Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଦେବଙ୍କୁ ଜଳ ଦେବା ପାତ୍ରରେ ନିଶ୍ଚୟ ପକାନ୍ତୁ ଏହି ଗୋଟିଏ ଜିନିଷ,ରୋଡ଼ପତି ବି ହୋଇଯିବ କୋଟିପତି!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୂର୍ଯ୍ୟଦେବଙ୍କୁ ଜଳ ଦେବା ପାତ୍ରରେ ନିଶ୍ଚୟ ପକାନ୍ତୁ ଏହି ଗୋଟିଏ ଜିନିଷ ରୋଡ଼ ପତି ବି ହେବ କୋଟିପତି।

ବନ୍ଧୁଗଣ ଜୀବନରେ ଧନ ପ୍ରାପ୍ତ କରିବା ବିଶେଷ କାର୍ଯ୍ୟ ପୂରଣ କରିବା ନିଜ ଜୀବନରେ ପ୍ରତ୍ୟକ କାମରେ ଉନ୍ନତି କରିବା ଯଦି ଆପଣ ନିଜ ଜୀବନରେ କିଛି ବି ଜିନିଷ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କୁ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ହିଁ ଆପଣଙ୍କର ସେହି କାର୍ଯ୍ୟ ବନିଯାଏ। ଭଗବାନ ଶ୍ରୀ ରାମ ମଧ୍ୟ ଭଗବାନ ସୂର୍ୟ୍ଯଦେବଙ୍କୁ ଜଳ ଅର୍ପଣ କରୁଥିଲେ ଯାହା ଦ୍ୱାରା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର କୁହାଗଲେ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ କାମ ବିନା ବାଧାରେ ସଫଳ ହେଉ ତେବେ ଆପଣ କେବଳ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ନିଜର ମନସ୍କାମନା ମାଗିବେ ନିଶ୍ଚିତ ଭାବରେ ଆପଣଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ପାଣି ପାତ୍ରରେ କେଉଁ ଜିନିଷ ପକେଇ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ। ଆଜିର ଦୁନିଆରେ ବ୍ୟକ୍ତିଙ୍କୁ ଯଦି କୌଣସି ଜିନିଷର ଆବଶ୍ୟକତା ଅଛି ତାହା ହେଉଛି ଧନ। ଧନ ଯଦି ବ୍ୟକ୍ତିଙ୍କ ପାଖରେ ନଥିବ ତାହେଲେ ତା ପାଖରେ କିଛି ନାହିଁ। ଯଦି ଆପଣ ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି ତେବେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏଥିରେ ତୁଳସୀ ପତ୍ର ଏବଂ ସିନ୍ଦୁର ପକେଇକି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ କାରଣ ଏପରି ମାନାଯାଏ ଯେ ତୁଳସୀ ମା ଲକ୍ଷ୍ମୀଙ୍କର ପ୍ରତୀକ ଅଟନ୍ତି ଏବଂ ଯଦି ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ତୁଳସୀ ଚଢାନ୍ତି

ଏହା ଦ୍ବାରା ଭଗବାନ ସୂର୍ଯ୍ୟଦେବ ବହୁତ ପ୍ରସନ୍ନ ହୋଇଥାନ୍ତି। ଏବଂ ଭଗବାନ ସୂର୍ଯ୍ୟଦେଵ ପ୍ରସନ୍ନ ହେବା ଦ୍ୱାରା ଏପରି ଯୋଗ ବନିଥାଏ ଯାହା ଦ୍ୱାରା କି ଆପଣଙ୍କ ଜୀବନରେ ଧନର ଯୋଗ ଦେଖାଦେଇଥାଏ। ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ବିଶେଷ କରି ମହିଳାମାନେ ଯଦି ନିଜ ସ୍ୱାମୀର ଲମ୍ବା ଆୟୁଷ ପାଇଁ ମନକାମନା କରୁଛନ୍ତି ତାହେଲେ ଆଉ ପୁରୁଷ ମାନେ ନିଜ ବୈବାହିକ ଜୀବନରେ ସୁଖ ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ କିଛି ସିନ୍ଦୁର ପକେଇକି ଜଳ ଅର୍ପଣ କରିବା ଉଚିତ।

ଏହା ଦ୍ବାରା ଆପଣଙ୍କ ବୈବାହିକ ଜୀବନରେ ଖୁସି ଭରିକି ରହିବ ସୁଖମୟ ହେବ। ଏହିପରି ଭଗବାନ ସୂର୍ଯ୍ୟଦେବଙ୍କୁ ଯେତେବେଳେ ଜଳ ଅର୍ପଣ କରିବେ ଧ୍ୟାନ ରଖିବେ ଜଳ ଦେଉଥିବା ପାତ୍ର ସବୁବେଳେ ମୁଣ୍ଡ ଉପରେ ରଖିବେ ଏବଂ ତମ୍ବା ପାତ୍ର ବ୍ୟବହାର କରିବେ। ଯେତେବେଳେଭଗବାନ ସୂର୍ଯ୍ୟଦେବଙ୍କୁ ବାଳକୁନିରେ ଜଳ ଦେବେ ଧ୍ୟାନ ଦେବେ କି ଜଳ ଦେବା ସମୟରେ ଗଛ ତଳେ ଥିଲେ ବହୁତ ଭଲ। କାରଣ ଭଗବାନ ସୂର୍ଯ୍ୟଦେବଙ୍କୁ ଦେଉଥିବା ଜଳ ଏହି ଗଛରେ ପଡିଲେ ଏହି ଗଛ ଯେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ରହିବ ଆପଣଙ୍କ ଘରେ ସୁଖ ସମୃଦ୍ଧି ଭରି ରହିବ।

ଯଦି ଆପଣଙ୍କ ମନ ଭଲ ରହୁନି ଆପଣ ଏକାଗ୍ରତା କରିପାରୁନାହାନ୍ତି କମରେ ମନ ଲାଗୁନାହିଁ ତେବେ ସୂର୍ଯ୍ୟଦେବଙ୍କୁ ଜଳ ଦେବା ସମୟରେ ସେହି ଜଳ ପାତ୍ରରେ କିଛି କଳା ରାଶି ଏବଂ କିଛି କର୍ପୂର ପକେଇ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଏକାଗ୍ରତା ବଢିଥାଏ କାମ କରିବାରେ ମନ ଲାଗିଥାଏ।

ଏହିପରି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କିଛି ମନ୍ତ୍ରର ଜପ କରି ଜଳ ଦେବା ଉଚିତ। ଆମେ ଆପଣଙ୍କୁ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ୩ ଟି ମନ୍ତ୍ର ବିଷୟରେ ଜଣେଇବୁ। ଏହା ଭିତରୁ କୌଣସି ଗୋଟିଏ ମନ୍ତ୍ର ଜପ କରି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ। ମନ୍ତ୍ର ହେଉଛି। “ଓଁ ସୂର୍ଯ୍ୟାୟ ନମଃ”। “ଓଁ ଆଦିତାୟ ନମଃ” ଏବଂ “ଓଁ ଭାସ୍କରାୟ ନମଃ”। ଏଥିରୁ କୌଣସି ଗୋଟିଏ ମନ୍ତ୍ର ୧୧ ଥର ଜପ କରି ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଏମିତି କରିବା ଦ୍ୱାରା ସୁର୍ଯ୍ୟ ଗ୍ରହ ମଜବୁତ ହୋଇଥାଏ।

ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଦେବା ସମୟରେ କିଛି ସୋରିଷ ତେଲ ଏବଂ କଳା ରାଶି ପକେଇକି ଓଁ ଶନିଶ୍ଚରାୟ ନମଃ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରି ଜଳ ଦେଲେ ଭଗବାନ ସୂର୍ଯ୍ୟଦେବଙ୍କ ସହିତ ଭଗବାନ ଶନିଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

ଯଦି କାହାରି କୁଣ୍ଡଳୀରେ ସନ୍ତାନ ସୁଖ ପ୍ରାପ୍ତ ନାହିଁ ବା ଆପଣ ଚାହୁଁଛନ୍ତି କି ଆପଣଙ୍କର ଉର୍ଜାବାନ ସନ୍ତାନର ପ୍ରାପ୍ତ ହେଉ କିମ୍ବା ଆପଣଙ୍କ ଜୀବନରେ କେବେ କୌଣସି ପ୍ରକାରର ଦୋଷ ନଲାଗୁ କାରଣ ଏପରି ହୋଇଥାଏ କି କେତେଥର ଏମିତି ହୋଇଥାଏ କି ଆମ କୁଣ୍ଡଳୀରେ ଗୁରୁ ଗ୍ରହ ମଜବୁତ ହୋଇନଥାଏ ଯାହା ଦ୍ୱାରା କି ଆମକୁ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ ଏପରିକି ସନ୍ତାନ ସୁଖ ଆମ ଜୀବନରେ ନଥାଏ ବା ସନ୍ତାନ ହୋଇଥାଏ ଯିଏ କି କେବଳ ଦୁଃଖ ଦେଇଥାଏ। ଯଦି ଆପଣ ଭଲ ସନ୍ତାନ ଚାହୁଁଛନ୍ତି ତେବେ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ସେଥିରେ ହଳଦୀ ପକେଇକି ଜଳ ଅର୍ପଣ କଲେ ଗୁରୁ ଗ୍ରହ ମଜବୁତ ହୋଇଥାଏ।

ସେହିପରି ଯଦି ଆପଣଙ୍କୁ ଖରାପ ସ୍ୱପ୍ନ ଆସୁଥାଏ ବା ନଜର ଦୋଷ ଲାଗୁଥାଏ ତେବେ ଜଳରେ ଭୀମସେନ କର୍ପୂର ବା କସ୍ତୁରୀ ମେଥି ପକେଇ ସେଥିରେ ମୁଣ୍ଡ ଚାରିପଟେ ୭ ଥର ବୁଲାଇବା ପରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଦେବେ। ଏହା ଦ୍ବାରା ଏହିସବୁ ଦୋଷ ଦୂର ହୋଇଥାଏ। ଏହା ବ୍ୟତୀତ କେବେ କେବେ ଭଗବାନ ସିର୍ଯ୍ୟଦେଵ ଭଲ ସ୍ଥାନରେ ରହିନଥାନ୍ତି ଯାହା ଦ୍ୱାରା ଜୀବନ ଅସ୍ତ ବ୍ୟସ୍ତ ହୋଇଯାଏ।

ଯେପରିକି କୌଣସି ରୋଗ ହୋଇଯାଏ ଯାହାକି କେବେ ଠିକ ହୋଇନଥାଏ ଏବଂ ପଇସା ମଧ୍ୟ ବହୁତ ଖର୍ଚ୍ଚ ହୋଇଥାଏ ତେବେ ଏପରି କ୍ଷେତ୍ରରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଦେବା ପୂର୍ବରୁ ଭଗବାନ ସୂର୍ଯ୍ୟଦେବଙ୍କ ନିମିତ୍ତ ଏକ ଦୀପ ଜାଳନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଲାଭ ନିଶ୍ଚୟ ମିଳିଥାଏ। ଭଗବାନ ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି। ସବୁ ଦୋଷ ଏପରି ଚାଲିଯାଇଥାଏ କି ଯାହା ଆପଣ କେବେବି କଳ୍ପନା କରିନଥିବେ। ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *