Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତି ଠାରୁ ଏହି ୪ଟି ରାଶିର ଭାଗ୍ୟରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ,ଘଟିବାକୁ ଯାଉଛି ୩ଟି ବଡ଼ ଘଟଣା !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜ୍ଯୋତିଷ ମାନଙ୍କ ଗଣନା ଅନୁସାରେ ଆଜିଠାରୁ ଏହି ଚାରି ଗୋଟି ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି।ଏହାସହିତ କିଛି ବିଶେଷ କଥା ପ୍ରତି ଏମାନଙ୍କୁ ସାବଧାନ ରହିବାର ମଧ୍ୟ ଆବଶ୍ୟକତା ରହିଛି। ତେବେ ବନ୍ଧୁଗଣ ଆସନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି –

ଆଜି ରାତି ଠାରୁ ଏହି ରାଶିର ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ଏମାନଙ୍କୁ କେବେ ମଧ୍ୟ ଧନର ଅଭାବ ହେବ ନାହିଁ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମିଳିବା ସହିତ ଆପଣ ପ୍ରଶଂସାର ପାତ୍ର ହେବେ।କିନ୍ତୁ ଆପଣଙ୍କୁ ଏହି ସମୟରେ ଅନ୍ୟମାନଙ୍କର ଅଯଥା ବିବାଦରୁ ଦୂରେଇ ରହିବା ଉଚିତ। ନଚେତ ମାନସିକ ରୂପରେ ଆପଣ ଚାପଗ୍ରସ୍ତ ହୋଇ ପାରନ୍ତି।

ବୃଷ ରାଶି –

ଆଜିଠାରୁ ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଏହାସହିତ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣ ବରିଷ୍ଠ ଅଧିକାରୀଙ୍କ ପାଖରୁ ପ୍ରଶଂସିତ ହେବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଅନେକ ଦିନରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।ପରିବାରରେ ସୁଖଶାନ୍ତି ବିରାଜମାନ କରିବ।ଜୀବନସାଥୀ ଓ ପରିବାର ଲୋକଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ଅନ୍ୟମାନଙ୍କ ସହିତ ଅଧିକ ଯୁକ୍ତିତର୍କ କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଭଲ ଅଟେ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଅଚାନକ ଧନପ୍ରାପ୍ତି ହେବାର ଯୋଗ ରହିଛି। ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଆପଣ ସଫଳତା ଅର୍ଜନ କରିବେ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ।ଆପଣଙ୍କ ଜୀବନରେ ଥିବା ସମସ୍ତ ଆର୍ଥିକ ସମସ୍ଯା ଦୂର ହୋଇଯିବ।ଆପଣଙ୍କୁ ସର୍ବଦା ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ, ନଚେତ ଆପଣ କୌଣସି ସମସ୍ୟାରେ ପଡ଼ି ଯାଇପାରନ୍ତି।

କୁମ୍ଭ ରାଶି –

ଏହି ରାଶିର ଲୋକଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଖୁବ ଶୀଘ୍ର ଆପଣ ନିଜ ପାର୍ଟନରଙ୍କୁ ବିବାହ କରିବେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ସବୁ କ୍ଷେତ୍ରରେ ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ। ଆପଣଙ୍କୁ କେବେ ମଧ୍ୟ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ବନ୍ଧୁଗଣ, ଆମ ପୋଷ୍ଟ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *