Excuse Me Odisha

ଯାହା କହିବୁ ସତ କହିବୁ

ଏହି ଅମୃତ ବୁଟି ମିଳିଗଲେ ତୁରନ୍ତ ନେଇ ଆସନ୍ତୁ ଘରକୁ । ଭାଗ୍ୟ ବଦଳାଇବା ସହିତ ବଢ଼ାଇ ଥାଏ କ୍ଷମତା ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଔଷଧୀୟ ଗଛ ବିଷୟରେ କହିବୁ ଯାହାକି ସଞ୍ଜୀବନି ବୁଟି ଠାରୁ ମଧ୍ୟ କମ ନୁହେଁ । ଏହାକୁ ଲୋକେ ଶାଗ ଆକାରରେ ମଧ୍ୟ ଖାଆନ୍ତି । ଏହାବ୍ୟତୀତ ଏହି ଗଛ ମନୁଷ୍ୟ ଶରୀରରେ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ହିମାଳୟରେ ରହୁଥିବା ସନ୍ଥ ମହାତ୍ମା ମଧ୍ୟ ଏହି ଗଛର ସେବନ କରିଥାନ୍ତି ଯାହାକି ଶରୀରରେ ଶକ୍ତି ପ୍ରଦାନ କରିଥାଏ । ଏମିତିକି ଚରକ ସଂହିତାରେ ମଧ୍ୟ ଏହି ଗଛ ବିଷୟରେ ଅନେକ ଥର ଉଲ୍ଲେଖ କରାଯାଇଛି । ଏହି ଗଛର ନାମ ହେଉଛି ବ୍ରାହ୍ମୀ । ଏହି ଗଛରେ ବ୍ରହ୍ମାଙ୍କ ବାସ ହେଉଥିବାରୁ ଏହାକୁ ବ୍ରାହ୍ମୀ କୁହାଯାଏ ଏବଂ ଏହାର ବ୍ୟବହାର ହଜାର ହଜାର ବର୍ଷ ପୂର୍ବରୁ କରାଯାଇ ଆସୁଛି ।

ବ୍ରାହ୍ମୀ ଗଛର ଅନେକ ଔଷଧୀୟ ଗୁଣ ରହିଛି । କିନ୍ତୁ ଯଦି ଏହାକୁ ଲଗାତାର ୬ ମାସ ପର୍ଯ୍ୟନ୍ତ କ୍ଷୀରରେ ମିଶାଇ ସେବନ କରାଯାଏ ତେବେ ବ୍ୟକ୍ତିକୁ ଭୁତ , ଭବିଷ୍ୟ ଏବଂ ବର୍ତ୍ତମାନ ଜାଣିବାର ଦକ୍ଷତା ପ୍ରାପ୍ତ ହୋଇଥାଏ । ସାଧରଣତଃ ବିଦ୍ୟାର୍ଥୀ ମାନେ ଏହାକୁ ମସ୍ତିଷ୍କ ପାଇଁ ସେବନ କରନ୍ତି । ଏହାଦ୍ବାରା ସ୍ମରଣ ଶକ୍ତି ବଢ଼ିଥାଏ ବୋଲି ମଧ୍ୟ କୁହାଯାଏ । ବ୍ରାହ୍ମୀ ହାର୍ଟ ପାଇଁ ଅତ୍ୟନ୍ତ ଭଲ ଅଟେ ଏବଂ ଏଥିରେ ଥିବା ଆଣ୍ଟି ଅକ୍ସୀଡେଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରି ଗୁଣ ହାର୍ଟକୁ ସବୁବେଳେ ସୁସ୍ଥ ରଖିଥାଏ ।

ଖାଲି ଯେ ଏହା ହାର୍ଟ ସମ୍ବନ୍ଧୀୟ ରୋଗକୁ ଠିକ କରିଥାଏ ତାହା ନୁହେଁ । ଏହା ମଧୁମେହକୁ ମଧ୍ୟ ନିୟନ୍ତ୍ରଣ କରିବାର କାମ କରିଥାଏ । ଯେଉଁମାନେ ମଧୁମେହରେ ପୀଡ଼ିତ ସେମାନେ ପ୍ରତ୍ୟେକ ଦିନ ଏକ ଚାମଚ ବ୍ରାହ୍ମୀ ପାଉଡ଼ର ଖାଇଲେ ରକ୍ତରେ ଶର୍କରା ଏବଂ ଇନସୁଳିନ ମାତ୍ରା ନିୟନ୍ତ୍ରଣରେ ରହିଥାଏ ।

ଟାଇପ 2 ମଧୁମେହ ରୋଗୀ ଏହାଦ୍ବାରା ଶତ ପ୍ରତିଶତ ଲାଭ ପାଇ ପାରିବେ । ଏହାକୁ ଅତି ଭିତରକୁ କମରେ ୨ ମାସ ସେବନ କରନ୍ତୁ କିମ୍ବା ଅଧିକ ଦିନ ମଧ୍ୟ ସେବନ କରି ପାରିବେ । ଯଦି ଆପଣଙ୍କର ମିରିଗି ସମସ୍ୟା ରହିଛି ତେବେ ତେବେ ଏହାକୁ ସେବନ କରନ୍ତୁ କାରଣ ଏହା ଶରୀରର ଶିରା ଏବଂ ବ୍ରେନର ନର୍ଭସ ସିଷ୍ଟମକୁ ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ । ବୁଦ୍ଧିକୁ ତୀବ୍ର କରିବା ପାଇଁ ଲୋକେ ଆଜିବି ଏହାର ପ୍ରୟୋଗ କରନ୍ତି । ଯଦି ଆପଣ ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ଏବଂ ଶରୀରକୁ ହୃଷ୍ଟପୃଷ୍ଟ ରଖିବାକୁ ଚାହୁଁଛନ୍ତି ତେବେ ଏହାକୁ ଏକ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ଏବଂ ଖୁବ କମ ମୂଲ୍ୟରେ ଆପଣ ବଜାରରୁ ଏହାକୁ କିଣି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *