Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ 2022 | ଏହି 5ଟି ରାଶିର ଲୋକେ ହେବେ ଧନବାନ୍ ! ଏଥିରେ ଆପଣଙ୍କ ରାଶି ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆବର୍ଷରେ ୫ ଟି ରାଶି ହେବେ ଧନବାନ।

ବନ୍ଧୁଗଣ ବର୍ଷ ୨୦୨୨ ରେ ଏହି ୫ ଗୋଟି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହେବ। ଏମାନଙ୍କ ଭାଗ୍ୟ ବଦଳିଯିବ। ଯେପରି କି ଆମେ ଜାଣିଛେ ଯେ ଗ୍ରହ ନକ୍ଷତ୍ରକୁ ବହୁତ ଅଧିକ ହିଁ ମହତ୍ୱ ଦିଆଯାଇଥାଏ ଏବଂ ଏହାର ସମ୍ବଦ୍ଧ ରାଶି ମାନଙ୍କ ସହିତ ବି ରହିଥାଏ ଏବଂ ଏପରି କୁହାଯାଏ କି ଗ୍ରହ ନକ୍ଷତ୍ର ମନୁଷ୍ୟର ଜୀବନ ସହିତ ସିଧା ସିଧା ସମ୍ବଦ୍ଧ ରହିଥାଏ। ଏବଂ ଗ୍ରହ ମାନଙ୍କର ଚଳନ କାରଣରୁ ସେହି ମନୁଷ୍ୟ ମାନଙ୍କର ଭାଗ୍ୟ ବି ବଦଳିପାରେ। ଯାହାର ପରିଣାମ ତାଙ୍କୁ ସାରା ଜୀବନ ଦେଖିବାକୁ ମିଳିଥାଏ।

ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କର ଗ୍ରହ ମାନଙ୍କର ଚଳନ ଠିକ ରହିଥାଏ ଆପଣଙ୍କ ଜୀବନରେ କୌଣସି ବି ପ୍ରକାରର ସମସ୍ୟା ଆସିନଥାଏ କିନ୍ତୁ ଯଦି ଏହି ଗ୍ରହ ମାନଙ୍କର ଚଳନ ଓଲଟା ହୋଇଯାଏ ତ ଆପଣଙ୍କ ଜୀବନରେ ବହୁତ ପ୍ରକାରର ସମସ୍ୟା ଆସିପାରେ। ଆଜି ଆମେ ସେହି ରାଶି ମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁ ମାନଙ୍କର ଭାଗ୍ୟ ଏହି ନୂଆବର୍ଷ ୨୦୨୨ରେ ବଦଳିବାକୁ ଯାଉଅଛି। ଆସନ୍ତୁ ଜାଣିବା କଣ କଣ ସେହି ଭାଗ୍ୟଶାଳୀ ରାଶି ଅଟନ୍ତି।

ମେଷ ରାଶି।

ମନରେ ସକାରାତ୍ମକ ବଢିବ ଏହା ଫଳରେ ଆପଣଙ୍କୁ କୌଣସି ବଡ଼ ଧରଣରେ ଲାଭ ମିଳିପାରେ। କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ।ବହୁତ ଦିନ ଧରି କରିଆସୁଥିବା କାର୍ଯ୍ୟର ଉଚିତ ଫଳ ମିଳିବାକୁ ଏବେ ଠାରୁ ମିଳିବାକୁ ଲାଗିବ। ବିଜନେସରେ ବଡ଼ ଧରଣର ଲାଭ ହେବାର ସମ୍ଭାବନା ବନୁଅଛି। ଅଫିସରେ ପରିବେଶ ଠିକ ରହିବ। ଆପଣଙ୍କ ଅନୁଭବ ଏବଂ ବୁଦ୍ଧିମାନ କାରଣରୁ ଲୋକମାନେ ଆପଣଙ୍କୁ ଆଦର୍ଶ ମାନି ପାରନ୍ତି ଏବଂ ଆପଣଙ୍କ ଠାରୁ ପରାମର୍ଶ ବି ଲଡି ପାରନ୍ତି। ଆପଣଙ୍କ ମାନ ସମ୍ମାନ ଏବଂ ଖ୍ୟାତିରେ ବୃଦ୍ଧି ଘଟିବ।

ବୃଷ ରାଶି।

ଧନ ଜନିତ ସମସ୍ୟା ଯାହାବି ଆପଣଙ୍କର ଥିଲା ତାହା ଶେଷ ହେବାର ଯୋଗ ବନୁଅଛି। ଆପଣ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିପାରେ କିମ୍ବା କୌଣସି ସହଯୋଗ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ। ଜୀବନସାଥୀଙ୍କ ସହଯୋଗ ମିଳିପାରେ। ମାନ ସମ୍ମାନରେ ବୃଦ୍ଧି ହେବ। ଆପଣଙ୍କର ଦାମ୍ଫତ୍ୟ ଜୀବନ ବହୁତ ସୁଖରେ ରହିବ। ଆପଣଙ୍କର ଅଧିକାଂଶ ସମସ୍ୟା ଅତି ସହଜରେ ହିଁ ସମାଧାନ ହୋଇଯିବ। କୌଣସି ବିଶେଷସନୀୟ ବ୍ୟକ୍ତିଙ୍କ ସହିତ ନିଜର ମନର କଥାକୁ ସେୟାର କରିବେ।

ଧନୁ ରାଶି।

ଲୋକମାନେ ଆପଣଙ୍କ ଠାରେ ପ୍ରଭାବିତ ହୋଇପାରନ୍ତି ଏବଂ ଧନ ପ୍ରାପ୍ତିର ନୂଆ ନୂଆ ସମ୍ଭାବନା ପ୍ରାପ୍ତ ହୋଇପାରେ। ଅର୍ଥାତ ବିଭିନ୍ନ ଦିଗରୁ ଧନ ମିଳିବାର ସମ୍ଭାବନା ରହିଛି। ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଏହି ସମୟରେ ଆପଣଙ୍କର ସମସ୍ତ ବିବାଦ ଦୂର ହେବାର ସମ୍ଭାବନା ରହିଛି। ଏହି ରାଶିର ମହିଳାମାନଙ୍କ ପାଇଁ ସ୍ବାସ୍ଥ୍ୟକୁ ନେଇ ସଚେତନ ରହିବାର ଆବଶ୍ୟକତା ଅଛି।ବଅନାବଶ୍ୟକ ଖର୍ଚ୍ଚ ଉପରେ ଧ୍ୟାନ ରଖିବାକୁ ହେବ। ପ୍ରତ୍ୟକ କାର୍ଯ୍ୟକୁ ବିବେକର ସହିତ ବିଚାର କରି କରନ୍ତୁ। ମନ ଭୁଲାଣିଆ କଥାରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ।

ତୁଳା ରାଶି।

ଏହି ରାଶିର ଜାତକ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ନାଁ କାହିଁକି ସେଥିରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ପ୍ରାପ୍ତ ହେବ। ପ୍ରତ୍ୟକ କାର୍ଯ୍ୟକୁ ଚିନ୍ତା ବିଚାର କରିକି ହିଁ ନିର୍ଣ୍ଣୟ ନିଅନ୍ତୁ। ଆପଣ ସଫଳତା ନିଶ୍ଚୟ ପ୍ରାପ୍ତ କରିବେ। ଲୋକମାନଙ୍କ ସହିତ ସମ୍ପର୍କ ବଢ଼ାନ୍ତୁ ଆପଣଙ୍କୁ ନୂଆ ନୂଆ ବିଚାର ପ୍ରାପ୍ତ ହେବ। ଆପଣଙ୍କର ଧନ ଲାଭର ବି ଯୋଗ ବନୁଅଛି। ପରିବାରରେ ଥିବା ଦୁଃଖ କ୍ଳେଶ ଦୂର ହେବ। ମତାନ୍ତର ଦୂର ହେବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କରେ ମଧୁରତା ଆସିବ।

କୁମ୍ଭ ରାଶି।

ଚାକିରୀ ଏବଂ ବ୍ୟବସାୟ ଦୁଇଟି ଯାକ କ୍ଷେତ୍ରରେ ଆପଣଙ୍କୁ ଧନ ଲାଭର ସମ୍ଭାବନା ବନୁଅଛି। ଆପଣଙ୍କର କିଛି ନୂଆ ମିତ୍ର ସୃଷ୍ଟି ହେବେ ଯାହା ଆପଣଙ୍କ ପାଇଁ ଅନୁକୂଳ ରହିବେ। ଆପଣ ଚେଷ୍ଟା କରିବେ ତ କୌଣସି ବିଶେଷ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରନ୍ତି। କୌଣସି କାର୍ଯ୍ୟକୁ ପାର୍ଟନରସିପରେ କରିବା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଆପଣଙ୍କର ଆତ୍ମବିଶ୍ୱାସ ବଢିବ। କୌଣସି ମନରୋମ ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି।

ଏହି ରାଶିର ଜାତକ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଗକୁ ଖୁବ ଭଲ ସମୟ ଆସିବାର ଅଛି। ପାଠରେ ସମ୍ପୂର୍ଣ୍ଣ ମନ ଲାଗି ରହିବ। କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆପଣ ସଫଳତା ପାଇପାରନ୍ତି। ତେବେ ସ୍ବାସ୍ଥ୍ୟରେ କିଛି ଛୋଟ ମୋଟ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଟିକେ ସାବଧାନ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *