Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛର କେବଳ ଗୋଟିଏ ଟୁକୁଡ଼ା ନେଇ ଆସନ୍ତୁ ଘରକୁ । ପୁରା ବର୍ଷ ଘରକୁ ଆସିବ ଟଙ୍କା ।

ସେୟାର୍ କରନ୍ତୁ

ଧର୍ମ ଶାସ୍ତ୍ରରେ ବୃକ୍ଷକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି । ପିତୃଙ୍କ ସନ୍ତୁଷ୍ଟି ପାଇଁ ମଧ୍ୟ ଗଛ ଲଗାଇବାର ବିଧାନ ରହିଛି । ଆଜି ଆମେ ଆପଣଙ୍କୁ ଯେଉଁ ଚାମତ୍କାରୀ ଗଛ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଡାଳିମ୍ବ ଗଛ । ଯଦି ଏହି ଗଛକୁ ଘରେ ଲଗାଇ ଦିଆଯାଏ ତେବେ ଦୁର୍ଭାଗ୍ୟ ଦୂର ହେବା ସହିତ ଜୀବନ ମଧ୍ୟ ବଦଳି ଯିବ । ଏହି ଗଛ ଘର ପରିସରରେ ରହିଲେ ଗୃହ ଦୋଷ ଲାଗିଥାଏ । ଦଶହରାରେ ଡାଳିମ୍ବ ଗଛ ଲଗାଇବା ସବୁଠାରୁ ପବିତ୍ର ମାନା ଯାଏ । ଏହାଦ୍ବାରା ଘରେ ଆର୍ଥିକ ସମସ୍ୟା ଶେଷ ହୋଇଥାଏ । ବିଶେଷ କରି ଘରର ଉତ୍ତର ପୂର୍ବ ଦିଗରେ ଏହି ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଡାଳିମ୍ବ ଫୁଲ ମହୁରେ ବୁଡ଼ାଇ ମହାଦେବଙ୍କୁ ଅର୍ପିତ କଲେ ଜୀବନର ସବୁ କଷ୍ଟରୁ ମୁକ୍ତି ମିଳିଥାଏ ।

ଦେବଦେବୀଙ୍କୁ ଡାଳିମ୍ବ ଚଢ଼ାଇଲେ ସେମାନେ ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ଡାଳିମ୍ବ ଗଛରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି କୁହାଯାଏ । ଡାଳିମ୍ବ ଗଛ ଅନେକ ରୋଗର ନିରାକରଣ କରିଥାଏ । ଏହାର ଚୋପା ଅନେକ କୀଟନାଶକ ଉପାୟରେ ପ୍ରୟୋଗ ହୋଇଥାଏ । ଆଜି ଆମେ ଆପଣଙ୍କୁ ଡାଳିମ୍ବ କାଠର ଧାର୍ମିକ ମହତ୍ତ୍ୱ ବିଷୟରେ ମଧ୍ୟ କହିବୁ ।

ଏହାଦ୍ବାରା ଆପଣ ନିଜ ଜୀବନର ଦୁଃଖ କଷ୍ଟକୁ ଦୂର କରିପାରିବେ । ରାହୁର ଶ୍ବାତି ନକ୍ଷତ୍ର ସମୟରେ ଡାଳିମ୍ବ କାଠ ଭାଙ୍ଗି ନେଇ ଆସନ୍ତୁ । ତାହାକୁ ଭାଙ୍ଗିବା ପୂର୍ବରୁ ଡାଳିମ୍ବ ଗଛକୁ ହାତ ଯୋଡ଼ି କ୍ଷମା ମାଗି ନିଅନ୍ତୁ । ତାହାକୁ ଘରକୁ ଆଣି ସେଥିରେ ହଳଦୀ , ଚନ୍ଦନ ଏବଂ ଅକ୍ଷତ ଲଗାଇ ପୂଜା କରନ୍ତୁ ଏବଂ ଶନିବାର ଦିନ ରୂପାର ତାବିଜରେ ପୁରାଇ କଳା ସୂତାରେ ବେକରେ ଧାରଣ କରନ୍ତୁ ।

ଏହାଦ୍ବାରା ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଯାଏ । କାହାରି ତନ୍ତ୍ରମନ୍ତ୍ର ମଧ୍ୟ ଅକାମି ହୋଇଯିବ ଏବଂ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ । ଏହାକୁ ନେଇ ବଶିକରଣ ମଧ୍ୟ କରାଯାଇ ପାରିବ । ଯଦି ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇଛି ତେବେ ପୂର୍ବାଫାଲ୍ଗୁନି ନକ୍ଷତ୍ରରେ ଡାଳିମ୍ବ ଗଛକୁ ଘରକୁ ନେଇ ଆସନ୍ତୁ । ତାହାକୁ ଧୂପ ଦୀପ ଦେଖାଇ ପୂଜା କରି ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ପ୍ରିୟ ବ୍ୟଜ୍ଞି ଆପଣଙ୍କ ସପକ୍ଷରେ ହେବାକୁ ଲାଗେ । ଡାଳିମ୍ବ ଗଛର ଛାଲ , ହଳଦୀ , ଚନ୍ଦନ, ସୋରିଷ ନେଇ ଏକ ପେଷ୍ଟ ଟିଆରି କରନ୍ତୁ । ୧୦୮ ଥର ଲକ୍ଷ୍ମୀ ମନ୍ତ୍ର ଜପ କରି ତାହାକୁ ସିଦ୍ଧ କରନ୍ତୁ ଏବଂ ତାହାକୁ ଦେହରେ ଲଗାଇ ସ୍ନାନ ପରେ ଯେଉଁ ପସନ୍ଦର ଲୋକ ସାମ୍ନାକୁ ଯିବେ ସେ ଆପଣଙ୍କ ବଶ ହୋଇଯିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *