ବିଧବା ଓ ସନ୍ତାନହୀନ ଯୋଗ ସୁନିଶ୍ଚିତ,ଯଦି ଏହି ଦିନ ଗୁଡିକରେ ପ୍ରଥମ ଋତୁସ୍ରାବ ହୁଏ..
ହିନ୍ଦୁଧର୍ମରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ କିଛି ନିୟମ ଗୁଡିକ ରହିଛି। ଏହି ନିୟମକୁ ପାଳନ କରିବା ଦ୍ୱାରା ଆମ ଜୀବନ ସୁନ୍ଦର ଓ ସରଳ ହୋଇ ଯାଇଥାଏ। ପ୍ରତ୍ୟେକ ମହିଳା ଅନେକ ଅବସ୍ଥା ଦେଇ ଗତି କରିଥାନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି। ୮ ବର୍ଷ ବୟସର କନ୍ୟା ଗୌର ଅବସ୍ଥା ଦେଇ ଗତି କରିଥାଏ। ସେହି କନ୍ୟା ୯ ବର୍ଷ ବୟସ ହୋଇଗଲେ, ରୋହିଣୀ ଅବସ୍ଥା ଦେଇ ଗତି କରିଥାଏ। ୧୦ ବର୍ଷ ବୟସ ହୋଇଗଲେ ସେ ବାଳା ଅବସ୍ଥା ଦେଇ ଗତି କରିଥାଏ। ଝିଅମାନଙ୍କର କେଉଁ ସମୟରେ ଋତୁସ୍ରାବ ହେଲେ, ଶୁଭ ମାନା ଯାଇଥାଏ ଆସନ୍ତୁ ସେହି ବିଷୟରେ ଜାଣିବା।
ବର୍ଷର ଏହି ମାସ ଗୁଡ଼ିକର –
ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଝିଅମାନଙ୍କର ମାଘ, ମାର୍ଗଶିର, ଆଶ୍ୱିନ, ବୈଶାଖ, ଫାଲଗୁନ, ଜ୍ୟେଷ୍ଠ ଓ ଶ୍ରାବଣ ମାସ ଗୁଡ଼ିକର ଶୁକ୍ଳପକ୍ଷରେ ଋତୁସ୍ରାବ ହେଲେ, ସେମାନଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାସହିତ ଗ୍ରହ ମାନଙ୍କର ଶୁଭ ସ୍ଥିତି ଥିବା ଦିନରେ କୌଣସି ନାରୀ ରଜସ୍ଵଳା ହେଲେ, ଭବିଷ୍ୟତ ସୁଖମୟ ହୁଏ।
ନୂଆ ଧଳା ବସ୍ତ୍ର ପରିଧାନ କରିବା ସମୟରେ –
କୌଣସି ମହିଳା ଧଳା ବସ୍ତ୍ର ପରିଧାନ କରିଥିବା ସମୟରେ ଋତୁସ୍ରାବ ହେଲେ, ତାଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ମିଳିଥାଏ। ଏହାସହିତ ବିଛଣାରେ ଶୋଇଥିବା ସମୟରେ ବା ବସିଥିବା ସମୟରେ ଋତୁସ୍ରାବ ହେଲେ ମଧ୍ୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
ସକାଳ ବା ସନ୍ଧ୍ୟା ସମୟରେ –
ଯଦି କୌଣସି ନାରୀର ସକାଳ ବା ସନ୍ଧ୍ୟା ସମୟରେ ଋତୁସ୍ରାବ ଆରମ୍ଭ ହୁଏ, ତାହେଲେ ଏହାଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାସହିତ କେବେବି ଧନର ଅଭାବ ହୋଇ ନଥାଏ।ଏହି ନାରୀର ଭବିଷ୍ୟତ ମଧ୍ୟ ଉଜ୍ବଳ ହୋଇଥାଏ।
ଗ୍ରହ ନକ୍ଷତ୍ରର ଗତି ପରିବର୍ତ୍ତନ ସମୟରେ –
ଯଦି ଗ୍ରହ ନକ୍ଷତ୍ର ଗୋଚର ଯୋଗୁଁ ଶ୍ରାବଣା, ଧନିଷ୍ଠା, ସତବିଶା, ଚିତ୍ରା, ଅନୁରାଧା, ମୃଗଶିରା, ରେବତୀ, ଅଶ୍ଵିନୀ, ପୁଷ୍ୟା, ହସ୍ତା, ରୋହିଣୀ, ଉତ୍ତରା ଫାଲଗୁନୀ, ଉତ୍ତରା ସାଡା, ଉତ୍ତର ଭାଦ୍ରବତା, ସ୍ଵାତୀ ଆଦି ନକ୍ଷତ୍ର ଗୁଡ଼ିକ ସଂଚାର ହୁଏ ଏବଂ ସେହି ସମୟରେ କୌଣସି ନାରୀର ମାସିକଧର୍ମ ଆରମ୍ଭ ହୁଏ, ତାହେଲେ ସେମାନଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
ପ୍ରତ୍ୟେକ ମହିଳାମାନଙ୍କୁ ବିବାହ ପରେ ଶାଶୂଘର ଯନ୍ତ୍ରଣା, ସନ୍ତାନ, ସ୍ଵାମୀଙ୍କ ଦୁଃଖ ଆଦି ସହିବାକୁ ପଡ଼ିଥାଏ। କିଛି ମହିଳା ମାନଙ୍କର ବିବାହ ପରେ ହିଁ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇ ଯାଇଥାଏ। ଏହି ଦୋଷରୁ ମୁକ୍ତି ପାଇବା ପାଇଁ ଅନେକ ଶୁଦ୍ଧି କରିବା ପାଇଁ ପଡ଼ିଥାଏ। ତାପରେ ହିଁ କୌଣସି ମହିଳା ଏହି ଦୋଷରୁ ମୁକ୍ତି ପାଇ ପାରିବେ।
ବନ୍ଧୁଗଣ ଯଦି ଆପଣଙ୍କୁ ଆମର ପୋଷ୍ଟଟି ଭଲ ଲାଗିଛି, ତାହେଲେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!