ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ରହିବ। ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କର ସତ ପ୍ରେମ ମିଳିପାରିନାହିଁ ଏହି ବର୍ଷ ମିଳିବାର ସମ୍ଭାବନା ବହୁତ ଦେଖାଯାଉଛି। କିନ୍ତୁ କାହାରିକୁ ବି ନିଜର ମନର କଥା କହିବା ପୂର୍ବରୁ ଭଲ ଭାବରେ ଥରେ ଚିନ୍ତା କରି ଆଗକୁ ବଢିବା ଆପଣଙ୍କ ପାଇଁ ଠିକ ରହିବ।

ମକର ରାଶି। ଏହି ୨୦୨୨ ବର୍ଷ ମକର ରାଶି ବ୍ୟକ୍ତି ମାନଙ୍କ ପାଇଁ ଲକି ସାବ୍ୟସ୍ତ ହେବ। ଏହି ସମୟ ଆପଣଙ୍କର ରାଶି ଅନୁସାରେ ଲଭ ମାମ-ଲାରେ ଭଲ ଯୋଗ ବନୁଅଛି। ସେଥିପାଇଁ କାହାକୁ ପ୍ରୋପଜ ବା ପ୍ରେମ ପ୍ରସ୍ତାବ ଦେବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଭାଗ୍ୟଶାଳି ରହିବ। ଆଉ ଆପଣଙ୍କୁ ପଜିଟିଭ ଫଳ ନିଶ୍ଚୟ ମିଳିବ। ଆପଣ ଚାହିଁବେ ତ ନିଜ ପ୍ରେମର ବାହାଘର ପ୍ରସ୍ତାବ ଆପଣଙ୍କର ପରିବାର ସାମ୍ନାରେ ରଖିପାରିବେ।

ବିଛା ରାଶି। ବର୍ଷ ୨୦୨୨ ର ପ୍ରେମ ମାମଲାରେ ଏହି ରାଶିର ବ୍ୟକ୍ତି ବିଶେଷ ଅତ୍ୟନ୍ତ ଭାଗ୍ୟଶାଳୀ ରହିବେ। ହୋଇପାରେ ନିଜ ପ୍ରେମକୁ ଆପଣ ସ୍ୱତନ୍ତ୍ର ସ୍ଥାନ ଦେଇପାରିବେ। ଏହି ବର୍ଷ ଆପଣଙ୍କର ପାର୍ଟନରଙ୍କ ସହିତ ବୁଲିବାର ମଧ୍ୟ ଯୋଜନା କରିବେ।

କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲଭ ରିଲେସନକୁ ନେଇ ୨୦୨୨ ବର୍ଷଟି ଖୁସି ନେଇ କରି ଆସୁଅଛି। ଏହି ବର୍ଷ ଆପଣଙ୍କୁ ନିଜ ସତ ପ୍ରେମ ମିଳିବାର ବହୁତ ସମ୍ଭାବନା ରହିଛି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ବିବାହ ହେବାର ବହୁତ ଯୋଗ ବନୁଅଛି। ବର୍ଷର ଆରମ୍ଭରେ ଆପଣ ଖୁସି ଆଉ ଆନନ୍ଦରେ ରହିବେ ଏବଂ ଆପଣଙ୍କୁ ଲଭ ପ୍ରପଜାଲ ବି ମିଳିବ।ଆପଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏ ବର୍ଷ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲଭକୁ ନେଇ ବହୁତ ଆନନ୍ଦରେ କଟିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *