Excuse Me Odisha

ଯାହା କହିବୁ ସତ କହିବୁ

କ’ଣ କରଜ ସୁଝି ପାରୁ ନାହାନ୍ତି ! ହନୁମାନ ମନ୍ଦିରକୁ ଯାଇ ଆଜି ହିଁ ଆପଣାନ୍ତୁ ଏହି ସରଳ ଉପାୟ,ଦେଖିବେ କରଜରୁ ମିଳିବ ମୁକ୍ତି !

ସେୟାର୍ କରନ୍ତୁ

ବନ୍ଧୁଗଣ, ଅନେକ ସମୟରେ ଆମେ ଋଣ ନେଇ ଏହାର ପରିଶୋଧ କରିବା ପାଇଁ ଚିନ୍ତାରେ ପଡ଼ିଯାଇଥାଉ। ଋଣ ନେବା ସମୟରେ ଆମକୁ କିଛି ଜିନିଷ ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦେବା ଆବଶ୍ୟକ। ଏହାକୁ ଅଣଦେଖା କରିବା ଦ୍ୱାରା ଆମ ବିପଦରେ ପଡ଼ିବାର ସମ୍ଭାବନା ରହିଥାଏ। କିନ୍ତୁ ସାଙ୍ଗମାନେ କେବେବି ଶନିବାର ଦିନ ଅଥବା ମାସର ୮, ୧୭ ଓ ୨୬ ତାରିଖରେ କରଜ ନିଅନ୍ତୁ ନାହିଁ।

ଶନିବାର ଦିନ ଅଥବା ୮,୧୭,୨୬ ତାରିଖରେ ଋଣ ନେବା ହାନିକାରକ ସାବ୍ୟସ୍ତ ହୋଇଥାଏ। ୮ ଅଙ୍କ ଶନିଙ୍କ ଅଙ୍କ ଅଟେ। ଏହିଦିନ ଋଣ ନେବା ଦ୍ଵାରା ଆପଣ ସର୍ବଦା ଚିନ୍ତିତ ରହିବେ। ଯଦି ଆପଣ ଋଣ ନେଇ ଚିନ୍ତାରେ ଅଛନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ ପାନ ପତ୍ରକୁ ନେଇ ଏକ ଉପାୟ କଲେ, ନିଶ୍ଚିତ ଭାବରେ ଋଣରୁ ମୁକ୍ତି ପାଇ ପାରିବେ, ସେହି ବିଷୟରେ କହିବାକୁ ଯାଉଛୁ।

ଯଦି ଆପଣ ନିଜର ଋଣ ପରିଶୋଧ କରି ଚିନ୍ତା ମୁକ୍ତ ହୋଇ ରହିବା ପାଇଁ ଚାହୁଁଛନ୍ତି, ତାହେଲେ ପାନ ପତ୍ରକୁ ନେଇ ଏହି ଉପାୟ କରନ୍ତୁ। ଗୋଟେ ସୁନ୍ଦର ଓ ଗୋଟା ପାନ ନିଅନ୍ତୁ,ସେଥିରେ କିଛି କଟା ଦାଗ ନଥିବା ଆବଶ୍ୟକ।ସେହି ପାନ ପତ୍ରରେ ତିନୋଟି ଲବଙ୍ଗ ଓ ଗୋଟିଏ ଗୁଜୁରାତି ଦେଇ ଭାଙ୍ଗି ଦିଅନ୍ତୁ ଓ ଏହାକୁ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ।

ଏହି ଉପାୟ କରିବା ପରେ ଆମିଷ ଭୋଜନ କରନ୍ତୁ ନାହିଁ। ଏପରି ୩ ମାସ ପର୍ଯ୍ୟନ୍ତ କରନ୍ତୁ, ଦେଖିବେ ଆପଣ ଖୁବ୍ ଶୀଘ୍ର ଋଣରୁ ମୁକ୍ତି ପାଇବେ।ଯଦି ଆପଣ ଖୁବ୍ ଜଟିଳ ଭାବରେ ଋଣରେ ବୁଡି ରହିଛନ୍ତି ଏବଂ ଏଥିପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି, ତାହେଲେ ମଙ୍ଗଳବାର ଦିନ ନିଶ୍ଚିତ ଭାବରେ ଏହି ଉପାୟ କରନ୍ତୁ।

ଗୋଟା ପାନପତ୍ର ନେଇ ଏହାର ଡେମ୍ଫ ଛିଡାଇ ଦିଅନ୍ତୁ। ଏହାପରେ ଏଥିରେ ଦୁଇଟି ଲବଙ୍ଗ ରଖି ଏହାକୁ ଦୁଇ ହାତରେ ଧରି ଜଳରେ ପ୍ରବାହିତ କରି ଦିଅନ୍ତୁ ଏବଂ ହାତଯୋଡି ପ୍ରାର୍ଥନା କରନ୍ତୁ।ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। ଏହି ଉପାୟ କରିବା ଦିନ ସାତ୍ତ୍ଵିକ ଭୋଜନ କରନ୍ତୁ ଓ ସୈନ୍ଧବ ଲୁଣ ଖାଦ୍ଯରେ ପ୍ରୟୋଗ କରନ୍ତୁ। ରାତିରେ ୧୧ ରୁ ୧ ଘଟିବା ମଧ୍ୟରେ ସ୍ନାନ କରି ଭଗବାନ ହନୁମାନଙ୍କ ନିକଟରେ ସୋରିଷ କିମ୍ବା ଘିଅର ଏକ ଦୀପ ଜଳାନ୍ତୁ। ଏହାପରେ ଭକ୍ତିଭାବ ମନରେ ୧୧ଥର ହନୁମାନ ଚାଳିଶା ପାଠ କରନ୍ତୁ। ଏହାସହିତ ଉପାୟ କରିବା ଦିନ ସକାଳେ ଭଗବାନ ହନୁମାନଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ଏହି ଉପାୟ ଆପଣ ୧୧ଟା ମଙ୍ଗଳବାର ପର୍ଯ୍ୟନ୍ତ କରି ପାରିବେ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *