Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ ରୁ ୨୦୨୫ !! ୬ ରାଶି କୋଟିପତି !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ୬ ରାଶି କୋଟିପତି।

ବନ୍ଧୁଗଣ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ଏହି କିଛି ରାଶି ହେବେ କୋଟିପତି। ଶନିଦେବଙ୍କ କୃପା ଏମାନଙ୍କ ଉପରେ ପଡ଼ିବାକୁ ଯାଉଅଛି। ବନ୍ଧୁଗଣ ୨୦୨୨ ରୁ ନେଇ ୨୦୨୫ ପର୍ଯ୍ୟନ୍ତ ଏମିତି କିଛି ରାଶି ଅଛନ୍ତି ଯେଉଁମାନେ କୋଟିପତି ହେବାକୁ ଯାଉଛନ୍ତି। କାରଣ ଏହି ରାଶି ମାନଙ୍କ ଭାଗ୍ୟ ଚମକିବ ଏବଂ ଏହି ରାଶିର ବ୍ୟକ୍ତିମାନେ ପୁରା ବିଶ୍ୱରେ ରାଜ କରିବେ। ଏହି ରାଶିର ଜାତକଙ୍କୁ ଧନ ଦୌଲତ ଐଶ୍ଵର୍ଯ୍ୟ ସମ୍ପତି ବାହନ ଘର ମାନ ସମ୍ମାନ ସବୁକିଛି ମିଳିବାର ନଜର ଆସିବ। ଏହି ସବୁ ରାଶି ବିଷୟରେ ଯଦି ଆଲୋଚନା କରିବା ତ ଏମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । କାରଣ କିଛି ଗ୍ରହ ମାନଙ୍କର ଏମିତି ପରିବର୍ତ୍ତନ ହେବାକୁ ଯାଉଛି ଯାହା ଫଳରେ ଏହି ୬ ଗୋଟି ରାଶି ।

ଯଦି ଏହି ଶନି ଗ୍ରହ ଆପଣଙ୍କ ଜାତକରେ ଭଲ ଶୁଭ ସ୍ଥିତିରେ ରହିଛନ୍ତି ଆଉ ଆପଣଙ୍କଉପରେ ସନ୍ତୁଷ୍ଟ ରହିଛନ୍ତି। ଯଦି ଶନି ଗ୍ରହ ଆପଣଙ୍କ ଜନ୍ମ ଜାତକରେ ଭଲ ଶୁଭ ସ୍ଥିତିରେ ଥାଏ ତ ଆପଣ ଆରମ୍ଭରେ କିଛି ପରିଶ୍ରମ କରିବେ କିନ୍ତୁ ପରେ ଆପଣ ଆଗକୁ ଯାଇ ଏପରି କାର୍ଯ୍ୟରେ ରହିବେ ଯାହା ଆପଣ କେବେବି ଭାବି ନଥିବେ। ତ ଏପରି ହିଁ କିଛି ଶନିଦେବଙ୍କ ସ୍ଥିତି ବନୁଛି। ବର୍ଷ ୨୦୨୨ ରୁ ବର୍ଷ ୨୦୨୫ ଯାଏଁ କିଛି ରାଶିର ଜାତକଙ୍କୁ ବହୁତ ଅଧିକ ଧନ ସମ୍ପତି ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ବହୁତ ଲାଭ ପ୍ରାପ୍ତି କରିବେ। ତ ଆସନ୍ତୁ ସେହି ରାଶି ଗୁଡିକ ବିଷୟରେ ଜାଣିବା ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ଭାଗ୍ୟଶାଳୀ ହେବା ସହିତ କୋଟିପତି ମଧ୍ୟ ବନିବାକୁଛନ୍ତି।

ମିଥୁନ ରାଶି:- ଏହି ରାଶିର ବ୍ୟକ୍ତିମାନେ ରାଜ କରିବେ ଏହି ବର୍ଷ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ। କାରଣ ଶନିଦେବଙ୍କ କୃପା ଏମାନଙ୍କ ଉପରେ ପଡ଼ିବାକୁ ଯାଉଛି। ଯାହା ଦ୍ୱାରା ଆପଣ ଅନେକ ପ୍ରକାରର ସୁଖ ସୁବିଧା ପାଇପାରିବେ। ଅଟକି ରହିଥିବା ଧନ ଆପଣଙ୍କ ପାଖକୁ ଫେରି ଆସିବ। ନୂଆ ଗାଡି କିମ୍ବା ଜମି ମଧ୍ୟ ଆପଣ କିଣି ପାରନ୍ତି। ଆପଣଙ୍କ ନାମ ସମାଜରେ ଆହୁରି ବୃଦ୍ଧି ହେବ। ଆପଣଙ୍କର ଭାଗ୍ୟ ଆହୁରୁ ମଧ୍ୟ ଚମକିବ। ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ବଡ଼ ଭାଇ ଭଉଣୀ ମାନଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ। ଆପଣଙ୍କୁ ମାତା ପିତାଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ। ଆପଣଙ୍କର ଧନ ଦୌଲତ ବୃଦ୍ଧି ହେବାର ନଜର ଆସୁଛି। ଅନେକ ପ୍ରକାରର ସୁଖ ସୁବିଧା ମଧ୍ୟ ପ୍ରାପ୍ତ ହେବ।

ଜୀବନରେ ଚାଲୁଥିବା ସମସ୍ୟା ଭଗବାନ ଶନିଦେବ ଏବେ ଦୂର କରି ଦେବେ। ବର୍ଷ ୨୦୨୨ ରୁ ବର୍ଷ ୨୦୨୫ ଯାଏଁ ଆପଣଙ୍କୁ ଧନରେ ମାଲାମାଲ ହେବାରୁ କେହି ବି ଅଟକାଇ ପାରିବେ ନାହିଁ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ରହିବ। ସନ୍ତାନ ପ୍ରାପ୍ତି ହୋଇପାରେ। ଲଭ ଲାଇଫରେ ଆପଣ ଖୁସି ଦେଖିବାକୁ ପାଇବେ। ଏହି ସମୟରେ କିଛି ମହତ୍ତ୍ୱପୂର୍ଣ୍ଣ ଜିନିଷ ମଧ୍ୟ କିଣିପାରନ୍ତି। ପାଠ ପଢା ବହୁତ ହିଁ ଭଲ ରହିବ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ। ଆର୍ଥିକ ସମସ୍ୟା ଦୂର ହେବ। କହିବାକୁ ଗଲେ କୌଣସି ଦିଗରୁ ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହୋଇପାରେ।

ମେଷ ରାଶି:- ଏହି ରାଶିର ଜାତକ ଭଗବାନ ଶନିଦେବ ଆପଣଙ୍କ ଜାତକରେ ମାନ ସମ୍ମାନର ବୃଦ୍ଧି ଚାକିରୀରେ ପ୍ରୋମସନର ଯୋଗ ବନୁଅଛି। ବିଜନେସରେ ବୃଦ୍ଧି ଦେଖିବାକୁ ମିଳିବ। ଆପଣ ଧନରେ ମାଲାମାଲ ହେବେ। ବୈବାହିକ ଜୀବନରେ ଉତ୍ତମ ଫଳ ପ୍ରାପ୍ତି ହେବ। ସନ୍ତାନ ସୁଖ ପ୍ରାପ୍ତ ହେବ। ବୌବାହିକ ଜୀବନରେ ଖୁସି ଆସିବ। ବିଶେଷ କୃପାଦୃଷ୍ଟି ଶନିଦେବଙ୍କର ଏହି ରାଶିର ଜାତକଙ୍କ ଉପରେ ରହିବ। ଏଥିପାଇଁ ଆପଣ ୬ ଟି ରାଶି ମଧ୍ୟରୁ ଜଣେ। ଇନକମ ପଦନ୍ନତି ମାନ ସମ୍ମାନ ପାରିବାରିକ ସୁଖ ସବୁ ପ୍ରକାରର ଖୁସି ଆପଣ ପାଇବେ। ଆପଣଙ୍କୁ କୌଣସି ନୂତନ ଚାକିରୀ ମିଳିପାରେ। ଆପଣ ବିଦେଶ ଯାତ୍ରା କରିପାରନ୍ତି। ଆପଣଙ୍କର ଅଟକି ରହିଥିବା ଧନ ପ୍ରାପ୍ତ ହେବ।

ବୃଷ ରାଶି:- ଏହି ରାଶିର ଜାତକ ଆପଣଙ୍କ ଦଶମ ଭାଗରେ ୨୦୨୨ ରୁ ୨୦୨୫ ଯାଏଁ ଶନିଦେବ ବିରାଜମାନ ରହିବେ। ଆପଣଙ୍କ ପାଇଁ ଏହା ବହୁତ ଶୁଭ ରହିବ। ଆପଣଙ୍କୁ ବିଜନେସରେ ଲାଭ ଦେଖିବାକୁ ମିଳିବ। ଧନ ଦୌଲତରେ ବୃଦ୍ଧି ହେବ। ଆପଣଙ୍କର ବିଜନେସ ବହୁତ ତେଜରେ ଚାଲିବ। ବୃଷ ରାଶିର ଜାତକ ଏବେ ଆପଣଙ୍କୁ ଶନିଦେବଙ୍କ ଦୟାରୁ ଆପଣ ମାଲାମାଲ ହେବେ। ୨୦୨୨ ରୁ ୨୦୨୫ ଯାଏଁ ଏହି ରାଶିର ଜାତକ ଏହି ୬ଟି ରାଶି ଭିତରୁ ଅନ୍ୟତମ। ଏହି ସମୟରେ ଆପଣଙ୍କ ଚାକିରୀରେ ଉନ୍ନତି ହେବ। ଆପଣ ବିଦେଶ ଯାତ୍ରାରେ ସଫଳ ହେବେ। ଧନ ଦୌଲତ ବୃଦ୍ଧି କରିବାରେ ସଫଳ ହେବେ। ଅନେକ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ। ଲାଭର ଯୋଗ ବନୁଅଛି।

ହଠାତ ଧନ ଲାଭ ହେବ। ଜମି ବାଡ଼ି ସମ୍ବଦ୍ଧିତ ମାମଲା ଦୂର ହେବ। ଆପଣଙ୍କ ଚାକିରୀରେ ପଦନ୍ନତି ହେବ ଏହା ସହିତ ସ୍ୟାଲେରିରେ ମଧ୍ୟ ବୃଦ୍ଧି ହେବ। ଘର କିମ୍ବା ଜମିବାଡ଼ି ଆପଣ କିଣି ପାରନ୍ତି। ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କର ଆସିବାକୁ ଥିବା ସମୟ ବହୁତ ସୁନ୍ଦର ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ଦାମ୍ଫତ୍ୟ ଜୀବନ ବହୁତ ଭଲରେ କଟିବ। ଆପଣଙ୍କ ଖର୍ଚ୍ଚରେ କମି ଆସିବ

ମକର ରାଶି:- ମକର ରାଶିର ଜାତକ ଆପଣଙ୍କର ଦ୍ୱିତୀୟ ଭାଗରେ ଶନିଦେବ ୨୦୨୨ ରୁ ୨୦୨୫ ଯାଏଁ ଏହିବେ ଏବଂ ଏହା ଆପଣଙ୍କ ପାଇଁ ବହୁତ ଚମତ୍କାରୀ ଏବଂ ଲାଭକାରୀ ରହିବ। ଏ ଏହି ରାଶିର ଜାତକଙ୍କର ଧନ ଦୌଲତରେ ବୃଦ୍ଧି ହେବ। ଆପଣଙ୍କୁ ଅନେକ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ। ତା ସହିତ ଆପଣଙ୍କ ଘରେ ଅବିବାହିତ ଜାତକଙ୍କ ପାଇଁ ବିବାହର ଯୋଗ ବନୁଛି। ଆପଣଙ୍କ ଦ୍ୱାରା ଧର୍ମ କାର୍ଯ୍ୟ ହୋଇପାରେ। ମାତା ପିତା ମାନେ ମଧ୍ୟ ଧାର୍ମିକ କାର୍ଯ୍ୟ ସ୍ଥଳକୁ ଯାଇପାରନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଖୁସି ଆସିବ। ଲଭ ଲାଇଫ ବହୁତ ଭଲ ରହିବ। ପଢ଼ା ଲେଖାରେ ବିଦ୍ୟାର୍ଥୀ ମାନେ ବହୁତ ଭଲ କରିବେ ପାଠ ସବୁ ମନେ ରହିବ।

କୁମ୍ଭ ରାଶି:- ଏହି ରାଶିର ଜାତକଙ୍କ ଉପରେ ଭଗବାନ ଶନିଦେବଙ୍କର କୃପା ରହିବ। ଶନିଦେବ ଆପଣଙ୍କ ଜାତକରେ ୨୦୨୨ ରୁ ୨୦୨୫ ଯାଏଁ ରହିବେ। ଭଗବାନ ଶନିଦେବ ନିଜେ ଆପଣଙ୍କୁ ଗରିବରୁ ରାଜା ବନାଇବେ। ଆପଣ ଏହି ସମୟରେ ନୂତନ ବିଜନେସ ଆରମ୍ଭ କରିପାରନ୍ତି। ତା ସହିତ ଆପଣଙ୍କର ଫସି ରହିଥିବା ଧନ ଆପଣଙ୍କୁ ମିଳିପାରେ। ଶନିଦେବଙ୍କର କୃପାରୁ ଆପଣ ଜମି ବାଡ଼ି କିଣି ପାରନ୍ତି। ଯାହା ଦ୍ୱାରା ଆପଣଙ୍କୁ ସେଥିରେ ଭଲ ଲାଭ ମିଳିବ। ଆପଣ ଅନେକ ପ୍ରକାରର ଲାଭ ପାଇବେ। ସୁଖ ସୁବିଧା ପ୍ରାପ୍ତ କରିବେ। ନୂତନ ଘରକୁ ପ୍ରବେଶ ମଧ୍ୟ କରିପାରନ୍ତି। ରାଜନୀତି କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ସଫଳତା ମିଳିପାରେ। ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କ ଲାଇଫ ୨୦୨୨ ରୁ ୨୦୨୫ ଯାଏଁ ପୁରା ଚମକିବାକୁ ଯାଉଛି। ଆପଣଙ୍କର ଶୋଇଥିବା ଭାଗ୍ୟ ଚମକି ଉଠିବ।

ବିଛା ରାଶି:- ଏହି ରାଶିର ଜାତକ ଆପଣଙ୍କ ଚତୁର୍ଥ ଭାଗରେ ଭଗବାନ ଶନିଦେବ ୨୦୨୨ ରୁ ୨୦୨୫ ଯାଏଁ ରହିବେ। ଯାହା ଦ୍ୱାରା ଆପଣ ଅନେକ ପ୍ରକାରର ସୁଖ ସୁବିଧା ପାଇପାରିବେ। ଅଟକି ରହିଥିବା ଧନ ଆପଣ ପାଇପାରିବେ। ନୂଆ ଗାଡି କିମ୍ବା ଜମି ଆପଣ କିଣି ପାରନ୍ତି। ଆପଣଙ୍କ ନାମ ସମାଜରେ ଆହୁରୁ ବୃଦ୍ଧି ହେବ। ଆପଣଙ୍କର ଭାଗ୍ୟ ଆହୁରି ଚମକିବ। ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ବଡ଼ ଭାଇ ଭଉଣୀ ମାନଙ୍କର ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ ମାତା ପିତାଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ। ଆପଣଙ୍କର ଧନ ଦୌଲତ ବୃଦ୍ଧି ହେବାର ନଜର ଆସିବ। ଅନେକ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ।

ଜୀବନରେ ଚାଲୁଥିବା ସମସ୍ୟା ଭଗବାନ ଶନିଦେବ ଏବେ ଦୂର କରିବେ। ବର୍ଷ ୨୦୨୨ ରୁ ବର୍ଷ ୨୦୨୫ ଯାଏଁ ଆପଣଙ୍କୁ ଧନରେ ମାଲାମାଲ ହେବାରୁ କେହି ଅଟକାଇ ପାରିବେ ନାହିଁ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ସନ୍ତାନ ପ୍ରାପ୍ତି ହୋଇପାରେ। ଲଭ ଲାଇଫରେ ଆପଣ ଖୁସି ଦେଖିବାକୁ ପାଇବେ। ଆପଣ ଏହି ସମୟରେ କୌଣସି ମହତ୍ତ୍ୱପୂର୍ଣ୍ଣ ଜିନିଷ କିଣି ପାରନ୍ତି। ପାଠ ପଢା ବହୁତ ଭଲ ରହିବ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ।ଆର୍ଥିକ ସମସ୍ୟା ଦୂର ହେବ।

ତୁଳା ରାଶି:- ଏହି ରାଶିର ଜାତକଙ୍କ ଭାଗ୍ୟ ଏବେ ବହୁତ ଜୋରରେ ଚମକିବ। ଏହି ରାଶିର ଜାତକ ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଦୁଇ ଗୁଣା ଚମକିବ। ଆପଣ ୨୦୨୨ ରୁ ୨୦୨୫ ଯାଏଁ ବହୁତ ଉପଲବ୍ଧି ହାସଲ କରିବେ। ଆପଣଙ୍କ ପଞ୍ଚମ ରାଶିରେ ଭଗବାନ ଶନିଦେବ ଗୋଚର କରିବେ। ବିଶେଷ ଉପଲବ୍ଧି ଦେଖାଯିବ। ଧନ ଦୌଲତ ଐଶ୍ଵର୍ଯ୍ୟରେ ବୃଦ୍ଧି ହେବ। ମାନ ସମ୍ମାନରେ ବୃଦ୍ଧି ହେବ। ଉଚ୍ଚ ପଦବୀ ଆପଣଙ୍କୁ ପ୍ରାପ୍ତ ହେବ। ଅଫିସ ଷ୍ଟାପଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ। ବଡ଼ କମ୍ପାନୀରୁ ଆପଣଙ୍କୁ ଅଫର ମିଳିବ। ବିଶେଷ ଲୋକଙ୍କ ସହିତ ଆପଣଙ୍କର ପରିଚୟ ଆପଣଙ୍କ ପାଇଁ ଭଲ ରହିବ। ଅନେକ ପ୍ରକାର ଧନ ଦୌଲତ ଜମି ବାଡ଼ି ସମସ୍ୟା ଦୂର ହେବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ବିଜୟ ପ୍ରାପ୍ତ ହେବ। ତା ସହିତ ଅବିବାହିତ ଜାତକ ପାଇଁ ଭଲ ପ୍ରସ୍ତାବ ଆସିପାରେ। ଏବଂ ବିବାହ ମଧ୍ୟ ହୋଇପାରେ।

ଆସନ୍ତୁ କିଛି ପ୍ରତିକାର ବିଷୟରେ ଜାଣିବା ଯାହାକୁ କରିବା ଦ୍ୱାରା ଦୈନନ୍ଦିନ ଜୀବନ ଶୁଭ ସାବ୍ୟସ୍ତ ହେବ।

ବନ୍ଧୁଗଣ ପ୍ରତିଦିନ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ। ଯଦି ପ୍ରତ୍ୟକ ଦିନ ଯାଇ ପାରୁନାହାନ୍ତି ତାହେଲେ ଗୋଟିଏ ନିର୍ଦିଷ୍ଟ ବାରରେ ନିଶ୍ଚୟ ଯାଆନ୍ତୁ। ଯେକୌଣସି ମନ୍ଦିରକୁ ନିଶ୍ଚିତ ଭାବରେ ଯାଆନ୍ତୁ ଏବଂ ଭଗବାନଙ୍କୁ ଦର୍ଶନ କରନ୍ତୁ। ଦେଖିବେ ଏହା ଦ୍ବାରା ଆପଣଙ୍କର ବହୁତ ହିଁ ଶୁଭ ସାବ୍ୟସ୍ତ ହେବ। ଯାହା ଦ୍ୱାରା ଆପଣଙ୍କ ମନରେ ସବୁବେଳେ ନକରାତ୍ମକ ଶକ୍ତି ବାହାରକୁ ଯିବ ଏବଂ ସକାରାତ୍ମକ ଭାବନା ନିଶ୍ଚିତ ଭାବରେ ଉତ୍ପନ ହେବ।

ପ୍ରତ୍ୟକ ଦିନ ଚେଷ୍ଟା କରନ୍ତୁ ଛୋଟ ଚଢେଇ ଗାଈ କିମ୍ବା ବୁଲା କୁକୁରଙ୍କୁ କିଛି ମାତ୍ରାରେ ନିଜ ସକ୍ଷମ ଅନୁସାରେ ପଶୁ ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ଦେଖିବେ ଏମିତି କରିବା ଦ୍ୱାରା ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତ ହେବ।

ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ। ଖାଇବାକୁ ଦିଅନ୍ତୁ ବସ୍ତ୍ର ଦିଅନ୍ତୁ ଦେଖିବେ ଶୁଭ ଫଳ ପ୍ରାପ୍ତି କରିବେ। ଏମତି କଲେ ଭଗବାନ ଶନିଦେବ ବହୁତ ହିଁ ପ୍ରସନ୍ନ ରହିଥାନ୍ତି। ଏହା ସହିତ ୩୩ କୋଟି ଦେବୀ ଦେବତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *