Excuse Me Odisha

ଯାହା କହିବୁ ସତ କହିବୁ

ବାହାଘରର ଫାଷ୍ଟ ନାଇଟରେ କରନ୍ତୁ ନାହିଁ ଏହି ୫ଟି ଭୁଲ,ନ ହେଲେ ହୋଇପାରେ ଗଡବଡ !

ସେୟାର୍ କରନ୍ତୁ

ପ୍ରତ୍ୟେକ ବିବାହିତ ଲୋକେ ନିଜର ପ୍ରଥମ ରାତିକୁ ନେଇ ଉତ୍ସାହିତ ରହିଥାନ୍ତି। ବେଳେ ବେଳେ ବିବାହର ପ୍ରଥମ ରାତିରେ ଏଭଳି କିଛି ଘଟିଯାଇଥାଏ, ଯାହା ଜୀବନସାରା ବିବାହିତ ଲୋକଙ୍କୁ କଷ୍ଟ ଦେଇଥାଏ।

– ଶରୀର ବା ଫିଗର ବିଷୟରେ ଚିନ୍ତା କରିବା।

– ରୁମରେ ରଖନ୍ତୁ ମେଡିକାଲ କିଟ।

– ପତ୍ନୀଙ୍କ ସହିତ କୌଣସି ଜବ-ରଦସ୍ତି କରନ୍ତୁ ନାହିଁ।

ଜଣେ ମହିଳା ବିବାହ କରିବା ପରେ ଯେବେ ନିଜ ଶାଶୂଘରକୁ ଆସିଥାଏ, ତାର ମନରେ ନିଜ ସ୍ବାମୀ ଓ ନୂଆ ପରିବାରକୁ ନେଇ ଅନେକ ସ୍ବପ୍ନ ରହିଥାଏ।ବେଳେ ବେଳେ ବିବାହର ପ୍ରଥମ ରାତିରେ ଏଭଳି କିଛି ଘଟିଯାଇଥାଏ, ଯାହାର ପ୍ରଭାବ ଜୀବନସାରା ପାଇଁ କ-ଷ୍ଟ ଦେଇଥାଏ। ବିବାହର ପ୍ରଥମ ରାତିରେ କେଉଁ ସବୁ ଭୁଲ କରିବା ଉଚିତ୍ ନୁହେଁ, ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

– ବିବାହର ପ୍ରଥମ ରାତିରେ ପ୍ରତ୍ୟେକ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀଙ୍କୁ ତାଙ୍କ ଶରୀର ଗଠନ ପସନ୍ଦ ଆସିବ କି ନାହିଁ, ସେହି ଚିନ୍ତା ରହିଥାଏ। ତାଙ୍କ ପତିଙ୍କୁ ତାଙ୍କର ସଜେଇ ହେବା ପସନ୍ଦ ଆସିବ କି ନାହିଁ, ଏହି ଚିନ୍ତାରେ ସ୍ତ୍ରୀଲୋକ ଥକି ଯାଇଥାନ୍ତି। ତେଣୁ ବିବାହର ପ୍ରଥମ ରାତିରେ ଅଯଥା କୌଣସି ଚିନ୍ତା ନକରି ପ୍ରସନ୍ନ ରୁହନ୍ତୁ।

– ଆପଣମାନେ ଜାଣିଥିବେ ବାହାଘରରେ ବହୁତ କାର୍ଯ୍ୟଭାର ରହିଥାଏ। ଏଣୁ ବିବାହ କରୁଥିବା ମହିଳା ନିଜ ବିବାହର ପ୍ରଥମ ରାତିରେ ଥକି ଯାଇ ସ୍ବାସ୍ଥ୍ୟ ଖରାପ ହୋଇ ଯାଇଥାଏ। ସେଥିପାଇଁ ନିଜ ରୁମରେ ମେଡିସିନ ଆଣି ରଖନ୍ତୁ, ଯେପରି ଆପଣଙ୍କୁ ରାତିସାରା ହଇ-ରାଣ ହେବାକୁ ପଡିବ ନାହିଁ।

– ବିବାହର ପ୍ରଥମ ରାତିରେ ସ-ମ୍ଭୋଗ କରିବା ଭୁଲ ନୁହେଁ। କିନ୍ତୁ ଯଦି ସେହିଦିନ ବିବାହିତ ଦମ୍ପତିଙ୍କ ମଧ୍ୟରୁ କାହାର ସ୍ବାସ୍ଥ୍ୟ ଖରାପ ରହିଛି ତାହେଲେ ଜବ-ରଦସ୍ତି କରିବା କଦାପି ଉଚିତ ନୁହେଁ।ବିବାହର ପ୍ରଥମ ରାତିରେ ବିବାହିତ ଦମ୍ପତି ପରସ୍ପର ସହିତ ହସଖୁସିରେ ବାର୍ତ୍ତାଳାପ କରିବା ଉଚିତ ଏବଂ ପରସ୍ପରକୁ ଭଲଭାବରେ ବୁଝିବା ପାଇଁ ପ୍ରୟାସ କରନ୍ତୁ।

– ବିବାହର ପ୍ରଥମ ରାତିରେ ଭୁଲରେ ମଧ୍ୟ ନିଜ ଜୀବନସାଥୀଙ୍କ ସହିତ ପରିବାର ଲୋକଙ୍କ ବିଷୟରେ ଆଲୋଚନା କରନ୍ତୁ ନାହିଁ। ଆପଣଙ୍କର ଏହି ଭୁଲ ସାରା ଜୀବନ ପର୍ଯ୍ୟନ୍ତ ଆପଣଙ୍କ ବୈବାହିକ ସମ୍ପର୍କକୁ ପ୍ରଭାବିତ କରିପାରେ। ଆପଣ ପରସ୍ପରକୁ କିଛି କଥାରେ ପ୍ରଶଂସା କରନ୍ତୁ, ଏହାଦ୍ବାରା ଆପଣଙ୍କ ମଧ୍ୟରେ ଭରସା, ସମ୍ମାନ ବୃଦ୍ଧି ପାଇବ ଓ ସମ୍ପର୍କ ସୁଦୃଢ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *