Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ଗଛ ଆଦୋୖ ଲଗାନ୍ତୁ ନାହିଁ । ନଚେତ ହୋଇଯିବ ମୃତ୍ୟୁ ।

ସେୟାର୍ କରନ୍ତୁ

ସଦାବିହାରୀ ଫୁଲ ଏକ ଏପରି ଗଛ ଯାହାକି ଯେକୌଣସି ସ୍ଥାନରେ ଖୁବ ସହଜରେ ବଢ଼ିଥାଏ । ଏହାର ଫୁଲ ଭିନ୍ନ ଭିନ୍ନ ରଙ୍ଗର ଏବଂ ବେଶ ସୁନ୍ଦର ଭାବରେ ଉପଲବ୍ଧ ହୋଇଥାଏ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସଦାବିହାରୀ ଗଛର କିଛି ଖାସ ରହସ୍ୟ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗଛ ଦ୍ୱାରା ଆପଣ ଜଣେ କୋଟିପତି ହୋଇପାରିବେ ଏବଂ ଆପଣଙ୍କ ଦୁର୍ଭାଗ୍ୟ ମଧ୍ୟ ବଦଳିଯିବ । ଏହି ଗଛକୁ ନେଇ କିଛି ଉପାୟ କଲେ ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ ହୋଇଯିବ । ଯଦି ଆପଣ କୌଣସି ବ୍ୟବସାୟ କରୁଛନ୍ତି ଏବଂ ବାରମ୍ବାର ସେଥିରେ କ୍ଷତି ସହିବାକୁ ପଡ଼ୁଛି ।

ଏହାବ୍ୟତୀତ ଯଦି କେହି ବ୍ୟକ୍ତି କରଜରେ ବୁଡ଼ି ରହିଛି ତେବେ ଆପଣ ଏହି ସଦାବିହାରୀ ଫୁଲକୁ ଭଗବାନଙ୍କୁ ଅର୍ପଣ କରି ଦିଅନ୍ତୁ । ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ରହିଛି ତେବେ ଏହି ସଦାବିହାରୀ ଗଛକୁ ଘରକୁ ନେଇ ଆସନ୍ତୁ ଏବଂ ଘରେ ଲଗାନ୍ତୁ । ଏହି ଗଛକୁ ଘରେ ଲଗାଇଲେ ଧନ ଆକର୍ଷିତ ହୋଇ ଆସିବ ।

କହିବାକୁ ଗଲେ ସବୁ ଗଛର ଭିନ୍ନ ଭିନ୍ନ ଚମତ୍କାରୀ ଗୁଣ ରହିଛି ଏବଂ ସେହି ସବୁ ଗଛର କିଛି ଖାସ ପ୍ରୟୋଗ କଲେ ଖାସ ଲାଭ ମଧ୍ୟ ପ୍ରାପ୍ତ ହୋଇଥାଏ । ସେହିପରି ସଦାବିହାରୀ ଫୁଲ ସବୁଦିନ ପାଇଁ ଆପଣଙ୍କ ଭାଗ୍ୟ ଚମକାଇ ପାରିବ । ଏହି ଫୁଲ ଦୁଇ ପ୍ରକାରର ଯଥା ଧଳା ଏବଂ ଗୋଲାପୀ ଏବଂ ଉଭୟ ମାତା ଲକ୍ଷ୍ମୀଙ୍କୁ ଭାରି ପ୍ରିୟ ।

ସେହିଭଳି ଧଳା ସଦାବିହାରୀକୁ ମାହାଦେବଙ୍କୁ ଅର୍ପିତ କଲେ ମହାଦେବ ଖୁବ ପ୍ରସନ୍ନ ହୁଅନ୍ତି । ଏହି ଫୁଲକୁ ଭଗବାନଙ୍କୁ ଅର୍ପିତ କରି ନିଜର ମନସ୍କାମନା କହିଦେଲେ ଭଗବାନ ନିଶ୍ଚିତ ପ୍ରସନ୍ନ ହୁଅନ୍ତି । ଏହି ଖାସ ଉପାୟ ଅନୁଯାୟୀ କୌଣସି ଶୁକ୍ରବାର ଦିନ ସନ୍ଧ୍ୟା ପୂର୍ବରୁ ୨୧ ଟି କିମ୍ବା ୨୭ ଟି ସଦାବିହାରୀ ଫୁଲ ଘରକୁ ଆଣି ପୂଜା ଘରେ ରଖି ଦିଅନ୍ତୁ ।

ଏକ ଦୀପ ଜାଳିବା ପରେ ନାଲି କପଡ଼ା ବିଛାଇ ତାହା ଉପରେ ନାଲି ମୌଲି ସୂତାରେ ଏହି ଫୁଲର ମାଳ ବନାନ୍ତୁ । ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରିବା ସହିତ ମହାଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ । ଏହାପରେ ନାଲି କପଡ଼ାରେ ସ୍ୱସ୍ତିରଖି ସେଥିରେ ମହାଲକ୍ଷ୍ମୀ ଲେଖି ଦିଅନ୍ତୁ । ଯଦି ଆପଣ ୨୧ ଫୁଲ ଥିବା ମାଳା ଦ୍ୱାରା କରୁଛନ୍ତି ତେବେ ପାଞ୍ଚଟି ଶୁକ୍ରବାର ଏବଂ ୨୭ ଟି ଫୁଲ ଥିବା ମାଳା ଅର୍ପିତ କରୁଥିବା ବେଳେ ଚାରୋଟି ଶୁକ୍ରବାର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *