Excuse Me Odisha

ଯାହା କହିବୁ ସତ କହିବୁ

ମିଳିଗଲା ସଞ୍ଜୀବନି ବୁଟି । ଏହି ଗଛର ମୂଳକୁ ଘରେ ରଖିବା ମାତ୍ରେ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଅର୍ଜୁନ ଗଛର ଗଣନା ୬୪ ଦିବ୍ୟ ମହାଔଷଧି ମଧ୍ୟରେ କରାଯାଇଥାଏ । ଏହି ଗଛ ଦ୍ୱାରା କ୍ୟାନ୍ସର , ବ୍ଲଡ଼ ପ୍ରେସର , ଷ୍ଟନ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ଗଛର ଛାଲ ସୁଗାର ରୋଗକୁ ମୂଳରୁ ଦୂର କରିଥାଏ । ଅର୍ଜୁନ ଗଛ ସାଧରଣତଃ ୬୦-୮୦ ଫୁଟ ଲମ୍ବା ହୋଇଥାଏ । ଅର୍ଜୁନ ଗଛ ହୃଦରୋଗକୁ ମୂଳରୁ ଭଲ କରିଥାଏ । ଏହି ଗଛ ଉପରେ ଅନେକ ଶୋଧ ଶେଷ ହୋଇଛି । ଯେଉଁ ରୋଗର ଚିକିତ୍ସା ସମ୍ଭବ ହୁଏ ନାହିଁ ତାହାକୁ ମଧ୍ୟ ଏହି ଗଛ ଠିକ କରିପାରେ । ଅର୍ଜୁନ ଗଛର ଛାଲିକୁ ପାଣିରେ ଭିଜାଇ ପ୍ରଥମ ଦିନ ଭୋଜନ ଗ୍ରହଣ କରିବା ପୂର୍ବରୁ ଥରେରୁ ଦୁଇଥର ୫୦ ମିଳିଲିଟର ପାଣିରେ ସେବନ କରନ୍ତୁ । ଅର୍ଜୁନ ଗଛର ଛାଲିକୁ ପାଉଡ଼ର ବନାଇ ପାଣି କିମ୍ବା କ୍ଷୀରରେ ମିଶାଇ ପିଇ ପାରିବେ ।

କେଶରୀନ ନାମକ ରାସାୟନିକ ଘୋଟକ ଥିବାରୁ ଏହା ସ୍ତନ କର୍କଟ ଭଳି ମାରାତ୍ମକ ରୋଗକୁ ମଧ୍ୟ ଠିକ କରିପାରେ । ରକ୍ତରେ ଇନସୁଲିନ ମାତ୍ରା ବୃଦ୍ଧି ହୋଇଥିଲେ ତାହାକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ଏହାକୁ ସେବନ କରିବା ଦ୍ୱାରା ମୋଟାପଣ ସମସ୍ୟା ମଧ୍ୟ ଦୂର ହୋଇଥାଏ । ରାତିରେ ୫୦ ମିଳିଲିଟର ଜଳରେ ୨୦ ଗ୍ରାମ ଛାଲି ପକାଇ ସକାଳୁ ପିଇ ଦିଅନ୍ତୁ ।

ଏହାଦ୍ବାରା ରକ୍ତପିତ୍ତ ସମସ୍ୟା ଠିକ ହୋଇଥାଏ । ହାଡ଼ ଭାଙ୍ଗିଗଲେ କ୍ଷୀର ସହିତ ଏହି ଛାଲି ସେବନ କଲେ ହାଡ଼ ଯୋଡ଼ି ହୋଇଯାଏ । କାହାରି ଷ୍ଟୋନ ସମସ୍ୟା ଥିଲେ ତାହା ମଧ୍ୟ ଏହି ଗଛର ଚାଲି ଦ୍ୱାରା ଉପଶମ ହୋଇ ପାରିବ । ଏଥିରୁ ମୁକ୍ତି ପାଇବା ପାଇଁ ମାତ୍ର ୧୫ ଦିନ ସମୟ ଲାଗିବ । ସୁଗାର ସମସ୍ୟା ଥିଲେ ମଧ୍ୟ ଏହାର ଉପଯୋଗ ଆପଣ କରି ପାରିବେ ।

ସୁଗାର ସମସ୍ୟା ଥିଲେ ୧୦ ଗ୍ରାମ ଅର୍ଜୁନ ଗଛର ଛାଲି ଏବଂ ଅଳ୍ପ ଜାମୁ ମଞ୍ଜିକୁ ନେଇ ଗ୍ରାଇଣ୍ଡ କରି ଦିଅନ୍ତୁ । ପାଉଡ଼ର ବନାଇ ଏକ ଚାମଚ ନିଅନ୍ତୁ ଏବଂ ସକାଳ ସନ୍ଧ୍ୟା ଏକ ଚାମଚ ଲେଖାଏଁ ସାଧା ପାଣିରେ ମିଶାଇ ପିଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଇନସୁଲିନ ମାତ୍ରା କମ ହୋଇଯିବ । ମାତ୍ର ଏକ ମାସ ଭିତରେ ରକ୍ତରେ ଇନସୁଲିନ ମାତ୍ରା ନିୟନ୍ତ୍ରଣରେ ଆସିଯିବ । କାହାରି ହାର୍ଟ ଅଟାକ ସମସ୍ୟା ଥିଲେ ପ୍ରତ୍ୟେକ ଦିନ ସକାଳୁ ୧୦ ଗ୍ରାମ ଲେଖାଏଁ ଖାଇ ଦିଅନ୍ତୁ । ଏହାଦ୍ବାରା ବ୍ଲଡ଼ ପ୍ରେସର , ଥକାପଣ ଭଳି ସମସ୍ୟା ଦୂର ହୋଇଯାଏ । ଅର୍ଜୁନ ଗଛର ଛାଲି ହୃଦ ଜନିତ ସବୁ ପ୍ରକାରର ରୋଗରୁ ମୁକ୍ତି ଦେଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *