Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ପାଖରେ ଲଗେଇ ଦିଅନ୍ତୁ ଏହି ଚମତ୍କାରୀ ଗଛ,ଚୁମ୍ବକ ପରି ଟାଣିବ ଧନ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ଗଛ ପାଖରେ ଲଗେଇ ଦିଅନ୍ତୁ ଏହି ଚମତ୍କାରୀ ଗଛ ଚୁମ୍ବକ ପରି ଟାଣି ଆସିବ ଧନ।

ବନ୍ଧୁଗଣ ତୁଳସୀ ଗଛର ଚମତ୍କାର ବିଷୟରେ ଆମେ ସମସ୍ତେ ଜାଣିଛୁ। ତୁଳସୀ ବହୁତ ଚମତ୍କାରୀତା ଗଛ। ଆମେ ଏହାକୁ ପୂଜା କରି ପର୍ଥନା କରିଥାଉ। ତ ଆମ ଜୀବନରେ ଶୁଭ ଫଳର ଆଗମନ ହୋଇଥାଏ ସୌଭାଗ୍ୟର ବୃଦ୍ଧି ହୋଇଥାଏ। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ମିଳିଥାଏ ଯଦି ଆମେ ତୁଳସୀ ଗଛକୁ ବିଧି ବିଧାନର ସହିତ ପୂଜା କରିବା। ବନ୍ଧୁଗଣ ତୁଳସୀକୁ ପୂଜା କରିବା ମାନେ ସକାଳେ ତୁଳସୀକୁ ଜଳ ଦେବା ଏବଂ ସନ୍ଧ୍ୟାରେ ଦୀପ ଜଳେଇବା ତାହା ଶୁଦ୍ଧ ଘିଅରେ ହୋଇଥିବା ଉଚିତ। କାରଣ ଏହାକୁ ବହୁତ ଶ୍ରେଷ୍ଠ ମାନାଯାଏ। ପ୍ରତ୍ୟକ ଘରେ ତୁଳସୀ ଗଛକୁ ପୂଜା କରାଯାଇଥାଏ।

ସନ୍ଧ୍ୟା ସମୟରେ ଆପଣ ଯେତେବେଳେ ଶୁଦ୍ଧ ଘିଅରେ ଦୀପ ଜଳାଇଥାନ୍ତି ଏବଂ ସକାଳେ ଜଳ ଅର୍ପଣ କରିଥାନ୍ତି ସେତିକି ମାତ୍ରାରେ ହିଁ ଆପଣ ଜୀବନରେ ଆଗକୁ ଆସୁଥିବା ସଙ୍କଟ ଦୂର ହୋଇଯାଇଥାଏ। ଯେତେବେଳେ ଆପଣ ତୁଳସୀ ମୂଳରେ ଦୀପ ଜଳାନ୍ତି ତ ଏହି କଥାର ଧ୍ୟାନ ରଖନ୍ତୁ ଦୀପ ତଳେ ଆପଣ କିଛି ଚାଉଳ ଥୋଇ ଦୀପକୁ ରଖନ୍ତୁ। ଏପରି ମାନ୍ୟତା ଅଛି କି ଯେତେବେଳେ ତୁଳସୀ ପାଖରେ ଖାଲି ଦୀପ ଜଳା ଯାଇଥାଏ ତ ଘରେ ଦରିଦ୍ରତା ଓ ଦୁର୍ଭାଗ୍ୟର ବାସ ହୋଇଥାଏ। ତ ଭୁଲରେ ବି ଏମିତି କରନ୍ତୁ ନାହିଁ। ତୁଳସୀର ପୂଜା ବହୁତ ହିଁ ଶ୍ରେଷ୍ଠ ମାନାଯାଏ। ସକାଳୁ ଉଠି ସ୍ନାନ ସାରି ତୁଳସୀର ପୂଜା କରନ୍ତୁ। ଏହା ପରେ ତୁଳସୀର କିଛି ପତ୍ର ତୋଳି ଆପଣ ନିଜ ଘରେ ପୂଜା କରିଥିବା ସ୍ଥାନରେ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ମୂର୍ତି କିମ୍ବା ଫୋଟ ଯେଉଁବି ଭଗବାନଙ୍କୁ ଆପଣ ରଖିଛନ୍ତି ତାଙ୍କର ଭୋଗରେ ତୁଳସୀର ପତ୍ରକୁ ଅର୍ପଣ କରନ୍ତୁ। ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି। ସବୁବେଳେ ଆପଣଙ୍କ ଭଣ୍ଡାର ଭରି ରହିଥାଏ। ଯଦି ଆପଣଙ୍କ ଘରେ ସବୁଦିନ ତୁଳସୀର ପାଣି ଛିଞ୍ଚନ୍ତି ତେବେ ଆପଣଙ୍କ ଘରେ କେବେବି ନକରାତ୍ମକତା ରହେ ନାହିଁ।

ଘରର ପ୍ରତ୍ୟକ ଲୋକଙ୍କୁ ନିଜର କାର୍ଯ୍ୟରେ ସଫଳତା ମିଳିଥାଏ। ଏହି ପାଣିକୁ ଆପଣ ସଙ୍ଗେ ସଙ୍ଗେ ବନେଇକି ହିଁ ବ୍ୟବହାର ଲରନ୍ତୁ। ପ୍ରତ୍ୟକ ଦିନ ପାଣିରେ ୨ ରୁ ୩ ତୁଳସୀ ପତ୍ର ପକେଇକି ଘରରେ ପୂଜା ଜାଗାରେ ଛିଞ୍ଚି ନେବେ। ନହେଲେ ଆପଣ ଯେକୌଣସି ବି ବୋତଲରେ ପାଣି ନେଇ ତୁଳସୀ ପତ୍ରକୁ ପକେଇ ଘୋଡେ଼ଇ ରଖନ୍ତୁ ଏବଂ ସକାଳେ ଏହି ପାଣିକୁ ଘର ସାରା ଜାଗାରେ କୋଣ ଅନୁକୋଣରେ ଦ୍ୱାରରେ ଛିଞ୍ଚି ଦିଅନ୍ତୁ କିଛି ସମୟ ପରେ ଦେଖିବେ ଆପଣଙ୍କ ଘରେ ଖୁସି ଦେଖାଯିବ। ଘରେ ଅର୍ଥର ଅଭାବ ଦୂର ହୋଇଯିବ। ସକରାତ୍ମକ ଉର୍ଜା ଏବଂ ଧନର ଆଗମନ ହୋଇଥାଏ। ଘରେ ଯେତେବି ଛୋଟ ବଡ଼ ଅସୁବିଧା ଥିବ ତାହା ଦୂର ହୋଇଯିବ।କେବଳ ଏହି ଜଳର ପ୍ରୟୋଗ ଦ୍ୱାରା।

ତୁଳସୀ ଏତେ ଚମତ୍କାରୀତା ଗଛ ଏହାର ଚେର ଡାଳ ପତ୍ର ସବୁକିଛିରେ ଚମତ୍କାରୀତା ଗୁଣ ରହିଛି। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ବିଶ୍ୱାସ କରି ଏହି ପ୍ରୟୋଗ କରିବା ଉଚିତ। ଏମତି କଲେ ସବୁ ମନକାମନା ପୁରଣ ହୋଇଯିବ। ସମସ୍ତ ସମସ୍ୟା ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଦୂର କରିବେ। ଧନ ଜନିତ ସମସ୍ୟା ଦୂର ହୋଇଯିବ। ଘରେ କଳି ଝଗଡା ଦୂର ହୋଇଯିବ ଏବଂ କାର୍ଯ୍ୟରେ ମିଳୁଥିବା ଅସଫଳତାରୁ ମୁକ୍ତି ମିଳିବ। ଧନର ଅଭାବ ଥିଲେ ତାହା ବି ସବୁ ଶେଷ ହୋଇଯିବ। ଯଦି ବ୍ୟାପାରରେ କ୍ଷତି ହେଉଥାଏ ତାହାବି ଦୂର ହୋଇଯିବ ଆଉ ବ୍ୟାପାରରେ ବୃଦ୍ଧି ହେବ। ଆଜିର ଏହି ଉପାୟ ଧନ ବୃଦ୍ଧି ପାଇଁ। ଏହା ବହୁତ ସରଳ ଅଟେ।

ଗୁରୁବାର ଦିନ ସ୍ନାନ ସାରି ଏହି ଉପାୟକୁ କରିବାକୁ ପଡିବ। ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ଏହାପରେ ହଳଦୀର ଟୀକା ମଥାରେ ଲଗାନ୍ତୁ। ଏହାପରେ ଆପଣ ସବୁଦିନ ଯେଉଁ ତୁଳସୀ ଗଛରେ ଜଳ ଅର୍ପଣ କରୁଛନ୍ତି ସେହି ଗଛରେ ଜଳ ଢାଳି ପାରିବେ। ଯଦି ଆପଣ ଘରେ ୨ ରୁ ୪ ଟି ତୁଳସୀ ଗଛ ଲଗାଇଛନ୍ତି ତେବେ ସେଥିରେ ବି ଦେଇପାରିବେ। କେବଳ ଆପଣ ସବୁଦିନ ଯେଉଁ ତୁଳସୀ ଗଛକୁ ପୂଜା କରୁଛନ୍ତି ସେହି ଗଛକୁ ଛାଡି ଦେଇକି। ଯେତିକି ପରିମାଣରେ ତୁଳସୀ ଗଛ ଘରେ ରହିବ ସେତିକି ପରିମାଣରେ ଘରେ ସକାରାତ୍ମକତା ବୃଦ୍ଧି ପାଇବ। ତ ଆପଣ ସେହି ତୁଳସୀ ଗଛର କିଛି ଚେରକୁ ନିଅନ୍ତୁ ଏବଂ ଆପଣ ଯେଉଁଠି ଧନ ରଖୁଛନ୍ତି ସେହି ଜାଗାରେ ରଖିଦିଅନ୍ତୁ। କିପରି ରଖିବେ ଜାଣନ୍ତୁ। ପ୍ରଥମେ ଆପଣ ସେହି ଚେରକୁ ସଫା ପାଣିରେ ଧୋଇ ଗଙ୍ଗା ଜଳରେ ସଫା କରିବେ ଏହା ପରେ ଆପଣ ସେହି ଚେରକୁ ଧୂପ ଦୀପ ଦେଇ ପୂଜା କରିବେ।

ଆପଣ ଏହି ଚେରକୁ ଆପଣ ନିଜ ଘରେ ଯେଉଁଠି ବି ଧନ ରଖୁଛନ୍ତି ପର୍ସ ହେଉ ଆଲମୀରା ହେଉ ସେଠି ଆପଣ ଏହି ଚେରକୁ ରଖିଦେବେ। କିନ୍ତୁ ଯେତେବେଳେ ଏହି ଚେରକୁ ନେଇକି ଯିବେ ସେତେବେଳେ ଆପଣଙ୍କୁ ମନରେ ଏହି ବିଶ୍ୱାସ ରଖିବାକୁ ହେବ ଯେ ଆପଣ ମା ଲକ୍ଷ୍ମୀଙ୍କୁ ନେଇ ସ୍ଥାପନା କରୁଛନ୍ତି ତାହେଲେ ଶୀଘ୍ର ହିଁ ଆପଣଙ୍କ ଘରକୁ ଧନର ଆଗମନ ହେବ। ଆପଣଙ୍କ ବ୍ୟାପାରେ ବୃଦ୍ଧି ହେବା ସହିତ ଧନର ବି ବୃଦ୍ଧି ହେବ। ଆପଣଙ୍କର ପଜିଟିଭ ଏନର୍ଜୀ ସହିତ ତୁଳସୀର ଚେରକୁ ଯଦି ନିଜ ଘରେ ରଖିବେ ତ ମା ଲକ୍ଷ୍ମୀ ଏବଂ ଶ୍ରୀହରି ବିଷ୍ଣୁ ମଧ୍ୟ ଆପଣଙ୍କ ଘରେ ବିରାଜମାନ କରିବେ। ଆପଣଙ୍କ ଘରେ ଧନର ବର୍ଷା ହେବ। ଏମିତି ଭାବି ଆପଣ ଏହି ଜାଗାରେ ତୁଳସୀର ଚେରକୁ ରଖିଦିଅନ୍ତି। ଦେଖିବେ କିଛି ଦିନ ପରେ ଆପଣଙ୍କ ଘରେ ଚମତ୍କାରୀତା ଆସିବ। ଏହିସବୁ ବିଶ୍ୱାସ ଦ୍ୱାରା ହିଁ ସମ୍ଭବ ହୋଇପାରିବ।

ଦ୍ୱିତୀୟ ଉପାୟ। ଯେଉଁ ତୁଳସୀ ଗଛରେ ଆପଣ ପ୍ରତ୍ୟକ ଦିନ ଜଳ ଅର୍ପଣ କରୁଛନ୍ତି ଶୁଖିବାକୁ ଦେଉନାହାନ୍ତି ଦେଖିବେ ସେହି ତୁଳସୀ ଗଛର ମୂଳରେ କେଉଁ ଗଛ ଉଠିଛି ତୁଳସୀ ଗଛରୁ ମଧ୍ୟ ମଞ୍ଜି ପଡି ତୁଳସୀ ଗଛ ଉଠିଥାଏ ତ ତାହେଲେ ଭଲ କାହିଁକିନା ତୁଳସୀକୁ ସର୍ବଶ୍ରେଷ୍ଠ ମାନାଯାଏ। ଯଦି କୌଣସି ଘାସ ଗଛ ମଧ୍ୟ ଉଠିଥିବ ସେହି ତୁଳସୀ ଗଛ ମୂଳରେ ତେବେ ସେହି ଘାସକୁ ଧନ ରଖିବା ଜାଗାରେ ଆଣି ରଖନ୍ତୁ। କେମିତି ରଖିବେନା ଆପଣ ଗୁରୁବାର ଦିନ ସକାଳ ସ୍ନାନ ସାରି ଏହି ଉପାୟକୁ କରିବେ। ଯଦି ସେହି ତୁଳସୀ ଗଛ ମୂଳରେ ଯେଉଁ ବି ଗଛ ଉଠିଥିବ ତାକୁ ଆରାମରେ ଅପାଡି ତାକୁ ନିଜ ଘର ମନ୍ଦିରକୁ ଆଣନ୍ତୁ ତା ପୂର୍ବରୁ ଆପଣ ତୁଳସୀର ପୂଜା ଯେମିତି ସବୁଦିନ କରନ୍ତି ସେମିତି କରିନେଇଥିବେ। ଏହା ପରେ ହିଁ ସେହି ତୁଳସୀ ଗଛ ମୂଳରେ ଯେଉଁ ଗଛ ଉଠିଥିବ ସେହି ଗଛକୁ ଆଣନ୍ତୁ। ସେହି ଗଛକୁ ଗଙ୍ଗା ଜଳରେ ଧୋଇ ତାକୁ ଧୂପ ଦୀପ ଦେଇ ମା ଲକ୍ଷ୍ମୀ ବୋଲି ମାନି ତାକୁ ଧନ ରଖିବା ଜାଗାରେ ରଖିଦିଅନ୍ତୁ। ଏହା ଏକ ଚମତ୍କାରୀ ଉପାୟ। ଏହି ଉପାୟକୁ କରିବା ପରେ ଆପଣଙ୍କ ଘରେ ଯେତେବି ସମସ୍ୟା ଥାଏ ସେହିସବୁ କୁ ଦୂର କରିଥାଏ।

ଧନ ଜନିତ ସମସ୍ୟା ହେଉ ବା ବ୍ୟାପାର ସମ୍ବଦ୍ଧିତ ସମସ୍ୟା ହେଉ ଶୀଘ୍ର ଦୂର ହୋଇଯିବ। ଆପଣ ତାକୁ ଧନ ରଖୁଥିବା ଜାଗାରେ ନେଇ ରଖିଦିଅନ୍ତୁ ମା ଲକ୍ଷ୍ମୀ ବୋଲି ଭାବି କାହିଁକିନା ତାକୁ ବି ତୁଳସୀ ଗଛ ମୂଳରୁ ଅଣା ଯାଇଛି। ତୁଳସୀ ଯେତିକି ଶ୍ରେଷ୍ଠ ଅଟେ ସେମିତି ତା ମୂଳରେ ଉଠିଥିବା ଗଛ ମଧ୍ୟ ସେତିକି ଶ୍ରେଷ୍ଠ ଅଟନ୍ତି। ଆପଣ ବହୁତ ରୋଜଗାର କରୁଛନ୍ତି କିନ୍ତୁ ରହୁନାହିଁ ବ୍ୟାପାରରେ କ୍ଷତି ଘଟୁଛି ଚାକିରୀରେ ପ୍ରୋମସନ ହେଉନି ସବୁଥିର ଶ୍ରେଷ୍ଠ ଉପାୟ ଅଟେ ଯାହା ତୁଳସୀ ମୂଳରେ ଉଠିଥାଏ ସେହି ଗଛ। ଏହି ଗଛ ଯେଉଁଠି ରହେ ଧନ ଚୁମ୍ବକ ପରି ଟାଣି ହୋଇ ଆସେ। ତ ଆପଣ ଏହିପରି ଭାବେ ଏହି ଉପାୟକୁ କରନ୍ତୁ। ଯଦି ଆପଣଙ୍କ ଘରର ତୁଳସୀ ଗଛରେ ଏହି ଛୋଟ ଗଛ ନାହିଁ ତେବେ ଘରର ଆଖ ପାଖ ମନ୍ଦିରରୁ ଏହି ଗଛକୁ ଆଣିପାରିବେ। ଧନ ସଞ୍ଚୟର ଏହା ସର୍ବଶ୍ରେଷ୍ଠ ଉପାୟ ଅଟେ। ଏହି ଉପାୟକୁ ବିଶ୍ୱାସ କରି କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *